ଜାତୀୟ

ଦଳିତ ନାବାଳିକାଙ୍କୁ ଗଣବଳାତ୍କାର

ଲକ୍ଷ୍ନୌ, ୧୮ା୮: ଉତ୍ତରପ୍ରଦେଶର ଗୋରଖପୁର ଜିଲାରେ ଜଣେ ଦଳିତ ନାବାଳିକା(୧୭)ଙ୍କୁ ବଳପୂର୍ବକ ଅପହରଣ କରାଯିବା ପରେ ଗଣବଳାତ୍କାର କରାଯାଇଛି। ପୀଡ଼ିତାଙ୍କ ଶରୀରରେ ସିଗାରେଟ୍‌ ଚେଙ୍କ ଦେଖିବାକୁ ମିଳିଥିବାବେଳେ ଗୁରୁତର ଅବସ୍ଥାରେ ତାଙ୍କୁ ଗୋରଖପୁର ଜିଲା ହସ୍ପିଟାଲରେ ଚିକିତ୍ସା ଲାଗି ଭର୍ତ୍ତି...

ସୋନିଆଙ୍କୁ ୧୦୦ କଂଗ୍ରେସ ନେତାଙ୍କ ପତ୍ର

ନୂଆଦିଲ୍ଲୀ, ୧୮।୮: ନେତୃତ୍ୱ ପରିବର୍ତ୍ତନ ପାଇଁ ପ୍ରାୟ ୧୦୦ ଜଣ କଂଗ୍ରେସ ନେତା ଦଳ ଅଧ୍ୟକ୍ଷା ସୋନିଆ ଗାନ୍ଧୀଙ୍କୁ ପତ୍ର ଲେଖି ଅନୁରୋଧ କରିଥିବା ନିଲମ୍ବିତ ନେତା ସଞ୍ଜୟ ଝା ସୋମବାର ସୂଚନା ଦେଇଛନ୍ତି। କଂଗ୍ରେସ କାର୍ଯ୍ୟକାରୀ କମିଟି ନିର୍ବାଚନରେ...

ଫୋନ୍‌ ଟ୍ୟାପିଂ ଅଭିଯୋଗ ଆଣିଲେ ଚନ୍ଦ୍ରାବାବୁ

ଅମରାବତି, ୧୮ା୮: ଆନ୍ଧ୍ରପ୍ରଦେଶରେ ରାଜନୈତିକ ଫାଇଦା ହାସଲ କରିବା ଲାଗି ଶାସକ ଓ୍ବାଇଏସ୍‌ଆର୍‌ କଂଗ୍ରେସ ପାର୍ଟି ବେଆଇନ ଭାବେ ଫୋନ୍‌ ଟ୍ୟାପିଂ କରୁଛି ବୋଲି ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ଟିଡିପି ମୁଖ୍ୟ ଚନ୍ଦ୍ରାବାବୁ ନାଇଡୁ ଅଭିଯୋଗ କରିଛନ୍ତି। କେବଳ ବିରୋଧୀ...

ରାକେଶ ଆସ୍ଥାନା ବିଏସ୍‌ଏଫ୍‌ ଡିଜି

ନୂଆଦିଲ୍ଲୀ, ୧୮ା୮: ୧୯୮୪ ବ୍ୟାଚ୍‌ ଆଇପିଏସ୍‌ ଅଧିକାରୀ ରାକେଶ ଆସ୍ଥାନାଙ୍କୁ ନୂତନ ବିଏସ୍‌ଏଫ୍‌ ଡିଜି ଭାବେ ନିଯୁକ୍ତି ଦିଆଯାଇଛି। ସେ ୨୦୨୧ ଜୁଲାଇ ୩୧ ପର୍ଯ୍ୟନ୍ତ ଏହି ଦାୟିତ୍ୱରେ ରହିବେ। ଗୁଜରାଟ କ୍ୟାଡରର ଏହି ଅଧିକାରୀ ଏବେ ବ୍ୟୁରୋ ଅଫ୍‌...

ଜେପିସି ତଦନ୍ତ ଦାବି

ନୂଆଦିଲ୍ଲୀ, ୧୮।୮(ପି.ଟି.): ଉତ୍ତେଜନାପୂର୍ଣ୍ଣ ଭାଷଣ ନିୟମର ଉଲ୍ଲଂଘନ କରୁଥିବା ଭାଜପା ନେତାଙ୍କ ବିରୋଧରେ ଫେସ୍‌ବୁକ୍‌ ଜାଣିଶୁଣି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରୁ ନ ଥିବା ଆମେରିକା ଗଣମାଧ୍ୟମରେ ଖବର ପ୍ରକାଶ ପାଇବା ପରେ ଏହାର ତଦନ୍ତ ଦାବି କରିଛି ସିପିଆଇ(ଏମ୍‌)। ପ୍ରମୁଖ...

କରୋନା ସମୟରେ ବିଶ୍ୱ ରେକର୍ଡ: ଏକ ଲକ୍ଷରୁ ଊର୍ଦ୍ଧ୍ୱ ଲୋକ ପାଠ କଲେ ହନୁମାନ ଚାଳିସା

ପ୍ରୟାଗରାଜ, ୧୭।୮: କରୋନା ମହାମାରୀକୁ ସମାପ୍ତ କରିବା ପାଇଁ ଏବଂ ଏଥିରେ ଆକ୍ରାନ୍ତଙ୍କୁ ମାନସିକସ୍ତରରେ ଦୃଢ଼ କରିବା ଲାଗି ହନୁମାନ ଚାଳିସାକୁ ସାମୁହିକ ଭାବେ ଏକ ଲକ୍ଷରୁ ଊର୍ଦ୍ଧ୍ୱଲୋକ ପାଠ କରି ଏକ ନିଆରା ରେକର୍ଡ ସୃଷ୍ଟି କରିଛନ୍ତି। ହନୁମାନ...

ପ୍ରସିଦ୍ଧ ଶାସ୍ତ୍ରୀୟ ଗାୟକ ପଣ୍ଡିତ ଯଶରାଜଙ୍କ ପରଲୋକ

ନୂଆଦିଲ୍ଲୀ,୧୭।୮- ଭାରତୀୟ ଶାସ୍ତ୍ରୀୟ ସଙ୍ଗୀତ ଜଗତର ପ୍ରସିଦ୍ଧ ଶାସ୍ତ୍ରୀୟ ଗାୟକ ପଣ୍ଡିତ ଯଶରାଜ ଆଉ ନାହାନ୍ତି। ୯୦ ବର୍ଷ ବୟସରେ ସୋମବାର ଆମେରିକା ନ୍ୟୁଜର୍ସିରେ ତାଙ୍କ ପରଲୋକ ହୋଇଛି। ପିତା ପଣ୍ଡିତ ମୋତିରାମଙ୍କଠାରୁ ସେ ଶାସ୍ତ୍ରୀୟ ସଙ୍ଗୀତ ଶିକ୍ଷା କରିଥିଲେ।...

୩୬୫ ମାମଲା ସମାଧାନ କରିଥିବା କୁକୁରର ମୃତ୍ୟୁ

ମହାରାଷ୍ଟ୍ର,୧୭।୮-ମହାରାଷ୍ଟ୍ରର ବିଡ ପୋଲିସ ବିଭାଗରେ କାର୍ଯ୍ୟ କରୁଥିବା କୁକୁର(ରକି)ର ରବିବାର ମୃତ୍ୟୁ ଘଟିଛି। ୩୬୫ ମାମଲା  ସମାଧାନ କରିଥିବା ଏହି କୁକୁରକୁ ମହାରାଷ୍ଟ୍ର ପୋଲିସ ପକ୍ଷରୁ ଶ୍ରଦ୍ଧାଞ୍ଜଳି ଦିଆଯାଇଛି। ଏ ନେଇ ବିଡ ପୋଲିସ ପକ୍ଷରୁ ଟୁଇଟ କରି ସୂଚନା...

ପରଲୋକରେ ଦୃଶ୍ୟମ ନିର୍ଦ୍ଦେଶକ

ମୁମ୍ବାଇ,୧୭।୮: ଚଳିତ ବର୍ଷ ବଲିଉଡ୍‌ ପାଇଁ ଏକ କଳା ବର୍ଷ ସାଜିଛି। ଗତ କିଛି ମାସ ହେଲା ବଲିଉଡ୍‌ର କେତେକ ଜଣାଶୁଣା ସେଲିବ୍ରିଟିଙ୍କ ସମେତ ନିର୍ଦ୍ଦେଶକ ଓ ପ୍ରଯୋଜକଙ୍କ ପରଲୋକ ଘଟିଛି। ଇତିମଧ୍ୟରେ ସୋମବାର ବଲିଉଡ୍‌ ଅଭିନେତା ଅଜୟ ଦେବଗନଙ୍କ...

ଗତ ୨୪ଘଣ୍ଟାରେ ଜେଡିୟୁରେ ସାମିଲ ହେଲେ ଆରଜେଡିର ୩ ବିଧାୟକ

ପାଟନା,୧୭।୮: ବିହାର ବିଧାନସଭା ନିର୍ବାଚନ ପୂର୍ବରୁ ଦଳ ଅଦଳବଦଳ କାର୍ଯ୍ୟ ଆରମ୍ଭ ହୋଇଯାଇଛି। ଗୋଟିଏ ଦିନରେ ଜେଡିୟୁର ଜଣେ ମନ୍ତ୍ରୀ ଆରଜେଡିରେ ଯୋଗଦେଇଥିବା ବେଳେ ଏବେ ଆରଜେଡିକୁ ଆଉ ଜଣେ ବିଧାୟକ ଝଟ୍‌କା ଦେଇଛନ୍ତି। ସାସାରାମର ଆରଜେଡି ବିଧାୟକ ଅଶୋକ...

ଶରଦ ପାଓ୍ବାରଙ୍କ ୪ କର୍ମଚାରୀ କରୋନା ପଜିଟିଭ

ମୁମ୍ବାଇ,୧୭।୮: ରାଷ୍ଟ୍ରବାଦୀ କଂଗ୍ରେସ ପାର୍ଟି(ଏନ୍‌ସିପି) ମୁଖ୍ୟ ଶରଦ ପାଓ୍ବାରଙ୍କ ଦକ୍ଷିଣ ମୁମ୍ବାଇରେ ଥିବା ଘରେ କାମ କରୁଥିବା ୪ କର୍ମଚାରୀ କରୋନାରେ ପୀଡ଼ିତ ହୋଇଥିବା ସୂଚନା ମିଳିଛି। ତେବେ ଟେଷ୍ଟ ପରେ ଶରଦଙ୍କ ରିପୋର୍ଟ ନେଗେଟିଭ ଆସିଥିବା ଜଣାପଡିଛି। ଏହାପରେ...

ବଢ଼ିଲା ଲକ୍‌ଡାଉନ ଅବଧି

ପାଟନା,୧୭।୮: ବିହାରରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ଲକ୍ଷେ ପାର କରିଛି। ରାଜ୍ୟରେ ବଢ଼ୁଥିବା କରୋନା ମାମଲାକୁ ଦେଖି ଲକ୍‌ଡାଉନ ଅବଧିକୁ ବୃଦ୍ଧି କରିବା ପାଇଁ ରାଜ୍ୟ ସରକାର ନିଷ୍ପତ୍ତି ନେଇଥିବା ଜଣାପଡ଼ିଛି। ବର୍ତ୍ତମାନ ରାଜ୍ୟରେ ସେପ୍ଟେମ୍ବର ୬ଯାଏଁ ଲକ୍‌ଡାଉନ କଟକଣା...

Advertisement
Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri