ଜାତୀୟ

ଦଶହରା ହେଉଛି ସଙ୍କଟ ଉପରେ ବିଜୟର ପର୍ବ: ମୋଦି

ନୂଆଦିଲ୍ଲୀ, ୨୫।୧୦: ଦଶହରା ହେଉଛି ସଙ୍କଟ ଉପରେ ବିଜୟର ପର୍ବ। ଅସତ୍ୟ ଉପରେ ସତ୍ୟର ବିଜୟ ନେଇ ଏହା ଶିକ୍ଷା ଦେଇଥାଏ। ପାର୍ବଣରେ ଲୋକେ ସ୍ବଦେଶୀ ସାମଗ୍ରୀ କିଣିବା ଆବଶ୍ୟକ ବୋଲି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ରବିବାର ୭୦ତମ ମନ୍‌ କି…

ଚିରାଗଙ୍କ ବଡ଼ ଘୋଷଣା: ଏଲ୍‌ଜେପି ପ୍ରାର୍ଥୀ ନ ଥିବା ଆସନରେ ଭାଜପାକୁ ଦିଅନ୍ତୁ ଭୋଟ

ବିହାର, ୨୫।୧୦: ବିହାର ବିଧାନସଭା ନିର୍ବାଚନ ପାଖେଇ ଆସୁଛି। ଏଲ୍‌ଜେପି ମୁଖ୍ୟ ଚିରାଗ ପାସଓ୍ବାନ ରାଜ୍ୟର ଭୋଟରଙ୍କ ଉଦ୍ଦେଶ୍ୟ କହିଛନ୍ତି ଯେ, ଯେଉଁ ଆସନରେ ଏଲ୍‌ଜେପି ପ୍ରାର୍ଥୀ ନାହାଁନ୍ତି ସେଠାରେ ଭାଜପାକୁ ଭୋଟ ଦିଅନ୍ତୁ। କେନ୍ଦ୍ର ସରକାରରେ ସହଯୋଗୀ ଥିବା ଏଲ୍‌ଜେପି…

ଶସ୍ତ୍ର ପୂଜନ କଲେ ରାଜନାଥ: ଦେଶର ପ୍ରତି ଇଞ୍ଚ ଜମିର ସୁରକ୍ଷା କରିବାକୁ ସେନା ପ୍ରସ୍ତୁତ

ଦାର୍ଜିଲିଂ, ୨୫।୧୦: ବିଜୟା ଦଶମୀ ଅବସରରେ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ ରବିବାର ଶସ୍ତ୍ର ପୂଜନ କରିଛନ୍ତି। ପଶ୍ଚିମବଙ୍ଗର ଦାର୍ଜିଲିଂର ଥିବା ସୁକନା ଯୁଦ୍ଧ ସ୍ମାରକୀଠାରେ ସେ ସେନା ପକ୍ଷରୁ ଆୟୋଜିତ ପୂଜନ କାର୍ଯ୍ୟରେ ଯୋଗାଦେଇଛନ୍ତି। ଏହି ଅବସରରେ ସେ ଚାଇନା…

କରୋନା ଯୋଗୁ ଦୁଶ୍ଚିନ୍ତାରେ ୩୧% କିଶୋର

ନୂଆଦିଲ୍ଲୀ, ୨୫ା୧୦: ମହାମାରୀ କରୋନା ବିଶ୍ୱରେ ଭୟଙ୍କର ପରିସ୍ଥିତି ସୃଷ୍ଟି କରିଥିବାବେଳେ ଭାରତରେ ମଧ୍ୟ ଏହାର ଭୟଙ୍କର ପ୍ରଭାବ ପରିଲକ୍ଷିତ ହୋଇଛି। ଗତ କିଛିମାସ ଧରି ଦେଶରେ ୩୧% କିଶୋର ଦୁଶ୍ଚିନ୍ତାରେ ରହିଥିବା ଏକ ସର୍ଭେ ରିପୋର୍ଟରୁ ଜଣାପଡ଼ିଛି। କରୋନାର ଭୟଙ୍କର…

ଫଡ୍‌ନବିସ୍‌ଙ୍କୁ କରୋନା

ମୁମ୍ବାଇ, ୨୫ା୧୦: ବିହାର ବିଧାନସଭା ନିର୍ବାଚନ ପୂର୍ବରୁ ଭାଜପାର ପ୍ରଚାର ମଙ୍ଗ ଧରିଥିବା ମହାରାଷ୍ଟ୍ରର ପୂର୍ବତନ ମୁଖ୍ୟମନ୍ତ୍ରୀ ଦେବେନ୍ଦ୍ର ଫଡ୍‌ନବିସ୍‌ଙ୍କୁ କରୋନା ଆକ୍ରାନ୍ତ କରିଛି। ଏବେ ସେ ଆଇସୋଲେଶନରେ ଥିବା ଭାଜପା ପକ୍ଷରୁ ଟୁଇଟର ମାଧ୍ୟମରେ ଦର୍ଶାଯାଇଛି। ଫଡ୍‌ନବିସ୍‌ ମଧ୍ୟ ଟୁଇଟ୍‌…

ନିର୍ଯାତନାକୁ ବିରୋଧ କରିବାରୁ ନାବାଳିକାଙ୍କୁ ଗୁଳିକରି ହତ୍ୟା

ଫିରୋଜାବାଦ, ୨୫ା୧୦: ନିର୍ଯାତନାକୁ ବିରୋଧ କରିବାରୁ ଉତ୍ତରପ୍ରଦେଶର ଫିରୋଜାବାଦରେ ଜଣେ ନାବାଳିକା (୧୬)ଙ୍କୁୁ ଗୁଳିକରି ହତ୍ୟା କରାଯାଇଛି। ଦ୍ୱାଦଶ ଶ୍ରେଣୀରେ ପଢ଼ୁଥିବା ନାବାଳିକା ଇନ୍‌ଷ୍ଟିଚ୍ୟୁଟ୍‌ରୁ ଫେରିବାବେଳେ ୩ ଯୁବକ କମେଣ୍ଟ ମାରିବା ସହ ବିିଭିନ୍ନ ପ୍ରକାର ନିର୍ଯାତନା ଦେଇଆସୁଥିଲେ ବୋଲି ଏସ୍‌ଏସ୍‌ପି…

ଏଲ୍‌ଏସିରେ ହେବ ୪୭ ଆଉଟ୍‌ପୋଷ୍ଟ

ନୂଆଦିଲ୍ଲୀ, ୨୫ା୧୦: ଏଲ୍‌ଏସିକୁ ନେଇ ଭାରତ ଓ ଚାଇନା ମଧ୍ୟରେ ବିବାଦ ଥମିବାର ନାଁ ନେଉନାହିଁ। କୂଟନୈତିକ ଆଲୋଚନା ପରେ ଆଲୋଚନା ହେଉଥିଲେ ହେଁ କୌଣସି ସୁଫଳ ମିଳୁନି। ଏଭଳି ସ୍ଥିତିରେ ଦୁଇଦେଶ ମୁହାଁମୁହିଁ ଅବସ୍ଥାରେ ଅଛନ୍ତି। ବିଶେଷକରି ଗଲ୍‌ଓ୍ବାନରେ ଦୁଇଦେଶର…

ହାଥ୍‌ରସ ମାମଲାର ତଦନ୍ତ କରୁଥିବା ଡିଆଇଜିଙ୍କ ସ୍ତ୍ରୀ ମୃତ

ଲକ୍ଷ୍ନୌ, ୨୫ା୧୦: ଉତ୍ତରପ୍ରଦେଶର ବହୁ ଚର୍ଚ୍ଚିତ ହାଥ୍‌ରସ ଗଣବଳାତ୍କାର ଓ ହତ୍ୟା ମାମଲାର ତଦନ୍ତ କରୁଥିବା ଡିଆଇଜି ଚନ୍ଦ୍ରପ୍ରକାଶଙ୍କ ସ୍ତ୍ରୀ ପୁଷ୍ପା ପ୍ରକାଶ (୩୬)ଙ୍କ ଅସ୍ବାଭାବିକ ମୃତ୍ୟୁ ଘଟିଛି। ତାଙ୍କ ମୃତଦେହ ଶନିବାର ମିଳିଛି। ଲକ୍ଷ୍ନୌର ସୁଶାନ୍ତ ଗଲ୍ଫ ସିଟି ଏରିଆସ୍ଥିତ…

ଗୋଟିଏ ପରିବାରର ୬ ଭଉଣୀ ବୈଜ୍ଞାନିକ, ବିଦେଶରେ ୪ ଜଣ ଭାରତକୁ ଦେଇଛନ୍ତି ଗୌରବ

ବର୍ତ୍ତମାନ ସମୟରେ ଝିଅମାନେ ପୁଅମାନଙ୍କଠାରୁ କୌଣସି କ୍ଷେତ୍ରରେ କମ୍‌ ନୁହନ୍ତି। ଏହାକୁ ପ୍ରମାଣ କରି ଦେଖାଇଛନ୍ତି ଗୋଟିଏ ପରିବାରର ୬ ଭଉଣୀ। ଜାଣି ଆଶ୍ଚର୍ଯ୍ୟ ହେବେ ଉକ୍ତ ପରିବାରର ଜଣେ କି ଦୁଇଜଣ ନୁହନ୍ତି, ୬ ଝିଅ ହେଉଛନ୍ତି ବୈଜ୍ଞାନିକ। ଏମାନଙ୍କ…

ବିଚ୍‌ ରାସ୍ତାରେ ଟ୍ରାଫିକ ପୋଲିସଙ୍କୁ ନିର୍ଧୁମ ଛେଚିଲେ ମହିଳା: ଭିଡିଓ ଭାଇରାଲ

ମୁମ୍ବାଇ, ୨୪।୧୦- ଜଣେ ଟ୍ରାଫିକ ପୋଲିସଙ୍କୁ ନିର୍ଧୁମ ମାଡ ମାରିଛନ୍ତି ମହିଳା। ବିଚ୍‌ ରାସ୍ତା ଉପରେ ମହିଳା ଜଣକ ଟ୍ରାଫିକ ପୋଲିସଙ୍କ କାଲର ଧରି ମାଡ ମାରିଥିବା ଭିଡିଓ ବର୍ତ୍ତମାନ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି। ତେବେ ଏହି ମାମଲାରେ…

ଉତ୍ତରପ୍ରଦେଶ: ଡିଆଇଜି ଚନ୍ଦ୍ର ପ୍ରକାଶଙ୍କ ସ୍ତ୍ରୀ କଲେ ଆତ୍ମହତ୍ୟା

ଲକ୍ଷ୍ନୌ,୨୪।୧୦-ଉତ୍ତରପ୍ରଦେଶ ହାଥରସ ଗଣବଳାତ୍କାର ମାମଲାର ତଦନ୍ତରେ ସାମିଲ ଥିବା ୟୁପି ପୋଲିସର ଡିଆଇଜି ଚନ୍ଦ୍ର ପ୍ରକାଶଙ୍କ ସ୍ତ୍ରୀ ଶନିବାର ଆତ୍ମହତ୍ୟା କରିଛନ୍ତି। ଖବରପାଇ ପୋଲିସ ମୃତଦେହ ଜବତ କରି ତଦନ୍ତ ଆରମ୍ଭ କରିଛି। ତେବେ ସେ କାହିଁକି ଆତ୍ମହତ୍ୟା କରିଛନ୍ତି ତାହା…

ସାବଧାନ! ଏଣିକି ଘରେ କୁକୁର ରଖିଲେ କରିବାକୁ ପଡ଼ିବ ଲାଇସେନ୍ସ, ଜାଣନ୍ତୁ ଏ ବାବଦରେ କେତେ ଅର୍ଥ ଦେବାକୁ ପଡ଼ିବ

ଡେରାଡୁନ,୨୪ା୧୦: ଏଣିକି ଘରେ କୁକୁର ରଖିବାକୁ ହେଲେ ଲାଇସେନ୍ସ କରିବାକୁ ପଡ଼ିବ। ଯଦି ଆପଣଙ୍କ ଘରେ କୁକୁର ଅଛି ଆଉ ଆପଣ ଏଥିପାଇଁ ଲାଇସେନ୍ସ କରିନାହାନ୍ତି ଏଥିପାଇଁ ଆପଣଙ୍କୁ ଜରିମାନା ପଡ଼ିପାରେ। ଉତ୍ତରାଖଣ୍ଡର ଡେରାଡୁନ ମହାନଗର ନିଗମ ପକ୍ଷରୁ ଏପରି ନିୟମ…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri