ଜାତୀୟ

ଏଲ୍‌ଏସିରେ ଉତ୍ତେଜନା: ଟି-୯୦, ଟି-୭୨ ଟ୍ୟାଙ୍କ ମୁତୟନ

ଲେହ, ୨୭।୯: ଏଲ୍‌ଏସିରେ ଭାରତ ଚାଇନା ମଧ୍ୟରେ ଉତ୍ତେଜନା ବଢ଼ିବାରେ ଲାଗିଛି। ଭାରତ ପକ୍ଷରୁ ଚାଇନାକୁ କଡ଼ା ଜବାବ ଦେବାକୁ ଏଠାରେ ଟି-୯୦ ଏବଂ ଟି-୭୨ ଟ୍ୟାଙ୍କ ସହିତ ବିଏମ୍‌ପି-୨ ଇନଫାଣ୍ଟ୍ରି କମ୍ବାଟ୍‌ ଭେହିକିଲ୍‌ ମଧ୍ୟ ମୁତୟ ନ କରାଯାଇଛି। ଏହା…

ଫଡନବିଶଙ୍କୁ ଭେଟିଲେ ସଞ୍ଜୟ, କହିଲେ ଆମେ ଶତ୍ରୁ ନୁହେଁ

ମୁମ୍ବାଇ,୨୭ ।୯: ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକରେଙ୍କ ନେତୃତ୍ୱାଧିନ ଦଳ ମହାବିକାଶ ଅଘାଡି ସରକାରର ସ୍ଥିରତାକୁ ନେଇ ପୁଣି ଥରେ ଚର୍ଚ୍ଚା ଆରମ୍ଭ ହୋଇଛି । ଇତିମଧ୍ୟରେ ମହାରାଷ୍ଟ୍ରର ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ଭାରତୀୟ ଜନତା ପାର୍ଟି(ଭାଜପା) ନେତା ଦେବେନ୍ଦ୍ର ଫଡନବିଶ…

ବିହାର ବିଧାନସଭା ନିର୍ବାଚନ: ମହିଳା ଭୋଟରଙ୍କ ଉପରେ କଂଗ୍ରେସ ନଜର, ପ୍ରିୟଙ୍କା କରିବେ ମହିଳା କ୍ରାନ୍ତି ମହାସମ୍ମିଳନୀ

ପାଟନା, ୨୭।୯: ବିହାର ବିଧାନସଭା ନିର୍ବାଚନ ପାଇଁ ଦିନ ପାଖେଇ ଆସୁଛି। ଚଳିତ ନିର୍ବାଚନରେ କଂଗ୍ରେସ ପକ୍ଷରୁ ରାଜ୍ୟର ମହିଳା ଭୋଟରଙ୍କୁ ଆକର୍ଷିତ କରିବାର ଯୋଜନା ପ୍ରସ୍ତୁତ କରାଯାଇଛି। ରାଷ୍ଟ୍ରୀୟ ଅଧ୍ୟକ୍ଷ ପ୍ରିୟଙ୍କା ଗାନ୍ଧୀ ଭଦ୍ରା ଏନେଇ ମହିଳା କ୍ରାନ୍ତି ମହାସମ୍ମିଳନୀ…

କୃଷକଙ୍କ ସଶକ୍ତିକରଣ ହିଁ ଆତ୍ମନିର୍ଭର ଭାରତର ମୂଳଦୁଆ: ମୋଦି

ନୂଆଦିଲ୍ଲୀ, ୨୭।୯: କୃଷକଙ୍କ ବିକାଶ ଦ୍ୱାରା ଦେଶର ବିକାଶ ସମ୍ଭବ। ତେଣୁ କୃଷକଙ୍କ ସଶକ୍ତି କରଣ ହିଁ ଆତ୍ମନିର୍ଭର ଭାରତର ମୂଳଦୁଆ ପଡ଼ିପାରିବ। ସେହିପରି ଗାଁର ସମୃଦ୍ଧି ମଧ୍ୟରେ ଦେଶର ବିକାଶ ଲୁଚି ରହିଛି। ଏବେ ଗାଁରେ ବାସ କରୁଥିବା କୃଷକ…

ଶେଷ ନିର୍ବାଚନ ବେଳକୁ ଯଶୱନ୍ତଙ୍କର ସମ୍ପତ୍ତି ଥିଲା ୫୧ ଗାଈ, ୩ ଘୋଡ଼ା, ୩ ବନ୍ଧୁକ

ନୂଆଦିଲ୍ଲୀ,୨୭ ।୯: ଭାରତୀୟ ଜନତା ପାର୍ଟି(ଭାଜପା)ର ବରିଷ୍ଠ ନେତା ତଥା ପୂର୍ବତନ କେନ୍ଦ୍ରମନ୍ତ୍ରୀ ଯଶୱନ୍ତ ସିଂଙ୍କର ରବିବାର ପରଲୋକ ହୋଇଛି । ନିଜକୁ ଜଣେ ପ୍ରଭାବଶାଳୀ ମନ୍ତ୍ରୀ ଓ ଏମ୍‌ପି ଭାବେ ପ୍ରତିଷ୍ଠିତ କରାଇ ପାରିଥିଲେ । ପ୍ରତିରକ୍ଷା, ବୈଦେଶିକ ବ୍ୟାପାର…

ବଡ଼ ଧରଣର ଆକ୍ରମଣ ଷଡ଼ଯନ୍ତ୍ର ପଣ୍ଡ: ଆତଙ୍କବାଦୀଙ୍କୁ ଗିରଫ କଲା ଏନ୍‌ଆଇଏ

କୋଲକାତା, ୨୭।୯: ଦେଶରେ ବଡ଼ ଧରଣର ଆତଙ୍କବାଦୀ ଆକ୍ରମଣ ଷଡ଼ଯନ୍ତ୍ର ପଣ୍ଡ ହୋଇଛି। ଜାତୀୟ ତଦନ୍ତକାରୀ ସଂସ୍ଥା(ଏନ୍‌ଆଇଏ) ପକ୍ଷରୁ ପଶ୍ଚିମବଙ୍ଗର ମୁର୍ସିଦାବାଦ ଜିଲାର ଜଲଙ୍ଗି ଥାନା ଅନ୍ତର୍ଗତ ନନ୍ଦପାରା କାଳିଙ୍ଗଜ ଅଞ୍ଚଳରୁ ସନ୍ଦିଗ୍ଧ ଅଲ୍‌କାଏଦା ଆତଙ୍କବାଦୀ ସମିମ୍‌ ଅନସାରୀଙ୍କୁ ଗିରଫ କରାଯାଇଛି।…

ଡ୍ରଗ୍ସ ମାମଲା: ଜବତ ହେଲା ଅଭିନେତ୍ରୀଙ୍କ ଫୋନ

ମୁମ୍ବାଇ,୨୭ ।୯: ସୁଶାନ୍ତ ସିଂ ରାଜପୁତ ମୃତ୍ୟୁ ମାମଲା ସହ ଯୋଡି ହୋଇଥିବା ଡ୍ରଗ୍ସ ମାମଲା ବେଳକୁ ବେଳ ନୂଆ ମୋଡ ନେଉଛି । ଏହି ମାମଲାରେ ବଲିଉଡ୍ ଅଭିନେତ୍ରୀ ଦୀପିକା ପାଦୁକୋନ, ସାରା ଅଲି ଖାଁ, ଶ୍ରଦ୍ଧା କପୁର, ରକୁଲ…

କ୍ୱାରାଣ୍ଟାଇନ୍‌ରେ ଉମା ଭାରତୀ: ନମୁନା କରୋନା ପଜିଟିଭ୍‌

ନୂଆଦିଲ୍ଲୀ, ୨୭।୯: ଭାଜପା ସଦସ୍ୟା ଉମା ଭାରତୀଙ୍କ ନମୁନା ପରୀକ୍ଷା ରିପୋର୍ଟ କରୋନା ପଜିଟିଭ୍‌ ଆସିଛି। ଏନେଇ ରବିବାର ଉମା ଟୁଇଟ୍‌ କରି ସୂଚନା ଦେଇଛନ୍ତି। ତାଙ୍କ ସହିତ ମିଳାମିଶା କରିଥିବା ବ୍ୟକ୍ତିମାନେ ନମୁନା ପରୀକ୍ଷା କରାଇବାକୁ ସେ ପରାମର୍ଶ ଦେବା…

ପୂର୍ବତନ କେନ୍ଦ୍ରମନ୍ତ୍ରୀ ଯଶୱନ୍ତ ସିଂଙ୍କ ପରଲୋକ

ନୂଆଦିଲ୍ଲୀ,୨୭ ।୯: ପୂର୍ବତନ କେନ୍ଦ୍ରମନ୍ତ୍ରୀ ତଥା ଭାରତୀୟ ଜନତା ପାର୍ଟି(ଭାଜପା)ର ବରିଷ୍ଠ ନେତା ମେଜର(ଅବସରୀପ୍ରାପ୍ତ) ଯଶୱନ୍ତ ସିଂଙ୍କର ରବିବାର ସକାଳ ପ୍ରାୟ ୬ଟା ୫୫ ମିନିଟରେ ପରଲୋକ ହୋଇଛି । ମୃତ୍ୟୁ ବେଳକୁ ତାଙ୍କୁ ୮୨ ବର୍ଷ ବୟସ ହୋଇଥିଲା ।…

ନୂଆ ସଂକ୍ରମଣ: ୧୦ ରାଜ୍ୟରୁ ୭୫% ମାମଲା

ନୂଆଦିଲ୍ଲୀ, ୨୭।୯: ଶନିବାର ୮୫,୩୬୨ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି। ସେଥିରୁ ୭୫% ଆକ୍ରାନ୍ତ ୧୦ ରାଜ୍ୟ ଏବଂ କେନ୍ଦ୍ରଶାସିତ ଅଞ୍ଚଳର। କେନ୍ଦ୍ର ସ୍ବାସ୍ଥ୍ୟ ମନ୍ତ୍ରଣାଳୟ ପକ୍ଷରୁ ଦିଆଯାଇଥିବା ସୂଚନା ଅନୁଯାୟୀ, ଅଦ୍ୟାବଧି ୭ କୋଟି ନମୁନା ପରୀକ୍ଷଣ ହୋଇଛି। ଦୈନିକ…

ଗଣବଳାତ୍କାର ପରେ ମହିଳାଙ୍କ ଜିଭ କାଟିଦେଲେ

ଲକ୍ଷ୍ନୌ୍‌,୨୭।୯: ପଶ୍ଚିମ ଉତ୍ତରପ୍ରଦେଶର ହଥରାସ୍‌ରେ ଜଣେ ଅନୁସୂଚିତ ଜାତିର ମହିଳା(୨୦)ଙ୍କୁ ଗ୍ରାମର ୪ ଜଣ ଉଚ୍ଚଜାତିର ଯୁବକ ଅମାନୁଷିକ ଭାବେ ଗଣବଳାତ୍କାର କରିବା ପରେ ଜିଭ କାଟି ଦେଇଛନ୍ତି। ପୀଡ଼ିତା ଜଣକ ଏବେ ହସ୍ପିଟାଲରେ ମୃତ୍ୟୁ ସହ ସଂଗ୍ରାମ କରୁଛନ୍ତି। ପୀଡ଼ିତାଙ୍କୁ…

ସିବିଆଇ ଚାର୍ଜଶିଟ୍‌ରେ ୯ ପୋଲିସ

ହାଇଦ୍ରାବାଦ୍‌,୨୭।୯: ତାମିଲନାଡ଼ୁର ଟୁଟିକୋରିନ୍‌ ହାଜତ ମୃତ୍ୟୁ ମାମଲା ଏବେ ଗୁରୁଗମ୍ଭୀର ରୂପ ଧାରଣ କରିଛି। ବାପ-ପୁଅଙ୍କ ହାଜତ ମୃତ୍ୟୁକୁ ନେଇ ସିବିଆଇ ପକ୍ଷରୁ ୯ ପୋଲିସଙ୍କ ବିରୋଧରେ ଚାର୍ଜଶିଟ୍‌ ଦାଖଲ କରାଯାଇଛି। ଜୟରାଜ୍‌(୫୯) ଓ ପୁଅ ବେନିକ୍ସ(୩୧)ଙ୍କୁ ସତ୍ତନ୍‌କୁଲମ୍‌ ପୋଲିସ ଜୁନ୍‌…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri