ଜାତୀୟ

ଉଦ୍ଧବ ଠାକରେଙ୍କୁ ଇସ୍ତଫା ଦେବାକୁ ଅନୁରୋଧ କଲେ ଅବସରପ୍ରାପ୍ତ ନୌସେନା ଅଧିକାରୀ

ମୁମ୍ବାଇ, ୧୩ ।୯: ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକରେ ଯଦି ସରକାର ଚଳାଇ ପାରୁ ନାହାନ୍ତି ତେବେ ସେ ଇସ୍ତଫା ଦିଅନ୍ତୁ ବୋଲି ମୁଁ ଅନୁରୋଧ କରୁଛି । ଜନତା ଆଉ ,କ ନୂଆ ସରକାର ନିର୍ବାଚିତ କରିବେ ଯିଏ ମହାରାଷ୍ଟ୍ରର ଆଇନ…

ବିଧାନସଭା ନିର୍ବାଚନ ପୂର୍ବରୁ ବିହାରକୁ ୯୦୧ କୋଟିର ଉପହାର ଦେଲେ ମୋଦି

ନୂଆଦିଲ୍ଲୀ, ୧୩।୯: ଆଗକୁ ବିହାରରେ ବିଧାନସଭା ନିର୍ବାଚନ ହେବ। ଏହାକୁ ଦୃଷ୍ଟିରେ ରଖି ଭୋଟରଙ୍କୁ ଆକର୍ଷିତ କରିବା ଲାଗି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ୯୦୧ କୋଟି ଟଙ୍କାର ଉପହାର ଦେଇଛନ୍ତି। ସେ ରବିବାର ରାଜ୍ୟର ୩ଟି ପେଟ୍ରୋଲିୟମ୍‌ ପ୍ରକଳ୍ପର ଲୋକାର୍ପଣ କରିଛନ୍ତି।…

ପିତାଙ୍କ ସହ ବାଇକ୍‌ରେ ଯାଉଥିଲେ ଝିଅ, ବିଚ୍‌ ରାସ୍ତାରେ ଯୁବକ ଘଟାଇଲେ ଏମିତି କାଣ୍ଡ, ଆଉ ଶେଷରେ…

ଲକ୍ଷ୍ନୌ,୧୩ା୯: ଉତ୍ତରପ୍ରଦେଶର ଲକ୍ଷ୍ମୀପୁର ଖେରୀ ଜିଲାରେ ଏକ ସମ୍ବେଦନଶୀଳ ଘଟଣା ଘଟିଛି। ନିଜ ପିତାଙ୍କ ସହ ଜଣେ ନାବାଳିକା ଝିଅ ବାଇକ୍‌ରେ ଯାଉଥିବା ସମୟରେ ୨ ଅଜଣା ଯୁବକ ଝିଅ ସହ ଅସଦାଚରଣ କରିଥିଲେ। ଏଥିରେ ନାବାଳିକାଙ୍କ ପିତା ସାହସର ସହ…

ପୂର୍ବତନ କେନ୍ଦ୍ରମନ୍ତୀ ରଘୁବଂଶ ପ୍ରସାଦ ସିଂଙ୍କ ପରଲୋକ

ନୂଆଦିଲ୍ଲୀ,୧୩ ।୯: ପୂର୍ବତନ କେନ୍ଦ୍ରମନ୍ତ୍ରୀ ରଘୁବଂଶ ପ୍ରସାଦ ସିଂଙ୍କର ରବିବାର ଦିଲ୍ଲୀ ସ୍ଥିତ ଅଲ ଇଣ୍ଡିଆ ଇନଷ୍ଟିଚ୍ୟୁଟ ଅଫ୍ ମେଡିକାଲ ସାଇନସେସ୍‌(ଏମ୍ସ)ରେ ପରଲୋକ ହୋଇଛି । କିଛିଦିନ ହେବ ସେ ଚିକିତ୍ସତ ହେଉଥିବା ବେଳେ ଶନିବାର ସେ ଅଧିକ ଅସୁସ୍ଥ ହୋଇ…

ସବୁ ରେଲୱେ ଷ୍ଟେଶନରେ ହେବ ଡିଜିଟାଲ କାରବାର

ନୂଆଦିଲ୍ଲୀ,୧୩ ।୯: କରୋନା ସଙ୍କଟ ସମୟରେ ଭାରତୀୟ ରେଲୱେ ତା’ର ସମସ୍ତ ଷ୍ଟେଶନରେ ଡିଜିଟାଲ କାରବାର ଯୋଗାଇ ଦେବାକୁ ଯୋଜନା କରୁଛି । ଏହାକୁ ନେଇ ରେଲୱେ ବୋର୍ଡ ସମସ୍ତ ରିଜିଓନାଲ ରେଲୱେକୁ ଷ୍ଟେଶନରେ ଯେତେଶୀଘ୍ର ସମ୍ଭବ ଶହେ ପ୍ରତିଶତ ଡିଜିଟାଲ…

ମୌସୁମୀ ଅଧିବେଶନ: ସୋନିଆ-ରାହୁଲ ରହିବେ ଅନୁପସ୍ଥିତ

ନୂଆଦିଲ୍ଲୀ, ୧୩।୯: ସୋମବାରଠାରୁ ଆରମ୍ଭ ହେଉଥିବା ମୌସୁମୀ ଅଧିବେଶନରେ କଂଗ୍ରେସ ଅଧ୍ୟକ୍ଷା ସୋନିଆ ଗାନ୍ଧୀ ଏବଂ ରାହୁଲ ଗାନ୍ଧୀ ଅନୁପସ୍ଥିତ ରହିବେ। ସ୍ବାସ୍ଥ୍ୟ ଯାଞ୍ଚ୍‌ ପାଇଁ ସୋନିଆ ରାହୁଲଙ୍କ ସହିତ ବିଦେଶ ଯାଇଛନ୍ତି। ସେ ଦୁଇ ସପ୍ତାହ ପରେ ଭାରତ ଫେରିବେ।…

ପରିଣତ ବୟସରେ ବି ହାରିଯାଇନାହାନ୍ତି ଏହି ବୃଦ୍ଧ, ପାହାଡ଼ କାଟି ୫ କିଲୋମିଟର ପର୍ଯ୍ୟନ୍ତ ଖୋଳିଛନ୍ତି କେନାଲ

ପାଟଣା,୧୩ା୯: ବିହାରର ପର୍ବତାରୋହୀ ଦଶରଥ ମାଝିଙ୍କ ନାମ ପ୍ରାୟ ସମସ୍ତେ ଶୁଣିଥିବେ। ଯିଏ କି ୨୨ ବର୍ଷ ଧରି କଠିନ ପରିଶ୍ରମ କରି ୩୬୦ ଫୁଟ ଚୌଡ଼ା ଏବଂ ୨୫ ଫୁଟ ଉଚ୍ଚ ପାହାଡ଼ କାଟି ରାସ୍ତା ତିଆରି କରିଥିଲେ। ସେହିପରି…

ଗୋଟିଏ ଗୁଳିରେ ଦୁଇ କଳାକାରଙ୍କୁ ଟାର୍ଗେଟ କଲା ଶିବସେନା

ମୁମ୍ବାଇ,୧୩ ।୯: ବଲିଉଡ୍ ଅଭିନେତ୍ରୀ କଙ୍ଗନା ରାନାୱତ ଓ ଶିବାସନା ମଧ୍ୟରେ ବିବାଦ ବେଳକୁ ବେଳ ଭିନ୍ନ ମୋଡ ନେବାରେ ଲାଗିଛି । ଏବେ ଶିବସେନା ତା’ର ମୁଖପତ୍ର ‘ସମାନା’ ଜରିଆରେ କଙ୍ଗନାଙ୍କୁ ଟାର୍ଗେଟ କରିଛି । ରବିବାର ପୁଣିଥରେ ଦଳ…

ଡ୍ରାଗନର ମିଛ ପଡ଼ିଲା ଧରା: ଗଲଓ୍ବାନରେ ୬୦ ଚାଇନା ସୈନ୍ୟଙ୍କ ମୃତ୍ୟୁ ଘଟିଥିଲା

ଓ୍ବାଶିଂଟନ, ୧୩।୯: ଗଲଓ୍ବାନ ଘାଟିରେ ଜୁନ୍‌ ୧୫ରେ ଭାରତୀୟ ଯବାନ ଏବଂ ଚାଇନା ସୈନ୍ୟଙ୍କ ମଧ୍ୟରେ ସଂଘର୍ଷ ଘଟିଥିଲା। ଏଥିରେ ୨୦ ଜଣ ଭାରତୀୟ ଯବାନ ଶହୀଦ୍‌ ହୋଇଥିଲେ। ତେବେ ଚାଇନାର କମ୍‌ ସୈନ୍ୟଙ୍କର ମୃତ୍ୟୁ ଘଟିଥିବା ପିପୁଲସ୍‌ ଲିବରେଶନ ଆର୍ମି(ପିଏଲ୍‌ଏ)…

ସୁଶାନ୍ତ ସିଂ ରାଜପୁତ, ବିକାଶ ଦୁବେଙ୍କ ଉପରେ ନିର୍ମାଣ କରାଯାଉଥିବା ଫିଲ୍ମର ନାଁ ରେଜିଷ୍ଟ୍ରେଶନ ଆରମ୍ଭ

ମୁମ୍ବାଇ,୧୩ ।୯: ବଲିଉଡ୍ ଅଭିନେତା ସୁଶାନ୍ତ ସିଂ ରାଜପୁ୍‌ତ ମୃତ୍ୟୁ ମାମଲାର ଯାଞ୍ଚ ଏବେ ୩ଟି ଏଜେନ୍ସି କରୁଛନ୍ତି । ଆଉ ଏହି ମାମଲାରେ ତାଙ୍କର ବାନ୍ଧବି କୁହାଯାଉଥିବା ରିଆ ଚକ୍ରବର୍ତ୍ତିଙ୍କ ସମେତ କେତେଜଣ ଗିରଫ ମଧ୍ୟ ହୋଇ ସାରିଲେଣି ।…

ଲଦାଖରେ ଭାରତ-ଚାଇନା ମୁହାଁ ମୁହିଁ: ସ୍ପୁଙ୍ଗୁର ଗ୍ୟାପ୍‌ରେ ଶୁଟିଂ ରେଞ୍ଜ୍‌ରେ ଉଭୟ ପକ୍ଷ

ଲେହ, ୧୩।୯: ପୂର୍ବ ଲଦାଖରେ ଭାରତ ଚାଇନା ମଧ୍ୟରେ ଉତ୍ତେଜନା ବଢ଼ିବାରେ ଲାଗିଛି। ପେଙ୍ଗୋଙ୍ଗ୍‌ ହ୍ରଦର ଦକ୍ଷିଣରେ ଥିବା ସ୍ପୁଙ୍ଗୁର ଗ୍ୟାପ୍‌ରେ ଉଭୟ ପକ୍ଷ ପରସ୍ପରର ରାଇଫଲ ଶୁଟିଂ ରେଞ୍ଜ୍‌ ମଧ୍ୟରେ ରହିଛନ୍ତି। ଫଳରେ ସୀମାରେ ପୁଣି ଯୁଦ୍ଧ ସ୍ଥିତି ଘନେଇବାରେ…

୧୧ଦିନରେ ୧୧ ହଜାରରୁ ଅଧିକ ମୁଣ୍ଡ ନେଲାଣି କରୋନା

ନୂଆଦିଲ୍ଲୀ, ୧୩।୯: ଦେଶରେ କରୋନା ମହାମାରୀ ସଂକ୍ରମଣ ଥମିବାର ନାଁ ଧରୁନି। ଗତ ୧୧ ଦିନରେ ଦେଶରେ ୧୧ ହଜାରରୁ ଅଧିକ କରୋନା ଆକ୍ରାନ୍ତଙ୍କ ମୃତ୍ୟୁ ଘଟିଛି। ଏହି ସମୟ ମଧ୍ୟରେ ପ୍ରତି ଦିନ ମୃତ୍ୟୁ ସଂଖ୍ୟା ହଜାରେରୁ ଅଧିକ ରହୁଛି।…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri