ମାଟ୍ରିକ ପରୀକ୍ଷା ଦେବାକୁ ଆସିଥିଲେ ଛାତ୍ରୀ, ହଠାତ୍ ପ୍ରେମିକଙ୍କୁ ଦେଖି କରିନେଲେ ବିବାହ
ପାଟଣା,୨୧।୨: ବିହାରର କଟିହାରରେ ଅଜବ ପ୍ରେମର ଏକ ଗଜବ କାହାଣୀ ଦେଖିବାକୁ ମିଳିଛି। ଜଣେ ଛାତ୍ରୀ ମାଟ୍ରିକ ପରୀକ୍ଷା ଦେବାକୁ ସେଣ୍ଟରକୁ ଆସିଥିଲେ। ଉକ୍ତ ସେଣ୍ଟରକୁ ପରୀକ୍ଷା ଦେବାକୁ ଆସିଥିବା ଜଣେ ଛାତ୍ର ତଥା ତାଙ୍କ ପ୍ରେମିକଙ୍କୁ ସେଠାରେ ଦେଖି ହଠାତ୍…
ଅଭିଷେକଙ୍କ ଘରେ ସିବିଆଇ
କୋଲକାତା,୨୧।୨: ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କ ପୁତୁରା ତଥା ତୃଣମୂଳ କଂଗ୍ରେସ ଏମ୍ପି ଅଭିଷେକ ବାନାର୍ଜୀଙ୍କ ଘରେ ସିବିଆଇ ଟିମ୍ ପହଞ୍ଚିଛନ୍ତି। କୋଇଲା ଚୋରାଚାଲାଣ ଘଟଣାର ପଚରାଉଚରା ପାଇଁ ସିବିଆଇ ଟିମ୍ ଜାରି ହୋଇଥିବା ସମନ ନେଇ ଅଭିଷେକଙ୍କ ଘରେ ପହଞ୍ଚିଛନ୍ତି।…
ଚିନ୍ତା ବଢାଇଲାଣି କରୋନା: ପୁଣେରେ ସ୍କୁଲ-କଲେଜ ବନ୍ଦ, ଲାଗୁ ହୋଇପାରେ ନାଇଟ୍ କର୍ଫ୍ୟୁ
ମୁମ୍ବାଇ,୨୧ ।୨: ମହାରାଷ୍ଟ୍ରରେ କରୋନା ସଂକ୍ରମଣ ପୁଣିଥରେ ବୃଦ୍ଧି ପାଇଛି । ଏହାକୁ ଦେଖି ପୁଣେରେ ସ୍କୁଲ-କଲେଜ ବନ୍ଦ କରି ଦିଆଯାଇଛି । ଏହାସହ ମହାରାଷ୍ଟ୍ର ସରକାର ରାଜ୍ୟରେ ନାଇଟ୍ କର୍ଫ୍ୟୁ ଲଗାଇବା କଥା ଚିନ୍ତା କରୁଛନ୍ତି । ରବିବାର ସନ୍ଧ୍ୟାରେ…
ମୋଦି ସରକାରଙ୍କ କାର୍ଯ୍ୟକ୍ରମରେ ଆଜାଦ୍ଙ୍କ ପୋଷ୍ଟର
ନୂଆଦିଲ୍ଲୀ,୨୧।୨: ଧୀରେ ଧୀରେ କଂଗ୍ରେସର ବରିଷ୍ଠ ନେତା ଗୁଲାମ ନବୀ ଆଜାଦଙ୍କ ପ୍ରତି ଭାଜପାର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସରକାରଙ୍କ ମନୋଭାବରେ ପରିବର୍ତ୍ତନ ଯୋଗୁ ରାଜନୈତିକ ମହଲରେ ଚର୍ଚ୍ଚା ଜାରି ରହିଛି। ଏହାକୁ ନେଇ କଂଗ୍ରେସ ହାଇକମାଣ୍ଡ୍ ମଧ୍ୟ ଚିନ୍ତାରେ ପଡ଼ିଛନ୍ତି।…
କୃଷି ଆଇନକୁ ବିରୋଧ କରି ଫସଲ ନଷ୍ଟ କଲେ କୃଷକ
ବିଜନୋର,୨୧ ।୨: କେନ୍ଦ୍ର ସରକାରଙ୍କ କୃଷି ଆଇନକୁ ବିରୋଧ କରିବାର ନୂଆ ଉପାୟ ଆପଣେଇଛନ୍ତି ଉତ୍ତର ପ୍ରଦେଶର କେତେଜଣ କୃଷକ । ଏମାନେ ଏବେ ନିଜ ନିଜ ଜମିରେ କରିଥିବା ଫସଲକୁ ନଷ୍ଟ କରି ଦେଉଛନ୍ତି । ବିଜନୋର ଚାନ୍ଦପୁର ଅଞ୍ଚଳରେ…
ସଲିମ୍ଙ୍କ ପାଇଁ ଅଟକି ରହିଛି ଶବନମ୍ଙ୍କ ଫାଶୀ
ଲକ୍ଷ୍ନୌ,୨୧।୨: ପ୍ରେମ ପାଇଁ ନିଜ ପରିବାରର ୭ ଜଣଙ୍କୁ ନିର୍ମମ ଭାବେ ଟାଙ୍ଗିଆରେ ହାଣି ହତ୍ୟା କରିଥିବା ଅଭିଯୋଗରେ ଫାଶୀଦଣ୍ଡ ହୋଇଥିବା ଶବନମ୍ଙ୍କ ପାଇଁ ମୃତ୍ୟୁ ପରଓ୍ବାନା ଜାରିରେ ବିଳମ୍ବ ହେଉଛି। ଏହାର କାରଣ ହେଉଛନ୍ତି ତାଙ୍କ ପ୍ରେମିକ ସଲିମ୍। ରାଷ୍ଟ୍ରପତି…
ଏସ୍ପିଓ ପାଇଁ ପରୀକ୍ଷା ଦେଲେ ୪୧୫ ମହିଳା
କାଠୁଆ,୨୧।୨: ଜମ୍ମୁ-କଶ୍ମୀରରେ ସ୍ବାଭାବିକ ସ୍ଥିତି ଫେରିବାରେ ଲାଗିଛି। ଏଠାରେ ଫେବୃୟାରୀ ୧୫ଠାରୁ ଆରମ୍ଭ ହୋଇଥିବା ସ୍ପେଶାଲ ପୋଲିସ ଅଫିସର(ଏସ୍ପିଓ) ପରୀକ୍ଷା ପାଇଁ ମହିଳାଙ୍କ ମଧ୍ୟରେ ବିଶେଷ ଆଗ୍ରହ ଦେଖିବାକୁ ମିଳୁଛି। ଶନିବାର ପରୀକ୍ଷାର ଶେଷଦିନ ଥିଲା। ଶେଷଦିନ କେବଳ ମହିଳାଙ୍କ ଉଦ୍ଦିଷ୍ଟ…
ଗୁଜରାଟର ଛଅ ନଗର ନିଗମ ପାଇଁ ମତଦାନ ଜାରି: ପରିବାର ସହ ଯାଇ ଭୋଟ ଦେଲେ ଶାହା
ଅହମଦାବାଦ,୨୧ ।୨: ଗୁଜରାଟର ଅହମଦାବାଦ, ସୁରଟ, ବଡୋଦରା, ଭାବନଗର, ଜାମନଗର ଓ ରାଜକୋଟ ନଗର ନିଗମ ପାଇଁ ରବିବାର ଭୋଟ ଗ୍ରହଣ କରାଯାଉଛି । ଏହି ନିର୍ବାଚନ ମୁଖ୍ୟମନ୍ତ୍ରୀ ବିଜୟ ରୂପାନିଙ୍କ ପାଇଁ ଏକ ପରୀକ୍ଷାର ସମୟ ବୋଲି କୁହାଯାଉଛି ।…
ଆତଙ୍କବାଦୀ ଶିବିରରେ ଚାଇନା ପିସ୍ତଲ-ଗ୍ରେନେଡ୍
ଶ୍ରୀନଗର,୨୧।୨: ଜମ୍ମୁ-କଶ୍ମୀରର ଅନନ୍ତନାଗ ଜିଲାରେ ଥିବା ଜଙ୍ଗଲରେ ସର୍ଚ୍ଚ ଅପରେଶନ୍ ସମୟରେ ମିଳିତ ସୁରକ୍ଷାକର୍ମୀଙ୍କୁ ସଫଳତା ମିଳିଛି। ଜଙ୍ଗଲ ମଧ୍ୟରେ ଥିବା ଏକ ଆତଙ୍କବାଦୀ ଶିବିରରୁ ବିପୁଳ ପରିମାଣର ଅସ୍ତ୍ରଶସ୍ତ୍ର ଜବତ ହୋଇଛି ସେଥିମଧ୍ୟରେ ୩ଟି ଏକେ-୫୬, ୨ ଟି ଚାଇନା…
ପୁଣି କରୋନା ଆତଙ୍କ: ମୁମ୍ବାଇରେ ୧୩୦୫ ବିଲ୍ଡିଂ ସିଲ୍
ନୂଆଦିଲ୍ଲୀ,୨୧।୨: ଦେଶରେ ପୁଣି କରୋନା ସଂକ୍ରମଣକୁ ନେଇ ଆତଙ୍କ ସୃଷ୍ଟି ହୋଇଛି। ଦେଶର ମହାରାଷ୍ଟ୍ର, କେରଳ, ତାମିଲନାଡୁ କର୍ନାଟକ, ପଞ୍ଜାବ, ମଧ୍ୟପ୍ରଦେଶ ଆଦି ୬ଟି ରାଜ୍ୟରେ ନୂଆ ଆକ୍ରାନ୍ତଙ୍କ ସଂଖ୍ୟା ବଢ଼ିବାରେ ଲାଗିଛି। ମୁମ୍ବାଇରେ ସର୍ବାଧିକ ନୂଆ ଆକ୍ରାନ୍ତଙ୍କ ଚିହ୍ନଟ କରାଯାଇଛି।…
ନାଗାଲାଣ୍ଡ ବିଧାନସଭାରେ ପ୍ରଥମ ଥର ଜାତୀୟ ସଙ୍ଗୀତ ଗାନ
ନୂଆଦିଲ୍ଲୀ, ୨୧।୨: ନାଗାଲାଣ୍ଡ ରାଜ୍ୟ ମାନ୍ୟତା ପାଇବାର ପ୍ରାୟ ୬୦ ବର୍ଷ ପରେ ପ୍ରଥମ ଥର ଲାଗି ଏହାର ବିଧାନସଭାରେ ଜାତୀୟ ସଙ୍ଗୀତ ଗାନ କରାଯାଇଛି। ରାଜ୍ୟ ପାଇଁ ଏହା ଏକ ଐତିହାସିକ ଘଟଣା। ୧୯୬୩ ଡିସେମ୍ବର ୧ରେ ନାଗାଲାଣ୍ଡକୁ ରାଜ୍ୟ…
ଆର୍ଥିକ ସଙ୍କଟରେ କଂଗ୍ରେସ
ନୂଆଦିଲ୍ଲୀ, ୨୧।୨: ୨୦୧୪ ସାଧାରଣ ନିର୍ବାଚନରେ କଂଗ୍ରେସର ନୈରାଶ୍ୟଜନକ ପ୍ରଦର୍ଶନ ପରେ ଏହି ଦଳରେ ଆର୍ଥିକ ସମସ୍ୟା ଦେଖାଦେଇଥିଲା। ଏବେ ଦେଶର ଏହି ସର୍ବପୁରାତନ ଦଳ ଗୁରୁତର ଆର୍ଥତ୍କ ସଙ୍କଟର ସମ୍ମୁଖୀନ ହୋଇଛି। ସଙ୍କଟରୁ ମୁକୁଳିବା ଲାଗି ଭଲ ଦଳୀୟ ସ୍ଥିତି…
Archives


