ଜୁଲାଇ ୩୧ ପର୍ଯ୍ୟନ୍ତ ବନ୍ଦ ରହିବ ସ୍କୁଲ
ନୂଆଦିଲ୍ଲୀ,୨୬।୬: ରାଜଧାନୀ ଦିଲ୍ଲୀରେ ପୁଣିଥରେ ସ୍କୁଲ ଖୋଲିବାକୁ ନେଇ ଶୁକ୍ରବାର ଉପମୁଖ୍ୟମନ୍ତ୍ରୀ ମନିଷ ସିସୋଡିଆ ଅଧିକାରୀମାନଙ୍କ ସହ ଏକ ବୈଠକର ଆୟୋଜନ କରିଥିଲେ। ଏଥିରେ ଲକ୍ଡାଉନ ସମୟରେ ବିଭିନ୍ନ ମାଧ୍ୟମରେ କିପରି ଶିକ୍ଷାଦାନ କରାଯାଉଥିଲା ସେ ସମ୍ପର୍କରେ ଆଲୋଚନା ହୋଇଥିଲା।...
୧୯୯୩ ମୁମ୍ବାଇ ବୋମା ବିସ୍ଫୋରଣ ମାମଲାର ଦୋଷୀ ୟୁସୁଫ ମେମନ ମୃତ
ନୁଆଦିଲ୍ଲୀ,୨୬।୬: ୧୯୯୩ରେ ମୁମ୍ବାଇରେ ହୋଇଥିବା ସିରିଏଲ ବୋମା ବିସ୍ଫୋରଣ ମାମଲାର ଦୋଷୀ ୟୁସୁଫ ମେମନଙ୍କର ଶୁକ୍ରବାର ମୃତ୍ୟୁ ହୋଇଛି। ମହାରାଷ୍ଟ୍ରର ନାସିକ ସେଣ୍ଟ୍ରାଲ ଜେଲରେ ତାଙ୍କର ମୃତ୍ୟୁ ହୋଇଥିବା ଜେଲ ପ୍ରାଧିକାରୀଙ୍କ ପକ୍ଷରୁ ସୂଚନା ଦିଆଯାଇଛି। ଏହି ମାମଲାର ମୁଖ୍ୟ...
ଅନ୍ତର୍ଜାତୀୟ ବିମାନ ଉଡାଣ ଉପରେ ଜୁଲାଇ ୧୫ ଯାଏଁ ଲାଗିଲା ପ୍ରତିବନ୍ଧକ
ନୂଆଦିଲ୍ଲୀ,୨୬।୬: କରୋନା ଭାଇରସ୍ ସଂକ୍ରମଣ ଯୋଗୁ ରେଲଓ୍ବେ ପରେ ଏବେ ଅନ୍ତର୍ଜାତୀୟ ଉଡାଣ ଉପରେ ରୋକୋ ଲଗାଯାଇଛି। ଅନ୍ତର୍ଜାତୀୟ ଉଡାଣ ଉପରେ ଲଗାଯାଇଥିବା ପ୍ରତିବନ୍ଧକକୁ କେନ୍ଦ୍ର ସରକାର ପୁଣି ବୃଦ୍ଧି କରିଛନ୍ତି। ଜୁଲାଇ ୧୫ଯାଏଁ ଅନ୍ତର୍ଜାତୀୟ ବିମାନ ସେବା ଉପରେ...
ଚାଇନା ଦେଶର ୩ ସ୍ଥାନରେ କରିଛି ଜବର ଦଖଲ, ସତ କୁହନ୍ତୁ ମୋଦି: ରାହୁଲ
ନୂଆଦିଲ୍ଲୀ,୨୬।୬: ଚାଇନା ବିବାଦକୁ ନେଇ କଂଗ୍ରେସ ନେତା ରାହୁଲ ଗାନ୍ଧୀ ପୁଣିଥରେ ପ୍ରଧାନମନ୍ତ୍ରୀ ମୋଦିଙ୍କୁ ଟାର୍ଗେଟ କରିଛନ୍ତି। ଶୁକ୍ରବାର ରାହୁଲ ସୋସିଆଲ ମିଡିଆରେ ଏକ ଭିଡିଓ ଶେୟାର କରି ମୋଦିଙ୍କୁ ଚାଇନା ବିବାଦକୁ ନେଇ ସତ କୁହନ୍ତୁ ବୋଲି କହିଛନ୍ତି।...
ଆତ୍ମନିର୍ଭରଶୀଳତା ବନାମ ରକ୍ଷଣଶୀଳତା: ବଢୁଛି ‘ସେକ୍ସ ଟୟ’ ଉଦ୍ୟୋଗ
ନୂଆଦିଲ୍ଲୀ, ୨୬ା୬: କରୋନା ପ୍ରଭାବିତ ଦେଶର ଅର୍ଥବ୍ୟବସ୍ଥା ସୁଧାରିବା ଏବଂ ଗ୍ରାମୀଣ ହସ୍ତଶିଳ୍ପ ସହ କ୍ଷୁଦ୍ର ଉଦ୍ୟୋଗଗୁଡ଼ିକୁ ପ୍ରୋତ୍ସାହିତ କରିବାକୁ କେନ୍ଦ୍ରର ନରେନ୍ଦ୍ର ମୋଦି ସରକାର ‘ଆତ୍ମନିର୍ଭର ଭାରତ’ ନାରା ଦେଇଛନ୍ତି। ଏହାପରେ ଦେଶରେ ଲୁକ୍କାୟିତ ଭାବେ ପ୍ରଭାବ ବିସ୍ତାର...
ସୁସ୍ଥ ହେଲେ ସତ୍ୟେନ୍ଦ୍ର ଜୈନ
ନୂଆଦିଲ୍ଲୀ,୨୬।୬: ଦିଲ୍ଲୀର ସ୍ବାସ୍ଥ୍ୟମନ୍ତ୍ରୀ ସତ୍ୟେନ୍ଦ୍ର ଜୈନଙ୍କ କରୋନା ରିପୋର୍ଟ ନେଗେଟିଭ ଆସିଛି। ଶୁକ୍ରବାର ସେ ହସ୍ପିଟାଲରୁ ଡିସଚାର୍ଜ ହେବେ ବୋଲି ଜଣାପଡିଛି। ସୂଚନାଯୋଗ୍ୟ, କିଛିଦିନ ତଳେ ସେ ନିଶ୍ୱାସ ନେବାରେ କଷ୍ଟ ଅନୁଭବ କରିବାରୁ ହସ୍ପିଟାଲରେ ଭର୍ତ୍ତି ହୋଇଥିଲେ। ସେଠାରେ...
୨୮ଜୁନରୁ ଏହି ରାଜ୍ୟରେ ଖୋଲିବ ସେଲୁନ
ମୁମ୍ବାଇ,୨୬।୬: ମହାରାଷ୍ଟ୍ରରେ କରୋନା ସଙ୍କଟ ଦିନକୁ ଦିନ ଅସମ୍ଭାଳ ହେବାରେ ଲାଗିଛି। କରୋନା ଲକ୍ଡାଉନ ଯୋଗୁ ସାଧାରଣ ଜୀବନ ଏକପ୍ରକାର ଠପ୍ ହୋଇଯାଇଛି। ଅନଲକ୍-୧ରେ ସରକାର କେତେକ କଟକଣା କୋହଳ କରିବା ପରେ ସାଧାରଣ ଜୀବନ ଧିରେ ଧିରେ ପୂର୍ବାବସ୍ଥାକୁ...
ଗୋଟିଏ ହାତ ନ ଥାଇ ବି କରୋନା ଯୁଦ୍ଧରେ ଲଢିବାକୁ ଅଣ୍ଟା ଭିଡିଛନ୍ତି କୁନିଝିଅ
ଉଡୁପି,୨୬।୬: କର୍ନାଟକର ଉଡୁପିରେ ରହୁଥିବା ୧୦ ବର୍ଷୀୟା ଝିଅ ସିନ୍ଦୁରୀ ଏବେ ଅନ୍ୟମାନଙ୍କ ପାଇଁ ଉଦାହରଣ ପାଲଟି ଯାଇଛନ୍ତି। ଗୋଟିଏ ହାତ ନ ଥାଇ ବି ସେ କରୋନା ଯୁଦ୍ଧରେ ନିଜକୁ ସାମିଲ କରିପାରିଛନ୍ତି। ସିନ୍ଦୁରୀ ତାଙ୍କ ଗୋଟିଏ ହାତ...
ପିପିଇ କିଟ୍ ପିନ୍ଧି ତଲାସି କରୁଛନ୍ତି ସିବିଆଇ ଅଧିକାରୀ
ନୂଆଦିଲ୍ଲୀ,୨୬।୬: କରୋନା ମହାମାରୀଠାରୁ ଦୂରେଇ ରହିବାକୁ ଆଗଧାଡିର ଯୋଦ୍ଧା ସାଜିଥିବା ଡାକ୍ତର ଓ ସ୍ବାସ୍ଥ୍ୟକର୍ମୀଙ୍କ ପାଇଁ ପର୍ସନାଲ ପ୍ରୋଟେକଟିଭ୍ ଇକ୍ୟୁପମେଣ୍ଟ(ପିପିଇ) କିଟ୍ ଯୋଗାଇ ଦିଆଯାଉଥିଲା। କାରଣ ଏମାନେ ସିଧାସଳଖ ଭାବେ କରୋନା ସଂକ୍ରମିତଙ୍କ ସଂସ୍ପର୍ଶରେ ଆସୁଛନ୍ତି। ହେଲେ ରାଜଧାନୀ ଦିଲ୍ଲୀର...
ସୁଶାନ୍ତଙ୍କ ସ୍କେଚ ତିଆରି କଲେ ଦିବ୍ୟାଙ୍ଗ ପ୍ରଂଶସକ
ଅହମଦାବାଦ,୨୬।୬: ବଲିଉଡ୍ ଅଭିନେତା ସୁଶାନ୍ତ ସିଂହ ରାଜପୁତଙ୍କ ମୃତ୍ୟୁକୁ ୧୨ଦିନ ବିତିଯାଇଥିଲେ ମଧ୍ୟ ତାଙ୍କ ପ୍ରଂଶସକ ଏହାକୁ ସହଜରେ ଭୁଲି ପାରୁନାହାନ୍ତି। କାହିଁକି ବା ଭୁଲିବେ। ସୁଶାନ୍ତ ଏଭଳି ଏକ ଅଭିନେତା ଥିଲେ, ଯିଏ ସୋସିଆଲ ମିଡିଆରେ ନିଜ ପ୍ରଶଂସକଙ୍କୁ...
ମୋଦିଙ୍କୁ ସୋନିଆଙ୍କ ପ୍ରଶ୍ନ: ଚାଇନା ସୀମାରେ କେମିତି ଶହୀଦ ହେଲେ ୨୦ ଯବାନ
ନୂଆଦିଲ୍ଲୀ,୨୬।୬: ଭାରତ-ଚାଇନା ସୀମାର ଗଲଓ୍ବାନ ଘାଟିରେ ହୋଇଥିବା ସଂଘର୍ଷ ପରେ ଲଗାତାର ବିରୋଧି ମୋଦି ସରକାରଙ୍କୁ ଟାର୍ଗେଟ କରିଛନ୍ତି। ଏହି କ୍ରମରେ ଶୁକ୍ରବାର କଂଗ୍ରେସର ଅସ୍ଥାୟୀ ଅଧ୍ୟକ୍ଷା ସୋନିଆ ଗାନ୍ଧୀ କହିଛନ୍ତି, ଚାଇନା ଲଦ୍ଦାଖରେ ଆମ ଜମି ମାଡି ବସିନାହିଁ।...
ପଲଓ୍ବଲ ଏକ୍ସପ୍ରେସଓ୍ବେରେ କାହିଁକି ଜରୁରୀ ଅବତରଣ କଲା ବାୟୁସେନା ହେଲିକପ୍ଟର
ଚଣ୍ଡିଗଡ଼,୨୬।୬: ହରିୟାଣାର ସୋନିପତରେ ବାୟସେନା ହେଲିକପ୍ଟରକୁ ଜରୁରୀ ଅବତରଣ କରାଯାଇଛି। ଶୁକ୍ରବାର କୁଣ୍ଡଲି-ଗାଜିଆବାଦ ପଲଓ୍ବଲ ଏକ୍ସପ୍ରେସଓ୍ବେରେ ବାୟୁସେନା ହେଲିକପ୍ଟରକୁ ଅଚାନକ ଜରୁରୀ ଅବତରଣ କରାଯାଇଥିବା ସୂଚନା ରହିଛି। ଜରୁରୀ ଅବତରଣ ସମୟରେ ହେଲିକପ୍ଟରରେ ୪ଜଣ ରହିଥିବା ବେଳେ ସେମାନେ ସମସ୍ତେ...
Archives


