ଜାତୀୟ

କେହି ନେଇ ପାରିବେ ନାହିଁ କୃଷକଙ୍କ ଜମି: ରାଜନାଥ ସିଂ

ନୂଆଦିଲ୍ଲୀ,୨୭ ।୧୨: କେନ୍ଦ୍ର ସରକାରଙ୍କ ନୂଆ କୃଷି ଆଇନକୁ ବିରୋଧ କରି ପାଖାପାଖି ଏକ ମାସ ହେବ ଦିଲ୍ଲୀ ସୀମାରେ ବିଭିନ୍ନ ରାଜ୍ୟର କୃଷକ ଆନ୍ଦୋଳନ ଜାରି ରଖିଛନ୍ତି । ରବିବାର ହିମାଚଳ ପ୍ରଦେଶ ସରକାରଙ୍କ ୩ ବର୍ଷ ପୁର୍ତ୍ତି ଉପଲକ୍ଷେ…

ଆର୍‌.ସି.ପି. ସିଂ ହୋଇ ପାରନ୍ତି ଜେଡ଼ିୟୁର ନୂଆ ରାଷ୍ଟ୍ରୀୟ ଅଧ୍ୟକ୍ଷ: ନୀତିଶ ଦେଲେ ସଙ୍କେତ

ପାଟନା,୨୭।୧୨: ଜେଡ଼ିୟୁର ଦୁଇ ଦିନିଆ ରାଷ୍ଟ୍ରୀୟ କାର୍ଯ୍ୟକାରିଣୀ ବୈଠକର ଦ୍ୱିତୀୟ ଦିନରେ ବିବହାର ମୁଖ୍ୟମନ୍ତ୍ରୀ ନୀତିଶ କୁମାର ଦଳର ନୂଆ ଅଧ୍ୟକ୍ଷ ନିଯୁକ୍ତି ସମ୍ପର୍କରେ ସଙ୍କେତ ଦେଇଛନ୍ତି। ସେ ଆର୍‌.ସି.ପି. ସିଂଙ୍କୁ ଗେଡ଼ିୟୁର ନୂଆ ରାଷ୍ଟ୍ରୀୟ ଅଧ୍ୟକ୍ଷ ନିଯୁକ୍ତ କରିବାକୁ ପ୍ରସ୍ତାବ…

ନିଜେ ମରି ୪ଜଣଙ୍କୁ ନୂଆ ଜୀବନ ଦେଲେ ଏହି ମହିଳା

ଉତ୍ତରପ୍ରଦେଶର ଗାଜିଆବାଦରେ ଜଣେ ମହିଳା ମରୁ ମରୁ ଚାରି ଜଣଙ୍କୁ ଜୀବନ ଉପହାର ଦେଇଛନ୍ତି। ଗତ ସପ୍ତାହରେ ବ୍ରେନ ହାମ୍‌ରେଜ୍‌ ପରେ ୪୧ ବର୍ଷ ବୟସ୍କା ରାଫତ ପରବିନ୍‌ଙ୍କୁ ମ୍ୟାକ୍ସ ସୁପର ସ୍ପେସିଆଲିଟି ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା ଯେଉଁଠାରେ ତାଙ୍କ ଅବସ୍ଥା…

ଦାଉଦ୍‌ଙ୍କ ସହଯୋଗୀ ମଜିଦ୍‌ ଗିରଫ: ୨୪ ବର୍ଷ ଧରି ଥିଲେ ଫେରାର

ରାଞ୍ଚି,୨୭।୧୨: ଗୁଜରାଟର ଆତଙ୍କବାଦ ନିରୋଧି ସ୍କ୍ବାଡ୍‌(ଏଟିଏସ୍‌)ଙ୍କୁ ବଡ଼ ସଫଳତା ମିଳିଛି। ଅଣ୍ଡରଓ୍ବାଲର୍‌ଡ ଡନ୍‌ ଦାଉଦ୍‌ ଇବ୍ରାହିମ୍‌ଙ୍କ ସହଯୋଗୀ ଅବ୍ଦୁଲ୍‌ ମଜିଦ୍‌ କୁଟ୍ଟିଙ୍କୁ ଝାଡ଼ଖଣ୍ଡରୁ ଗିରଫ କରିବାରେ ଏଟିଏସ୍‌ ଟିମ୍‌ ସକ୍ଷମ ହୋଇଛନ୍ତି। ଗତ ୨୪ ବର୍ଷ ଧରି ମଜିଦ୍‌ ଫେରାର ଥିଲେ।…

ଭାଜପା ସରକାର ଗଠନ କରିବା ପରେ ବନ୍ଦ ହୋଇନି ମଣିପୁର: ଶାହା

ଇମ୍ଫାଲ,୨୭ ।୧୨: ସ୍ୱରାଷ୍ଟ୍ରମନ୍ତ୍ରୀ ଅମିତ ଶାହା ରବିବାର ମଣିପୁରର ରାଜଧାନୀ ଇମ୍ଫାଲ ପହଞ୍ଚିଛନ୍ତି । ବିମାନ ବନ୍ଦରରେ ତାଙ୍କୁ ସ୍ୱାଗତ କରାଯିବା ପରେ ସେ ମଣିପୁର ବିକାଶ ଯାତ୍ରାକୁ ସମ୍ବୋଧିତ କରିଥିଲେ । ଏହି ସମୟରେ ସେ କେତେଗୁଡିଏ ବିକାଶ ଯୋଜନାର…

ସଞ୍ଜୟଙ୍କ ଲେଖାକୁ ନେଇ ଉଠିଲା ବିବାଦ

ମୁମ୍ବାଇ,୨୭ ।୧୨: ଶିବସେନାର ରାଜ୍ୟସଭା ଏମ୍‌ପି ସଞ୍ଜୟ ରାଉତ ଦଳର ମୁଖପତ୍ର ‘ସମାନା’ରେ ଏକ ବିଶେଷ କଲମ ଲେଖିଛନ୍ତି । ସେ ଲେଖିଛନ୍ତି ଆମ ପ୍ରଧାନମନ୍ତ୍ରୀ ରାଜ୍ୟ ରାଜ୍ୟ ସରକାରଙ୍କୁ ଅସ୍ଥିର କରିବାକୁ ଲାଗିଛନ୍ତି । ଆଉ ଏଭଳି ସ୍ଥିତିରେ ଭାରତ…

ପୁରୁଣା ଟିଭି ସେଟ୍‌ ଖୋଳରେ କୁକୁର ଛୁଆଙ୍କ ପାଇଁ ଘର: ସୋସିଆଲ ମିଡ଼ିଆରେ ଭାଇରାଲ

ଦିସପୁର,୨୭।୧୨: ଆସାମର ଦିସପୁରର ଜଣେ ଯୁବକ ଏବେ ସୋସିଆଲ ମିଡ଼ିଆରେ ଭାଇରାଲ ହେବାରେ ଲାଗିଛନ୍ତି। ଯୁବକ ଜଣକ ରାସ୍ତାରେ ବୁଲୁଥିବା କୁକୁର ଛୁଆଙ୍କ ପାଇଁ ପୁରୁଣା ଟିଭି ସେଟ୍‌ ଖୋଳରେ ଘର ତିଆରି କରିଛନ୍ତି। ଅଭିଜିତ୍‌ ଦୋଓ୍ବାରାହ ନାମକ ଏହି ଯୁବକ…

ରାଜଧାନୀରେ ପ୍ରବଳ ଥଣ୍ଡା: ୨୮ ବର୍ଷରେ ରେକର୍ଡ ଭାଙ୍ଗିଲା ଶୀତ

ନୂଆଦିଲ୍ଲୀ,୨୭।୧୨: ରାଜଧାନୀ ଦିଲ୍ଲୀରେ ଥଣ୍ଡାର ପ୍ରକୋପ ଜାରି ରହିଛି। ଗତ ୨୮ ବର୍ଷ ମଧ୍ୟରେ ଡିସେମ୍ବରରେ ହୋଇଥିବା ଶୀତ ରେକର୍ଡ ଭାଙ୍ଗିଛି। ୧୯୯୨ ପରେ ଡିସେମ୍ବରରେ ଦିଲ୍ଲୀରେ ଏବେ ଦ୍ୱିତୀୟ ଥର ପାଇଁ ପ୍ରବଳ ଥଣ୍ଡା ଡିସେମ୍ବରରେ ଅନୁଭୁତ ହେଉଛି। ଇତିମଧ୍ୟରେ…

ବେକାର ହୋଇ ବସିବୁ କାହିଁକି: ତଳି ରୋଇଲେ ଅନ୍ନଦାତା

ନୂଆଦିଲ୍ଲୀ,୨୭।୧୨: କୃଷି ଆଇନ ବିରୋଧରେ ଅନ୍ନଦାତାଙ୍କ ଆନ୍ଦୋଳନ ଜାରି ରହିଛି। ଇତିମଧ୍ୟରେ ଦୀର୍ଘଦିନ ଧରି ଆନ୍ଦୋଳନ ପାଇଁ ଚାଷୀ ସଂଗଠନଗୁଡ଼ିକ ପ୍ରସ୍ତୁତି ଆରମ୍ଭ କରିଛନ୍ତି। ଅନ୍ନଦାତାମାନେ ନିରଙ୍କାରି ସମାଗମ ପଡ଼ିଆ ଜମିରେ ପ୍ରତିବାଦ ସ୍ବରୂପ ତଳି ରୋଇବା ଆରମ୍ଭ କରିଛନ୍ତି। ସେମାନେ…

ବର୍ଷର ଶେଷ ମନ୍‌ କି ବାତ୍‌ କାର୍ଯ୍ୟକ୍ରମ: ବିଦାୟୀ ବର୍ଷ ବହୁ କିଛି ଦେଖାଇଛି-ଶିଖାଇଛି

ନୂଆଦିଲ୍ଲୀ,୨୭।୧୨: ବିଦାୟ ନେବାକୁ ଯାଉଛି ୨୦୨୦ ବର୍ଷ। ବିଦାୟୀ ବର୍ଷ ବହୁ କିଛି ଦେଖାଇଛି ଏବଂ ଶିଖାଇଛି। କରୋନା ସଂକ୍ରମଣରୁ ଦୂରେଇ ରହିବା ପାଇଁ ଘୋଷଣା କରାଯାଇଥିବା ଲକ୍‌ଡାଉନ୍‌ ସମୟରେ ଦେଶବାସୀ ଏକଜୁଟ ହୋଇ ମହାମାରୀ ବିରୋଧରେ ଲଢ଼େଇ କରିଛନ୍ତି ବୋଲି…

ଭାଜପା ନେତାଙ୍କ ଦାବି ନୀତୀଶ ଛାଡନ୍ତୁ ଗୃହ ବିଭାଗ

ପାଟନା,୨୭ ।୧୨: ଦୁଇଦିନ ତଳେ ଅରୁଣାଚଳ ପ୍ରଦେଶରେ ଜନତା ଦଳ ୟୁନାଇଟେଡ(ଜେଡିୟୁ)ର ୬ ବିଧାୟକ ଦଳ ଛାଡି ଭାରତୀୟ ଜନତା ପାର୍ଟି(ଭାଜପା)ରେ ଯୋଗ ଦେବା ନୀତୀଶଙ୍କୁ ଏକ ପ୍ରକାର ଧକ୍କା ଦେଇଥିଲା ବୋଲି ଆଲୋଚନା ହୋଇଥିଲା । କାରଣ ଗୋଟିଏ ପଟେ…

ପ୍ରଥମ ପର୍ଯ୍ୟାୟରେ ୫୧ ଲକ୍ଷଙ୍କୁ ମାଗଣା କରୋନା ଟିକା

ନୂଆଦିଲ୍ଲୀ,୨୭।୧୨: କରୋନା ପ୍ରତିଷେଧକ ଟିକାକରଣ ନେଇ ସରକାରଙ୍କ ପକ୍ଷରୁ ପ୍ରସ୍ତୁତି ଆରମ୍ଭ ହୋଇଛି। ପ୍ରଥମ ପର୍ଯ୍ୟାୟରେ ଦିଲ୍ଲୀରେ ୫୧ ଲକ୍ଷ ଲୋକଙ୍କୁ ମାଗଣାରେ କରୋନା ଟିକା ଦିଆଯିବାର ଯୋଜନା ରହିଛି। ଏସମ୍ପର୍କରେ ଦିଲ୍ଲୀ କୋଭିଡ୍‌ ଟାକ୍ସ୍‌ ଫୋର୍ସ ସଦସ୍ୟ ମୌଲାନା ଆଜାଦ୍‌…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri