ଜାତୀୟ

ଭଗତ ସିଂଙ୍କ ବଦଳରେ ଚନ୍ଦ୍ରଶେଖର ଆଜାଦ୍‌ଙ୍କୁ ଶ୍ରଦ୍ଧାଞ୍ଜଳି ଦେଇ ପ୍ରିୟଙ୍କା ହେଲେ ଟ୍ରୋଲ୍‌

ନୂଆଦିଲ୍ଲୀ, ୨୮।୯: କଂଗ୍ରେସର ରାଷ୍ଟ୍ରୀୟ ପ୍ରବକ୍ତା ପ୍ରିୟଙ୍କା ଚତୁର୍ବେଦୀ ସଂଗ୍ରାମୀ ଶହୀଦ୍‌ ଭଗତ ସିଂଙ୍କ ଜନ୍ମତିଥିରେ ଶ୍ରଦ୍ଧାଞ୍ଜଳି ଦେଇ ସୋସିଆଲ୍‌ ମିଡ଼ିଆରେ ଟ୍ରୋଲ୍‌ ହେବାରେ ଲାଗିଛନ୍ତି। ଭୁଲ୍‌ରେ ସେ ଭଗତ ସିଂଙ୍କ ବଦଳରେ ଚନ୍ଦ୍ରଶେଖର ଆଜାଦ୍‌ଙ୍କୁ ଶ୍ରଦ୍ଧାଞ୍ଜଳି ଦେଇଛନ୍ତି। ଭୁଲ୍‌ ଜଣାପଡ଼ିବା…

ସ୍ତ୍ରୀଙ୍କୁ ପିଟୁଥିଲେ ଡିଜି: ନ୍ୟାୟ ମାଗିଲେ ପୁଅ

ଭୋପାଳ,୨୮।୯: ମଧ୍ୟପ୍ରଦେଶର ଭୋପାଳରେ ଜଣେ ଡିଜି ସ୍ତ୍ରୀଙ୍କୁ ନିର୍ମମ ଭାବେ ପିଟୁଥିବା ଭିଡିଓ ସୋସିଆଲ ଭାଇରାଲ ହୋଇଛି। ଏହି ଭିଡିଓଟି ସ୍ପେଶାଲ ଡିଜି ପରୁଷୋତ୍ତମ ଶର୍ମାଙ୍କ ବୋଲି ଜଣାପଡିଛି। ଭିଡିଓଟିକୁ ତାଙ୍କ ପୁଅ ରାଜ୍ୟ ଗୃହମନ୍ତ୍ରୀ, ପୋଲିସ ମହାନିର୍ଦ୍ଦେଶକ, ମୁଖ୍ୟ ଶାସନ…

ସେଲ୍‌ଫି ନେବା ବେଳେ ଡ୍ୟାମ୍‌ରେ ଭାସିଗଲେ ଡାକ୍ତରଙ୍କ ସ୍ତ୍ରୀ

ଭୋପାଳ,୨୮ା୯: ଭୋପାଳସ୍ଥିତ ହଲାଲି ଡ୍ୟାମକୁ ବୁଲିବାକୁ ଆସି ଜଣେ ଡାକ୍ତରଙ୍କ ସ୍ତ୍ରୀ ପାଣିରେ ଭାସି ଯାଇଛନ୍ତି। ଡ୍ୟାମ୍‌ ନିକଟରେ ଡାକ୍ତରଙ୍କ ସ୍ତ୍ରୀ ସେଲ୍‌ଫି ନେଉଥିଲେ। ଏହି ସମୟରେ ସେ ଭାରସାମ୍ୟ ହରାଇ ୧୨ ଫୁଟ ତଳକୁ ଖସିପଡ଼ିଥିଲେ। ଭୋପାଳର କୋଲାରରେ ରହୁଥିବା…

ସ୍ତ୍ରୀ ସାଙ୍ଗରେ ଯିବାକୁ ମନା କରିବାରୁୁ ସ୍ବାମୀ ନେଲେ ଏମିତି ପଦକ୍ଷେପ

ମିରୁଟ,୨୮।୯: ଉତ୍ତର ପ୍ରଦେଶର ମିରୁଟରେ ଏକ ଅଭାବନୀୟ ଘଟଣା ଘଟିଛି। ମିରୁଟର ଲିସାଡି ଗେଟ୍‌ର ଲଖିପୁରାରେ ଜଣେ ଯୁବକ ଶଶୁର ଘରେ ନିଆଁ ଲଗାଇ ଆତ୍ମହତ୍ୟା କରିବାକୁ ଚେଷ୍ଟା କରିଛନ୍ତି। ସ୍ବାମୀ ସ୍ତ୍ରୀ ମଧ୍ୟରେ ଲାଗିଥିବା ବିବାଦ ଯୋଗୁ ଜ୍ୱାଇଁ ଏମିତି…

କୃଷି ଆଇନ ଫେରାଇ ନେବାକୁ କଂଗ୍ରେସର ଦାବି: ସୁପ୍ରିମ୍‌କୋର୍ଟର ଦ୍ୱାରସ୍ଥ

ନୂଆଦିଲ୍ଲୀ, ୨୮।୯: କୃଷି ଆଇନ ଫେରାଇ ନେବାକୁ କଂଗ୍ରେସ ଦାବି କରିଛି। ଏହା ବିରୋଧରେ କେରଳର କଂଗ୍ରେସ ସଦସ୍ୟ ଟି.ଏନ୍‌. ପ୍ରତାପନ କୃଷି ଅଧିନିୟମକୁ ଚ୍ୟାଲେଞ୍ଜ୍‌ କରି ସୁପ୍ରିମ୍‌କୋର୍ଟର ଦ୍ୱାରସ୍ଥ ହୋଇଛନ୍ତି। ସରକାର ଏହାକୁ ଫେରାଇ ନେବାକୁ ସେ ରିଟ୍‌ ପିଟିଶନ୍‌…

ଏବେ ମୋଦିଙ୍କ କ୍ୟାବିନେଟ୍‌ ସମ୍ପ୍ରସାରଣ ନେଇ ଚର୍ଚ୍ଚା: ୧୬ ମାସ ବିତିଲେ ବି ହୋଇନି ଅଦଳବଦଳ

ନୂଆଦିଲ୍ଲୀ, ୨୮।୯: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ୨୦୧୯ ମେ ୩୦ରେ ଶପଥ ନେଇଥିଲେ। ଇତିମଧ୍ୟରେ ଦ୍ୱିତୀୟ କାର୍ଯ୍ୟକାଳର ୧୬ ମାସ ବିତିଛି। ତେବେ ବର୍ତ୍ତମାନ ସୁଦ୍ଧା କ୍ୟାବିନେଟ୍‌ ସମ୍ପ୍ରସାରଣ ହୋଇନି। ପ୍ରଥମ କାର୍ଯ୍ୟକାଳରେ ୬ ମାସ ମଧ୍ୟରେ କ୍ୟାବିନେଟ୍‌ରେ ଅଦଳବଦଳ ହୋଇଥିଲା।…

କଂଗ୍ରେସକୁ ଯେ କୌଣସି ମୁହୂର୍ତ୍ତରେ ଧୋକା ଦେଇପାରେ ଶିବସେନା: ନିରୁପମ

ମୁମ୍ବାଇ,୨୮ ।୯: ଶିବସେନା ଏମ୍‌ପି ସଞ୍ଜୟ ରାଉତ ଓ ଭାରତୀୟ ଜନତା ପାର୍ଟି(ଭାଜପା) ନେତା ଦେବେନ୍ଦ୍ର ଫଡନବିଶଙ୍କ ସାକ୍ଷାତ୍‌କାରକୁ ନେଇ ବେଳକୁ ବେଳ ରାଜନୀତି ହେଉଛି ସରଗରମ । ଶନିବାର ଏମାନଙ୍କ ମଧ୍ୟରେ କଥାବର୍ତ୍ତା ହେବା ପରେ ଏହାକୁ ନେଇ ପ୍ରଶ୍ନ…

ବିହାର ନିର୍ବାଚନ: ଭାଜପା-ଜେଡ଼ିୟୁ ମଧ୍ୟରେ ଆସନ ବୁଝାମଣାରେ ସହମତି !

ପାଟନା, ୨୮।୯: ବିହାର ବିଧାନ ସଭା ନିର୍ବାଚନ ପାଇଁ ଭାଜପା ଏବଂ ଜେଡ଼ିୟୁ ମଧ୍ୟରେ ଆସନ ବୁଝାମଣାରେ ସହମତି ପ୍ରକାଶ ପାଇଥିବା କୁହାଯାଉଛିି। ରାଜ୍ୟରେ ମୋଟ ୨୪୩ ବିଧାନସଭା ଆସନ ମଧ୍ୟରୁ ଜେଡ଼ିୟୁ ୧୦୪ ଆସନରେ ନିର୍ବାଚନ ଲଢ଼ିବାକୁ ଅଣ୍ଟା ଭିଡ଼ିଥିବାବେଳେ…

ପୁଲଓ୍ବାମାରେ ଏନ୍‌କାଉଣ୍ଟର: ୨ ଆତଙ୍କବାଦୀଙ୍କ ମୁଣ୍ଡ ଗଡ଼ିଲା

ଶ୍ରୀନଗର, ୨୮।୯: ଜମ୍ମୁ-କଶ୍ମୀର ପୁଲଓ୍ବାମାରେ ମିଳିତ ସୁରକ୍ଷାକର୍ମୀଙ୍କ ଏନ୍‌ କାଉଣ୍ଟରରେ ୨ ଜଣ ଆତଙ୍କବାଦୀଙ୍କ ମୃତ୍ୟୁ ଘଟିଛି। ଏହି ଘଟଣାରେ ଜଣେ ଯବାନ ଆହତ ହୋଇଛନ୍ତି। ତାଙ୍କ ଗୋଡ଼ରେ ଗୁଳି ମାଡ଼ ହୋଇଥିବା କୁହାଯାଉଛି। ଚିକିିତ୍ସା ପାଇଁ ତାଙ୍କୁ ହସ୍ପିଟାଲରେ ଭର୍ତ୍ତି…

ଦିଲ୍ଲୀରୁ ପଞ୍ଜାବ ସବୁଠି ପ୍ରଦର୍ଶନ: ଟ୍ରାକ୍ଟରରେ ନିଆଁ ଲଗାଇଲେ ଅନ୍ନଦାତା

ନୂଆଦିଲ୍ଲୀ, ୨୮।୯: କେନ୍ଦ୍ର ସରକାରଙ୍କ ପକ୍ଷରୁ ଅଣାଯାଇଥିବା ସଂଶୋଧିତ କୃଷି ଆଇନକୁ ଅନ୍ନଦାତାମାନେ ବିରୋଧ କରିଛନ୍ତି। ଦିଲ୍ଲୀରୁ ଆରମ୍ଭ କରି ପଞ୍ଜାବ ପର୍ଯ୍ୟନ୍ତ କୃଷକମାନେ ବିକ୍ଷୋଭ ପ୍ରଦର୍ଶନ ଜାରି ରଖିଛନ୍ତି। ସୋମବାର ଦିଲ୍ଲୀ ରାଜରାସ୍ତାରେ କୃଷକମାନେ ମିଳିତ ଭାବେ ଏକ ଟ୍ରାକ୍ଟରରେ…

୧୧ ଦିନରେ ସୁସ୍ଥ ହେଲେ ୧୦ ଲକ୍ଷ କରୋନା ସଂକ୍ରମିତ

ନୂଆଦିଲ୍ଲୀ,୨୮ ।୯: ଦେଶରେ କରୋନା ସଂକ୍ରମଣ ବଢି ଚାଲିଥିବା ବେଳେ ଆରୋଗ୍ୟ ହାର ବି ଭଲ ରହିଥିବା କହିଛି କେନ୍ଦ୍ର ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରଣାଳୟ । ସୋମବାର ସୁଦ୍ଧା ଦେଶରେ ୫୦ ଲକ୍ଷରୁ ଊର୍ଦ୍ଧ୍ୱ କରୋନା ସଂକ୍ରମିତ ସୁସ୍ଥ…

ପଞ୍ଜାବରେ ଏକାକୀ ନିର୍ବାଚନ ଲଢ଼ିବ ଭାଜପା

ଚଣ୍ଡିଗଡ଼,୨୮।୯ : ଭାଜପାର ପୁରୁଣା ସହଯୋଗୀ ଭାବେ ପରିଚିତ ଶିରୋମଣି ଅକାଳି ଦଳ (ଏସ୍‌ଏଡି) ଏନ୍‌ଡିଏରୁ ସମ୍ପର୍କ ତୁଟାଇଛି। କେନ୍ଦ୍ରର କୃଷି ବିଲ୍‌କୁ ବିରୋଧ କରି ଶନିବାର ଅନୁଷ୍ଠିତ କୋର କମିଟି ବୈଠକରେ ଏସ୍‌ଏଡି ଏଭଳି ନିଷ୍ପତ୍ତି ଗ୍ରହଣ କରିଛି। ଆଲୋଚନା…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri