ଜାତୀୟ

ପଶ୍ଚିମବଙ୍ଗରେ ଶାହାଙ୍କ ରଣ ହୁଙ୍କାର

କୋଲକାତା,୧୧ ।୨: ଆଗକୁ ଅଛି ପଶ୍ଚିମବଙ୍ଗ ବିଧାନସଭା ନିର୍ବାଚନ । ଏବେଠାରୁ ଭାରତୀୟ ଜନତାପାର୍ଟି(ଭାଜପା) ଜନମତ ନିଜ ଆଡକୁ କରିବାକୁ ସମସ୍ତ ଶକ୍ତି ଲାଗଇ ଦେଇଛି । ଗୁରୁବାର ସ୍ୱରାଷ୍ଟ୍ରମନ୍ତ୍ରୀ ଅମିତ ଶାହା କୁଚବିହାରରେ ଭାରଜପାର ‘ପରିବର୍ତ୍ତନ ଯାତ୍ରା’ର ଚତୁର୍ଥ ଭାଗର…

ଆସନ୍ତା ୨୦ ବର୍ଷ ମଧ୍ୟରେ ଭାରତରେ ସବୁଠୁ ଅଧିକ ଆବଶ୍ୟକ ହେବ ବିଜୁଳି

ନୂଆଦିଲ୍ଲୀ,୧୧।୨: ଭାରତରେ ଆସନ୍ତା ୨୦ ବର୍ଷ ମଧ୍ୟରେ ସବୁଠୁ ଅଧିକ ବିଜୁଳି ଆବଶ୍ୟକ ହେବ। ଏହି ଚାହିଦା ସହିତ ୟୁରୋପୀୟ ସଂଘକୁ ପଛରେ ପକାଇ ଭାରତ ତୃତୀୟ ବୃହତ୍ତମ ଉପଭୋକ୍ତା ହେବ। ଅନ୍ତଃରାଷ୍ଟ୍ରୀୟ ବିଜୁଳି ଏଜେନ୍ସି (ଆଇଇଏ)ର ରିପୋର୍ଟ ଅନୁଯାୟୀ, ଭାରତରେ…

୫ ମାସର ଶିଶୁକନ୍ୟାଙ୍କୁ ଦିଆଯିବ ୧୬ କୋଟି ଟଙ୍କାର ଇଞ୍ଜେକଶନ: ମୋଦିଙ୍କ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି

ମୁମ୍ବାଇ,୧୧।୨: ମହାରାଷ୍ଟ୍ରରେ ହସ୍ପିଟାଲରେ ଚିକିତ୍ସତ ହେଉଥିବା ୫ ମାସର ଶିଶୁ କନ୍ୟା ତୀରା କାମତଙ୍କ ଜୀବନ ରକ୍ଷା ହେବାର ଆଶା ସଞ୍ଚାର ହୋଇଛି। ତୀରା ଏସ୍‌ଏମ୍‌,-ଟାଇପ୍‌୧ ନାମକ ବିରଳ ରୋଗରେ ପୀଡ଼ିତା। ତାଙ୍କ ଜୀବନ ରକ୍ଷା ପାଇଁ ଡାକ୍ତର ୧୬ କୋଟି…

ରାଲିର ପ୍ରଦର୍ଶନକାରୀଙ୍କୁ କୁକୁର ସହ ତୁଳନା କଲେ ତେଲେଙ୍ଗାନା ମୁଖ୍ୟମନ୍ତ୍ରୀ

ହାଇଦ୍ରାବାଦ,୧୧ ।୨: ତେଲେଙ୍ଗାନା ମୁଖ୍ୟମନ୍ତ୍ରୀ କେ ଚନ୍ଦ୍ରଶେଖର ରାଓ ବୁଧବାର ଏକ କାର୍ଯ୍ୟକ୍ରମରେ ପ୍ରଦର୍ଶନକାରୀଙ୍କ ତୁଳନା କୁକୁର ସହ କରି ଦେଇଛନ୍ତି । ମୁଖ୍ୟମନ୍ତ୍ରୀଙ୍କ ଏଭଳି ବେକାବୁ ବୟାନକୁ ନେଇ ଏବେ ହଙ୍ଗାମା ଆରମ୍ଭ କରିଛନ୍ତି ବିରୋଧୀ । ବିରୋଧୀ ଦାବି…

ରାଜ୍ୟ ସରକାର-ରାଜ୍ୟପାଳଙ୍କ ମଧ୍ୟରେ ବଢ଼ିଲା ବିବାଦ

ମୁମ୍ବାଇ,୧୧।୨: ମହାରାଷ୍ଟ୍ରରେ ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକ୍‌ରେ ସରକାର ଏବଂ ରାଜ୍ୟପାଳ ଭଗତ ସିଂ କୋଶୟାରିଙ୍କ ମଧ୍ୟରେ ବିବାଦ ବଢ଼ିବାରେ ଲାଗିଛି। ଗୁରୁବାର ରାଜ୍ୟ ସରକାର ଏବଂ ରାଜ୍ୟପାଳଙ୍କ ବିବାଦରେ ଏକ ନୂଆ ଅଧ୍ୟାୟ ଯୋଡ଼ି ହୋଇଛି। ଉତ୍ତରାଖଣ୍ଡ ଯିବାକୁ ଚାହୁଁଥିବା କୋଶୟାରି…

୫୦ରୁ ଅଧିକ ଯୁବତୀଙ୍କୁ ଲୁଟିଲେ ୧୯ ବର୍ଷ ବୟସ୍କ ଯୁବକ

ଫରିଦାବାଦ,୧୧।୨: ହରିୟାଣାର ଫରିଦାବାଦରେ ବାସ କରୁଥିବା ଜଣେ ୧୯ ବର୍ଷ ବୟସ୍କ ଯୁବକ ଅନ୍‌ଲାଇନ୍‌ରେ ୫୦ରୁ ଅଧିକ ଯୁବତୀ, ମହିଳା ତଥା ନାବାଳିକାଙ୍କୁ ଲୁଟିଥିବା ଅଭିଯୋଗ ହୋଇଛି। ଦିଲ୍ଲୀ ପୋଲିସର ସାଇବର ଆପରାଧିକ ଶାଖା ପକ୍ଷରୁ ଅଭିଯୁକ୍ତ ଯୁବକଙ୍କୁ ଗିରଫ କରାଯାଇଛି।…

ଲୁହ ହେବନି ବେକାର, ଗୁଲାମନବୀଙ୍କୁ ଗୁରୁଦାୟିତ୍ୱ ମିଳିବା ନେଇ ଚର୍ଚ୍ଚା

ନୂଆଦିଲ୍ଲୀ,୧୧।୨: କଂଗ୍ରେସର ରାଜ ସଭା ଏମ୍‌ପି ଗୁଲାମ ନବୀ ଆଜାଦ୍‌ଙ୍କୁ ବିଦାୟ ଦେବା ଭାଷଣରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଆଖିରେ ଲୁହ ଆସିବା ନେଇ ଏବେ ରାଜନୈତିକ ମହଲରେ ନାନା କଳ୍ପନା ଜଳ୍ପନା ପ୍ରକାଶ ପାଇବାରେ ଲାଗିଛି। ସେହିପରି ଗୁଲାମ ନବୀ…

ଏମ୍‌ପି କି ମନ୍ତ୍ରୀ ହେବାକୁ ଚାହୁଁନାହାନ୍ତି ଗୁଲାମ ନବି

ନୂଆଦିଲ୍ଲୀ,୧୧ ।୨: କଂଗ୍ରେସର ବରିଷ୍ଠ ନେତା ଗୁଲାମ ନବି ଆଜାଦ ରାଜ୍ୟ ସଭାରୁ ବିଦାୟ ନେଇଛନ୍ତି । ଏହାପରେ ସେ କହିଛନ୍ତି ଲୋକେ ଏବେ ତାଙ୍କୁ ବିଭିନ୍ନ ସ୍ଥାନରେ ଦେଖି ପାରିବେ । କାରଣ ଏବେ ସେ ସମ୍ପୂର୍ଣ୍ଣ ମୁକ୍ତ ହୋଇ…

ସୋସିଆଲ ମିଡ଼ିଆର ଦୂରୁପୋଯୋଗ ଗ୍ରହଣୀୟ ନୁହେଁ: ରବିଶଙ୍କର ପ୍ରସାଦ

ନୂଆଦିଲ୍ଲୀ,୧୧।୨: ସୋସିଆଲ୍‌ ମିଡ଼ିଆରେ ଗୁଜବ ତଥା ମିଥ୍ୟ ଖବର ପ୍ରସାର କରିବା ସହ୍ୟ କରାଯିବ ନାହିଁ। ସମାଲୋଚନା ସ୍ବୀକାର୍ଯ୍ୟ। ମାତ୍ର ସୋସିଆଲ ମିଡ଼ିଆର ଦୂରୁପୋଯୋଗ ଗ୍ରହଣୀୟ ନୁହେଁ ବୋଲି କେନ୍ଦ୍ରୀୟ ସୂଚନା ପ୍ରସାରଣ ସ ପ୍ରଯୁକ୍ତି ମନ୍ତ୍ରୀ ରବି ଶଙ୍କର ପ୍ରସାଦ…

୫ ମାସର ଶିଶୁକୁ ଦିଆଯିବ ୨୨ କୋଟି ଟଙ୍କାର ଇଞ୍ଜେକସନ, ନଚେତ୍‌…

ମୁମ୍ବାଇ,୧୧।୨: ପାଞ୍ଚ ମାସର କୁନି ଶିଶୁକୁ ଦିଆଯିବ ୨୨ କୋଟି ଟଙ୍କାର ଇଞ୍ଜେକସନ୍‌। କଥାଟା ଆଶ୍ଚର୍ଯ୍ୟ ଲାଗୁଥିଲେ ମଧ୍ୟ ସତ। ତିରା କାମତ ନାମକ ଏହି ଶିଶିଶୁ କନ୍ୟା ଏବେ ମୁମ୍ବାଇର ଏକ ଡାକ୍ତରଖାନାରେ ଜୀବନ ଓ ମୃତ୍ୟୁ ସହ ସଂଗ୍ରାମ…

ମିଶନ ବଙ୍ଗାଲ ପାଇଁ ପାଗ ଭିଡିଛନ୍ତି ଶାହା

ନୂଆଦିଲ୍ଲୀ,୧୧ ।୨: ପଶ୍ଚିମବଙ୍ଗ ନିର୍ବାଚନ ଜିତିବା ଲାଗି ଭାରତୀୟ ଜନତା ପାର୍ଟି(ଭାଜପା) ତା’ର ସମସ୍ତ ଶକ୍ତି ଲାଗାଇବାରେ ବ୍ୟସ୍ତ । ଭାଜପାର ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେପି ନଡ୍ଡା ପଶ୍ଚିମବଙ୍ଗ ଗସ୍ତ ସାରି ଫେରିବା ପରେ ଏବେ ସ୍ୱରାଷ୍ଟ୍ର ମନ୍ତ୍ରୀ ଅମିତ ଶାହା…

ଇଞ୍ଚେ ଜମି ବି ଦେବ ନାହିଁ ଭାରତ: ରାଜନାଥ

ନୂଆଦିଲ୍ଲୀ,୧୧।୨: ପୂର୍ବ ଲଦାଖର ଏଲ୍‌ଏସିରେ ଭାରତୀୟ ସେନା ଚାଇନା ସୈନ୍ୟ ବାହିନୀଙ୍କୁ କଡ଼ା ଜବାବ ଦେଇଛନ୍ତି। ଏ ସମ୍ପର୍କରେ ରାଜ୍ୟ ସଭାରେ ପ୍ରତିରକ୍ଷାମନ୍ତ୍ରୀ ପ୍ରକାଶ କରିଛନ୍ତି। ଗତବର୍ଷ ଚାଇନା ଏଲ୍‌ଏସିରେ ବିପୁଳ ପରିମାଣର ଗୋଳାବାରୁଦ ଠୁଳ କରୁଥିଲା। ତେବେ ଏବେ ଆଲୋଚନାର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?