ନୀତୀଶ ସେପ୍ଟେମ୍ବର ୬ରେ ଫୁଙ୍କିବେ ଶଙ୍ଖ
ପାଟନା, ୨୫।୮: କରୋନା ମହାମାରୀରେ ଲୋକେ ଲକ୍ଡାଉନ୍ ପଡ଼ି ଛଟପଟ ହେଉଥିବାବେଳେ ବିହାରରେ ବିଧାନସଭା ନିର୍ବାଚନ ପାଇଁ ପ୍ରସ୍ତୁତି ଆରମ୍ଭ ହୋଇଛି। ମୁଖ୍ୟମନ୍ତ୍ରୀ ନୀତୀଶ କୁମାର ସେପ୍ଟେମ୍ବର ୬ରେ ନିର୍ବାଚନୀ ଶଙ୍ଖ ଫୁଙ୍କିବେ ବୋଲି କୁହାଯାଉଛି। ସେ ଭର୍ଚୁଆଲ୍ ରାଲିରେ ଯୋଗଦେଇ…
କବରସ୍ତାନରେ କରିଥିଲେ ବୋମା ପରୀକ୍ଷା: ଆଇଏସ୍ ଆତଙ୍କବାଦୀ ୟୁସୁଫ୍ଙ୍କ ଷଡ଼ଯନ୍ତ୍ର ପଡ଼ିଲା ଧରା
ନୂଆଦିଲ୍ଲୀ, ୨୫।୮: ଦିଲ୍ଲୀର ଧୋଲା କୂଆଁରୁ ଗିରଫ ହୋଇଥିବା ଆତଙ୍କବାଦୀ ଅବୁ ୟୁସୁଫ୍ଙ୍କର ବଳରାମପୁର ଅଞ୍ଚଳ ଅନ୍ତର୍ଗତ ଭୈସାହି ଗାଁରେ ତାଙ୍କ ଘରେ ଚଢ଼ାଉ ସମୟରେ ଆକ୍ରମଣ ଘଟାଇବା ଲାଗି ଆବଶ୍ୟକ ବହୁ ସାମ୍ରଗୀ ଜବତ ହୋଇଥିଲା। ଦେଶରେ ବଡ଼ ଧରଣର…
ରାହୁଲଙ୍କ ପାଇଁ ସଙ୍କଟ: ଭାଜପା ସହିତ ନିଜ ସହ ମଧ୍ୟ ଲଢ଼ିବାକୁ ହେବ !
ନୂଆଦିଲ୍ଲୀ, ୨୫।୮: କଂଗ୍ରେସରେ ଅସନ୍ତୁଷ୍ଟଙ୍କ ସଂଖ୍ୟା ଯେ ବଢ଼ିବାରେ ଲାଗିଛି ତାହା ଏବେ ଜଣାପଡ଼ିଛି। ଏହା ଦ୍ୱାରା ରାହୁଲ ଗାନ୍ଧୀଙ୍କ ରାଜନୈତିକ ପଥରେ ବାଧା ସୃଷ୍ଟି ହେବାର ଆଶଙ୍କା ରହିଥିବା ରାଜନୈତିକ ସମୀକ୍ଷକ ମତପୋଷଣ କରୁଛନ୍ତି। ପୂର୍ବରୁ ରାହୁଲଙ୍କୁ କେବଳ ଭାଜପା…
ଖବରଦାତାଙ୍କୁ ହତ୍ୟା: ୟୁପି ଆଇନ ବ୍ୟବସ୍ଥାକୁ ନେଇ ଉଠୁଛି ପ୍ରଶ୍ନ
ଲକ୍ଷ୍ନୌ,୨୫।୮: ଉତ୍ତର ପ୍ରଦେଶର ବଲିଆ ଜିଲାରେ ରତନ ସିଂ ନାମକ ଜଣେ ଖବରଦାତାଙ୍କୁ ହତ୍ୟା କରାଯିବା ପରେ ଏବେ ସେଠାକାର ଆଇନ ଶୃଙ୍ଖଳା ପରିସ୍ଥିତିକୁ ନେଇ ପ୍ରଶ୍ନ ଉଠିଛି। ମଙ୍ଗଳବାର ମନ୍ତ୍ରୀ ଆନନ୍ଦ ସ୍ବରୂପ ଶୁକ୍ଳା ହସ୍ପିଟାଲ ଗସ୍ତ କରିବା ସହ…
କଂଗ୍ରେସରେ ଝଡ଼ ପୂର୍ବର ନୀରବତା !
ନୂଆଦିଲ୍ଲୀ, ୨୫।୮: କଂଗ୍ରେସରେ ଲାଗି ରହିଥିବା ନେତୃତ୍ୱ ସଙ୍କଟ ଏବେ ପଦାରେ ପଡ଼ିଛି। କପିଲ ସିବଲ୍ ଏବଂ ଗୁଲାମ ନବି ଆଜାଦ୍ଙ୍କ ଉପରେ ଆସିଥିବା ଅଭିଯୋଗ କିଛି ଘଣ୍ଟା ଧରି ବେଶ୍ ଚର୍ଚ୍ଚାରେ ରହିଥିଲା। ପରେ ଉଭୟ ନେତା ନିଜର ଆଭିମୁଖ୍ୟରେ…
ନିର୍ବାଚନରେ ମୋଦିଙ୍କ ପ୍ରସ୍ତାବକ ଥିବା ଡମ ରାଜାଙ୍କ ପରଲୋକ
ବାରାଣସୀ,୨୫।୮: ଉତ୍ତରପ୍ରଦେଶ ବାରଣାସୀ ନିର୍ବାଚନୀ ମଣ୍ଡଳୀର ଏମ୍ପି ତଥା ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ପ୍ରସ୍ତାବକ ଥିବା କାଶୀର ଡୋମ ରାଜା ଜଗଦୀଶ ଚୌଧୁରୀଙ୍କ ପରଲୋକ ଘଟିଛି। ଗତ କିଛି ଦିନରୁ ସେ ରୋଗାଗ୍ରସ୍ତ ଥିବା ବେଳେ ମଙ୍ଗଳବାର ୫୫ବର୍ଷ ବୟସରେ ତାଙ୍କର…
ମିଠା ଜହରର ପ୍ରଭାବ: କମ୍ ବୟସରେ ବୁଢ଼ା ହେଉଛନ୍ତି ଲୋକେ…
ଗଢ଼ଓ୍ବା, ୨୫।୮: ଝାଡ଼ଖଣ୍ଡର ଗଢ଼ଓ୍ବା ଅଞ୍ଚଳରେ ମିଠା ଜହରର ପ୍ରଭାବରେ ଲୋକେ କମ୍ ବୟସରେ ବୁଢ଼ା ହେବାରେ ଲାଗିଛନ୍ତି। ପାଣିରେ ଫ୍ଲୋରାଇଡ୍ର ମାତ୍ର ଅଧିକ ଥିବାରୁ ସ୍ଥାନୀୟ ପ୍ରତାପପୁର ପଞ୍ଚାୟତର ୩ ହଜାରରୁ ଅଧିକ ଲୋକଙ୍କ ଜୀବନ ବଞ୍ଚିବା ଶୈଳୀ ସଙ୍କଟ…
ପୁଲଓ୍ବାମା ଆକ୍ରମଣ ମାମଲା: ଦାଖଲ ହେବ ୫ହଜାରରୁ ଅଧିକ ପୃଷ୍ଠାର ଚାର୍ଜସିଟ
ଜମ୍ମୁ,୨୫।୮: ପୁଲଓ୍ବାମା ଆକ୍ରମଣ ଏବେବି ଜୀବନ୍ତ ହୋଇ ରହିଛି ପ୍ରତିଟି ଭାରତୀୟଙ୍କ ହୃଦୟରେ। ୧୪ ଫେବୃୟାରୀ, ୨୦୧୯ରେ ପୁଲଓ୍ବାମାରେ ହୋଇଥିବା ଆତଙ୍କବାଦୀ ଆକ୍ରମଣ ମାମଲାକୁ ରାଷ୍ଟ୍ରୀୟ ଯାଞ୍ଚ ଏଜେନ୍ସି(ଏନ୍ଆଇଏ)କୁ ଦିଆଯାଇଛି। ଜମ୍ମୁର ଏନ୍ଆଇଏ ଅଦାଲତରେ ୧୧ ଅଭିଯୁକ୍ତଙ୍କ ବିରୋଧରେ ଚାର୍ଜସିଟ ଦାଖଲ…
ଅନ୍ଲକ୍-୪: ମେଟ୍ରୋ ଚାଲିବା-ବାର୍ ଖୋଲିବା ନେଇ ଚର୍ଚ୍ଚା !
ନୂଆଦିଲ୍ଲୀ, ୨୫।୮: ଦେଶରେ କରୋନା ସଂକ୍ରମଣ ବଢ଼ିବାରେ ଲାଗିଛି। ଏପରିସ୍ଥଳେ ସେପ୍ଟେମ୍ବର ୧ରୁ ଅନ୍ଲକ୍-୪ କାର୍ଯ୍ୟକାରୀ ହେବ। ଅନ୍ଲକ୍-୪ରେ ମେଟ୍ରୋ ଚଳାଚଳ ଏବଂ ବାର୍ ଖୋଲିବା ନେଇ ଆଲୋଚନା ଜାରି ରହିଛି। ସ୍ବତନ୍ତ୍ର ମାର୍ଗଦର୍ଶିକା ସହିତ ମେଟ୍ରୋ ଚଳାଚଳା ଏବଂ ବାର୍…
ମମତା ସରକାର ଦେଇଥିବା ଜମି ଫେରାଇଲେ ଏହି କ୍ରିକେଟର୍, ଭାଜପାରେ ଯୋଗଦେବା ନେଇ ଚର୍ଚ୍ଚା
କୋଲକତା,୨୫।୮: ଟିମ ଇଣ୍ଡିଆର ପୂର୍ବତନ ଅଧିନାୟକ ତଥା ବିସିସିଆଇ ସଭାପତି ସୌରଭ ଗାଙ୍ଗୁଲି ସ୍କୁଲ ନିର୍ମାଣ ପାଇଁ ପଶ୍ଚିମବଙ୍ଗର ମମତା ବାନାର୍ଜୀ ସରକାରଙ୍କଠାରୁ ପାଇଥିବା ଜମି ଫେରସ୍ତ କରିଛନ୍ତି। ସୌରଭଙ୍କ ଏହି ପଦକ୍ଷେପ ତାଙ୍କ ଭାଜପାରେ ଯୋଗଦେବାର ଗୁଜବ ଆରମ୍ଭ କରିଛି।…
ଶିବୁ ସୋରେନଙ୍କ ଫୁସ୍ଫୁସ୍ରେ ହୋଇଛି ସଂକ୍ରମଣ
ନୂଆଦିଲ୍ଲୀ,୨୫।୮: ଝାଡ଼ଖଣ୍ଡ ମୁକ୍ତି ମୋର୍ଚ୍ଚା(ଜେଏନ୍ଏମ୍) ଅଧ୍ୟକ୍ଷ ତଥା ରାଜ୍ୟସଭା ସଦସ୍ୟ ଶିବୁ ସୋରେନଙ୍କୁ ଉତ୍ତମ ଚିକିତ୍ସା ଲାଗି ଗୁରୁଗ୍ରାମର ମେଦାନ୍ତ ହସ୍ପିଟାଲ ସ୍ଥାନାନ୍ତର କରାଯିବାର ବ୍ୟବସ୍ଥା କରାଯାଇଛି। କରୋନାରେ ସଂକ୍ରମିତ ଥିବା ସୋରେନଙ୍କର ରାଞ୍ଚି ମେଦାନ୍ତ ହସ୍ପିଟାଲରେ ଚିକିତ୍ସା ଚାଲିଛି। ଏକ…
ରାଓ୍ବଲପିଣ୍ଡିରେ ଜୈଶ୍ ବୈଠକ: ଆଲର୍ଟରେ ଭାରତୀୟ ଗୋଇନ୍ଦା ବିଭାଗ
ନୂଆଦିଲ୍ଲୀ, ୨୫।୮: ପାକିସ୍ତାନର ରାଓ୍ବଲପିଣ୍ଡିରେ ଆତଙ୍କବାଦୀ ସଂଗଠନ ଜୈଶ୍-ଇ ମହମ୍ମଦ ପକ୍ଷରୁ ବୈଠକ ହୋଇଥିବା ସୂଚନା ମିଳିଛି। ଏହି ବୈଠକକୁ ନେଇ ଭାରତୀୟ ଗୋଇନ୍ଦା ବିଭାଗ ହାଇ ଆଲର୍ଟରେ ରହିଛି। ଜୈଶ୍ର ମୌଲାନା ଅବ୍ଦୁଲ ରଉଫ୍ ଅଶଗରଙ୍କ ସହିତ ପାକିସ୍ତାନ ଗୋଇନ୍ଦା…
Archives


