ଯୁଦ୍ଧ ପରିସ୍ଥିତି ଉପୁଜିଲେ ଏକାଠି ହୋଇପାରନ୍ତି ଚାଇନା-ପାକିସ୍ତାନ
ନୂଆଦିଲ୍ଲୀ,୨।୭: ବାସ୍ତବିକ ନିୟନ୍ତ୍ରଣ ରେଖା ବା ଏଲ୍ଏସିରେ ଭାରତ-ଚାଇନା ମଧ୍ୟରେ ଉପୁଜିଥିବା ବିବାଦ ବଢିବାରେ ଲାଗିଛି। ଅନ୍ୟପଟେ ପାକିସ୍ତାନ ସୀମାରେ ଯେମିତି କିଛି ଅସୁବିଧା ଦେଖା ନ ଯାଉ ସେଥିପ୍ରତି ମଧ୍ୟ କଡା ନଜର ରଖିଛି ଭାରତୀୟ ସେନା। ଏହି...
ମୂଳପୋଛ ହେବେ ଆତଙ୍କବାଦୀ: ହିଟ୍ଲିଷ୍ଟ୍ରେ ୧୨ଜଣ
ଶ୍ରୀନଗର, ୨।୭: ଜମ୍ମୁ-କଶ୍ମୀରରୁ ଆତଙ୍କବାଦୀଙ୍କୁ ମୂଳପୋଛ କରିବା ପାଇଁ ସ୍ଥାନୀୟ ପୋଲିସ ପକ୍ଷରୁ ଏକ ବଡ଼ଧରଣ ପଦକ୍ଷେପ ଗ୍ରହଣ କରାଯାଇଛି। କଶ୍ମୀର ଜୋନ୍ ପୋଲିସ ୧୨ ଜଣ ଆତଙ୍କବାଦୀଙ୍କ ହିଟ୍ଲିଷ୍ଟ୍ ପ୍ରସ୍ତୁତ କରାଯାଇଛି। ଏଥିରେ ଜୈଶ୍-ଇ-ମହମ୍ମଦ୍ର ୩ ଜଣ, ଲଶ୍କର-ଇ-ତୋଏବାର...
ମଧ୍ୟପ୍ରଦେଶ କ୍ୟାବିନେଟର ହେଲା ସମ୍ପ୍ରସାରଣ
ଭୋପାଳ,୨।୭: ମଧ୍ୟପ୍ରଦେଶ ମୁଖ୍ୟମନ୍ତ୍ରୀ ଶିବରାଜ ସିଂ ଚୌହାନଙ୍କ ମନ୍ତ୍ରୀମଣ୍ଡଳର ଗୁରୁବାର ସମ୍ପ୍ରସାରଣ ହୋଇଛି। ଏଥିରେ ୨୮ ନୂଆ ମନ୍ତ୍ରୀ ସାମିଲ ହୋଇଛନ୍ତି। ଏମାନଙ୍କ ମଧ୍ୟରେ ୨୦ କ୍ୟାବିନେଟ ଓ ୮ ରାଜ୍ୟମନ୍ତ୍ରୀ ରହିଥିବା ସୂଚନା ମିଳିଛି। ରାଜ୍ୟପାଳ ଆନନ୍ଦୀବେନ୍ ପଟେଲ...
ଜୁଲାଇ-ଅଗଷ୍ଟରେ ଅଧିକ ହେବ କରୋନା ସଂକ୍ରମଣ
ନୂଆଦିଲ୍ଲୀ, ୨।୭: ଦେଶରେ କରୋନା ମହାମାରୀ ସଂକ୍ରମଣ ନେଇ ଆତଙ୍କ ଦେଖାଦେଇଛି। ତେବେ ଜୁଲାଇ ଏବଂ ଅଗଷ୍ଟରେ ନୂଆ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବୃଦ୍ଧି ପାଇବାର ଯଥେଷ୍ଟ ଆଶଙ୍କା ରହିଛି। ଏନେଇ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରଣାଳୟ ପକ୍ଷରୁ...
