ଜାତୀୟ

ଦିପାବଳୀ ପୂର୍ବରୁ ପଞ୍ଜାବରେ ଆତଙ୍କବାଦୀ ଆକ୍ରମଣ ଯୋଜନା: ୩ ସନ୍ଦିଗ୍ଧ ଗିରଫ

ଅମୃତସର,୪।୧୦: ଆସନ୍ତା ଦିବାବଳୀରେ ପଞ୍ଜାବରେ ପାକିସ୍ତାନ ଆତଙ୍କବାଦୀ ଆକ୍ରମଣ ଯୋଜନା କରିଥିବା କହିଛି ଗୁଇନ୍ଦା ବିଭାଗ। ମିଳିଥିବା ସୂଚନା ମୁତାବକ ପାକିସ୍ତାନରୁ ବାରୁଦ ଓ ବିସ୍ଫୋରଣ ପଞ୍ଜାବ ପହଞ୍ଚିଯାଇଥିବା କୁହାଯାଉଛି। ସେଥିପାଇଁ ଏବେଠାରୁ ସେଠାରେ ସତର୍କ ସୂଚନା ଜାରି କରାଯାଇଛି। ଏହି…

ମହାରାଷ୍ଟ୍ରରେ ମିଳିତ ଭାବେ ଲଢିବେ ଭାଜପା-ଶିବସେନା

ମୁମ୍ବାଇ,୪।୧୦: ମହାରାଷ୍ଟ୍ର ବିଧାନସଭା ନିର୍ବାଚନ ପାଖେଇ ଆସୁଥିବା ବେଳେ ଶୁକ୍ରବାର ଭାଜପା-ଶିବସେନା ମିଳିତ ଭାବେ ନିର୍ବାଚନ ଲଢିବା କଥା ଘୋଷଣା କରିଛନ୍ତି। ଏକ ଖବରଦାତା ସମ୍ମିଳନୀରେ ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଦେବେନ୍ଦ୍ର ଫଡନବିଶ ଓ ଶିବସେନା ମୁଖ୍ୟ ଉଦ୍ଧବ ଠାକରେ ଏହା ଘୋଷଣା…

ଶାହଙ୍କୁ ଭେଟିଲେ ତେଲେଙ୍ଗାନା ମୁଖ୍ୟମନ୍ତ୍ରୀ

ନୂଆଦିଲ୍ଲୀ,୪।୧୦: ତେଲେଙ୍ଗାନା ମୁଖ୍ୟମନ୍ତ୍ରୀ କେ. ଚନ୍ଦ୍ରଶେଖର ରାଓ ଶୁକ୍ରବାର ସ୍ବରାଷ୍ଟ୍ରମନ୍ତ୍ରୀ ଅମିତ ଶାହାଙ୍କୁ ଭେଟିଛନ୍ତି। ନୂଆଦିଲ୍ଲୀରେ ସେ ଶାହାଙ୍କୁ ଭେଟିବା ଅବସରରେ ତେଲେଙ୍ଗାରରେ ବାକିଥିବା କିଛି ଉନ୍ନତିକରଣ କାମକୁ ନେଇ ଆଲୋଚନା କରିଥିଲେ। ସୂଚନାଯୋଗ୍ୟ, ପ୍ର୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଶାସନରେ କେନ୍ଦ୍ରରେ…

ଏହି ମନ୍ଦିରରେ ତେଲ କି ଘିଅରେ ନୁହେଁ ବରଂ ନଦୀ ପାଣିରେ ଜଳିଥାଏ ଅଖଣ୍ଡ ଦୀପ

ଧର୍ମ ଓ ଆସ୍ଥାରେ ଏଭଳି ଚମତ୍କାରିତା ରହିଛି ଯାହା ଭଗବାନଙ୍କ ଉପରେ ଥିବା ଶ୍ରଦ୍ଧାକୁ ଆହୁରି ବଢ଼ାଇଦେଇଥାଏ। ଭାରତରେ ଦେବୀ ମା’ଙ୍କର ଅନେକ ଚମତ୍କାରୀ ମନ୍ଦିର ରହିଛି। ହେଲେ ଏଭଳି ଏକ ମନ୍ଦିର ରହିଛି, ଯେଉଁଠାରେ ତେଲ କି ଘିଅରେ ନୁହେଁ…

ସିଟ୍‌ ବେଲ୍ଟ ନ ବାନ୍ଧିବାରୁ ସ୍କୁଟି ଚାଳକଙ୍କ କଟିଲା ଚାଲାଣ

ଲକ୍ଷ୍ନୌ,୪।୧୦: ସମଗ୍ର ଦେଶରେ ସେପ୍ଟେମ୍ବର ପହିଲାରୁ ଲାଗୁ ହୋଇଥିବା ନୂଆ ମୋଟରଯାନ ନିୟମ ପରେ ପ୍ରତିଦିନ କିଛି ନା କିଛି ନୂଆ ଘଟଣା ସାମ୍ନାକୁ ଆସିଛି। ଏହି ପରିପ୍ରେକ୍ଷୀରେ ଉତ୍ତରପ୍ରଦେଶ ହମିରପୁରରେ ଏକ ଅଜବ ଘଟଣା ଲୋକଲୋଚନକୁ ଆସିଛି। ଜଣେ ସ୍କୁଟିଚାଳକ…

ହରିୟାଣା ନିର୍ବାଚନ: ଭାଜପାର ଷ୍ଟାର ପ୍ରଚାରକଙ୍କ ତାଲିକାରେ ମୋଦି, ଅମିତ ଶାହ

ଚଣ୍ଡିଗଡ଼,୪।୧୦: ହରିୟାଣା ବିଧାନସଭା ନିର୍ବାଚନ ପାଇଁ ଶୁକ୍ରବାର ଭାଜପା ପକ୍ଷରୁ ଷ୍ଟାର ପ୍ରଚାରକଙ୍କ ତାଲିକା ପ୍ରକାଶ ପାଇଛି। ଏହି ତାଲିକାରେ ୪୦ଜଣ ଷ୍ଟାର ପ୍ରଚାରକଙ୍କ ନାମ ରହିଛି। ଏଥିରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି, ସ୍ବରାଷ୍ଟ୍ର ମନ୍ତ୍ରୀ ଅମିତ ଶାହ, ଭାଜପାର କାର୍ଯ୍ୟକାରୀ…

ନାମାଙ୍କନ ପତ୍ର ଦାଖଲ କଲେ ଫଡନବିସ

ମୁମ୍ବାଇ,୪।୧୦: ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଦେବେନ୍ଦ୍ର ଫଡନବିସ ଶୁକ୍ରବାର ନାଗପୁର ଦକ୍ଷିଣ-ପଶ୍ଚିମ ଆସନ ପାଇଁ ନାମାଙ୍କନ ପତ୍ର ଦାଖଲ କରିଛନ୍ତି। ନାଗପୁରରେ ଫଡନବିସ ଏକ ରୋଡ ଶୋ’ କରି ନାମାଙ୍କନ ଦାଖଲ କରିଥିଲେ। ଏହା ପୂର୍ବରୁ ଫଡନବିସ କେନ୍ଦ୍ର ସଡ଼କ ପରିବହନ ମନ୍ତ୍ରୀ…

ଇନ୍ଦୋର ଆସିଲା ବିଶ୍ୱର ପ୍ରଥମ ରୋବୋ ନାଗରିକ ସୋଫିଆ

ଇନ୍ଦୋର,୪।୧୦: ବିଶ୍ୱର ପ୍ରଥମ ରୋବୋ ନାଗରିକ ସୋଫିଆ ମଧ୍ୟ ପ୍ରଦେଶର ଇନ୍ଦୋରରେ ପହଞ୍ଚିଥିବା ଖବର ମିଳିଛି। ଏଠାରେ ଚାଲିଥିବା ଇଣ୍ଟରନ୍ୟାଶନାଲ ରାଉଣ୍ଡ ସ୍କୋୟାର କନଫରେନ୍ସରେ ସୋଫିଆକୁ ସାମିଲ କରାଯାଇଛି। ଏଠାରେ ଉପସ୍ଥିତଥିବା ଶୀକ୍ଷାର୍ଥୀମାନେ ସୋଫିଆକୁ ନାନା ପ୍ରଶ୍ନ ପଚାରିଥିବା ବେଳେ ସେ…

ବାଲାକୋଟ ଏୟାର ଷ୍ଟ୍ରାଇକ୍‌ର ଭିଡିଓ ଜାରି କଲା ଭାରତୀୟ ବାୟୁସେନା

ନୂଆଦିଲ୍ଲୀ,୪।୧୦: ଭାରତୀୟ ବାୟୁସେନା ପକ୍ଷରୁ ଶୁକ୍ରବାର ବାଲାକୋଟ ଏୟାର ଷ୍ଟ୍ରାଇକ୍‌ର ଏକ ଭିଡିଓ ଜାରି କରାଯାଇଛି। ଏହି ଭିଡିଓରେ ବାଲାକୋଟରେ ଏୟାର ଷ୍ଟ୍ରାଇକ୍‌ର ପ୍ରସ୍ତୃତି ଓ ଆତଙ୍କବାଦୀ କ୍ୟାମ୍ପକୁ ଧ୍ୱସଂବିଧ୍ୱସ୍ତ କରାଯାଇଥିବା ଦେଖିବାକୁ ମିଳିଛି। ଗତ ଏକ ବର୍ଷରେ ଭାରତୀୟ ବାୟୁସେନା…

ଚଣ୍ଡିଗଡ଼ରେ ୨୧ ଫୁଟ ଉଚ୍ଚର ରାବଣ

ଚଣ୍ଡିଗଡ଼,୪।୧୦: ସମଗ୍ର ଦେଶରେ ଦୁର୍ଗାପୂଜା ପାଳନ କରାଯାଉଥିବା ବେଳେ ଶୁକ୍ରବାର ଷଷ୍ଠୀ ହୋଇଥିବାରୁ ବିଭିନ୍ନ ମଣ୍ଡପ ଗୁଡିକରେ ସ୍ବତନ୍ତ୍ର ପୂଜାର୍ଚ୍ଚନା କରାଯାଇଛି। ଚଳିତ ବର୍ଷ ଦଶହାର ଅକ୍ଟୋବର ୮ରେ ପାଳନ ହେବ। ଏଥିପାଇଁ ଆୟୋଜକମାନେ ବହୁ ଆଡ଼ମ୍ବରରେ ଆୟୋଜନ କରିଛନ୍ତି। ଚଳିତ…

କଂଗ୍ରେସ ଛାଡିବାକୁ ଧମକ ଦେଲେ ସଞ୍ଜୟ ନିରୁପମ

ନୂଆଦିଲ୍ଲୀ,୪।୧୦: ମହାରାଷ୍ଟ୍ର ବିଧାନସଭା ନିର୍ବାଚନରେ ନିଜ ପସନ୍ଦର ପ୍ରାର୍ଥୀଙ୍କୁ ଟିକେଟ୍‌ ନ ଦିଆଯିବାକୁ ନେଇ ଅସନ୍ତୋଷ ପ୍ରକାଶ କରିଛନ୍ତି କଂଗ୍ରେସର ବରିଷ୍ଠ ନେତା ସଞ୍ଜୟ ନିରୁପମ। ଏପରିକି ସେ ଦଳ ଛାଡିବାକୁ ମଧ୍ୟ ଧମକ ଦେଇଛନ୍ତି। ଦିଲ୍ଲୀରେ ବସିଥିବା ଦଳର ନେତାଙ୍କୁ…

ସୁଧହାର କମାଇଲା ଆରବିଆଇ

ନୂଆଦିଲ୍ଲୀ,୪।୧୦: ମୁଦ୍ରାନୀତି ସମୀକ୍ଷା ପରେ ଶୁକ୍ରବାର ଭାରତୀୟ ରିଜର୍ଭ ବ୍ୟାଙ୍କ (ଆରବିଆଇ) ୦.୨୫ ବେସିସ୍‌ ପଏଣ୍ଟ ହ୍ରାସ କରିଛି। ଫଳରେ ୫.୧୫ ପ୍ରତିଶତକୁ ରେପୋ ରେଟ ହ୍ରାସ ପାଇଛି। ମୁଦ୍ରାନୀତି ସମୀକ୍ଷା ପରେ ଆରବିଆଇର ଗଭର୍ଣ୍ଣର ଶକ୍ତିକାନ୍ତ ଦାସ ଏହି ଘୋଷଣା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?