ସାରା ବିଶ୍ୱପାଇଁ ଟିକା ପ୍ରସ୍ତୁତ କରିପାରେ ଭାରତ: ଗେଟ୍ସ
ନୂଆଦିଲ୍ଲୀ,୧୬।୭: ମାଇକ୍ରୋସଫ୍ଟର କୋ ଫାଉଣ୍ଡର ବିଲ୍ ଗେଟସ୍ଙ୍କର ଭାରତୀୟ ଫାର୍ମା କମ୍ପାନୀ ଉପରେ ରହିଛି ଭରସା। ସେ କହିଛନ୍ତି ଭାରତୀୟ ଫାର୍ମା କମ୍ପାନୀ ନିକଟରେ ଅଧିକ କ୍ଷମତା ରହିଛି। ସାରା ବିଶ୍ୱକୁ ଭାରତୀୟ ଔଷଧ ଓ ଟିକା କମ୍ପାନୀ ବହୁ...
ପୋଲ ଭାଙ୍ଗିବା ଘଟଣା ମିଛ ବୋଲି କହିଲେ ନୀତୀଶ ସରକାର
ପାଟନ, ୧୬।୭: ବିହାରର ଗୋପାଳଗଞ୍ଜ ଜିଲାରେ ପ୍ରାୟ ୨୬୪ କୋଟି ଟଙ୍କା ବ୍ୟୟରେ ନିର୍ମାଣ କରାଯାଉଥିବା ଏକ ପୋଲ ଭାଙ୍ଗିଯିବା ଫଳରେ ଏବେ ଏହାକୁ ନେଇ ଆରମ୍ଭ ହେଲାଣି ରାଜନୀତି। ଏହାକୁ ନେଇ ବିହାର ସରକାର କହିଛନ୍ତି ପୋଲ ଭାଙ୍ଗିବା...
ଭାରତରେ ଅଣାୟତ୍ତ କରୋନା: ୨୪ ଘଣ୍ଟାରେ ୧୦ ଲକ୍ଷ ଛୁଇଁବା ଆଶଙ୍କା
ମୁମ୍ବାଇ, ୧୬।୭: ଭାରତରେ କରୋନା ମହାମାରୀ ସଂକ୍ରମଣ ଅଣାୟତ୍ତ ହେବାରେ ଲାଗିଛି। ପ୍ରତିଦିନ ନୂଆ ଆକ୍ରାନ୍ତ ଏବଂ ମୃତକଙ୍କ ସଂଖ୍ୟା ବଢ଼ିଚାଲିଛି। ଗତ ୨୪ ଘଣ୍ଟା ମଧ୍ୟରେ ୩୨ ହଜାର ୬୯୫ଜଣ ନୂଆ ଆକ୍ରାନ୍ତଙ୍କୁ ଚିହ୍ନଟ କରାଯାଇଛି। ସେହିପରି ଏହି...
ହାତ ଟେକିଦେଲେ କର୍ନାଟକ ସରକାର: ଏବେ କେବଳ ଭଗବାନ ଭରସା
ବେଙ୍ଗାଲୁରୁ,୧୬।୭: କରୋନା ଭାଇରସ ସଂକ୍ରମଣ ଧୀରେ ଧୀରେ ବଢିବାକୁ ଲାଗିଛି। ଏହି ସମୟରେ କର୍ନାଟକରେ ମଧ୍ୟ ସ୍ଥିତି ବେଳକୁ ବେଳ ଅଣାୟତ୍ତ ଆଡକୁ ଗତି କରୁଛି। ଏହାକୁ ଦେଖି ଗୁରୁବାର କର୍ନାଟକ ସ୍ବାସ୍ଥ୍ୟମନ୍ତ୍ରୀ ବି.ଶ୍ରୀରାମୁଲୁ କହିଛନ୍ତି, ଏବେ କେବଳ ଭଗବାନ...
କୃଷକ ପରିବାରକୁ ପ୍ରବଳ ପିଟିଲା ପୋଲିସ, ପ୍ରଶାସନ ଆଗରେ ବିଷ ପିଇଦେଲେ ଦମ୍ପତିି
ଭୋପାଳ,୧୬।୭: ମଧ୍ୟ ପ୍ରଦେଶର ଗୁନା ଜିଲାରେ ପୋଲିସର ଏକ ବର୍ବର କାଣ୍ଡ ସାମ୍ନାକୁ ଆସିଛି। ଗୁନାର ଏକ ବିଜ୍ଞାନ କଲେଜ ନାମରେ ଥିବା ଏକ ଜମିକୁ ଖାଲି କରିବା ପାଇଁ ପହଞ୍ଚିଥିଲା ପୋଲିସ ଟିମ। ଏହି ଜମିରେ ଘର କରି...
ପ୍ରଥମ ମହିଳା ନିର୍ବାଚନ କମିଶନଙ୍କ କରୋନା ସଂକ୍ରମଣରେ ମୃତ୍ୟୁ
ମୁମ୍ବାଇ, ୧୬।୭: ମହାରାଷ୍ଟ୍ରର ପ୍ରଥମ ମହିଳା ନିର୍ବାଚନ କମିଶନ ନୀଲା ସତ୍ୟନାରାୟଣନଙ୍କ କରୋନା ସଂକ୍ରମଣ ଯୋଗୁ ଗୁରୁବାର ମୃତ୍ୟୁ ଘଟିଛି। ସେ ମୁମ୍ବାଇର ସେଭେନ୍ ହିଲ୍ସ୍ ହସ୍ପିଟାଲରେ ଚିକିତ୍ସିତ ହେଉଥିଲେ। ମୃତ୍ୟୁ ବେଳକୁ ତାଙ୍କୁ ୭୨ ବର୍ଷ ହୋଇଥିଲା। ୧୯୭୨...
ଯୋଗୀଙ୍କ ବାସଭବନରେ ପହଞ୍ଚିଲା କରୋନା
ଲକ୍ଷ୍ନୌ,୧୬।୭: ମହାମାରୀ କରୋନା ସଂକ୍ରମଣ ସାରା ଦେଶରେ ଦ୍ରୁତଗତିରେ ବ୍ୟାପିବାରେ ଲାଗିଛି। ଏହାକୁ ରୋକିବାକୁ କେନ୍ଦ୍ର ଓ ରାଜ୍ୟ ସରକାର ଯେତେ ପଦକ୍ଷେପ ଗ୍ରହଣ କଲେ ମଧ୍ୟ ଦିନକୁ ଦିନ ହଜାର ହଜାର ସଂକ୍ରମିତ ଚିହ୍ନଟ ହେଉଛନ୍ତି। କରୋନା କବଳରୁ...
ପ୍ଲାଜ୍ମା ଦାନ କଲେ ମିଳିବ ପୁରସ୍କାର ୫ ହଜାର
ବେଙ୍ଗାଲୁର, ୧୬।୭: ପ୍ଲାଜ୍ମା ଦାନ କରୁଥିବା ଲୋକଙ୍କ ପାଇଁ କର୍ନାଟକ ସରକାରଙ୍କ ପକ୍ଷରୁ ପୁରସ୍କାର ଘୋଷଣା କରାଯାଇଛି। ଯେଉଁ କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି ସେମାନଙ୍କଠାରୁ ପ୍ଲାଜ୍ମା ସଂଗ୍ରହ କରାଯାଇ ପ୍ଲାଜ୍ମା ଥେରାପିରେ ଚିକିତ୍ସା କରାଯିବ। ତେବେ ପ୍ଲାଜ୍ମା ଦାନ...
ହାଇକୋର୍ଟ ଗଲେ ପାଇଲଟ
ଜୟପୁର,୧୬।୭: ରାଜସ୍ଥାନ ରାଜନୀତିରେ ସଙ୍କଟ ଲାଗି ରହିଛି। ସଚିନ ପାଇଲଟଙ୍କୁ ଉପମୁଖ୍ୟମନ୍ତ୍ରୀ ପଦରୁ ହଟାଇ ଦିଆଯିବ ପରେ ଏବେ ସେଠାରେ ରାଜନୀତି ଭିନ୍ନ ମୋଡ ନେଇଛି। ତେବେ ସଚିନଙ୍କ ସମେତ ୧୮ ବିଧାୟକ ଏବେ ହାଇକୋର୍ଟ ଯାଇଥିବା ଜଣାପଡିଛି। ବାଚସ୍ପତିଙ୍କ...
ଟ୍ରଲିରେ ବସି କରୋନା ରୋଗୀଙ୍କ ଚିକିତ୍ସା କରିବାକୁ ହସ୍ପିଟାଲ ଗଲେ ଡାକ୍ତର: ଫଟୋ ଭାଇରାଲ
ପାଟନା,୧୬।୭: କରୋନା ସଂକ୍ରମଣ ସମସ୍ତଙ୍କ ମୁଣ୍ଡ ବିଗାଡି ଥିବା ବେଳେ ଏବେ ଏହି ଯୁଦ୍ଧରେ ଆଗଧାଡିର ଯୋଦ୍ଧା ସାଜିଥିବା ଡାକ୍ତର ମଧ୍ୟ ବେଳେ ବେଳେ ପ୍ରତିକୂଳ ପରିସ୍ଥିତିର ସାମ୍ନା କରୁଥିବା ଦେଖାଯାଇଛି। ନିକଟରେ ଆସିଥିବା ଏକ ଫଟୋରୁ ଏହା ସ୍ପଷ୍ଟ...
ମିଷ୍ଟର ଇଣ୍ଡିଆ ହୋଇ ଚାଇନା ସହ ଲଢିବାକୁ ଚାହୁଁଛନ୍ତି ଏହି ଶିଶୁ !
ନୂଆଦିଲ୍ଲୀ,୧୬।୭: ଅନିଲ କପୁରଙ୍କ ଅଭିନୀତ ବଲିଉଡ୍ ମୁଭି ‘ମିଷ୍ଟର ଇଣ୍ଡିଆ’ ଆଜିବି ଲୋକଙ୍କ ମନରେ ରହିଯାଇଛି। ଶେଖର କପୁରଙ୍କ ନିର୍ଦ୍ଦେଶିତ ଏହି ଫିଲ୍ମକୁ ସେତେବେଳେ ମିଳିଥିଲା ବେଶ୍ ଦର୍ଶକୀୟ ସ୍ବୀକୃତି। ଆଉ ଏହାକୁ ଦେଖିବା ପରେ କେତେଜଣ ମିଷ୍ଟର ଇଣ୍ଡିଆ...
କିଏ ହେବେ କଂଗ୍ରେସ ଅଧ୍ୟକ୍ଷ: ଯୁବନେତାଙ୍କ ଉପରେ ନାହିଁ ଭରସା
ନୂଆଦିଲ୍ଲୀ, ୧୬।୭: ବିଭିନ୍ନ ରାଜ୍ୟରେ ଶାସକ କଂଗ୍ରେସ ଦଳରେ ବିଦ୍ରୋହୀଙ୍କ ସଂଖ୍ୟା ବଢ଼ିବାରେ ଲାଗିଛି। ଦଳୀୟ ନେତାଙ୍କୁ ହାଇକମାଣ୍ଡ ଏକଜୁଟ କରି ରଖିବାକୁ ଅସମର୍ଥ ହେଉଛନ୍ତି। ଏପରିସ୍ଥଳେ ଦଳରେ ନୂଆ ମୁଖିଆ ଖୋଜା ଚାଲିଛି। କଂଗ୍ରେସ ଅଧ୍ୟକ୍ଷା ସୋନିଆ ଗାନ୍ଧୀଙ୍କ...
Archives


