ପୁଣି ବିହାର ନିର୍ବାଚନରେ ବାଧକ ସାଜିଲା କରୋନା ଭାଇରସ
ପାଟନା,୨୪ ।୧୦: ବିହାର ନିର୍ବାଚନ ପାଖେଇ ଆସୁଥିବା ବେଳେ ଏନ୍ଡିଏର ଜଣେ ପରେ ଜଣେ ଷ୍ଟାର ପ୍ରଚାରକ କରୋନା ସଂକ୍ରମଣ ହେବା ଚିନ୍ତା ବଢାଇ ଦେଇଛି । ଦୁଇଦିନ ପୂର୍ବରୁ ବିହାରର ଉପମୁଖ୍ୟମନ୍ତ୍ରୀ ସୁଶୀଲ ମୋଦି କରୋନାରେ ପୀଡ଼ିତ ହୋଇଥିବା ଖବର…
ଚାହୁଁଚାହୁଁ ବର୍ଷା ପାଣିରେ ବୁଡ଼ିଗଲା କାର୍: ୧୫ ଦିନର ଶିଶୁଙ୍କୁ କରାଗଲା ଉଦ୍ଧାର, ଭିଡ଼ିଓ ଭାଇରାଲ
ବେଙ୍ଗାଲୁରୁ, ୨୪।୧୦: ବେଙ୍ଗାଲୁରୁରେ ପ୍ରବଳ ବର୍ଷା ଜାରି ରହିଛି। ଏବେ ଏଠାକାର ଏକ ଭିଡ଼ିଓ ସୋସିଆଲ୍ ମିଡ଼ିଆରେ ଭାଇରାଲ ହେବାରେ ଲାଗିଛି। ରାସ୍ତାରେ ଏକ ଲାଲ୍ ରଙ୍ଗର କାର ପ୍ରବଳ ବର୍ଷା ପାଣିରେ ଚାହୁଁଚାହୁଁ ବୁଡ଼ି ଯାଉଥିବାର ଦେଖିବାକୁ ମିଳୁଛି। ୩୦…
ବିହାରରେ ଚାଲିଛି ଚୋରା ମଦ ବେପାର: ନୀତିଶଙ୍କୁ ସବୁ ଜଣା ବୋଲି ଅଭିଯୋଗ କଲେ ଚିରାଗ
ପାଟନା, ୨୪।୧୦: ବିହାରରେ ବିଧାନସଭା ନିର୍ବାଚନ ପାଖେଇ ଆସୁଛି। ଏନେଇ ଏଲ୍ଜେପି ମୁଖ୍ୟ ଚିରାଗ ପାସଓ୍ବାନ ମୁଖ୍ୟମନ୍ତ୍ରୀ ନୀତିଶ କୁମାରଙ୍କୁ ଟାର୍ଗେଟ୍ କରିଛନ୍ତି। ଚିରାଗ କହିଛନ୍ତି ବିହାରରେ ଚୋରା ମଦ ବେପାର ଚାଲିଛି। ଏସମ୍ପର୍କରେ ନୀତିଶଙ୍କୁ ସବୁ ଜଣା। ମାତ୍ର ସେ…
ବୁଦ୍ଧି ଶିଖିଲେ ଓଲି: ଅପଲୋଡ୍ କଲେ ନେପାଳର ପୁରୁଣା ମାନଚିତ୍ର
ନୂଆଦିଲ୍ଲୀ, ୨୪।୧୦: ନେପାଳର ପ୍ରଧାନମନ୍ତ୍ରୀ କେ.ପି. ଶର୍ମା ଓଲି ବୁଦ୍ଧି ଶିଖିଛନ୍ତି। ଚାଇନା ସହିତ ବନ୍ଧୁତା କରିବା ତାଙ୍କୁ ମହଙ୍ଗା ପଡ଼ିଛି। ଭାରତୀୟ ର’ ମୁଖ୍ୟ ସାମନ୍ତ କୁମାର ଗୋଏଲ୍ଙ୍କୁ ଭେଟିବା ପରେ ଓଲିଙ୍କ ସ୍ବରରେ ପରିବର୍ତ୍ତନ ଆସିଛି। ଭାରତ ନେପାଳ…
ସନ୍ଦେହ ଘେରରେ ପୋଲିସ: ବଳାତ୍କାର ମାମଲାରେ ଜେଲରେ ଥିବା ନାରାୟଣ ସାଇଙ୍କ ନିକଟରୁୁ ମିଳିଲା ମୋବାଇଲ
ସୁରଟ,୨୪ ।୧୦: ବଳାତ୍କାର ମାମଲାରେ ଜେଲରେ ସଜା କାଟୁଥିବା ନାରାୟଣ ସାଇଙ୍କ ପାଖରେ ମୋବାଇଲ ଫୋନ ମିଳିବା ଘଟଣା ଏବେ ଆସିଛି ଚର୍ଚ୍ଚାକୁ । ଏହାକୁ ନେଇ ପୋଲିସ ଉପରେ ପ୍ରଶ୍ନ ଉଠିଛି । ନାବାଳିକା ବଳାତ୍କାର ମାମଲାର ଅଭିଯୁକ୍ତ ତଥା…
ମୁମ୍ବାଇରେ ହାଇ ପ୍ରୋଫାଇଲ ସେକ୍ସ ର଼୍ୟାକେଟ: ହୋଟେଲରୁ ୩ ଅଭିନେତ୍ରୀ ଗିରଫ
ମୁମ୍ବାଇ, ୨୪।୧୦: ମୁମ୍ବାଇ ଉପନଗର ଗୋରେଗାଓଁର ଏକ ୫ଷ୍ଟାର ହୋଟେଲରେ ଚାଲିଥିଲା ସେକ୍ସ ର଼୍ୟାକେଟ୍। ବିଶେଷ ସୂତ୍ରରୁ ଖବର ପାଇ ଶୁକ୍ରବାର ରାତିରେ ପୋଲିସ ଉକ୍ତ ହୋଟେଲ ଉପରେ ଚଢ଼ାଉ କରି ଜଣେ ବଲିଉଡ୍ ଅଭିନେତ୍ରୀଙ୍କ ସମେତ ୩ ଜଣଙ୍କୁ ଗିରଫ…
ବିହାରରେ ମାଗଣା କରୋନା ଭ୍ୟାକ୍ସିନକୁ ନେଇ ଶିବସେନା କହିଲା ବାକି ରାଜ୍ୟ କ’ଣ ପାକିସ୍ତାନରେ
ମୁମ୍ବାଇ,୨୪ ।୧୦: ବିହାର ବିଧାନସଭା ନିର୍ବାଚନ ଅବସରରେ ଭାରତୀୟ ଜନତା ପାର୍ଟି(ଭାଜପା) ଭୋଟରଙ୍କୁ ଆକର୍ଷିତ କରିବାକୁ କହିଛି କରୋନା ଟିକା ଆସିଯିବା ପରେ ସମ୍ପୂର୍ଣ୍ଣ ରାଜ୍ୟରେ ଲୋକଙ୍କୁ ମାଗଣାରେ କରୋନା ଟିକା ଯୋଗାଇ ଦିଆଯିବ । ଏବେ ଏହାକୁ ନେଇ ରାଜ୍ୟରେ…
ମିଲିଟାରୀ କ୍ୟାଣ୍ଟିନ୍ରେ ମିଳିବନି ଚାଇନା ସାମଗ୍ରୀ
ନୂଆଦିଲ୍ଲୀ, ୨୪।୧୦: ଏବେ ଆଉ ମିଲିଟାରୀ କ୍ୟାଣ୍ଟିନ୍ରେ ଚାଇନା ସାମଗ୍ରୀ ମିଳିବନି। ଏନେଇ ପ୍ରତିରକ୍ଷା ମନ୍ତ୍ରଣାଳୟ ପକ୍ଷରୁ ଯୋଜନା ପ୍ରସ୍ତୁତ ହୋଇଛି। ଦେଶରେ ଥିବା ୩ ହଜାର ୫୦୦ରୁ ଅଧିକ ମିଲିଟାରୀ କ୍ୟାଣ୍ଟିନ୍ରେ ଏହି ଆଇନ୍ ଲାଗୁ ହେବ। ଆତ୍ମନିର୍ଭର ଭାରତ…
୬ ରାଜ୍ୟରେ ମିଳିବ ମାଗଣା କରୋନା ଟିକା: ସରକାରଙ୍କ ପ୍ରତିଶ୍ରୁତି !
ନୂଆଦିଲ୍ଲୀ, ୨୪।୧୦: ଭାରତର ୬ ରାଜ୍ୟ ସରକାରଙ୍କ ପକ୍ଷରୁ ମାଗଣା କରୋନା ଟିକା ଦିଆଯିବା ସମ୍ପର୍କରେ ଘୋଷଣା କରାଯାଇଛି। ସେସବୁ ରାଜ୍ୟ ମଧ୍ୟରେ ବିହାର, ମଧ୍ୟପ୍ରଦେଶ, ଆସାମ, ତେଲଙ୍ଗାନା, କର୍ନାଟକ ଏବଂ ତାମିଲନାଡୁ ଆଦି ରାଜ୍ୟ ରହିଛି। ଟିକା ଏପର୍ଯ୍ୟନ୍ତ ମିଳି…
ଧରା ପଡ଼ିଲା ଚାଇନାର ଚାଲାକି: କରୁଥିଲା ମିଛ ଯୁଦ୍ଧାଭ୍ୟାସ
ବେଜିଂ, ୨୪।୧୦: ଏଲ୍ଏସିରେ ଯୁଦ୍ଧଭ୍ୟାସ କରୁଥିବାର ଭିଡ଼ିଓ ଚାଇନା ଟେଲିଭିଜନରେ ପ୍ରସାରିତ ହୋଇଥିଲା। ତେବେ ଏହା ମିଛ ବୋଲି ଏବେ ଜଣାପଡ଼ିଛି। ଚାଇନା ଚାଲାକି କରି କେବଳ ସୈନ୍ୟଙ୍କ ଫଟୋ ଉଠାଇ ଯୁଦ୍ଧାଭ୍ୟାସର ଭିଡ଼ିଓ ପ୍ରସ୍ତୁତ କରିଥିଲା। ଚାଇନାର ସରକାରୀ ଚ୍ୟାନେଲ…
ଆଇଏସ୍ଆଇ ଗୁପ୍ତଚର ଗିରଫ: ଯୋଗାଉଥିଲେ ଗୁପ୍ତ ତଥ୍ୟ
ବାଡମେର, ୨୪।୧୦: ପାକିସ୍ତାନ ଗୋଇନ୍ଦା ସଂସ୍ଥା ଆଇଏସ୍ଆଇ ପାଇଁ ଗୁପ୍ତଚରୀ କରୁଥିବା ଜଣେ ୩୫ ବର୍ଷ ବୟସ୍କ ଯୁବକଙ୍କୁ ରାଜସ୍ଥାନ ବାଡମେରରୁ ଏଟିଏସ୍ ଏବଂ ସିଆଇଡିବିଆଇ ଟିମ ପକ୍ଷରୁ ଗିରଫ କରାଯାଇଛି। ତାଙ୍କ ନାମ ଶୋହନ ଲାଲ୍ ବୋଲି ଏଟିଏସ୍ ପକ୍ଷରୁ…
ଗୁଜରାଟରେ ତିନୋଟି ପରିଯୋଜନାର ଉଦ୍ଘାଟନ କଲେ ପ୍ରଧାନମନ୍ତ୍ରୀ
ନୂଆଦିଲ୍ଲୀ,୨୪ ।୧୦: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଶନିବାର ଭିଡିଓ କନଫରେନ୍ସିଂ ଯୋଗେ ଗୁଜରାଟରେ ୩ଟି ପରିଯୋଜନାର ଉଦ୍ଘାଟନ କରିଛନ୍ତି । ମୋଦି ଗୁଜରାଟର କୃଷକମାନଙ୍କ ପାଇଁ କିଷାନ ସୂର୍ଯ୍ୟୋଦୟ ଯୋଜନାର ଶୁଭାରମ୍ଭ କରିଛନ୍ତି । ଏଥିରେ କୃଷକମାନଙ୍କୁ ଦିନ ସମୟରେ ବିଜୁଳି…
Archives


