Posted inଜାତୀୟ

ନୂଆ କମିଟି ଗଠନ କରିବା ସମାଧାନ ନୁହେଁ: କୃଷକ ନେତା

ନୂଆଦିଲ୍ଲୀ, ୧୬।୧୨ : ଦିଲ୍ଲୀ-ହରିୟାଣା ସୀମାରେ ଚାଲିଥିବା କୃଷକ ଆନ୍ଦୋଳନର ସମ୍ପର୍କିତ ଏକ ଆବେଦନର ଶୁଣାଣି କରି ବୁଧବାର ମାନ୍ୟବର ସୁପ୍ରିମକୋର୍ଟ ଏକ ପ୍ୟାନେଲ ଗଠନ କରିବାକୁ ପରାମର୍ଶ ଦେଇଛନ୍ତି। ହେଲେ ଏହା ସମାଧାନ ନୁହେଁ ବୋଲି କହିଛନ୍ତି ଆନ୍ଦୋଳନରତ କୃଷକ ସଙ୍ଘଠନ ନେତା। ସେମାନେ ନୂଆ କୃଷି ବିଲର ସମ୍ପୂର୍ଣ୍ଣ ପ୍ରତ୍ୟାହାର ଚାହୁଁଛନ୍ତି। ସଂସଦରେ ଆଇନ ପ୍ରଣୟନ ହେବା ପୂର୍ବରୁ ସରକାର, କୃଷକ ଏବଂ ଅନ୍ୟମାନଙ୍କ ସହ ମିଶି କମିଟି ଗଠନ କରିବାର ଥିଲା।

ଆନ୍ଦୋଳନ କରୁଥିବା ୪୦ କୃଷକ ସଙ୍ଘଠନ ମଧ୍ୟରୁ ଅନ୍ୟତମ ରାଷ୍ଟ୍ରିୟ କିଷାନ ମଜଦୁର ସଭା ମୁଖ୍ୟ ଅଭିମନ୍ୟୁ କୋହାର କହିଛନ୍ତି, ଆଗରୁ ସରକାର ପ୍ୟାନେଲ ଗଠନ କରିବାକୁ ପ୍ରସ୍ତାବ ଦେଇଥିଲେ। ଆମେ ତାହାକୁ ମନା କରିସାରିଛୁ। କୋର୍ଟଙ୍କ ନିର୍ଦ୍ଦେଶରେ ନୂଆ ପ୍ୟାନେଲ ଗଠନ କରିବା ସାମାଧାନ ନୁହେଁ। ସରକାର ଆଣିଥିବା ନୂଆ କୃଷି ବିଲର ପ୍ରତ୍ୟାହାର ଆମେ ଚାହୁଁଛୁ। ବହୁବାର କେନ୍ଦ୍ରମନ୍ତ୍ରୀ ଓ ଆମ ମଧ୍ୟରେ ଆଲୋଚନା ହୋଇସାରିଛି। ଏହା ମଧ୍ୟ ଏକ କମିଟି ଭଳି।


Enter your email to get our daily news in your inbox.

All Right Reserved By Dharitri.Com

୬ ବର୍ଷରେ ୧୫ ଶହରୁ ଅଧିକ ଯୁବବର୍ଗ ଉଗ୍ରବାଦୀ ସଂଗଠନରେ ସାମିଲ, ୭ ହଜାରରୁ ଅଧିକ କରିଛନ୍ତି ଆତ୍ମସମର୍ପଣ…

ଗୁଆହାଟୀ, ୧୩।୯ : ଆସାମ ମୁଖ୍ୟମନ୍ତ୍ରୀ ହିମନ୍ତ ବିଶ୍ୱ ସରମା ବିଧାନସଭାରେ କହିଛନ୍ତି ଯେ ଗତ ୬ବର୍ଷ ମଧ୍ୟରେ ବହୁ ସଂଖ୍ୟାରେ ଯୁବବର୍ଗ ଉଗ୍ରବାଦୀ ସଂଗଠନରେ...

ମହାରାଷ୍ଟ୍ରରେ ୧୫୨ରୁ ଅଧିକ ସିଟ୍‌ ଜିତିବା ନେଇ ଦାବି କଲା ଭାଜପା

ମୁମ୍ବାଇ,୧୩।୭: ମହାରାଷ୍ଟ୍ରରେ ଭାଜପା ଦୁଇଟି ବଡ ବିରୋଧୀ ଦଳକୁ ନିଜ ଫୋଲ୍ଡରେ ସାମିଲ କରିଛି। ଶିବସେନା ପରେ ଅଜିତ ପାୱାରଙ୍କ ସମେତ ୩୦ରୁ ଅଧିକ ବିଧାୟକ...

କେଜ୍‌ରିଓ୍ବାଲଙ୍କ ଘରକୁ ଭାଜପାର ଟାର୍ଗେଟ

ନୂଆଦିଲ୍ଲୀ,୩୧ା୩: ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରିବିନ୍ଦ କେଜ୍‌ରିଓ୍ବାଲଙ୍କ ଘରକୁ ବୁଧବାର ଭାଜପା କର୍ମୀମାନେ ଟାର୍ଗେଟ କରିଥିବା ଅଭିଯୋଗ ହୋଇଛି। ନିକଟରେ ମୁକ୍ତିଲାଭ କରିଥିବା ‘ଦ କଶ୍ମୀର ଫାଇଲ୍ସ’...

ବିଲ୍‌ ଗେଟ୍ସ ତିଆରି କଲେ ରୁଟି, ଭିଡିଓ ଦେଖି ମୋଦି କହିଲେ ଏମିତି…

ନୂଆଦିଲ୍ଲୀ,୪ା୨: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ମାଇକ୍ରୋସଫ୍ଟର ସହ-ପ୍ରତିଷ୍ଠାତା ବିଲ୍‌ ଗେଟ୍ସଙ୍କ ରୁଟି ତିଆରି କରିବାର ଏକ ଭିଡିଓ ଦେଖି ପ୍ରଶଂସା କରିଛନ୍ତି। ମାଣ୍ଡିଆରେ ଡିସ୍‌ ତିଆରି...

୫୨ ବର୍ଷୀୟ ରିକ୍ସାବାଲାଙ୍କ ପ୍ରେମରେ ପଡିଥିଲେ ୩ ହଜାର ଯୁବତୀ

ବରେଲି,୩।୯: ଉତ୍ତର ପ୍ରଦେଶ ବରେଲିର ଇଜ୍ଜତ ନଗର ଥାନା ଅଞ୍ଚଳରୁ ଏମିତି ଏକ ଖବର ଆସିଛି ଯାହା ସମସ୍ତଙ୍କୁ ଚକିତ କରିଛି। ବରେଲିର ନୁରୁଲ ହାସନ...

କରୋନା କଲା ରେକର୍ଡ: ୨୮ ଲକ୍ଷ ଟପିଲା ଆକ୍ରାନ୍ତଙ୍କ ସଂଖ୍ୟା

ନୂଆଦିଲ୍ଲୀ, ୨୦।୮: ଦେଶରେ କରୋନା ସଂକ୍ରମଣ ବଢ଼ିବାରେ ଲାଗିଛି। ପ୍ରତିଦିନ ନୂଆ ଆକ୍ରାନ୍ତ ଏବଂ ମୃତକଙ୍କ ସଂଖ୍ୟା ବୃଦ୍ଧି ପାଇବାରେ ଲାଗିଛି। ଇତିମଧ୍ୟରେ ଦେଶରେ କରୋନା...

ଉର୍ଫିଙ୍କୁ ଗିରଫ ଦାବି କଲେ ଭାଜପା ନେତା

ନୂଆଦିଲ୍ଲୀ,୧।୧:ଅଭିନେତ୍ରୀ ଉର୍ଫି ଜାଭେଦ ନିଜ ଅଜବ ଫ୍ୟାଶନ ପାଇଁ ଜଣାଶୁଣା। ସେ ତାଙ୍କ ଫ୍ୟାଶନକୁ ନେଇ ଅଧିକାଂଶ ସମୟରେ ଟ୍ରୋଲର ଶିକାର ହୋଇଥାନ୍ତି। ଏକାସାଙ୍ଗରେ, ଏବେ...

ସିଦ୍ଦାରାମାୟା କ୍ୟାବିନେଟର ବଡ ନିଷ୍ପତ୍ତି

ବେଙ୍ଗାଲୁରୁ,୧୫।୬: କର୍ନାଟକର ସିଦ୍ଦାରାମାୟା ସରକାର ଗୁରୁବାର କିଛି ବଡ ନିଷ୍ପତ୍ତି ନେଇଛନ୍ତି। କର୍ନାଟକ ମନ୍ତ୍ରିମଣ୍ଡଳ ବୈଠକରେ ଭାଜପା ଶାସନ କାଳରେ ଆସିଥିବା ଧର୍ମାତରଣ ରଦ୍ଦ ଆଇନ(ଆଣ୍ଟି...

Advertisement
Archives

Model This Week