ଲାଲୁଙ୍କ ସୁରକ୍ଷାରେ ଥିବା ୯ସୁରକ୍ଷାକର୍ମୀ କରୋନା ପଜିଟିଭ୍
ରାଞ୍ଚି,୨୧।୭: ଝାଡ଼ଖଣ୍ଡ ରାଞ୍ଚିରେ ରାଷ୍ଟ୍ରୀୟ ଜନତା ଦଳ(ଆରଜେଡି)ର ମୁଖ୍ୟ ଲାଲୁ ପ୍ରସାଦ ଯାଦବଙ୍କ ସୁରକ୍ଷାରେ ଥିବା ୯ଜଣ ସୁରକ୍ଷାକର୍ମୀ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି। ରିପୋର୍ଟ ଆସିବା ପରେ ସୁରକ୍ଷାକର୍ମୀଙ୍କୁ ଚିକିତ୍ସା ପାଇଁ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ଏଥିସହ ଲାଲୁଙ୍କୁ...
ଭାଜପା ବିଧାୟକଙ୍କ ପରଲୋକ
ଲକ୍ଷ୍ନୌ,୨୧।୮: ଉତ୍ତରପ୍ରଦେଶ ଦେଓରିଆର ଭାଜପା ବିଧାୟକ ଜନ୍ମେଜୟ ସିଂହଙ୍କ ପରଲୋକ ଘଟିଛି। ଗୁରୁବାର ବିଳମ୍ବ ରାତିରେ ଲକ୍ଷ୍ନୌ ସ୍ଥିତ ରାମ ମନୋହର ଲୋହିଆ ହସ୍ପିଟାଲରେ ସେ ଅନ୍ତିମ ନିଶ୍ୱାସ ନେଇଥିଲେ। ମୃତ୍ୟୁ ବେଳକୁ ତାଙ୍କୁ ୭୫ବର୍ଷ ହୋଇଥିଲା। ଗତ କିଛି...
ମୁମ୍ବାଇ ପୋଲିସ କାର୍ଯ୍ୟାଳୟରେ ପହଞ୍ଚିଲା ସିବିଆଇ ଟିମ୍
ମୁମ୍ବାଇ,୨୧।୮: ବଲିଉଡ୍ ଅଭିନେତା ସୁଶାନ୍ତ ସିଂହ ରାଜପୁତଙ୍କ ମାମଲାରେ ସୁପ୍ରିମକୋର୍ଟ ପକ୍ଷରୁ ଗ୍ରୀନ୍ ସିଗ୍ନାଲ ମିଳିବା ପରେ ସିବିଆଇ ପକ୍ଷରୁ ଯାଞ୍ଚ ଆରମ୍ଭ ହୋଇଛି। ଗୁରୁବାର ସନ୍ଧ୍ୟାରେ ସିବିଆଇ ଟିମ୍ ମୁମ୍ବାଇରେ ପହଞ୍ଚିଥିଲା। ଶୁକ୍ରବାର ସକାଳେ ସିବିଆଇର ୧୬ଜଣିଆ ଏସ୍ଆଇଟି...
ଚିନ୍ତା ବଢାଉଛି କରୋନା: ଗୋଟିଏ ଦିନରେ ୬୮,୮୯୮ରୁ ଅଧିକ ନୂଆ ଆକ୍ରାନ୍ତ, ୯୮୩ ମୃତ
ନୂଆଦିଲ୍ଲୀ,୨୧।୮: ଦେଶରେ ମହାମାରୀ କରୋନା ସଙ୍କଟ ଜାରି ରହିଛି। ଗତ ୨୪ ଘଣ୍ଟାରେ ଦେଶରେ ୬୮ ହଜାର ୮୯୮ ଜଣ ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଫଳରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୨୯ ଲକ୍ଷ ୫ ହଜାର ୮୨୪ରେ ପହଞ୍ଚିଛି।...
ପୋଲିସ ଏସ୍ପି ସାଜିଲେ ଲୁଟେରା, ତା’ପରେ ଘଟିଲା ଏମିତି କିଛି
ଲକ୍ଷ୍ନୌ,୨୧।୮: ଉତ୍ତରପ୍ରଦେଶରେ ନୂଆ ନୂଆ ଢଙ୍ଗରେ ଅପରାଧ ଘଟୁଥିବା ସାମ୍ନାକୁ ଆସୁଛି। ଏଭଳି ପରିସ୍ଥିତିରେ ପୋଲିସ ମଧ୍ୟ ନିଜକୁ ଫିଟ ରଖିବା ପାଇଁ ଅନେକ ପନ୍ଥା ଆପଣାଉ ଥିବା ଦେଖାଯାଇଛି। ଲକ୍ଷ୍ମୀପୁର ଖେରୀରେ କ୍ଷଏଭଳି ଘଟଣା ଘଟିଛି। ଜିଲାର ଏସପି...
ପ୍ରେମିକ ସହ ମିଶି ଝିଅ ସହ ଏମିତି କଲେ ମା’
ବରେଲି,୨୧।୮: ଉତ୍ତର ପ୍ରଦେଶର ବରେଲି ଏକ ଅମାନବୀୟ ଘଟଣା ଘଟିଛି। ମା ପ୍ରେମିକଙ୍କ ସହ ମିଶି ତାଙ୍କ ଝିଅକୁ ହତ୍ୟା କରିଛନ୍ତି। ଏହି ମାମଲା କରେଲିର ସୁଭାଷ ନଗର ଅଞ୍ଚଳରେ ଘଟିଛି। ବୁଧବାର ରାତିରେ ଘଟିଥିବା ଏହି ହତ୍ୟା ମାମଲାରେ...
ପାର୍ଲାମେଣ୍ଟ ଅଧିବେଶନ:ଚାଇନା, ଫେସ୍ବୁକ୍ ପ୍ରସଙ୍ଗ ଉଠାଇବ କଂଗ୍ରେସ
ନୂଆଦିଲ୍ଲୀ, ୨୧ା୮:ପାର୍ଲାମେଣ୍ଟର ମୌସୁମୀ ଅଧିବେଶନ ସେପ୍ଟେମ୍ବର ୧୦ରୁ ଆରମ୍ଭ ହେବା ଆଶା କରାଯାଉଥିବା ବେଳେ ଚାଇନା ସହ ସୀମା ବିବାଦ ଏବଂ ଫେସ୍ବୁକ୍ ସହ ଶାସକ ଦଳର ସମ୍ପର୍କ ଆଦି ପ୍ରସଙ୍ଗକୁ ନେଇ ବିରୋଧୀ ଦଳ ଗୃହରେ ସରକାରଙ୍କୁ ଅଡୁଆରେ...
ରାମମନ୍ଦିର: ତମ୍ବା ରହିବ ହଜାରେ ବର୍ଷ
ନୂଆଦିଲ୍ଲୀ, ୨୧ା୮:ଅଯୋଧ୍ୟାରେ ରାମମନ୍ଦିର ନିର୍ମାଣ କାର୍ଯ୍ୟ ଆରମ୍ଭ ହୋଇଛି ଓ ଆଗାମୀ ୪୦ ମାସ ମଧ୍ୟରେ ଏକ ବିରାଟ ଭବ୍ୟ ମନ୍ଦିର ନିର୍ମାଣ କାର୍ଯ୍ୟ ଶେଷ କରାଯିବାକୁ ଲକ୍ଷ୍ୟ ରଖାଯାଇଛି ବୋଲି ଶ୍ରୀରାମ ଜନ୍ମଭୂମି ତୀର୍ଥକ୍ଷେତ୍ର ଟ୍ରଷ୍ଟର ଜଣେ ସଦସ୍ୟ...
ପ୍ରଶାନ୍ତଙ୍କ ଆବେଦନ ଖାରଜ: ୨- ୩ ଦିନ ଚିନ୍ତା କର
ନୂଆଦିଲ୍ଲୀ,୨୧ା୮(ପି.ଟି.): ଅଦାଲତ ଅବମାନନା ମାମଲାରେ ବରିଷ୍ଠ ଆଇନଜୀବୀ ପ୍ରଶାନ୍ତ ଭୂଷଣଙ୍କୁ ସୁପ୍ରିମକୋର୍ଟର ୩ ଜଣିଆ ଖଣ୍ଡପୀଠ ଦୋଷୀ ସାବ୍ୟସ୍ତ କରିଥିବାବେଳେ ଗୁରୁବାର ଦଣ୍ଡ ଶୁଣାଣି ଥିଲା। ହେଲେ ଦେଶବ୍ୟାପୀ ପ୍ରଶାନ୍ତଙ୍କ ପ୍ରତି ସମର୍ଥନ ବୃଦ୍ଧି ପାଇଥିବାବେଳେ ସୁପ୍ରିମକୋର୍ଟ ବିଚାରପତିଙ୍କ କାର୍ଯ୍ୟକଳାପ...
ଏହି ବିଶ୍ୱବିଦ୍ୟାଳୟରେ କରୋନା ଯୋଦ୍ଧାଙ୍କ ପିଲାଙ୍କୁ ଅଧ୍ୟୟନ ଲାଗି ମିଳିବ ସ୍କଲାରଶିପ୍
ନୋଏଡା, ୨୦।୮: ବିଶ୍ୱ ମହାମାରୀ କରୋନ ଭାଇରସ୍ ସହ ଲଢ଼େଇ କରୁଥିବା କରୋନା ଯୋଦ୍ଧାଙ୍କ ପିଲାଙ୍କ ଲାଗି ଖୁସି ଖବର। ଗ୍ରେଟର ନୋଏଡାସ୍ଥିତ ନୋଏଡା ଇଣ୍ଟରନ୍ୟାଶନାଲ ବିଶ୍ୱବିଦ୍ୟାଳୟ କରୋନା ଯୋଦ୍ଧାଙ୍କ ପିଲାଙ୍କୁ ଅଧ୍ୟୟନ ଲାଗି ସ୍କଲାରଶିପ୍ ପ୍ରଦାନ କରିବ। ବିଶ୍ୱବିଦ୍ୟାଳୟ...
କରୋନା ଭାଇରସ ଯୋଗୁ ସ୍ବାମୀଙ୍କ ମୃତ୍ୟୁ ହେବାରୁ ପୁଅ, ଝିଅଙ୍କ ସହ ଆତ୍ମହତ୍ୟା କଲେ ପତ୍ନୀ
ନୂଆଦିଲ୍ଲୀ,୨୦।୮: କରୋନା ମହାମାରୀ ଏବେ ସାରା ବିଶ୍ୱକୁ ଗ୍ରାସ କରିଥିବା ବେଳେ ଦେଶରେ ଏବେ ସଂକ୍ରମିତଙ୍କ ସଂଖ୍ୟା ୨୮ ଲକ୍ଷ ପାର କରି ସାରିଲାଣି। ସେହିପରି ମୃତକଙ୍କ ସଂଖ୍ୟା ମଧ୍ୟ ୫୩ ହଜାର ଅତିକ୍ରମ କଲାଣି। ଏହି କରୋନା ସଂକ୍ରମଣକୁ...
ଆରମ୍ଭ ହେଲା ରାମ ମନ୍ଦିର ନିର୍ମାଣ କାର୍ଯ୍ୟ: ବ୍ୟବହାର ହେବନି ଲୁହା !
ନୂଆଦିଲ୍ଲୀ,୨୦।୮: ଅଯୋଧ୍ୟାରେ ରାମ ମନ୍ଦିର ନିର୍ମାଣ ସମ୍ବନ୍ଧୀୟ ଓ ଦେଖାରଖା ପାଇଁ ଗଠିତ ଶ୍ରୀ ରାମ ଜନ୍ମଭୂମୀ ତୀର୍ଥ କ୍ଷେତ୍ର ଟ୍ରଷ୍ଟର ସୂଚନାରୁ ଜଣାପଡିଛି କି ଅଯୋଧ୍ୟାରେ ଥିବା ରାମ ଜନ୍ମଭୂମୀରେ ମନ୍ଦିର ନିର୍ମାଣ କାମ ଆରମ୍ଭ ହୋଇଯାଇଛି। ଟୁଇଟ୍...
Archives


