ଜାତୀୟ

ପ୍ରିନ୍ସିପାଲଙ୍କ ସମେତ ୧୨ ପ୍ରଫେସରଙ୍କୁ ମହଙ୍ଗା ପଡ଼ିଲା କଲେଜ ଫଙ୍କ୍‌ଶନରେ ନାଚିବା

ପାଟନା, ୧୫।୨ : ବିହାରର ଛାପ୍ରାସ୍ଥିତ ରାଜେନ୍ଦ୍ର କଲେଜରେ ଏକ ଗ୍ରୁପ୍‌ ଡ୍ୟାନ୍ସ କାରଣରୁ ଅଧ୍ୟକ୍ଷଙ୍କ ସମେତ ୧୨ ପ୍ରଫେସରଙ୍କୁ ନିଲମ୍ବିତ କରାଯାଇଛି। ଦେଶର ପ୍ରଥମ ରାଷ୍ଟ୍ରପତି ଡ. ରାଜେନ୍ଦ୍ର ପ୍ରସାଦଙ୍କ ଜୟନ୍ତୀ ଅବସରରେ ଆୟୋଜିତ କଲେଜ ଫଙ୍କ୍‌ଶନରେ ହିଟ୍‌ ଗିତ…

ଦିଲ୍ଲୀରେ ବଡ଼ ଧରଣର ଆକ୍ରମଣ ଯୋଜନାରେ ଥିଲେ ଆତଙ୍କବାଦୀ, ବିହାରରୁ କିଣାଯାଉଥିଲା ଅସ୍ତ୍ରଶସ୍ତ୍ର

ଜମ୍ମୁ, ୧୫।୨ : : ଜାତୀୟ ସୁରକ୍ଷା ପରାମର୍ଶଦାତା ଅଜିତ୍‌ ଡୋଭାଲଙ୍କ କାର୍ଯ୍ୟାଳୟର ଭିଡିଓ କରିଥିବା ଆତଙ୍କବାଦୀ ଗିରଫ ହେବା ପରେ ଦେଶ ଉପରୁ ଟଳି ଯାଇଛି ବଡ଼ ବିପଦ। ପାକିସ୍ତାନର ଆତଙ୍କବାଦୀ ସଂଗଠନ ଜୈଶ-ଇ-ମହମ୍ମଦ (ଜେଇଏମ୍‌) ଦିଲ୍ଲୀରେ ଆକ୍ରମଣ କରିବାର…

ଭାଷଣ ବେଳେ ଚେତାଶୂନ୍ୟ ହୋଇ ପଡ଼ିଗଲେ ଗୁଜରାଟ ମୁଖ୍ୟମନ୍ତ୍ରୀ ରୂପାନି

ବଦୋଦରା, ୧୪।୨ : ଗୁଜରାଟ ମୁଖ୍ୟମନ୍ତ୍ରୀ ବିଜୟ ରୂପାନି ବଦୋଦରାର ନିଜାମପୂରା ସ୍ଥିତ ମେହସାନାନଗରରେ ରବିବାର ସନ୍ଧ୍ୟାରେ ଏକ ଜନ ସମାବେଶକୁ ସମ୍ବୋଧିତ କଲା ବେଳେ ଚେତାଶୂନ୍ୟ ହୋଇପଡ଼ଥିଲେ। ଆସନ୍ତା ୨୧ ତାରିଖରେ ଏହି ରାଜ୍ୟରେ ହେବାକୁ ଯାଉଛି ମ୍ୟୁନିସିପାଲଟି ନିର୍ବାଚନ।…

‘ ସରକାରଙ୍କୁ ଶାନ୍ତିରେ ବସିବାକୁ ଦେବୁ ନାହିଁ ’

କର୍ନାଲ, ୧୪।୨ : କୃଷକଙ୍କ ଦାବି ପୂରଣ ନ ହେଲେ ସରକାରଙ୍କୁ ଶାନ୍ତିରେ ବସିବାକୁ ଦେବୁ ନାହିଁ। ହରିୟାଣାର କର୍ନାଲ ଜିଲାରେ ଆୟୋଜିତ ଏକ ‘ମହାପଞ୍ଚାୟତ’ରେ ଯୋଗଦେଇ ଏହା କହିଛନ୍ତି ଭାରତୀୟ କିଷାନ ୟୁନିୟନ ନେତା ରାକେଶ ଟିକାଏତ୍‌। ନୂଆ ଚାଷୀ…

ଦେଶର ଏତିକି କଏଦୀଙ୍କ ପାଖରେ ଅଛି ଟେକ୍‌ନିକାଲ ଡିଗ୍ରୀ

ନୂଆଦିଲ୍ଲୀ, ୧୪।୨ : ପୂରା ଦେଶରେ ଏବେ ୪,୭୮,୬୦୦ କଏଦୀ ଜେଲଦଣ୍ଡ ଭୋଗୁଛନ୍ତି। ସେମାନଙ୍କ ମଧ୍ୟରୁ ୧,୩୨,୭୨୯ ଅଶିକ୍ଷିତ ଥିବାବେଳେ ୫,୬୭୭ ଜଣ କଏଦୀଙ୍କ ପାଖରେ ରହିଛି ଟେକ୍‌ନିକାଲ ଡିଗ୍ରୀ। ଏହା ଦର୍ଶାଇଛି ସ୍ବରାଷ୍ଟ୍ର ମନ୍ତ୍ରଣାଳୟ (ଏମ୍‌ଏଚ୍‌ଏ) ପକ୍ଷରୁ ପ୍ରକାଶ ପାଇଥିବା…

କିଏ ସେହି ଦିଶା ରବି, ଯାହାଙ୍କୁ ଟୁଲ୍‌କିଟ୍‌ ମାମଲାରେ ଗିରଫ କରିଛି ଦିଲ୍ଲୀ ପୋଲିସ

ନୂଆଦିଲ୍ଲୀ,୧୪।୨: ପରିବେଶକର୍ମୀ ଗ୍ରେଟା ଥନବର୍ଗ ଟୁଲକିଟ ମାମଲାରେ ଦିଲ୍ଲୀ ପୋଲିସ ରବିବାର ବେଙ୍ଗାଲୁରୁରୁ ୨୧ ବର୍ଷୀୟା ଜଳବାୟୁ କାର୍ଯ୍ୟକର୍ତ୍ତା ଦିଶା ରବିଙ୍କୁ ଗିରଫ କରିଛି। ଚାଷୀଙ୍କ ସହ ଜଡିତ ଥିବା ଟୁଲକିଟକୁ ଦିଶା ରବି ଏଡିଟ କରି ପଠାଇଥିବା ଅଭିଯୋଗ ହୋଇଛି।…

କୃଷକ ଆନ୍ଦୋଳନକୁ ସମର୍ଥନ କଲେ ପ୍ରବାସୀ ଭାରତୀୟ, ଭାଲେଣ୍ଟାଇନ୍‌ ଡେ’ରୁ ଆରମ୍ଭ ହେଲା ଗୋଲାପ ଅଭିଯାନ

ନ୍ୟୁୟର୍କ,୧୪।୨: ଭାରତରେ ୩ଟି ନୂତନ କୃଷି ନିୟମ ବିରୋଧରେ ଆନ୍ଦୋଳନ କରୁଥିବା କୃଷକଙ୍କୁ ଆମେରିକାରେ ରହୁଥିବା ପ୍ରବାସୀ ଭାରତୀୟ ସଂଗଠନ ସମର୍ଥନ ଜଣାଇଛି। ରବିବାର ଭାଲେଣ୍ଟାଇନ ଦିବସ ଅବସରରେ ଆମେରିକାରେ ଗୋଲାପ ଅଭିଯାନ ଆରମ୍ଭ କରାଯାଇଥିଲା। ଭାଲେଣ୍ଟାଇନ୍ସ ଦିବସ ଅବସରରେ ସୋସିଆଲ…

ହେଲିକପ୍ଟରେ ବସି ଚେନ୍ନାଇ ଟେଷ୍ଟ ମ୍ୟାଚ୍‌ ଦେଖିଲେ ପ୍ରଧାନମନ୍ତ୍ରୀ ନରେନ୍ଦ ମୋଦି

ଚେନ୍ନାଇ,୧୪।୨: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ରବିବାର ଚେନ୍ନାଇ ଗସ୍ତରେ ଯାଇଥିଲେ। ପ୍ରଧାନମନ୍ତ୍ରୀଙ୍କ ହେଲିକପ୍ଟର ଚେନ୍ନାଇର ଏମ୍‌ ଚିଦାମ୍ବରମ୍‌ ଷ୍ଟାଡିୟମ ପାଖ ଦେଇ ଯିବାବେଳେ ଭାରତ ଏବଂ ଇଂଲଣ୍ଡ ମଧ୍ୟରେ ଚାଲିଥିବା ଦ୍ୱିତୀୟ ଟେଷ୍ଟର ନଜାରା ଦେଖାଯାଉଥିଲା। ପ୍ରଧାନମନ୍ତ୍ରୀ ଚେନ୍ନାଇରେ ପହଞ୍ଚିବା ପରେ…

ଥରିଲା ହିମାଚଳ ପ୍ରଦେଶ

ସିମ୍‌ଲା,୧୪।୨: ହିମାଚନ ପ୍ରଦେଶର ରବିବାର ଭୁକମ୍ପ ଅନୁଭୂତ ହୋଇଛି। ରିକ୍ଟର ସ୍କେଲରେ ଏହାର ତିବ୍ରତା ୩.୨ ମପାଯାଇଛି। ଭୂକମ୍ପର କେନ୍ଦ୍ରସ୍ଥଳ ବିଳାଶପୁର ବୋଲି ଜଣାପଡିଛି। ଏହି ଭୂକମ୍ପରେ କୌଣସି କ୍ଷୟକ୍ଷତିର ଆକଳନ ଏପର୍ଯ୍ୟନ୍ତ କରାଯାଇ ନାହିଁ। ଗତ ଶୁକ୍ରବାର ଉତ୍ତର ଭାରତରେ…

ସୀମାରେ ଯୁଦ୍ଧ ପରିସ୍ଥିତି, ହେଲେ ସେନାଙ୍କ ମନୋବଳ ଭାଙ୍ଗୁଛନ୍ତି ମୋଦି ସରକାର: କଂଗ୍ରେସ

ନୂଆଦିଲ୍ଲୀ,୧୪ ।୨: ଜମ୍ମୁ-କଶ୍ମୀର ପୁଲୱାମାରେ ଦୁଇ ବର୍ଷ ତଳେ ଆତଙ୍କବାଦୀ ଆକ୍ରମଣରେ ଶହୀଦ ହୋଇଥିବା ସିଆର୍‌ପିଏଫ୍ ଯବାନଙ୍କୁ ଶ୍ରଦ୍ଧାଞ୍ଜଳି ଦେଇଛି କଂଗ୍ରେସ । ଏହି ଅବସରରେ କଂଗ୍ରେସର ବରିଷ୍ଠ ନେତା ତଥା ପୂର୍ବତନ ପ୍ରତିରକ୍ଷାମନ୍ତ୍ରୀ ଏ କେ ଆଣ୍ଟୋନି କେନ୍ଦ୍ର ସରକାରଙ୍କୁ…

ପ୍ରଥମଥର ଲାଗି ଅକ୍ସଫୋର୍ଡ ୟୁନିଭର୍ସିଟି ଛାତ୍ରସଂଘର ସଭାପତି ହେଲେ ଭାରତୀୟ ଛାତ୍ରୀ

ନୂଆଦିଲ୍ଲୀ,୧୪ ।୨: କର୍ନାଟକର ରଶ୍ମୀ ସାମନ୍ତ କେବେ ଭାବି ନ ଥିଲେ ଗତବର୍ଷ ଜାନୁୟାରୀରେ ସେ ଯେଉଁ ପ୍ରିତିଷ୍ଠିତ ଶିକ୍ଷାନୁଷ୍ଠାନରେ ପାଠପଢିବା ପାଇଁ ଯାଇଥିଲେ ଚଳିତ ବର୍ଷ ଫେବୃୟାରୀରେ ସେ ସେହି ଶିକ୍ଷାନୁଷ୍ଠାନର ଛାତ୍ରସଂଘ ନିର୍ବାଚନ ଜିତି ଖବରର ଶିରୋନାମାରେ ଆସିବେ…

ଆସାମରେ କେବେ ଲାଗୁ ହେବନାହିଁ ସିଏଏ: ରାହୁଲ

ଦିସପୁର,୧୪ ।୨: କଂଗ୍ରେସର ପୂର୍ବତନ ଅଧ୍ୟକ୍ଷ ରାହୁଲ ଗାନ୍ଧୀ ରବିବାର ଆସାମ ଗସ୍ତ କରିଛନ୍ତି । ବିଧାନସଭା ନିର୍ବାଚନ ପାଇଁ ରାହୁଲ ଆରମ୍ଭ କରିଛନ୍ତି ରାଲି । ସେ ଶିବସାଗର ଜିଲାର ଶିବନଗର ବୋର୍ଡିଂ ଫିଲ୍ଡରେ ଏକ ରାଲିକୁ ସମ୍ବୋଧିତ କରିଛନ୍ତି…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri