ଲକ୍ଡାଉନ୍ ଯୋଗୁ ୭୦ ଫିଲ୍ମର ଶୁଟିଂ ରହିଛି ଅଟକି: କ୍ଷତି ହେଲାଣି ୧୫ ଶହ କୋଟି
ମୁମ୍ବାଇ, ୨୬।୮: କରୋନା ମହାମାରୀ ସଂକ୍ରମଣ ଯୋଗୁ ଭାରତରେ ଲକ୍ଡାଉନ୍ ଜାରି ରହିଛି। ଏହା ଦ୍ୱାରା ବଲିଉଡ୍ର ମାର୍ଚ୍ଚରୁ ଅଗଷ୍ଟ ମଧ୍ୟରେ ଗତ ୬ ମାସରେ ୧୫ ଶହ କୋଟିର କ୍ଷତି ହେଲାଣି। ଏହି ସମୟ ମଧ୍ୟରେ ୭୦ରୁ ଅଧିକ...
ବର୍ଷାରେ ସୂର୍ଯ୍ୟମନ୍ଦିରର ଦୃଶ୍ୟ ଶେୟାର କଲେ ମୋଦି
ନୂଆଦିଲ୍ଲୀ, ୨୬।୮: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ନିଜ ଟୁଇଟର ଆକାଉଣ୍ଟରେ ବର୍ଷାର ଏକ ଭିଡିଓ ଶେୟାର କରିଛନ୍ତି। ଏହି ଭିଡିଓରେ ବର୍ଷା ସମୟରେ ଗୁଜରାଟର ମୋଢେରା ସୂର୍ଯ୍ୟ ମନ୍ଦିରରେ ଦୃଶ୍ୟ ଦେଖାଯାଉଛି। ଏହି ଭିଡିଓ ସହିତ ସେ ଲେଖିଛନ୍ତି, ‘ମୋଢେରାର...
ସେପ୍ଟେମ୍ବର ୩୦ ପର୍ଯ୍ୟନ୍ତ ସବୁ ଧାର୍ମିକ ଉତ୍ସବ ବନ୍ଦ
ଲକ୍ଷ୍ନୌ,୨୬।୮: ସେପ୍ଟେମ୍ବର ୩୦ ପର୍ଯ୍ୟନ୍ତ ସବୁ ମହୋତ୍ସବ ବନ୍ଦ ରଖିବାକୁ ଉତ୍ତର ପ୍ରଦେଶ ସରକାର ନିଷ୍ପତ୍ତି ନେଇଛନ୍ତି। ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ପୋଲିସ-ପ୍ରଶାସନ ସହ ଏକ ବୈଠକ କରି ଆବଶ୍ୟକ ସତର୍କତା ଅବଲମ୍ବନ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି। ସେପ୍ଟେମ୍ବର ୩୦...
ବ୍ୟାଙ୍କ ଆଗରେ ଜୋତା-ଚପଲ-ଛତା ଲାଇନ୍: ଟୋକନ ହେଉଛି ବ୍ଲାକ୍
ଭଣ୍ଡରା, ୨୬।୮: ଫିଲ୍ମ ହଲ୍ରେ ଟିକେଟ୍ ବ୍ଲାକ୍ ହେବା ଦେଖାଯାଇଥାଏ। ତେବେ ବ୍ୟାଙ୍କରେ ସଞ୍ଚୟ ଟଙ୍କା ଉଠାଇବା ଲାଗି ଆସିଥିବା ଲୋକଙ୍କୁ ବ୍ଲାକ୍ରେ ଟୋକନ ବିକ୍ରି ହେଉଥିବା ଶୁଣିଲେ ଆଶ୍ଚର୍ଯ୍ୟ ଲାଗିବା ସ୍ବାଭାବିକ। ତେବେ ଏହା ସତ୍ୟ। ଝାଡ଼ଖଣ୍ଡର ଭଣ୍ଡରାରେ...
ଲକ୍ଡାଉନ୍ରେ ମାଲିକ ଦରମା କାଟିବାରୁ, ଚାକର ନେଲେ ଏମିତି ନିଷ୍ପତ୍ତି
ନୂଆଦିଲ୍ଲୀ,୨୬।୮:ଦିଲ୍ଲୀର ନଜଫ୍ଗଡରେ ଏକ ଅଭାବନୀୟ ଘଟଣା ଘଟିଛି। ଲକ୍ଡାଉନ୍ରେ ମାଲିକ ଦରମା କାଟିବାରୁ ଏକ ଚରମ ନିଷ୍ପତ୍ତି ନେଇଛନ୍ତି ଚାକର। ସେ ମାଲିକଙ୍କ ହତ୍ୟା କରି ତାଙ୍କ ମୃତଦେହକୁ କୂଅରେ ପକାଇଦେଇଛନ୍ତି। କରୋନା ଯୋଗୁ ଡାଏରୀ ଫାର୍ମରେ ସେତେଟା ଲାଭ...
ମୁସଲମାନ୍ ଯୁବକ କଲେ ହିନ୍ଦୁ ବୃଦ୍ଧଙ୍କ ଅନ୍ତିମ ସଂସ୍କାର: ମୃତଦେହ ଛୁଇଁଲେନି ପରିବାର ଲୋକେ
ହାଇଦ୍ରାବାଦ୍, ୨୬।୮: ଦେଶରେ କରୋନା ସଂକ୍ରମଣ ଜାରି ରହିଛି। ଲୋକଙ୍କ ମଧ୍ୟରେ ସଚେତନତା ଅଭାବରୁ କେତେକ ଅଞ୍ଚଳରେ ଅଭାବନୀୟ ଘଟଣାମାନ ଘଟୁଛି। ସମ୍ପ୍ରତି ତେଲଙ୍ଗାନାରେ ଏଭଳି ଏକ ଘଟଣା ଘଟିଛି। ସ୍ଥାନୀୟ ଜାଗତିୟାଲ ଅଞ୍ଚଳରେ ଜଣେ ୬୫ ବର୍ଷ ବୟସ୍କ...
ରାହୁଲ ପର୍ଦ୍ଦାପଛର ନାୟକ: ସୋନିଆ ନାମକୁ ମାତ୍ର ଅଧ୍ୟକ୍ଷା
ନୂଆଦିଲ୍ଲୀ, ୨୬।୮: କଂଗ୍ରେସର ନେତୃତ୍ୱ ସଙ୍କଟ ନେଇ ଦଳୀୟ ଅସନ୍ତୋଷ ଏବେ ପଦାରେ ପଡ଼ିଛି। ଦଳରେ ସୋନିଆ ଗାନ୍ଧୀ ଅଧ୍ୟକ୍ଷା ବୋଲାଉଥିଲେ ମଧ୍ୟ ପ୍ରକୃତ ନିୟନ୍ତ୍ରଣ ରାହୁଲ ଗାନ୍ଧୀଙ୍କ ହାତରେ ଥିବା ଅଭିଯୋଗ ହୋଇଛି। ଏନେଇ ଦିଗ୍ ବିଜୟ ସିଂ...
ବିବାହ କରିବାକୁ ଯାଉଥିଲେ କନ୍ୟା, ଘଟିଲା ଏମିତି
ରୋହତକ,୨୬।୮: ହରିୟାଣାର ରୋହତକ ଜଣେ ବିବାହ କରିବାକୁ ଯାଉଥିବା ଜଣେ କନ୍ୟାଙ୍କୁ କିଛି ବ୍ୟକ୍ତି ବନ୍ଧୁକ ଦେଖାଇ ଅପହରଣ କରିନେଇଛନ୍ତି। ଏନେଇ ସ୍ଥାନୀୟ ଅଞ୍ଚଳରେ ଏକ ଭୟ ସୃଷ୍ଟି ହୋଇଛି। ଯୁବତୀଙ୍କ ଭାବିସ୍ବାମୀ ଏନେଇ ଥାନାରେ ଏତଲା ଦେଇଥିଲେ। ଅପହରଣର...
ସ୍ବାମୀଙ୍କୁ ମାରିବା ପାଇଁ ସ୍ତ୍ରୀ ରଚିଲେ ଏମିତି ଷଡଯନ୍ତ୍ର, ଜାଣିଲେ ହେବେ ଆଶ୍ଚର୍ଯ୍ୟ
ଜୟପୁର,୨୬।୯: କୁହାଯାଏ ସ୍ତ୍ରୀ-ସ୍ବାମୀ ସମ୍ପର୍କ ଦୁନିଆର ସବୁଠୁ ପବିତ୍ର ହୋଇଥାଏ। କିନ୍ତୁ ସ୍ତ୍ରୀ ଯଦି ସ୍ବାମୀର ହତ୍ୟାକାରୀ ସାଜେ ତେବେ ଏହା ସବୁଠୁ ଆଶ୍ଚର୍ଯ୍ୟଜନକ କଥା ହେବ। ଏମିତି ଏକ ଘଟଣା ରାଜସ୍ଥାନର ଭରତପୁରରେ ଘଟିଛି। ଏଠାରେ ଜଣେ ମହିଳା...
ସ୍ବାମୀଙ୍କ ସମ୍ପତ୍ତି ଉପରେ ପ୍ରଥମ ସ୍ତ୍ରୀଙ୍କର ରହିବ ଅଧିକାର…
ମୁମ୍ବାଇ, ୨୬।୮: ସ୍ବାମୀଙ୍କ ସମ୍ପତ୍ତି ଉପରେ ପ୍ରଥମ ସ୍ତ୍ରୀଙ୍କର ହିଁ ଅଧିକାର ରହିବ। ଏନେଇ ସେ ଆଇନଗତ ଆଶ୍ରୟ ନେଇ ପାରିବେ ବୋଲି ବମ୍ବେ ହାଇକୋର୍ଟ ଏକ ଗୁରୁତ୍ୱପୂର୍ଣ୍ଣ ରାୟ ଦେଇଛନ୍ତି। ଯଦି କୌଣସି ବ୍ୟକ୍ତିଙ୍କ ଏକାଧିକ ସ୍ତ୍ରୀ ଅଛନ୍ତି।...
ହାରୁଛି କରୋନା: ୧୨ ଦିନରେ କୋଟିଏ ଲୋକଙ୍କ ନମୁନା ପରୀକ୍ଷା
ନୂଆଦିଲ୍ଲୀ, ୨୬।୮: ଦେଶରେ କରୋନା ମହାମାରୀ ସଂକ୍ରମଣ ଧିମା ପଡ଼ିଛି। ଗତ ୧୨ ଦିନରେ କୋଟିଏ ଲୋକଙ୍କ ନମୁନା ପରୀକ୍ଷା କରାଯାଇଛି। ଏନେଇ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରଣାଳୟ ପକ୍ଷରୁ ସୂଚନା ଦିଆଯାଇଛି। ୧୩ ଅଗଷ୍ଟ ମଧ୍ୟରେ ଦେଶରେ...
ଥରିଲା ପଶ୍ଚିମବଙ୍ଗ
କୋଲକାତା, ୨୬।୮: ପଶ୍ଚିମବଙ୍ଗରେ ବୁଧବାର ସକାଳ ୭ଟା ୫୪ରେ ଭୂକମ୍ପ ଅନୁଭୁତ ହୋଇଛି। ରିକ୍ଟର ସ୍କେଲରେ ଏହାର ତୀବ୍ରତା ୪.୧ ଥିବା ଜାତୀୟ ଭୂବିଜ୍ଞାନ ଗବେଷଣା ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି। ରାଜ୍ୟର ଦୁର୍ଗାପୁର ଅଞ୍ଚଳରେ ଭୂକମ୍ପ ଅନୁଭୁତ ହୋଇଛି।...
Archives


