ଜାତୀୟ

ଖ୍ୟାତି ଆଣି ଦେଇଥିଲା ହାଇପ୍ରୋଫାଇଲ ମାମଲା

ନୂଆଦିଲ୍ଲୀ,୯ା୯ : ୯୬ତମ ଜନ୍ମଦିନ ପାଳନର ମାତ୍ର ୬ ଦିନ ପୂର୍ବରୁ ଖ୍ୟାତନାମା ଆଇନଜୀବୀ ରାମ ଜେଠମାଲାନିଙ୍କର ରବିବାର ସକାଳେ ପରଲୋକ ହୋଇଯାଇଛି। ସେ ଦେଶର ଅନ୍ୟତମ ସର୍ବାଧିକ ପାଉଣା ନେଉଥିବା ଆଇନଜୀବୀ ଏବଂ କେନ୍ଦ୍ରରେ ଆଇନ ଓ ସହରାଞ୍ଚଳ ବିକାଶ…

ମୋଦି ସରକାରଙ୍କ ୧୦୦ ଦିନ: ନଜରରେ ଥିଲା କଶ୍ମୀର

ନୂଆଦିଲ୍ଲୀ,୯।୯(ଆଇଏଏନ୍‌ଏସ୍‌): କେନ୍ଦ୍ରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ନେତୃତ୍ୱାଧୀନ ରାଷ୍ଟ୍ରୀୟ ଗଣତାନ୍ତ୍ରିକ ମେଣ୍ଟ (ଏନ୍‌ଡିଏ) ସରକାରଙ୍କ ଦ୍ୱିତୀୟ ପାଳିକୁ ୧୦୦ ଦିନ ପୂରିଛି। ଏହାକୁ ନେଇ ଭାଜପା ଓ ସହଯୋଗୀ ଦଳଗୁଡ଼ିକ ଉତ୍ସବ ମନାଉଥିବାବେଳେ କଂଗ୍ରେସ ସମେତ ବିରୋଧୀମାନେ ମୋଦିଙ୍କୁ ଟାର୍ଗେଟ କରିଛନ୍ତି।…

ଚନ୍ଦ୍ରୟାନ-୨ର ସଫଳତା: ଆଶା ଯେତିକି ଆଶଙ୍କା ସେତିକି

ବେଙ୍ଗାଲୁରୁ/ଓ୍ବାଶିଂଟନ,୯ା୯(ପି.ଟି.): ଚନ୍ଦ୍ରର ଦକ୍ଷିଣ ମେରୁରେ ବାଟବଣା ହୋଇଥିବା ଲ୍ୟାଣ୍ଡର ବିକ୍ରମ ଠାବ ହେବା ପରେ ଚନ୍ଦ୍ରୟାନ-୨ର ସଫଳତାକୁ ଦେଶବାସୀ ନେଇ ଯେତିକି ଆଶାବାଦୀ ହୋଇଛନ୍ତି ତଥ୍ୟାଭିଜ୍ଞ ମହଲରେ ସେତିକି ଆଶଙ୍କା ମଧ୍ୟ ସୃଷ୍ଟି ହୋଇଛି। କାରଣ ବିକ୍ରମର ଜୀବନକାଳ ୧୪ ଦିନରୁ…

ମାଇନିଂ ସେକ୍ଟରରେ ମାନ୍ଦାବସ୍ଥାର ଘୋର ପ୍ରଭାବ: ପ୍ରଧାନମନ୍ତ୍ରୀଙ୍କ ହସ୍ତକ୍ଷେପ ଲୋଡ଼ିଲା ଫିମି

ନୂଆଦିଲ୍ଲୀ,୯ା୯: ମାଇନିଂ ସେକ୍ଟର ଅର୍ଥାତ୍‌ ଖଣି କ୍ଷେତ୍ରରେ ମାନ୍ଦାବସ୍ଥା ଦେଖାଦେଇଛି। ଫଳରେ ଏହି କ୍ଷେତ୍ର ଏବେ ଘୋର ଦୁର୍ଦ୍ଦଶା ଦେଇ ଗତି କରୁଛି। ଦୈନିକ କର୍ମଚାରୀ ନିଯୁକ୍ତି ହରାଉଛନ୍ତି। ଏକ୍ଷେତ୍ରରେ ସଂସ୍କାର ଆଣିବା ନିହାତି ଆବଶ୍ୟକ ହେଲାଣି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି…

ସ୍ବାମୀଙ୍କ ସହ ମୋବାଇଲରେ କଥା ହୋଇ ସାପ ଉପରେ ବସିପଡିଲେ ମହିଳା

ଗୋରଖପୁର,୮।୯: ହରିୟାଣା ଗୋରଖପୁର ରିୟାବ ଗାଁର ଗୀତା ନାମକ ଜଣେ ମହିଳା ମୋବାଇଲ ଫୋନରେ କଥା ହୋଇ ସାପ ଉପରେ ବସି ପଡିବା ଏବେ ଚର୍ଚ୍ଚାର ବିଷୟ ପାଲଟିଛି। ସେ ଅଜାଣତରେ ସାପ ଉପରେ ବସି ପଡିବା ଫଳରେ ସାପ ତାଙ୍କୁ…

ଯେଉଁଠି ମୃତକଙ୍କର ହୁଏ ବିବାହ

ବିବାହ ଏକ ଶୁଭ କାର୍ଯ୍ୟ ବୋଲି ବିବେଚନା କରାଯାଏ। ବିବାହକୁ ନେଇ ରହିଛି ଅନେକ ପରମ୍ପରା। କେଉଁଠି ଘୋଡା ଚଢି ତ ପୁଣି କେଉଁଠି ପାଲିଙ୍କି ସବାରୀରେ ବରବଧୂ ବିବାହ ମଣ୍ଡପରେ ଆସି ବିବାହ କରିଥାଆନ୍ତି। ହେଲେ ଉତ୍ତର ପ୍ରଦେଶ ଶାହାଜାହାନପୁରରେ…

ଶହେ ଦିନିଆ ରିପୋର୍ଟ କାର୍ଡ ପରେ ଭାଜପାକୁ ଟାର୍ଗେଟ କଲେ ପ୍ରିୟଙ୍କା

ନୂଆଦିଲ୍ଲୀ,୮।୯: ଭାଜପା ସରକାର ଶହେ ଦିନ ପୂରଣ କରିବା ଅବସରରେ ଏହାର ଏକ ରିପୋର୍ଟ କାର୍ଡ ରବିବାର ପ୍ରଦାନ କରିଛି। ଏହି ରିପୋର୍ଟ କାର୍ଡରେ ମୋଦି ସରକାରଙ୍କ ସଫଳତା ବଖାଣିଛନ୍ତି ମନ୍ତ୍ରୀ। ହେଲେ ଏବେ ଏହାକୁ ନେଇ ବିରୋଧୀ ଭାଜପାକୁ ଟାର୍ଗେଟ…

ଚାଲାଣ କାଟି ୨ଟି ରାଜ୍ୟରେ ଆଦାୟ ହେଲାଣି ପ୍ରାୟ ଦେଢ କୋଟି ଟଙ୍କା

ନୂଆଦିଲ୍ଲୀ,୮।୯: ନୂଆ ମୋଟର ଯାନ ନିୟମ ଲାଗୁ ହେବା ପରଠାରୁ ଏପର୍ଯ୍ୟନ୍ତ ଟ୍ରାଫିକ୍‌ ପୋଲିସ କେବଳ ୨ଟି ରାଜ୍ୟରୁ ପାଖାପାଖି ଦେଢ କୋଟି ଟଙ୍କା ଆଦାୟ କରିଥିବା କୁହାଯାଉଛି। ସେପ୍ଟେମ୍ବର ୧ରୁ ଲାଗୁ ହୋଇଥିବା ଏହି ନିୟମ ଆଧାରରେ କେବଳ ଦିଲ୍ଲୀ…

ହରିୟାଣାରେ ମୋଦିଙ୍କ ନିର୍ବାଚନୀ ଶଙ୍ଖନାଦ

ରୋହତକ୍‌୍‌,୮।୯: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ହରିୟାଣା ବିଧାନସଭା ନିର୍ବାଚନ ପାଇଁ ରବିବାର ଶଙ୍ଖନାଦ କରିଛନ୍ତି। ରୋହତକରେ ଆୟୋଜିତ ଏକ ସଭାରେ ସେ ଭାଜପା ସରକାରଙ୍କ ଶହେ ଦିନର ସଫଳତା ବିଷୟରେ ଉପସ୍ଥିତ ଲୋକଙ୍କୁ ଜଣାଇଛନ୍ତି। ଗତ ୬୦ ବର୍ଷ ଧରି ସଂସଦରେ…

ଆଖି ଡେଇଁଥାଏ କାହିଁକି…

ବେଳେ କେତେକଙ୍କର ଆଖି ଡେଇଁଥାଏ। ଏହା କେତେକ ଶାରୀରିକ ସମସ୍ୟା ଯୋଗୁ ସୃଷ୍ଟି ହୋଇଥାଏ ବୋଲି ଚିକିତ୍ସକ କହିଥାନ୍ତି। ବୈଜ୍ଞାନିିକ ଦୃଷ୍ଟିକୋଣରୁ ଅତ୍ୟଧିକ ଚା, କଫି, ମୃଦୁ ପାନୀୟ,ଚକୋଲେଟ ଖାଇଲେ ଏପରି ହୋଇଥାଏ। ଏସବୁରେ କାଫେନ୍‌ ନାମକ ରାସାୟନିକ ପଦାର୍ଥ ଅଧିକ…

ବିଭିନ୍ନ ସମସ୍ୟାରୁ ଦୂରେଇ ରଖେ ଖଜୁରୀ ପାଣି…

ଶରୀରକୁ ସୁସ୍ଥ ରଖିବା ପାଇଁ ଖଜୁରୀର ଗୁରୁତ୍ୱପୂର୍ଣ୍ଣ ଭୂମିକା ରହିଥାଏ । ପ୍ରତିଦିନ ସକାଳେ ଅଧାକପ୍‌ ଖଜୁରୀ ପାଣି ପିଇଲେ ଅନେକ ଉପକାର ମିଳିଥାଏ । ଏହା ଡାଇବେଟିସ୍‌ ରୋଗରୁ ଦୂରେଇ ରଖେ ବୋଲି ଆୟୁର୍ବେଦରେ ଉଲ୍ଲେଖ ରହିଛି। ଖଜୁରୀ ପାଣି…

ମୋଦି ସରକାରଙ୍କ ଶହେ ଦିନରେ ଦେଶର ଅର୍ଥ ବ୍ୟବସ୍ଥା ଭୁଶୁଡ଼ି ଯାଇଛି: କପିଲ୍‌ ସିବଲ୍‌

ନୂଆଦିଲ୍ଲୀ,୮।୯: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସରକାରଙ୍କ ଶହେ ଦିନ ପୂରଣ ହୋଇଛି। ଏହି ଅବସରରେ କଂଗ୍ରେସ ପକ୍ଷରୁ ବରିଷ୍ଠ ନେତା କପିଲ୍‌ ସିବଲ୍‌ ମୋଦି ସରକାରଙ୍କୁ କଡ଼ା ସମାଲୋଚନା କରିଛନ୍ତି। ସେ କହିଛନ୍ତି ସରକାରଙ୍କ ଶହେ ଦିନ ଶାସନରେ ଦେଶର ଅର୍ଥବ୍ୟବସ୍ଥା…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri