ଜାତୀୟ

ଭାଜପା ବିଶ୍ୱର ବଡ଼ ଲୁଟେରା: ମମତା

କୋଲକାତା,୨୧।୩: ଭାଜପା ବିଶ୍ୱରେ ସବୁଠୁ ବଡ଼ ଲୁଟେରା ବୋଲି ଶନିବାର ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ସମାଲୋଚନା କରିବା ସହ ଏହି ଦଳକୁ ରାଜ୍ୟରେ କଦାପି ଶାସନ କରିବାକୁ ଦିଆଯିବ ନାହିଁ ବୋଲି କହିଛନ୍ତି। ପୂର୍ବ ମିଦନାପୁର ଜିଲାର ହଳଦିଆଠାରେ ଏକ…

ଦତ୍ତାତ୍ରେୟ ନୂଆ ସରକାର୍ଯ୍ୟବାହ ନିର୍ବାଚିତ

ବେଙ୍ଗାଲୁରୁ,୨୦।୩: ଦୀର୍ଘ ୧୨ ବର୍ଷ ପରେ ଆର୍‌ଏସ୍‌ଏସ୍‌ ବଡ଼ ଧରଣର ପରିବର୍ତ୍ତନ କରାଯାଇଛି। ଅଖିଳ ଭାରତୀୟ ପ୍ରତିନିଧି ସଭା ପକ୍ଷରୁ ଦତ୍ତାତ୍ରେୟ ହୋସାବୋଲେଙ୍କୁ ନୂଆ ସରକାର୍ଯ୍ୟବାହ ଭାବେ ନିର୍ବାଚିତ କରାଯାଇଛି। ବେଙ୍ଗାଲୁରୁ ପ୍ରତିନିଧି ସଭାରେ ଦତ୍ତାତ୍ରେୟଙ୍କ ସର୍ବସମ୍ମତିକ୍ରମେ ନିର୍ବାଚିତ କରାଯାଇଛି। ୬୬…

ରାଜନାଥ-ଅଷ୍ଟିନ୍‌ ସାକ୍ଷାତ୍‌: ପାରସ୍ପରିକ ସହଯୋଗ ବୃଦ୍ଧି ପାଇଁ ସହମତି

ନୂଆଦିଲ୍ଲୀ,୨୦।୩: ଆମେରିକା ପ୍ରତିରକ୍ଷା ମନ୍ତ୍ରୀ ଲୋୟଡ ଜେମ୍ସ୍‌ ଅଷ୍ଟିନ୍‌ ଏବଂ ଭାରତୀୟ ପ୍ରତିପକ୍ଷ ରାଜନାଥ ସଇଠଙ୍କ ମଧ୍ୟରେ ବିଜ୍ଞାନ ଭବନଠାରେ ସାକ୍ଷାତ୍‌ ହୋଇଛି। ଏହି ଅବସରରେ ହୋଇଥିବା ପ୍ରତିନିଧିସ୍ତରୀୟ ବୈଠକରେ ପାରସ୍ପରିକ ସହଯୋଗ ବୃଦ୍ଧି ପାଇଁ ସହମତି ପ୍ରକାଶ ପାଇଛି। ଭାରତୀୟ…

ମାଗଣା ବିଜୁଳି-୫ ଲକ୍ଷଙ୍କୁ ରୋଜଗାର-ମହିଳାଙ୍କୁ ୨ହଜାର: ରାହୁଲଙ୍କ ୫ ନିର୍ବାଚନୀ ପ୍ରତିଶ୍ରୁତି

ମୁମ୍ବାଇ,୨୦।୩: ଆସାମରେ ବିଧାନସଭା ନିର୍ବାଚନ ପାଇଁ କଂଗ୍ରେସ ପକ୍ଷରୁ ପ୍ରଚାର କାର୍ଯ୍ୟ ଜୋର୍‌ସୋର୍‌ରେ କରାଯାଉଛି। ଏହି ମର୍ମରେ ରାହୁଲ ଗାନ୍ଧୀ ଜୋରହାଟରେ ଏକ ନିର୍ବାଚନୀ ରାଲିରେ ଯୋଗଦେଇ ୫ ପ୍ରତିଶ୍ରୁତି ଦେଇଛନ୍ତି। ସେଥିମଧ୍ୟରେ ଲୋକଙ୍କୁ ୨୦୦ ୟୁନିଟ୍‌ ମାଗଣାରେ ବିଜୁଳି ଯୋଗାଣ,…

କେମିକାଲ ଫ୍ୟାକ୍ଟ୍ରିରେ ପ୍ରଚଣ୍ଡ ବିସ୍ଫୋରଣ

ମୁମ୍ବାଇ,୨୦।୩: ମହାରାଷ୍ଟ୍ରର ରତ୍ନଗିରିଠାରେ ଏକ କେମିକାଲ ଫ୍ୟାକ୍ଟ୍ରିରେ ଶନିବାର ପୂର୍ବାହ୍ନ ୮ଟା ୩୦ରେ ପ୍ରଚଣ୍ଡ ବିସ୍ପୋରଣ ହୋଇଛି। ଏଥିରେ ୫ ଜଣଙ୍କ ମୃତ୍ୟୁ ଘଟିଛି। ଫ୍ୟାକ୍ଟ୍ରି ଭିତରେ ୪୦ରୁ ୫୦ ଲୋକ ରହିଥିବା ସ୍ଥାନୀୟ ପ୍ରଶାସନ ପକ୍ଷରୁ ସୂଚନା ଦିଆଯାଇଛି। ଉଦ୍ଧାର…

ପଶ୍ଚିମବଙ୍ଗରେ ୫୫ ବର୍ଷ ଧରି ବିକାଶ ଅଟକି ରହିଛି: ମୋଦି

କୋଲକାତା,୨୦।୩: ପଶ୍ଚିମବଙ୍ଗରେ ଦୀର୍ଘ ୫୫ ବର୍ଷ ଧରି ବିକାଶ ଅଟକି ରହିଛି। ରାଜ୍ୟର ଭୋଟର ଭାଜପାକୁ ଆଶୀର୍ବାଦ ଦେଲେ ପୁଣି ଏଠାରେ ବିକାଶ ଆରମ୍ଭ ହେବ ବୋଲି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଖଡ଼ଗପୁରଠାରେ ଆୟୋଜିତ ଏକ ନିର୍ବାଚନୀ ସଭାରେ ଯୋଗଦେଇ ଏଭଳି…

ବେରୋଜଗାର-ମହଙ୍ଗା ମାଡ଼ ବୃଦ୍ଧି ପାଇଁ ଦାୟୀ ମୋଦି: ରାହୁଲ

ନୂଆଦିଲ୍ଲୀ,୨୦।୩: କଂଗ୍ରେସ ପକ୍ଷରୁ ଲଗାତାର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସରକାରଙ୍କୁ ଟାର୍ଗେଟ୍‌ କରାଯାଉଛି। ଏହି ମର୍ମରେ ରାହୁଲ ଗାନ୍ଧୀ ଟୁଇଟ୍‌ କରି କହିଛନ୍ତି ଯେ, ମୋଦି ସରକାରଙ୍କ ଯୋଗୁ ଦେଶରେ ବେରୋଜଗାର ଏବଂ ମହଙ୍ଗା ମାଡ଼ ବଢ଼ିବାରେ ଲାଗିଛି। ଅପରପକ୍ଷରେ ମୋଦିଙ୍କ…

ତିରୁପତିରୁ ବସ୍ତାବସ୍ତା କେଶ ଚାଇନାକୁ ଚୋରା ଚାଲାଣ

ତିରୁପତି,୨୦।୩: ଆନ୍ଧ୍ରପ୍ରଦେଶର ଚିତୋର ଜିଲାରେ ଥିବା ପ୍ରସିଦ୍ଧ ତିରୁପତି ମନ୍ଦିରରୁ ବିପୁଳ ପରିମାଣର କେଶ ଚାଇନାକୁ ଚୋରା ଚାଲାଣ ହେଉଛି। ଏହା ଭାୟା ମ୍ୟାନ୍‌ମାର ହେଉଥିବା ଆସାମ ରାଇଫଲ୍ସ୍‌ ପକ୍ଷରୁ ସୂଚନା ଦିଆଯାଇଛି। କିଛି ଦିନ ତଳେ ଆସାମ ମ୍ୟାନ୍‌ମାର୍‌ ସୀମାରୁ…

୪ ମାସ ପରେ ସମାନ ସ୍ଥିତିରେ କରୋନା

ନୂଆଦିଲ୍ଲୀ,୨୦।୩: ଦେଶରେ କରୋନା ସଂକ୍ରମଣ ନେଇ ପୁଣି ଆତଙ୍କ ସୃଷ୍ଟି ହୋଇଛି। ପ୍ରତିଦିନ ଲଗାତାର ନୂଆ ଆକ୍ରାନ୍ତଙ୍କ ସଂଖ୍ୟା ବୃଦ୍ଧି ପାଇବାରେ ଲାଗିଛି। ଗତ ୨୪ ଘଣ୍ଟାରେ ଦେଶରେ ନୂଆ ଆକ୍ରାନ୍ତଙ୍କ ସଂଖ୍ୟା ୪୦ ହଜାର ୯୫୩ରେ ପହଞ୍ଚିଥିବାବେଳେ ଏହି ସମୟ…

ଶତାବ୍ଦି ଏକ୍ସପ୍ରେସ୍‌ ପାର୍ସଲ ବଗିରେ ନିଆଁ

ନୂଆଦିଲ୍ଲୀ,୨୦।୩: ଦିଲ୍ଲୀରୁ ଲକ୍ଷ୍ନୌ ଯାଉଥିବା ଶତାବ୍ଦି ଏକ୍ସପ୍ରେସରକ ପାର୍ସଲ ବଗି ଜଳି ଯାଇଛି। ଗାଜିଆବାଦ ରେଳ ଷ୍ଟେଶନରେ ଛିଡ଼ା ହୋଇଥିବା ବେଳେ ଟ୍ରେନ୍‌ର ପାର୍ସଲ ବଗି ହଠାତ୍‌ ଜଳିବା ଆରମ୍ଭ କରିଥିଲା। ବଗିରେ ନିଆଁ ଲାଗିବା ଦେଖି ଯାତ୍ରୀମାନେ ଭୟରେ ଦୌଡ଼ାଦୌଡ଼ି…

୧୦୦ ସରକାରୀ ଅଫିସରେ ସିବିଆଇ ଚଢ଼ାଉ

ନୂଆଦିଲ୍ଲୀ,୨୦।୩: ସିବିଆଇ ଶୁକ୍ରବାର ୧୫ ରାଜ୍ୟରେ ଥିବା ପାଖାପାଖି କେନ୍ଦ୍ର ସରକାରୀ କାର୍ଯ୍ୟାଳୟରେ ଅଚାନକ ଚଢ଼ାଉ କରିଛି। ଏହିସବୁ ଅଫିସ୍‌ରେ ଦୁର୍ନୀତି ସମ୍ଭାବନା ରହିଥିବା ଜଣେ ଅଧିକାରୀ କହିଛନ୍ତି। ଉତ୍ତରପ୍ରଦେଶ, ମହାରାଷ୍ଟ୍ର, ତାମିଲନାଡୁ, ଦିଲ୍ଲୀ ସମେତ ଅନ୍ୟ ରାଜ୍ୟରେ ଥିବା ରେଲ୍‌ଓ୍ବେ,…

ଭୂତାଣୁ ପୁଣି ଉପରମୁହଁ।

ନୂଆଦିଲ୍ଲୀ/ ମୁମ୍ବାଇ/ ଅମୃତସର,୨୦।୩: ନୂଆ ଧାରାରେ ଭିନ୍ନ ଅବତାର ନେଇ ଫେରିଛି କରୋନାର ଆଉ ଏକ ପ୍ରବାହ । ମହାମାରୀର ଲେଉଟାଣିକୁ ରୋକିବା ପାଇଁ ପୂର୍ବଭଳି ଲକ୍‌ଡାଉନ୍‌ ବା ଶଟ୍‌ଡାଉନ୍‌ ଜାରି କଲେ ଏଥିରୁ ଦେଶକୁ ଫାଇଦା ମିଳିବ ନାହିଁ ବୋଲି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?