ଘୁଞ୍ଚିଲା ଜେଇଇ, ନିଟ୍ ପରୀକ୍ଷା
ନୂଆଦିଲ୍ଲୀ ୩।୭- ଛାତ୍ରଛାତ୍ରୀଙ୍କ ସୁରକ୍ଷା ଓ ଉନ୍ନତମାନର ଶିକ୍ଷା ପାଇଁ କେନ୍ଦ୍ର ସରକାର ଜେଇଇ ଓ ନିଟ୍ ପରୀକ୍ଷାକୁ ଘୁଞ୍ଚାଇ ଦେଇଛନ୍ତି। Keeping in mind the safety of students and to ensure quality education we...
ମୋଦିଙ୍କ ବୟାନକୁ ନେଇ କ’ଣ କହିଲା ଚାଇନା
ନୂଆଦିଲ୍ଲୀ,୩।୭: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଅଚାନକ ଲେହକୁ ଗସ୍ତ କରି ସମସ୍ତଙ୍କୁ ଚକିତ କରିଦେଇଛନ୍ତି। ସେଠାରେ ସେନାଙ୍କୁ ମୋଦି ସମ୍ବୋଧିତ କରି ଚାଇନା ଉପରେ ବର୍ଷିଛନ୍ତି। ସେ କହିଛନ୍ତି, ବିସ୍ତାରବାଦ ଯୁଗର ଅନ୍ତ ଘଟିଛି, ଏବେ ସମୟ ହେଉଛି ବିକାଶବାଦର।...
ଗଲଓ୍ବାନ ଘାଟିରେ ଆହତ ଯବାନଙ୍କୁ ହସ୍ପିଟାଲରେ ଭେଟିଲେ ମୋଦି
ଲେହ,୩।୭: ଲଦାଖ ଏଲ୍ଏସିର ଗଲଓ୍ବାନ ଘାଟିରେ ଚାଇନା ସୈନ୍ୟଙ୍କ ସହ ସଂଘର୍ଷ ହେବା ପରେ ୨ଦେଶ ମଧ୍ୟରେ ତିକ୍ତତା ଦେଖାଦେଇଛି। ଏହି ଉତ୍ତେଜନାକୁ ଶେଷ କରିବା ପାଇଁ କମାଣ୍ଡର ସ୍ତରୀୟ ଆଲୋଚନା ଜାରି ରହିଛି। ଇତିମଧ୍ୟରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି...
କରୋନାକୁ ହରାଇ ଘରକୁ ଫେରିଲେ କୋଲକାତାର ଏହି ୯୯ ବୟସ୍କ ବୃଦ୍ଧ
କୋଲକାତା,୩।୭: ଭାରତରେ କରୋନା ସଂକ୍ରମଣ ଦିନକୁ ଦିନ ବଢ଼ିବାରେ ଲାଗିଛି। ମହାମାରୀରୁ ଆରୋଗ୍ୟ ଲାଭ କରୁଥିବା ବ୍ୟକ୍ତିଙ୍କ ସଂଖ୍ୟା ଅଧିକ ଥିଲେ ହେଁ ଶହ ଶହ ସଂଖ୍ୟାରେ ରୋଗୀଙ୍କ ମୃତ୍ୟୁ ଘଟୁଛି। ବିଶେଷଭାବେ ବୟସ୍କ ବ୍ୟକ୍ତି ଏହାର ଶିକାର ହେଲେ...
ଜୁଲାଇ ଶେଷ ପର୍ଯ୍ୟନ୍ତ ବିଦେଶକୁ ଉଡିବନି ବିମାନ
ନୂଆଦିଲ୍ଲୀ,୩।୭: କରୋନା ଭାଇରସର ସଂକ୍ରମଣକୁ ଦେଖି ଡିଜିସିଏ ପକ୍ଷରୁ ଭାରତକୁ ଆସୁଥିବା ଓ ଭାରତରୁ ବିଦେଶକୁ ଯାଉଥିବା ସମସ୍ତ ଇଣ୍ଟରନ୍ୟାଶନାଲ କମର୍ସିଆଲ ଫ୍ଲାଇଟର ଉଡାଣକୁ ରଦ୍ଦ କରି ଦିଆଯାଇଛି। ଶୁକ୍ରବାର ଜାରି କରାଯାଇଥିବା ଏହି ସୂଚନା ଅନୁଯାୟୀ, ଭାରତରେ ବେଳକୁ...
ଲେହରେ ଗର୍ଜିଲେ ମୋଦି
ଲେହ,୩।୭: ସମସ୍ତଙ୍କୁ ଚକିତ କଲାଭଳି ଶୁକ୍ରବାର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଲେହ ଗସ୍ତ କରିଛନ୍ତି। ଏହି ଗସ୍ତ ଅବସରରେ ସେ ଚାଇନା ଉପରେ ଖୁବ୍ ବର୍ଷିଛନ୍ତି। ସେଠାରେ ସେ ଭାରତୀୟ ସେନାଙ୍କୁ ସମ୍ବୋଧନ ଦେବା ଅବସରରେ କହିଛନ୍ତି ବିସ୍ତାରବାଦର ଯୁଗ...
ମୋଦିଙ୍କ ଲେହ ଗସ୍ତକୁ ଦେଖି ଅଡୁଆରେ ପଡିଗଲାଣି ଚାଇନା
ନୂଆଦିଲ୍ଲୀ,୩।୭: ଲଦ୍ଦାଖର ବାସ୍ତବିକ ନିୟନ୍ତ୍ରଣ ରେଖା(ଏଲ୍ଏସି)ରେ ଭାରତ-ଚାଇନା ମଧ୍ୟରେ ଲାଗି ରହିଥିବା ଉତ୍ତେଜନାପୂର୍ଣ୍ଣ ପରିସ୍ଥିତି ଭିତରେ ଶୁକ୍ରବାର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ହଠାତ୍ ଲେହ ଗସ୍ତ କରିଛନ୍ତି। ତେବେ ମୋଦିଙ୍କ ଏହି ଗସ୍ତକୁ ଦେଖି ଏବେ ଏକ ପ୍ରକାର ଅଡୁଆରେ...
ମୋଦିଙ୍କୁ ଶହୀଦ ପତ୍ନୀଙ୍କ ଅନୁରୋଧ: ଆମକୁ ବିଜୟୀ ହେବାକୁ ପଡିବ
ନୂଆଦିଲ୍ଲୀ,୩।୭: ଲଦ୍ଦାଖ ସୀମାରେ କର୍ନଲ ସନ୍ତୋଷ ବାବୁଙ୍କ ବଳିଦାନ ସମଗ୍ର ଦେଶବାସୀଙ୍କ ଆକ୍ରୋଶକୁ ଦ୍ୱିଗୁଣା କରିଥିଲା। ଏବେ ପ୍ରତିଟି ଭାରତୀୟ ଚାଇନାକୁ ବୁଦ୍ଧି ଶିଖାଇବାକୁ ଚାହୁଁଛନ୍ତି। ଲଦ୍ଦାଖର ଗଳଓ୍ବାନ ଘାଟିରେ ହୋଇଥିବା ସଂଘର୍ଷରେ ଜୁନ୍ ୧୫ରେ ଭାରତୀୟ ସେନାର କମାଣ୍ଡିଙ୍ଗ...
ଚାଇନା-ପାକ୍କୁ କଡା ବାର୍ତ୍ତା ଦେବ ମୋଦିଙ୍କ ଲେହ ଗସ୍ତ
ନୂଆଦିଲ୍ଲୀ,୩।୭: ଭାରତ-ଚାଇନା ମଧ୍ୟରେ ଲାଗି ରହିଥିବା ସୀମା ବିବାଦ ମଧ୍ୟରେ ଶୁକ୍ରବାର ହଠାତ୍ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଲେହ ଗସ୍ତ ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଛି। ଏବେ ଏହାକୁ ନେଇ ଆଲୋଚନା କରାଯାଉଛି କି ମୋଦିଙ୍କ ଏହି ସରପ୍ରାଇଜ୍ ଭିଜିଟ୍ ଚାଇନା...
ଉତ୍ତର ପ୍ରଦେଶରେ ଚାଲିଛି ‘ଗୁଣ୍ଡାରାଜ’: ରାହୁଲ
ନୂଆଦିଲ୍ଲୀ,୩।୭: ଉତ୍ତର ପ୍ରଦେଶରେ ଶୁକ୍ରବାର ୮ ପୋଲିସଙ୍କ ମୃତ୍ୟୁକୁ ନେଇ ଏବେ ଆରମ୍ଭ ହୋଇଗଲାଣି ରାଜନୀତି। ଉତ୍ତର ପ୍ରଦେଶ କାନପୁରର ଏନ୍କାଉଣ୍ଟର ଘଟଣାରେ ୮ ପୋଲିସଙ୍କ ମୃତ୍ୟୁକୁ ନେଇ ଏବେ କଂଗ୍ରେସ ନେତା ରାହୁଲ ଗାନ୍ଧୀ ଭାରତୀୟ ଜନତା ପାର୍ଟି...
ଚା’ ପିଇବା ପାଇଁ ହସ୍ପିଟାଲରୁ ବାହାରିଲେ କରୋନା ରୋଗୀ, ଆଉ ତା’ପରେ
ବେଙ୍ଗାଲୁରୁ,୩।୭: କର୍ନାଟକର ଏକ ହସ୍ପିଟାଲରେ ଏକ ଆଶ୍ଚର୍ଯ୍ୟଜନକ ଘଟଣା ଘଟିଛି। ଜଣେ କରୋନା ରୋଗୀ ଚା’ ପିଇବା ପାଇଁ ହସ୍ପିଟାଲରୁ ବାହାରକୁ ପଳାଇଥିଲେ। ତାଙ୍କୁ ଦେଖି ସ୍ଥାନୀୟ ଲୋକେ ଭୟଭୀତ ହୋଇଯାଇଥିଲେ। ୭୩ ବର୍ଷୀୟ ଜଣେ ବୃଦ୍ଧ କରୋନା ସଂକ୍ରମିତ...
ଜୁଲାଇ ଶେଷ ବେଳକୁ ଦେଶରେ କରୋନା ସଂକ୍ରମିତଙ୍କ ସଂଖ୍ୟା ୧୦ ଲକ୍ଷ ଅତିକ୍ରମ କରିବ !
ନୂଆଦିଲ୍ଲୀ,୩।୭: ଦେଶରେ ଏବେ କରୋନା ସଂକ୍ରମିତଙ୍କ ସଂଖ୍ୟା ଦ୍ରୁତ ଗତିରେ ବଢି ଚାଲିଛି। ୨୪ ଘଣ୍ଟାରେ ସଂକ୍ରମିତଙ୍କ ସଂଖ୍ୟା ୨୦ ହଜାର ପାର କରି ଯାଇଥିବା ବେଳେ ଏବେ ଏହା ଚିନ୍ତା ବଢାଇଛି। ଏହାକୁ ନେଇ କିଛି ଗାଣିତିକ ଆକଳନ...
Archives


