କରୋନା ଟିକା ପ୍ରଥମେ କାହାକୁ ଦିଆଯିବା ଉଚିତ
ନୂଆଦିଲ୍ଲୀ,୧୬।୮: କରୋନା ମହାମାରୀ ବେଳକୁ ବେଳ ଉଗ୍ର ରୂପ ଧାରଣ କରୁଥିବା ବେଳେ ଏବେ ସମସ୍ତଙ୍କ ନଜର ଏହାର ଟିକା ବା ଭ୍ୟାକ୍ସିନ ଉପରେ। ଗୋଟିଏ ପଟେ ରୁଷିଆ କରୋନା ଟିକା ପ୍ରସ୍ତୁତ କରିଥିବା ଦାବି କରୁଥିବା ବେଳେ ଆଉ...
ଦୀର୍ଘ ୮ ମାସ ପରେ ମିଳିଲା ପାକିସ୍ତାନ ସୀମାରେ ନିଖୋଜ ଯବାନଙ୍କ ମୃତଦେହ
ଡେରାଡୁନ,୧୬।୮: ଦୀର୍ଘ ପ୍ରାୟ ୮ ମାସ ହେବ ଉତ୍ତର କଶ୍ମୀରର ବରଫାବୃତ୍ତ ଅଞ୍ଚଳରେ ଗୋଡ ଖସିଯିବାରୁ ଉତ୍ତରାଖଣ୍ଡର ଜଣେ ଯବାନ ନିଖୋଜ ହୋଇଯାଇଥିଲେ। ଶନିବାର ତାଙ୍କର ମୃତ ଶରୀର ବାରମୂଳା ଜିଲାର ଗୁଲମର୍ଗ ଅଞ୍ଚଳରେ ଠାବ କରାଯାଇଛି। ମିଳିଥିବା ସୂଚନାରୁ...
କେଜରିଓ୍ବାଲଙ୍କୁ ଜନ୍ମଦିନର ଶୁଭେଚ୍ଛା ଜଣାଇଲେ ମୋଦି
ନୂଆଦିଲ୍ଲୀ,୧୬।୮: ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜରିଓ୍ବାଲ ରବିବାର୫୨ ବର୍ଷରେ ପଦାର୍ପଣ କରିଛନ୍ତି। ଏହି ଅବସରରେ ତାଙ୍କୁ ବହୁ ରାଜନେତା, ଦଳିୟ କର୍ମୀ ଓ ଶୁଭେଚ୍ଛୁ ଜନ୍ମଦିନର ଶୁଭକାମନା ଜଣାଇଛନ୍ତି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ମଧ୍ୟ କେଜରିଓ୍ବାଲଙ୍କୁ ଶୁଭେଚ୍ଛା ଜଣାଇବା ସହ...
ଦେଶ ପାଇଁ ଲଢ଼ିଥିଲେ, ଏବେ କରୋନାକୁ ହରାଇଲେ
ମୁମ୍ବାଇ, ୧୬।୮: ଦେଶ ପାଇଁ ଲଢ଼ିଥିବା ଜଣେ ୯୮ ବର୍ଷ ବୟସ୍କ ନୌସେନା କର୍ମଚାରୀ ଏବେ କରୋନା ଲଢ଼େଇରେ ବିଜୟୀ ହୋଇଛନ୍ତି। ଏନେଇ ରବିବାର ଭାରତୀୟ ନୌସେନା ପକ୍ଷରୁ ସୂଚନା ଦିଆଯାଇଛି। ସିପାହୀ ରାମୁ ଲଷ୍ମଣ ସକପାଳ ନେରୁଲରେ ବାସ...
ଗଛ ଡାଳରେ ସାଲାଇନ୍ ଷ୍ଟାଣ୍ଡ୍: ଭିଡ଼ିଓ ସୋସିଆଲ୍ ମିଡ଼ିଆରେ ଭାଇରାଲ
ହାଇଦ୍ରାବାଦ୍, ୧୬।୮: ତେଲଙ୍ଗାନାର ଓସମାନିଆ ଜେନେରାଲ ହସ୍ପିଟାଲରେ ରୋଗୀ ସେବାର ଏକ ଭିଡ଼ିଓ ଏବେ ସୋସିଆଲ ମିଡ଼ିଆରେ ଭାଇରାଲ ହେବାରେ ଲାଗିଛି। ଜଣେ ରୋଗୀଙ୍କୁ ସାଲାଇନ୍ ଲଗା ଯାଇଥିବା ଦୃଶ୍ୟ ଭିଡ଼ିଓରେ ଦେଖିବାକୁ ମିଳୁଛି। ତେବେ ସାଲାଇନ୍ ଷ୍ଟାଣ୍ଡ୍ ବଦଳରେ...
ବନ୍ୟା ଯୋଗୁ ଚାଷ ଜମିରେ ଫସି ରହିଥିବା ୧୨ କୃଷକଙ୍କୁ ଉଦ୍ଧାର କଲା ସେନା ହେଲିକପ୍ଟର
ହାଇଦ୍ରାବାଦ,୧୬।୮: ତେଲେଙ୍ଗାନାରେ କିଛିଦିନ ହେବ ଲଗାତାର ଭାବେ ବର୍ଷା ହୋଇ ଚାଲିଛି। ଫଳରେ ଏଠାକାର ଅଧିକାଂଶ ଅଞ୍ଚଳରେ ବନ୍ୟା ଦେଖାଦେଇଛି। ବନ୍ୟାଯୋଗୁ ନିକଟରେ ୧୨ ଜଣ କୃଷକ ନିଜ ଚାଷ ଜମିରେ ଫସି ଯାଇଥିଲେ। ଏହି ଖବର ଜାଣିବା ପରେ...
ବୈଷ୍ଣୋ ଦେବୀଙ୍କୁ ପ୍ରତିଦିନ ୨ହଜାର ଭକ୍ତ ଦର୍ଶନ କରିବେ
କଟରା,୧୬।୮: ରବିବାରଠାରୁ ଆରମ୍ଭ ହୋଇଛି ମା’ ବୈଷ୍ଣୋ ଦେବୀଙ୍କ ଯାତ୍ରା। କରୋନା ମହାମାରୀ ଯୋଗୁ ଗତ ମାର୍ଚ୍ଚ ମାସରୁ ବୈଷ୍ଣୋ ଦେବୀ ଦର୍ଶନ ବନ୍ଦ ଥିବା ବେଳେ ଦୀର୍ଘ ପ୍ରାୟ ୫ ମାସପରେ ଭକ୍ତ ପୁଣିଥରେ ମା’ଙ୍କ ଦର୍ଶନ କରିପାରିବେ।...
ଦେଶରେ କରୋନା ମୃତ୍ୟୁସଂଖ୍ୟା ୫୦ ହଜାର ମୁହାଁ
ନୂଆଦିଲ୍ଲୀ,୧୬।୮: କରୋନା ସଂକ୍ରମଣ ବେଳକୁ ବେଳ ଡରାଇ ଚାଲିଛି। ଗତ ୨୪ ଘଣ୍ଟା ମଧ୍ୟରେ ଦେଶରେ ନୂଆ ସଂକ୍ରମିତଙ୍କ ସଂଖ୍ୟା ରହିଛି ୬୩,୪୮୯। ଏହାସହ ୨୪ ଘଣ୍ଟାରେ କରୋନା ସଂକ୍ରମଣରେ ୯୪୪ ଜଣଙ୍କ ମୃତ୍ୟୁ ହୋଇ ସାରିଥିବା କହିଛି କେନ୍ଦ୍ର...
ବାପଘରକୁ ଯିବା ପାଇଁ ବାରମ୍ବାର ଜିଦ୍ କରୁଥିଲେ ସ୍ତ୍ରୀ, ସ୍ବାମୀ ନେଲେ ଏମିତି ପଦକ୍ଷେପ; ଜାଣିଲେ ହେବେ ଆଶ୍ଚର୍ଯ୍ୟ
ଜୟପୁର,୧୬ା୮: ରାଜସ୍ଥାନର ବୁଣ୍ଡି ଜିଲାରୁ ଏକ ସମ୍ବେଦନଶୀଳ ଘଟଣା ସାମ୍ନାକୁ ଆସିଛି। ଯେଉଁଠାରେ ସ୍ତ୍ରୀ ବାରମ୍ବାର ବାପଘରକୁ ଯିବାକୁ ଜିଦ୍ ଧରିବାରୁ କ୍ରୋଧିତ ହୋଇ ଠେଙ୍ଗାରେ ପିଟିପିଟି ମାରି ଦେଇଛନ୍ତି ସ୍ବାମୀ। ସୂଚନାଯୋଗ୍ୟ, ବୁଣ୍ଡି ଜିଲା ଦାରାସ୍ଥିତ ନାୟାଗୋନର ନନ୍ଦକିଶୋର...
ଏସବୁ ଅଞ୍ଚଳରେ ପ୍ରଥମେ ଆରମ୍ଭ ହେଲା ଡିଜିଟାଲ ସ୍ବାସ୍ଥ୍ୟ ମିଶନ
ନୂଆଦିଲ୍ଲୀ, ୧୬।୮: ଦେଶର ସମସ୍ତ ଲୋକଙ୍କୁ ଏବେ ଡିଜିଟାଲ ସ୍ମାର୍ଟ ହେଲଥ୍ କାର୍ଡ ମିଳିବ ବୋଲି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସ୍ବାଧିନତା ଦିବସ ଅବସରରେ ଘୋଷଣା କରିଥିଲେ। ଜାତୀୟ ଡିଜିଟାଲ ସ୍ବାସ୍ଥ୍ୟ ମିଶନର ଶୁଭାରମ୍ଭର ଗୋଟିଏ ଦିନ ପରେ ଏହି...
ମୋଦିଙ୍କର ଭାରତୀୟ ସେନା ଉପରେ ନାହିଁ ବିଶ୍ୱାସ: ରାହୁଲ
ନୂଆଦିଲ୍ଲୀ, ୧୬।୮: ଭାରତ-ଚାଇନା ବିବାଦ ନେଇ କଂଗ୍ରେସ ଲଗାତାର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଟାର୍ଗେଟ୍ କରିବାରେ ଲାଗିଛି। ରବିବାର ରାହୁଲ ଗାନ୍ଧୀ ଟୁଇଟ୍ କରି ମୋଦିଙ୍କୁ କଡ଼ା ସମାଲୋଚନା କରିଛନ୍ତି। ସେ କହିଛନ୍ତି ଦେଶବାସୀଙ୍କର ଭାରତୀୟ ସେନା ଉପରେ ଭରସା...
ପୁଣ୍ୟତିଥିରେ ଅଟଳ ବିହାରୀଙ୍କୁ ଶ୍ରଦ୍ଧାଞ୍ଜଳି
ନୂଆଦିଲ୍ଲୀ, ୧୬।୮: ଭାଜପାର ପ୍ରତିଷ୍ଠାତା ସଦସ୍ୟ ତଥା ପୂର୍ବତନ ପ୍ରଧାନମନ୍ତ୍ରୀ ଅଟଳ ବିହାରୀ ବାଜପେୟୀଙ୍କ ଦ୍ୱିତୀୟ ଶ୍ରାଦ୍ଧ ବାର୍ଷିକୀରେ ରବିବାର ରାଷ୍ଟ୍ରପତି ରାମନାଥ କୋବିନ୍ଦ ଏବଂ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସମେତ ଭାରତୀୟ ଜନତା ପାର୍ଟିର ବରିଷ୍ଠ ନେତା ଓ...
Archives


