ଜାତୀୟ

କମଲ ହାସନଙ୍କ ସହ ଯୋଡ଼ି ହୋଇପାରନ୍ତି ରଜନିକାନ୍ତ

ବେଙ୍ଗାଲୁରୁ,୧୫।୧୨: ଅଭିନେତାରୁ ରାଜନେତା ପାଲଟିଥିବା ମକ୍କଲ ନିଧି ମାୟମ୍‌ ପାର୍ଟି ମୁଖ୍ୟ କମଲ ହାସନ ସାଉଥ୍‌ ସୁପରଷ୍ଟାର ରଜନିକାନ୍ତଙ୍କ ସହ ହାତ ମିଳାଇ ପାରନ୍ତି। ଏକ କାର୍ଯ୍ୟକ୍ରମ ଅବସରରେ ଭେଟେରାନ ଅଭିନେତା କମଲଙ୍କୁ ଅଭିନେତା ରଜନୀକାନ୍ତଙ୍କ ସହ ମେଣ୍ଟ କରିବାକୁ ପ୍ରସ୍ତୁତ…

୪୯ ବର୍ଷ ତଳେ ପାକିସ୍ତାନକୁ ପରାଜିତ କରିଥିଲା ଭାରତ: ସୃଷ୍ଟି ହୋଇଥିଲା ବାଂଲାଦେଶ

ନୂଆଦିଲ୍ଲୀ, ୧୬।୧୨: ଭାରତରେ ବୁଧବାର ବିଜୟ ଦିବସ ପାଳିତ ହେଉଛି । ୪୯ ବର୍ଷ ତଳେ ୧୯୭୧ ଡିସେମ୍ବର ୧୬ରେ ଭାରତ ପାକିସ୍ତାନକୁ ପରାଜିତ କରିଥିଲା । ଏହି ଯୁଦ୍ଧରେ ପାକିସ୍ତାନର ୯୩ ହଜାର ସୈନ୍ୟ ଭାରତ ସମ୍ମୁଖରେ ପରାଜୟ ସ୍ବୀକାର…

୫ ବର୍ଷରେ ପାଞ୍ଚ କୋଟି ନିଯୁକ୍ତି ଦେବାକୁ ଚେଷ୍ଟା କରୁଛନ୍ତି ସରକାର : ଗଡକରି

ନୂଆଦିଲ୍ଲୀ,୧୫।୧୨: ଆସନ୍ତା ପାଞ୍ଚ ବର୍ଷ ମଧ୍ୟରେ ସରକାର ପାଞ୍ଚ କୋଟି ନିଯୁକ୍ତି ସୁଯୋଗ ସୃଷ୍ଟି କରିବାକୁ ଚେଷ୍ଟା କରୁଛନ୍ତି। ବର୍ତ୍ତମାନ ଗ୍ରାମୀଣ ଶିଳ୍ପଗୁଡିକ ବାର୍ଷିକ ୮୦,୦୦୦ କୋଟି ଟଙ୍କାର କାରବାର କରୁଛନ୍ତି। ଏହାକୁ ଆଗାମୀ ପାଞ୍ଚ ବର୍ଷ ମଧ୍ୟରେ ୫ ଲକ୍ଷ…

ସରକାର ଦୂର କରିବେ କୃଷକଙ୍କ ସମସ୍ତ ଶଙ୍କା, ବିରୋଧୀ ଉସକାଇବା କାମ କରୁଛନ୍ତି: ମୋଦି

ନୂଆଦିଲ୍ଲୀ,୧୫ ।୧୨: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ମଙ୍ଗଳବାର ଗୁଜରାଟ ଗସ୍ତ କରିଛନ୍ତି । ଏହି ସମୟରେ ସେ କୃଷି ଆଇନ କଥା ଉଠାଇଛନ୍ତି । କଚ୍ଛରେ ମୋଦି ତାଙ୍କ ସମ୍ବୋଧନରେ କହିଛନ୍ତି ବିରୋଧୀ କୃଷକଙ୍କୁ ଉସକାଇବା କାମ କରୁଛନ୍ତି । ସେ…

ମୋଦିଙ୍କ ନିମନ୍ତ୍ରଣ ରକ୍ଷା କଲେ ବ୍ରିଟେନ ପ୍ରଧାନମନ୍ତ୍ରୀ, ଗଣତନ୍ତ୍ର ଦିବସରେ ହେବେ ଅତିଥି

ନୂଆଦିଲ୍ଲୀ,୧୫ ।୧୨: ବ୍ରିଟେନ ପ୍ରଧାନମନ୍ତ୍ରୀ ବୋରିଶ ଜନସନ ଆଗାମୀ ଜାନୁୟାରୀ ୨୬ ଗଣତନ୍ତ୍ର ଦିବସ ଅବସରରେ ଭାରତର ମୁଖ୍ୟ ଅତିଥି ହେବେ ବୋଲି ଜଣାପଡିଛି । ଏହି ସୂଚନା ବ୍ରିଟେନ ବୈଦେଶିକ ମନ୍ତ୍ରୀ ଦେଇଛନ୍ତି । ଡେନିବିକ ରାଓ କହିଛନ୍ତି ପ୍ରଧାନମନ୍ତ୍ରୀ…

ମୋଦିଙ୍କୁ ଭଗବାନ ବୋଲି ମାନୁଥିବା ୧୦୪ ବର୍ଷୀୟ ବିଦେଶୀଙ୍କ ପରଲୋକ

ଗୁଆହାଟୀ,୧୫ ।୧୨: ଆସାମରେ ରବିବାର ସନ୍ଧ୍ୟାରେ ୧୦୪ ବର୍ଷୀୟ ଚନ୍ଦ୍ରହାର ଦାସଙ୍କ ମୃତ୍ୟୁ ହୋଇଛି । ହୃଦରୋଗ କାରଣରୁ ତାଙ୍କର ମୃତ୍ୟୁ ହୋଇଥିବା କୁହାଯାଉଛି । ଦୁଇ ବର୍ଷ ପୂର୍ବରୁ ସେ ବିଦେଶୀ ହୋଇଥିବାରୁ ୩ ମାସ ଜେଲରେ କାଟିଥିଲେ ।…

ଅନ୍ନଦାତା ଖଲିସ୍ତାନୀ କିନ୍ତୁ ପୁଞ୍ଜିପତି ଶ୍ରେଷ୍ଠ ବନ୍ଧୁ: ରାହୁଲ

ନୂଆଦିଲ୍ଲୀ,୧୫।୧୨: କୃଷି ଆଇନ ନେଇ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସରକାରଙ୍କୁ କଂଗ୍ରେସ ପକ୍ଷରୁ ଲଗାତାର ଟାର୍ଗେଟ୍‌ କରାଯାଉଛି। ମଙ୍ଗଳବାର ରାହୁଲ ଗାନ୍ଧୀ ଟୁଇଟ୍‌ କରି କହିଛନ୍ତି ଯେ, ମୋଦି ସରକାରଙ୍କ ପାଇଁ ଆନ୍ଦୋଳନ କରୁଥିବା ଅନ୍ନଦାତା ଖଲିସ୍ତାନୀ ପାଲଟିଛନ୍ତି। ଅପରପକ୍ଷରେ ପୁଞ୍ଜିପତି…

ପଶ୍ଚିମବଙ୍ଗ ସ୍ଥିତି ଜମ୍ମୁ-କଶ୍ମୀରଠାରୁ ବି ଖରାପ: ଭାଜପା

କୋଲକାତା,୧୫।୧୨: ପଶ୍ଚିମବଙ୍ଗରେ ରାଜନୈତିକ ହିଂସା ଜାରି ରହିଛି। ଇତିମଧ୍ୟରେ ରାଜ୍ୟରେ ହିଂସା ଯୋଗୁ କେତେକ ଭାଜପା ନେତାଙ୍କୁ ହତ୍ୟା କରାଯିବା ସହିତ କିଛି ନେତାଙ୍କ ଉପରେ ଆକ୍ରମଣ ହୋଇଛି। ରାଜ୍ୟରେ ଏଭଳି ସ୍ଥିତିକୁ ନେଇ ଭାଜପାର ଏକ ପ୍ରତିନିଧି ଦଳ ଦିଲ୍ଲୀରେ…

କୃଷକ ଆନ୍ଦୋଳନ ଯୋଗୁ ପ୍ରତିଦିନ କ୍ଷତି ହେଉଛି ୩,୫୦୦କୋଟି ଟଙ୍କା

ନୂଆଦିଲ୍ଲୀ,୧୫ ।୧୨: କେନ୍ଦ୍ର ସରକାରଙ୍କ ନୂଆ କୃଷି ଆଇନକୁ ନେଇ କୃଷକମାନେ କରିଥିବା ଆନ୍ଦୋଳନ ଫଳରେ ବହୁ କ୍ଷତି ହେଉଥିବା ଜଣାପଡିଛି । ଇଣ୍ଡଷ୍ଟ୍ରି ବଡି ଆସୋଚାମ ମଙ୍ଗଳବାର କହିଛି ଯେ କୃଷକଙ୍କ ଆନ୍ଦୋଳନର ପ୍ରଭାବ ସିଧାସଳଖ ପରିବହନ ଓ ବ୍ୟବସାୟ…

ଡିଜିଟାଲ ଇଣ୍ଡିଆ ବାଟରେ ବାଧା :୧୨ ରାଜ୍ୟର ୬୦ ପ୍ରତିଶତରୁ ଅଧିକ ମହିଳା କେବେ ବି ବ୍ୟବହାର କରି ନାହାନ୍ତି ଇଣ୍ଟରନେଟ

ନୂଆଦିଲ୍ଲୀ,୧୫।୧୨: ସରକାର ଡିଜିଟାଲୀକରଣ ଉପରେ ଗୁରୁତ୍ୱାରୋପ କରୁଥିବାବେଳେ ଜାତୀୟ ପରିବାର ସ୍ବାସ୍ଥ୍ୟ ସର୍ଭେ ରିପୋର୍ଟରେ ଏନେଇ ନକାରାତ୍ମକ ଫଳାଫଳ ଦେଖିବାକୁ ମିଳିଛି। ଦେଶର ୧୨ଟି ରାଜ୍ୟ ଏବଂ କେନ୍ଦ୍ରଶାସିତ ଅଞ୍ଚଳରେ ୬୦ ପ୍ରତିଶତରୁ ଅଧିକ ମହିଳା କେବେ ବି ଇଣ୍ଟରନେଟ୍‌ ବ୍ୟବହାର…

୨.୫ କୋଟି ଟଙ୍କାର ବୃତ୍ତି ପାଇଲେ ୧୯ ବର୍ଷୀୟ ଛାତ୍ର

ପାଟନା,୧୫।୧୨: ବିବାହାର ଜଣେ ଛାତ୍ର କମାଲ କରିଛନ୍ତି। ୧୯ ବର୍ଷୀୟ ହ୍ରିତିକ ରାଜ ନାମକ ଏହି ଛାତ୍ର ଜଣଙ୍କ ୨.୫ କୋଟି ଟଙ୍କାର ବୃତ୍ତ ପାଇଛନ୍ତି। ଛାତ୍ରଙ୍କ ଏଭଳି ପ୍ରଦର୍ଶନରେ ପରିବାର ଲୋକେ ଗର୍ବିତ ଅନୁଭବ କରିଛନ୍ତି। ଅଧ୍ୟୟନ ପ୍ରତି ହ୍ରିତିକ୍‌ଙ୍କ…

ଉତ୍ତରପ୍ରଦେଶରେ ବିଧାନସଭା ନିର୍ବାଚନ ଲଢ଼ିବ ଏଏପି

ନୂଆଦିଲ୍ଲୀ,୧୫।୧୨: ଆଗକୁ ୨୦୨୨ରେ ଉତ୍ତରପ୍ରଦେଶରେ ବିଧାନସଭା ନିର୍ବାଚନ ଅନୁଷ୍ଠିତ ହେବ। ଏନେଇ ଆମ୍‌ ଆଦ୍‌ମୀ ପାର୍ଟି(ଏଏପି) ପକ୍ଷରୁ ବଡ଼ ଘୋଷଣା କରାଯାଇଛି। ରାଜ୍ୟରେ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ସରକାରଙ୍କୁ ଟକ୍କର ଦେବା ଲାଗି ଏଏପି ଅଣ୍ଟା ଭିଡ଼ିଛି। ଏଏପିର ରାଷ୍ଟ୍ରୀୟ ସଂଯୋଜକ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?