କରୋନାରେ ମୃତ ବରିଷ୍ଠ ନାଗରିକଙ୍କୁ ୪୮ ଘଣ୍ଟା ଫ୍ରିଜରରେ ରଖିଲେ ପରିବାର!
କୋଲକାତା,୨।୭: କରୋନା ସଂକ୍ରମଣ ଓ ଏଥିରେ ମୃତ ବ୍ୟକ୍ତିଙ୍କ ସମ୍ପର୍କରେ ବେଳେ ବେଳେ ଏମିତି ଖବର ସାମ୍ନାକୁ ଆସୁଛି ଯାହା ମନକୁ ବିଚଳିତ କରି ଦେଉଛି। ନିକଟରେ ପଶ୍ଚିମବଙ୍ଗରେ ଜଣେ ବୃଦ୍ଧଙ୍କର କରୋନା ସଂକ୍ରମଣରେ ମୃତ୍ୟୁ ହେବା ପରେ ତାଙ୍କ...
ଦିଲ୍ଲୀ ଦଙ୍ଗା ପାଇଁ ସୌଦିରୁ ଆସିଥିଲା ଟଙ୍କା
ନୂଆଦିଲ୍ଲୀ, ୨।୭: ଦିଲ୍ଲୀରେ ହୋଇଥିବା ଦଙ୍ଗା ପାଇଁ ସୌଦିରୁ ଟଙ୍କା ଆସିଥିଲା। ଏନେଇ ପୂର୍ବରୁ ପ୍ରସ୍ତୁତି ହୋଇଥିଲା। ସୌଦି ସହିତ ଦେଶର କେତେକ ଅଞ୍ଚଳରୁ ମଧ୍ୟ ଆର୍ଥିକ ସହାୟତା ଦଙ୍ଗାକାରୀଙ୍କ ପାଖରେ ପହଞ୍ଚିଥିବା ପୋଲିସ କହିଛି। ଜାମିଆ ଛାତ୍ର ନେତା...
ପରୀକ୍ଷା କେନ୍ଦ୍ର ବଦଳାଇପାରିବେ ସିଭିଲ ସର୍ଭିସ ପ୍ରିଲିମ୍ ପ୍ରାର୍ଥୀ
ନୂଆଦିଲ୍ଲୀ,୨ା୭(ପି.ଟି.): ସିଭିଲ୍ ସର୍ଭିସ ପ୍ରିଲିମିନାରୀ ପରୀକ୍ଷା ଅକ୍ଟୋବର ୪ରେ ଅନୁଷ୍ଠିତ ହେବାକୁ ଥିଲାବେଳେ ପ୍ରାର୍ଥୀ ଚାହିଁଲେ ସେମାନଙ୍କ ପରୀକ୍ଷା କେନ୍ଦ୍ର ବଦଳାଇପାରିବେ ବୋଲି କେନ୍ଦ୍ରୀୟ ଲୋକସେବା ଆୟୋଗ (ୟୁପିଏସ୍ସି) ପକ୍ଷରୁ ଘୋଷଣା କରାଯାଇଛି। ଏଥର ପରୀକ୍ଷା ଦେବା ପାଇଁ ବହୁସଂଖ୍ୟାରେ...
ମୁମ୍ବାଇରେ ୧୪୪ ଧାରା ଜାରି
ମୁମ୍ବାଇ,୨ା୭(ପି.ଟି.): କରୋନା ସଂକ୍ରମଣକୁ ରୋକିବା ଲାଗି ମୁମ୍ବାଇ ପୋଲିସ ବୁଧବାର ସହରରେ ୧୪୪ ଧାରା ଜାରି କରିଛି। ସର୍ବସାଧାରଣ ସ୍ଥାନରେ ଲୋକମାନଙ୍କ ଯାତାୟାତ ଉପରେ କଟକଣା ଲାଗୁ କରାଯାଇଛି। ମଙ୍ଗଳବାର ମୁମ୍ବାଇରେ ୯୦୩ ନୂଆ ମାମଲା ସାମ୍ନାକୁ ଆସିଥିଲା। ଏହାକୁ...
ବିବାହ ବେଦୀରେ ବସିଥିଲେ ସିଆର୍ପିଏଫ୍ ଯବାନ, ପହଞ୍ଚିଲେ ପ୍ରେମିକା: ଆଉ ତା’ପରେ…
କାନପୁର,୨।୭: ସିଆର୍ପିଏଫ୍ ଯବାନ ନିଜ ପ୍ରେମିକାଙ୍କୁ ଧୋକା ଦେବା ମହଙ୍ଗା ପଡିଛି। ପ୍ରେମିକାଙ୍କୁ ଛାଡି ଅନ୍ୟ ଜଣେ ଯୁବତୀଙ୍କୁ ବିବାହ କରି ଫଶିଯାଇଛନ୍ତି ଯବାନ। ଫଳରେ ତାଙ୍କୁ ଜେଲ୍ ଯିବାକୁ ପଡିଛି। ଉତ୍ତର ପ୍ରଦେଶର କାନପୁର ସହରରେ ଘଟିଛି ଏଭଳି...
ବଙ୍ଗଳା ଖାଲି କରିବାକୁ ପ୍ରିୟଙ୍କାଙ୍କୁ ନିର୍ଦ୍ଦେଶ
ନୂଆଦିଲ୍ଲୀ,୨।୭: ଅଗଷ୍ଟ ପହିଲାରୁ ସରକାରୀ ବଙ୍ଗଳା ଖାଲି କରିବାକୁ କେନ୍ଦ୍ର ସରକାର କଂଗ୍ରେସ ନେତ୍ରୀ ପ୍ରିୟଙ୍କା ଗାନ୍ଧୀଙ୍କୁ ବୁଧବାର ନିର୍ଦ୍ଦେଶ ଦେଇଛନ୍ତି। ଗତବର୍ଷ ନଭେମ୍ବରରେ ପ୍ରିୟଙ୍କାଙ୍କ ଏସ୍ପିଜି ସୁରକ୍ଷା ପ୍ରତ୍ୟାହାର କରାଯାଇଥିଲା। ଆବାସ ଓ ନଗର ଉନ୍ନୟନ ମନ୍ତ୍ରଣାଳୟ ପକ୍ଷରୁ...
ଦୁଇପଟୁ ଆକ୍ରମଣ ଯୋଜନା
ନୂଆଦିଲ୍ଲୀ,୨ା୭: ସୀମାକୁ ନେଇ ପୂର୍ବ ଲଦାଖରେ ଭାରତ ଓ ଚାଇନା ସୈନ୍ୟଙ୍କ ମଧ୍ୟରେ ମୁହାଁମୁହିଁ ସ୍ଥିତି ଲାଗି ରହିଥିଲା ବେଳେ ଏପଟେ ପାକିସ୍ତାନ ଗିଲ୍ଗିଟ୍-ବାଲ୍ଟିସ୍ତାନ ଏବଂ ପିଓକେରେ ଥିବା ନିୟନ୍ତ୍ରଣ ରେଖା (ଏଲ୍ଓସି) ନିକଟକୁ ଦୁଇ ଡିଭିଜନ ସୈନ୍ୟ ପଠାଇଛି।...
ଟିକ୍ ଟକ୍ ବ୍ୟାନ୍ ନେଇ ଏମିତି କହିଲେ ଟିଏମ୍ସି ମହିଳା ଏମ୍ପି
କୋଲକାତା, ୧।୭- ଭାରତ ଓ ଚାଇନା ମଧ୍ୟରେ ସୀମା ବିବାଦ ଯୋଗୁ ତିକ୍ତତା ଚରମସୀମାରେ ପହଞ୍ଚତ୍ବାବେଳେ ନିକଟରେ ଦେଶର ତଥ୍ୟ ସୁରକ୍ଷାକୁ ନେଇ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ୫୯ ଚାଇନା ଆପ୍କୁ ବ୍ୟାନ କରିଥିଲେ। ବ୍ୟାନ୍ ହୋଇଥିବା ଆପ୍ ମଧ୍ୟରେ...
Archives


