ଜାତୀୟ

କରୋନା ଟିକା ନେଇ ଲୋକଙ୍କୁ ମିଛ ଆଶା ଦିଅନ୍ତୁ ନାହିଁ ସରକାର

ନୂଆଦିଲ୍ଲୀ,୨।୯: ଭାରତରେ କରୋନା ଟିକାର ଦ୍ୱିତୀୟ ପର୍ଯ୍ୟାୟ ଟ୍ରାଏଲ୍‌ ଏବେ ଜାରି ରହିଛି। ଅଗଷ୍ଟ ୧୫ ସ୍ବାଧୀନତା ଦିବସ ଅବସରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କହିଥିଲେ, ଏବେ ଭାରତରେ ଗୋଟିଏ ନୁହେଁ ୩ଟି ଟିକା ଟ୍ରାଏଲ୍‌ ପର୍ଯ୍ୟାୟରେ ଅଛି। ପ୍ରଧାନମନ୍ତ୍ରୀ ଲୋକଙ୍କୁ…

ସାନିଟାଇଜରରେ କ୍ଷତିକାରକ ମିଥାନଲ୍‌: ଆଖିକୁ କରିଦେବ ନଷ୍ଟ !

ନୂଆଦିଲ୍ଲୀ, ୨।୯: ଦେଶରେ କରୋନା ମହାମାରୀ ସଂକ୍ରମଣ ଜାରି ରହିଛି। ସଂକ୍ରମଣରୁ ଦୂରେଇ ରହିବା ପାଇଁ ନିୟମିତ ଅନ୍ତରରେ ହାତ ଧୋଇବା, ସାମାଜିକ ଦୂରତା ବଜାୟ ରଖିବା ଏବଂ ମାସ୍କ୍‌ ପିନ୍ଧିବା ଲାଗି ବିଶ୍ୱ ସ୍ବାସ୍ଥ୍ୟ ସଂଗଠନ ପକ୍ଷରୁ ମାର୍ଗଦର୍ଶିକା ଜାରି…

ଲଶ୍କର ଆତଙ୍କବାଦୀ ସଂଗଠନ ସହିତ ସମ୍ପର୍କ: ୪ ଗିରଫ

ଶ୍ରୀନଗର, ୨।୯: ଆତଙ୍କବାଦୀ ସଂଗଠନ ଲଶ୍କର-ଇ-ତୋଏବା ସହିତ ସମ୍ପର୍କ ରଖିଥିବା ୪ ସହଯୋଗୀଙ୍କୁ ପୋଲିସ ଗିରଫ କରିଛି। ସେମାନଙ୍କୁ ଜମ୍ମୁ-କଶ୍ମୀରର ବୁଦ୍‌ଗାମ୍‌ର ବେରଓ୍ବାହାର ପେଥ୍‌କୋଟ୍‌ ଅଞ୍ଚଳରୁ ଗିରଫ କରାଯାଇଛି। ସେମାନଙ୍କୁ ଶକିଲ ଅହମ୍ମଦ ଓ୍ବାନୀ, ଶୋଓ୍ବାକତ୍‌ ଅହମ୍ମଦ୍‌, ଅକ୍ୱିବ୍‌ ମକବୁଲ୍‌ ଖାଁ…

ଡେଲିଭରୀ ଚାର୍ଜ ନ ଦେବାରୁ ନବଜାତକକୁ ୧ ଲକ୍ଷ ଟଙ୍କାରେ ବିକିଦେଲେ ଡାକ୍ତର!

ଲକ୍ଷ୍ନୌ,୨ା୯: ମାନବିକତା ହଜିଯାଇଥିବା ପରି ଏକ ଘଟଣା ସାମ୍ନାକୁ ଆସିଛି। ଯେଉଁଠି ଜଣେ ଗିରବ ରିକ୍ସାଚାଳକ ଡେଲିଭରୀ ଚାର୍ଜ ଦେଇପାରିଲେନି ବୋଲି ଭଗବାନ ବୋଲି ମନାଯାଉଥିବା ଡାକ୍ତର ନବଜାତକଙ୍କୁ ୧ ଲକ୍ଷ ଟଙ୍କାରେ ବିକି ଦେବା ଘଟଣା ଲୋକଲୋଚନକୁ ଆସିଛି। ଏହି…

ଦୁଇ ଲୁଟେରାଙ୍କ ସହ ଲଢ଼ି ଜିତିଲେ ଏହି ଯୁବତୀ, ପୁରସ୍କାର ରାଶି ଘୋଷଣା କଲା ପୋଲିସ

ଚଣ୍ଡିଗଡ଼,୨ା୯: ଜଳନ୍ଧରର ଡେପୁଟି କମିଶନର ଘନଶ୍ୟାମ ଥୋରୀ ଜଣେ ଯୁବତୀଙ୍କୁ ୫୧,୦୦୦ ଟଙ୍କାର ପୁରସ୍କାର ରାଶି ଘୋଷଣା କରିଛନ୍ତି। ଏହି ଘଟଣାରେ ଜଣେ ଅଭିଯୁକ୍ତଙ୍କୁ ଗିରଫ କରାଯାଇଥିବା ବେଳେ ଆଉ ଜଣେ ଫେରାର ଅଛନ୍ତି। ତେବେ ଯୁବତୀ ଜଣଙ୍କ ହସ୍ପିଟାଲରେ ଭର୍ତ୍ତି…

ଲକ୍‌ଡାଉନ୍‌ ଉଦ୍ଦେଶ୍ୟ ହୋଇନି ସଫଳ: ପ୍ରତିଦିନ ବଢୁଛି ଆକ୍ରାନ୍ତଙ୍କ ସଂଖ୍ୟା !

ନୂଆଦିଲ୍ଲୀ, ୨।୯: ଦେଶରେ କରୋନା ମହାମାରୀ ସଂକ୍ରମଣ ଥମିବାର ନାଁ ଧରୁନି। ପ୍ରତିଦିନ ନୂଆ ଆକ୍ରାନ୍ତଙ୍କ ସଂଖ୍ୟା ବଢ଼ିବାରେ ଲାଗିଛି। କେତେକ ସଂସ୍ଥା ଭାରତରେ କରୋନା ମହାମାରୀ ବର୍ତ୍ତମାନ ସୁଦ୍ଧା ଶୀର୍ଷରେ ପହଞ୍ଚି ନ ଥିବା ସତର୍କ ସୂଚନା ଜାରି କରିଛନ୍ତି।…

୫ ମାସ ହେଲା ଖାଲି ପାଦରେ ଚାଲୁଛନ୍ତି ପୂର୍ବତନ ବିଧାୟକ, ପଛରେ ରହିଛି ଏହି କାରଣ

ପାଟନା, ୨।୯: ବିହାର ବିଧାନସଭା ନିର୍ବାଚନ ଚଳିତବର୍ଷ ଶେଷଆଡକୁ ହେବା ଅଛି। ଏହାପୂର୍ବରୁ ବିଭିନ୍ନ ରାଜନୈତିକ ଦଳ ପକ୍ଷରୁ ଆରୋପ-ପ୍ରତ୍ୟାରୋପ ଲାଗିରହିଛି। ଏସବୁ ଭିତରେ ଜଣେ ପୂର୍ବତନ ବିଧାୟକ ଚର୍ଚ୍ଚାରେ ଅଛନ୍ତି। ସେ ଗତ ୫ ମାସ ହେବ ବିନା ଚପଲରେ…

ହାତରୁ ଯିବ କଶ୍ମୀର ପ୍ରସଙ୍ଗ: ଭକୁଆ ହେବ ପାକିସ୍ତାନ

ନୂଆଦିଲ୍ଲୀ, ୨।୯: କଶ୍ମୀର ପ୍ରସଙ୍ଗକୁ ନେଇ ଭାରତ ସରକାର ଜାତିସଂଘ ସୁରକ୍ଷା ପରିଷଦରେ କଡ଼ା ଆଭିମୁଖ୍ୟ ଗ୍ରହଣ କରିଛନ୍ତି। ଏହାଦ୍ୱାରା ପାକିସ୍ତାନ ଭକୁଆ ହେବ। ସବୁଦିନ ପାଇଁ କଶ୍ମୀର ପ୍ରସଙ୍ଗ ପାକିସ୍ତାନ ହାତରୁ ଚାଲିଯିବ। ସୁରକ୍ଷା ପରିଷଦ ଏଜେଣ୍ଡାରୁ ଜମ୍ମୁ-କଶ୍ମୀର ପ୍ରସଙ୍ଗକୁ…

୩୨ ବର୍ଷ ପୂର୍ବେ କରିଥିଲେ ଚୋରିି, ଏବେ ମିଳିଲା ଏମିତି ଦଣ୍ଡ

ନୂଆଦିଲ୍ଲୀ, ୨।୯: ନୂଆଦିଲ୍ଲୀ ଜିଲାର ମନ୍ଦିର ମାର୍ଗ ଥାନା ପୋଲିସ ଜଣେ ୭୦ ବର୍ଷୀୟ ବୃଦ୍ଧଙ୍କୁ ଗିରଫ କରିଛି। ୩୨ ବର୍ଷ ପୂର୍ବେ ଦିଲ୍ଲୀରେ ସେ ଏକ ଅପରାଧରେ ଜଡିତ ଥିଲେ। ଅଭିଯୁକ୍ତ ବୃଦ୍ଧ ଫଜରୁଙ୍କୁ ୨୨ ବର୍ଷ ପୂର୍ବେ ପଳାତକ…

ବନ୍ୟାରେ ଭିଜି ଗଲା ବିବାହ ଟଙ୍କା: ରାସ୍ତାରେ ଶୁଖାଉଛନ୍ତି ପରିବାର ସଦସ୍ୟ

ମୁମ୍ବାଇ, ୨।୯: ବନ୍ୟା ଯୋଗୁ ଲୋକଙ୍କର ବହୁ କ୍ଷତି ହୋଇଛି। ମହାରାଷ୍ଟ୍ରରେ ଲଗାଣ ବର୍ଷା ଯୋଗୁ ଲୋକଙ୍କ ଆସବାବପତ୍ର ପାଣିରେ ନଷ୍ଟ ହୋଇଯାଇଛି। ସ୍ଥାନୀୟ ଭଣ୍ଡାରାରେ ଜଣେ ଲୋକ ଝିଅ ବାହାଘର ପାଇଁ ସଞ୍ଚିତ ରଖିଥିବା ଟଙ୍କା ପାଣିରେ ଭିଜି ଯାଇଛି।…

କପିଲଙ୍କୁ ଭାଜପାରେ ଯୋଗଦେବାକୁ ପରାମର୍ଶ ଦେଲେ ଅଠଓ୍ବାଲେ

ନୂଆଦିଲ୍ଲୀ,୨।୯: କଂଗ୍ରେସରେ ଚିଠିକୁ ନେଇ ବିବାହ ସୃଷ୍ଟି ହୋଇଥିବାବେଳେ କେନ୍ଦ୍ର ମନ୍ତ୍ରୀ ରାମଦାସ ଅଠୱାଲେ ଏଥିରୁ ଫାଇଦା ନେବାକୁ ଚେଷ୍ଟା କରୁଛନ୍ତି। ସେ କଂଗ୍ରେସର ବରିଷ୍ଠ ନେତା ଗୁଲାମ ନବୀ ଆଜାଦ ଏବଂ କପିଲ ସିବଲଙ୍କୁ କଂଗ୍ରେସ ଛାଡି ଭାଜପାରେ ଯୋଗଦେବାକୁ…

ରବର ଷ୍ଟାମ୍ପ୍‌ ଭଳି କାମ କରିବାକୁ ଚାହୁଁଛନ୍ତି ସରକାର…

ନୂଆଦିଲ୍ଲୀ, ୨।୯: ଦେଶରେ କରୋନା ମହାମାରୀ ସଂକ୍ରମଣ ବଢ଼ିଚାଲିଛି। ଏହାକୁ ଦୃଷ୍ଟିରେ ରଖି ସେପ୍ଟେମ୍ବର ୧୪ରୁ ଅକ୍ଟୋବର ୧ ପର୍ଯ୍ୟନ୍ତ ହେବାକୁ ଥିବା ସଂସଦର ମୌସୁମୀ ଅଧିବେଶନରେ ପ୍ରଶ୍ନକାଳ ନ ରଖାଯିବାକୁ ନିଷ୍ପତ୍ତି ଗ୍ରହଣ କରାଯାଇଛି। ତେବେ ଏହାକୁ ନେଇ କଂଗ୍ରେସ…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri