ଘୁଞ୍ଚିବନି ଜେଇଇ-ନିଟ୍ ପରୀକ୍ଷା: ସୁପ୍ରିମକୋର୍ଟରେ ଖାରଜ ହେଲା ୬ ରାଜ୍ୟର ଆବେଦନ
ନୂଆଦିଲ୍ଲୀ,୪।୯: ନିଟ୍-ୟୁଜି ଓ ଜେଇଇ(ମେନ୍) ପରୀକ୍ଷାକୁ ସ୍ଥଗିତ ରଖିବାକୁ ଅଣ ଭାଜପା ଶାସିତ ୬ ରାଜ୍ୟର ଆବେଦନକୁ ଶୁକ୍ରବାର ସୁପ୍ରିମକୋର୍ଟ ଖାରଜ କରିଦେଇଛନ୍ତି। ଏଥିରୁ ସ୍ପଷ୍ଟ ହୋଇଛି କି ନିର୍ଦ୍ଧାରିତ ସମୟରେ ନିଟ୍-ୟୁଜି ଓ ଜେଇଇ(ମେନ୍) ପରୀକ୍ଷା କରାଯିବ। ସୂଚନାଯୋଗ୍ୟ, ୨୫ଲକ୍ଷ…
୨୯ ନଭେମ୍ବର ପୂର୍ବରୁ ଶେଷ ହେବ ବିହାର ବିଧାନସଭା ନିର୍ବାଚନ
ନୂଆଦିଲ୍ଲୀ,୪।୯: କରୋନା ମହାମାରୀ ପରେ ବି ନିର୍ବାଚନ କମିଶନ ବିହାର ବିଧାନସଭା ନିର୍ବାଚନ ନିର୍ଦ୍ଧାରିତ ସମୟରେ ହେବ ବୋଲି ଶୁକ୍ରବାର ପ୍ରକାଶ କରିଛନ୍ତି। ଏହାସହ ଆଉ ଏକ ବଡ ଘୋଷଣା ନିର୍ବାଚନ କମିଶନଙ୍କ ଦ୍ୱାରା କରାଯାଇଛି। ବିହାର ବିଧାନସଭା ସହ ଦେଶର…
ମାତ୍ର ଜଣେ ଯାତ୍ରୀଙ୍କୁ ନେଇ ଯାତ୍ରା କଲା ରାଜଧାନୀ ଏକ୍ସପ୍ରେସ୍
ରାଞ୍ଚି,୪।୯: ଜଣେ ଯୁବତୀଙ୍କ ଜିଦ୍ ଆଗରେ ମୁଣ୍ଡ ନୁଆଁଇଛି ଭାରତୀୟ ରେଲଓ୍ବେ। ଦିଲ୍ଲୀ-ରାଞ୍ଚି ରାଜଧାନୀ ଏକ୍ସପ୍ରେସ୍ ମାତ୍ର ଜଣେ ଯାତ୍ରୀଙ୍କୁ ନେଇ ଡାଲଟନଗଞ୍ଜରୁ ରାଞ୍ଚି ଯାତ୍ରା କରିଥିବା ଜଣାପଡିଛି। ସୂଚନାଯୋଗ୍ୟ, ଡାଲଟନଗଞ୍ଜରେ ଆନ୍ଦୋଳନ କାରଣରୁ କିଛି ଟ୍ରେନ୍କୁ ଅଟକାଇବାକୁ ପଡିଥିଲା। ଏହାପରେ…
୧୯୬୨ ଯୁଦ୍ଧରେ ଭାରତକୁ ହରାଇଥିଲା ଚାଇନା: ଏବେ ପାକିସ୍ତାନ ସହଯୋଗ କରିବା ଆଶଙ୍କା, ହେଲେ..
ନୂଆଦିଲ୍ଲୀ,୪।୯: ୧୯୬୨ରେ ଭାରତ ଏବଂ ଚୀନ ମଧ୍ୟରେ ଯୁଦ୍ଧ ହୋଇଥିଲା। ହେଲେ ସେତେବେଳେ ଉଭୟ ଦେଶ ପରମାଣୁଶକ୍ତି ସମ୍ପନ୍ନ ନ ଥିଲେ। ଏବେ ପରିସ୍ଥିତି ଓଲଟା। ୫୮ ବର୍ଷ ମଧ୍ୟରେ ପରମାଣୁ ହତିଆର ଭରପୂର ଉଭୟ ଦେଶ। ଏପରିକି ସୈନ୍ୟ ଶକ୍ତି…
୧୯୮୪ ଶିଖ୍ ବିରୋଧୀ ଦଙ୍ଗା ମାମଲା: ସଜ୍ଜନ କୁମାରଙ୍କୁ ମିଳିଲାନି ଜାମିନ
ନୂଆଦିଲ୍ଲୀ,୪।୯: ପୂର୍ବତନ କଂଗ୍ରେସ ନେତା ସଜ୍ଜନ କୁମାରଙ୍କୁ ୧୯୮୪ ଶିଖ୍ ବିରୋଧୀ ଦଙ୍ଗା ମାମଲାରେ ସୁପ୍ରିମକୋର୍ଟ ଜାମିନ ଦେବାକୁ ମନା କରି ଦେଇଛନ୍ତି। ସୁପ୍ରିମକୋର୍ଟର ମୁଖ୍ୟ ବିଚାରପତି ଶରଦ ଅରବିନ୍ଦ ବୋବଡେଙ୍କ ଅଧ୍ୟକ୍ଷତାରେ ଗଠିତ ଖଣ୍ଡପୀଠ ସଜ୍ଜନଙ୍କ ନାମିନ ଆବେଦନକୁ ଶୁକ୍ରବାର…
ବ୍ରେକ୍ଅପ୍ ହେବାରୁ ପ୍ରେମିକାଙ୍କ ସାନ ଭଉଣୀ ପ୍ରତି ଏମିତି ପ୍ରତିଶୋଧ ନେଲେ ପ୍ରେମିକ
ନୂଆଦିଲ୍ଲୀ,୪ା୯: ଫେକ୍ ପ୍ରୋଫାଇଲ୍ ବା ନକଲି ପ୍ରୋଫାଇଲ୍ କରି ଜଣେ ଝିଅକୁ ବଦ୍ନାମ କରିବା ଜଣେ ଯୁବକଙ୍କ ପାଇଁ ମହଙ୍ଗା ପଡ଼ିଛି। ଏନେଇ ଦିଲ୍ଲୀ ପୋଲିସର ସାଇବର ସେଲ୍ ଫେସ୍ବୁକ ଏବଂ ଇନ୍ଷ୍ଟାଗ୍ରାମରେ ଦିଲ୍ଲୀ ବିଶ୍ୱବିଦ୍ୟାଳୟର ଯୁକ୍ତ ୩ କଳାର ୨…
ଗୁଜରାଟ ବିଧାନସଭା ନିର୍ବାଚନକୁ ନେଇ ପାଟିଲଙ୍କ ଦମ୍ଭୋକ୍ତି: ‘ ଗୋଟିଏ ସିଟ୍ରେ ହାରିଲେ ଭାଜପାରୁ ଇସ୍ତଫା ଦେଇଦେବି’
ଅହମ୍ମଦାବାଦ,୪।୯: ଗୁଜରାଟ ବିଧାନସଭା ନିର୍ବାଚନକୁ ନେଇ ଭାଜପା ଅଧ୍ୟକ୍ଷ ସିଆର୍ ପାଟିଲ ବଡ଼ ଦାବି କରିଛନ୍ତି। ସେ କହିଛନ୍ତି, ଭାଜପା ଗୁଜରାଟ ବିଧାନସଭାରେ ସମସ୍ତ ସିଟ୍ରେ ଜିତିବ। ଯଦି ଦଳ ଗୋଟିଏ ବି ସିଟ୍ରେ ହାରେ ତେବେ ସେ ଉକ୍ତ ଦିନ…
ଖୁସି ଖବର: ପୁଣି ଭାରତକୁ ଫେରିପାରେ ଟିକ୍ଟକ୍
ନୂଆଦିଲ୍ଲୀ,୪।୯: ଭାରତରେ ଟିକ୍ଟକ୍ ପୁଣି ଫେରିବାର ସମ୍ଭାବନା ସୃଷ୍ଟି ହୋଇଛି। ଟିକ୍ଟକ୍ର ଭାରତୀୟ ଆସେଟ୍କୁ ଜାପାନ କମ୍ପାନୀ ସଫ୍ଟବ୍ୟାଙ୍କ କିଣିବାକୁ ପ୍ରସ୍ତୁତ ହେଉଛି। ସୂଚନା ଅନୁଯାୟୀ, ସଫ୍ଟବ୍ୟାଙ୍କ ଏଥିପାଇଁ ଭାରତୀୟ ଅଂଶୀଦାରକୁ ଖୋଜୁଛି। ଗତ ମାସେ ମଧ୍ୟରେ ସଫ୍ଟବ୍ୟାକ ରିଲାଏନ୍ସର ଜିଓ…
ସୀମାରେ ସ୍ଥିତି ଗମ୍ଭୀର: ସେନାମୁଖ୍ୟ
ଲଦାଖ,୪।୯: ପୂର୍ବ ଲଦାଖର ଲାଇନ୍ ଅଫ୍ ଆକଚ୍ୟୁଆଲ କଣ୍ଟ୍ରୋଲ(ଏଲ୍ଏସି)ରେ ସ୍ଥିତି ଗମ୍ଭୀର ରହିଛି ବୋଲି ସ୍ଥଳସେନା ମୁଖ୍ୟ ଏମ.ଏମ ନରଓ୍ବଣେ କହିଛନ୍ତି। ଦୁଇ ଦିନିଆ ଲଦାଖ ଗସ୍ତରେ ଯାଇ ସୀମା ସ୍ଥିତି ଅନୁଧ୍ୟାନ ପରେ ସେ ଏହି ସୂଚନା ଦେଇଛନ୍ତି। ସେ…
ଚଢ଼ାଉ ସମୟରେ ଖଣିଜ ଅଧିକାରୀଙ୍କ ଘରୁ ମିଳିଲା ଏସବୁ ବିଳାସପୂର୍ଣ୍ଣ ସାମଗ୍ରୀ, ଦେଖିଲେ ହେବେ ଆଶ୍ଚର୍ଯ୍ୟ
ଭୋପାଳ,୪ା୯: ମଧ୍ୟପ୍ରଦେଶର ଇନ୍ଦୋର ଜିଲା ଖଣିଜ ଅଧିକାରୀ ପ୍ରଦୀପ ଖାନ୍ନାଙ୍କ ଘରେ ଲୋକାୟୁକ୍ତ ବିଭାଗ ଚଢ଼ାଉ କରିଥିଲା। ଏହି ଚଢ଼ାଉ ସମୟରେ ଘର ଭିତରେ ଅଧିକାରୀମାନେ ବିଳାସପୂର୍ଣ୍ଣ ଜିନିଷ ସବୁ ଦେଖି ଆଶର୍ଯ୍ୟ ହୋଇଯାଇଥିଲେ। ଇନ୍ଦୋର ମାଉଣ୍ଟ ବର୍ଗ କଲୋନୀରେ ପ୍ରଦୀପ…
ପୁଣି ରେକର୍ଡ ଭାଙ୍ଗିଲା କରୋନା: ଗୋଟିଏ ଦିନରେ ୮୩ ହଜାରରୁ ଅଧିକ ନୂଆ ଆକ୍ରାନ୍ତ, ୧୦୯୬ ମୃତ
ନୂଆଦିଲ୍ଲୀ,୪।୯: ଦେଶରେ ମହାମାରୀ କରୋନା ସଙ୍କଟ ଜାରି ରହିଛି। ଗତ ୨୪ ଘଣ୍ଟାରେ ଦେଶରେ ରେକର୍ଡ ୮୩ ହଜାର ୩୪୧ ଜଣ ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଫଳରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୩୯ ଲକ୍ଷ ୩୬ ହଜାର ୭୪୮ରେ ପହଞ୍ଚିଛି।…
ଅନ୍ଲାଇନ୍ରେ ଅର୍ଡର କରିଥିଲେ ୧.୪୦ ଲକ୍ଷ ଟଙ୍କାର କ୍ୟାମେରା, ପ୍ୟାକେଟ୍ ଭିତରୁ ବାହାରିଲା ଏମିତି
ମହାମାରୀ କରୋନା ଯୋଗୁ ଦେଶର ଅନେକ ସ୍ଥାନରେ ତାଲା ପଡିଛି। ଆଜିକାଲି ବାହାରକୁ ଯାଇ ନ ପାରି ଲୋକମାନେ ଅନଲାଇନ ସପିଂକୁ ଗୁରୁତ୍ୱ ଦେଉଛନ୍ତି। ଏଥିରେ ମଧ୍ୟରେ ଲୋକେ ଠକାମିର ଶିକାର ହେଉଥିବା ଦେଖାଯାଇଛି। ସୁମିତ ଚୌହାନ ନାମକ ଜଣେ ବ୍ୟକ୍ତି…
Archives


