ଜାତୀୟ

ଭାଜପାରେ ଶୁଭେନ୍ଦୁଙ୍କ ଭାଇ

କୋଲକାତା, ୨।୧: ନିକଟରେ ଭାଜପାରେ ଯୋଗଦେଇଥିବା ପଶ୍ଚିମବଙ୍ଗର ପୂର୍ବତନ ପରିବହନ ମନ୍ତ୍ରୀ ଶୁଭେନ୍ଦୁ ଅଧିକାରୀଙ୍କ ଭାଇ ତଥା ଟିଏମ୍‌ସି ନେତା ସୌମେନ୍ଦୁଙ୍କ ସମେତ ୧୪ ଜଣ କାଉନ୍‌ସିଲର ଏବଂ ଅନେକ ଦଳୀୟ କର୍ମୀ ନୂଆବର୍ଷରେ ପଦ୍ମ ଧରିଛନ୍ତି। ସୌମେନ୍ଦୁ ତୃଣମୂଳ କଂଗ୍ରେସ…

ପ୍ରଦୂଷଣ ଯୋଗୁ ୨.୬ ଲକ୍ଷ କୋଟି କ୍ଷତି

ମୁମ୍ବାଇ, ୨।୧: ପ୍ରଦୂଷଣ କବଳରେ ପୂରା ବିଶ୍ୱ। ଦିନକୁ ଦିନ ଏହାର ମାତ୍ରାଧିକ ବୃଦ୍ଧି ଜୀବନ ଧାରଣର ମାନ କମାଇଛି। ବିଭିନ୍ନ ଦେଶ ପକ୍ଷରୁ ନିଆଯାଉଥିବା ପଦକ୍ଷେପ ଯଥେଷ୍ଟ ହେଉ ନ ଥିବାରୁ ଏହାର ସାମ୍‌ନା କରିବା ଏବେ ବଡ଼ ଆହ୍ବାନ।…

ପୁଅ, ମନ୍ତ୍ରୀଙ୍କଠାରୁ ଗରିବ ନୀତୀଶ

ପାଟନା, ୨।୧: ବିହାର ମୁଖ୍ୟମନ୍ତ୍ରୀ ନୀତୀଶ କୁମାର ତାଙ୍କ ପୁଅ ନିଶାନ୍ତ ଏପରିକି କ୍ୟାବିନେଟ ମନ୍ତ୍ରୀଙ୍କଠାରୁ ଗରିବ। ସର୍ବସାଧାରଣଙ୍କ ଅବଗତି ନିମନ୍ତେ ନୀତୀଶ ଓ ତାଙ୍କ ସରକାରର ମନ୍ତ୍ରୀମାନେ ଦେଇଥିବା ବ୍ୟକ୍ତିଗତ ସମ୍ପତ୍ତି ସୂଚନାରୁ ଏହା ଜଣାପଡିଛି। କ୍ୟାବିନେଟ ସେକ୍ରେଟେରିଏଟ୍‌ ୱେବ୍‌ସାଇଟରେ…

ନୂଆବର୍ଷରେ ଜନ୍ମନେଲେ ୬୦ ହଜାର

ନୂଆଦିଲ୍ଲୀ, ୨ା୧: ନୂତନ ବର୍ଷର ପ୍ରଥମ ଦିନରେ ଭାରତରେ ଭୂମିଷ୍ଠ ହୋଇଛନ୍ତି ୬୦ ହଜାର ଶିଶୁ। ନବବର୍ଷ ପହିଲାରେ ବିଶ୍ୱରେ ୩ ଲକ୍ଷ ୭୧ ହଜାର ଶିଶୁ ଜନ୍ମ ନେବେ ବୋଲି ୟୁନିସେଫ୍‌ ପକ୍ଷରୁ ଆକଳନ କରାଯାଇଥିବାବେଳେ ଏହି ସଂଖ୍ୟାରେ ଭାରତ…

ଆଲୋଚନା ବିଫଳ ହେଲେ ଆନ୍ଦୋଳନ ଜୋରଦାର

ନୂଆଦିଲ୍ଲୀ,୧।୧: ରାଜଧାନୀର ସିଙ୍ଗୁ ସୀମା ବିକ୍ଷୋଭ ସ୍ଥଳରେ ଚାଷୀ ସଂଗଠନ ପକ୍ଷରୁ ଶୁକ୍ରବାର ଏକ ଖବରଦାତା ସମ୍ମିଳନୀ ଅନୁଷ୍ଠିତ ହୋଇଥିଲା। ଏଥିରେ ୪ ତାରିଖରେ କେନ୍ଦ୍ର ସରକାରଙ୍କ ସହ ହେବାକୁ ଥିବା ପରବର୍ତ୍ତୀ ବୈଠକ ପୂର୍ବରୁ ଚେତାବନୀ ଦେଇଛନ୍ତି କୃଷକ ନେତା।…

୮ରୁ ବ୍ରିଟେନକୁ ବିମାନ

ନୂଆଦିଲ୍ଲୀ,୧।୧: ଜାନୁଆରୀ ୮ରୁ ଭାରତରୁ ବ୍ରିଟେନକୁ ବିମାନସେବା ଆଂଶିକ ଆରମ୍ଭ ହେବ ବୋଲି ବେସାମରିକ ବିମାନ ଚଳାଚଳ ମନ୍ତ୍ରୀ ହାର୍ଦ୍ଦିକ ସିଂ ପୁରୀ ଶୁକ୍ରବାର କହିଛନ୍ତି। ପ୍ରାରମ୍ଭରେ ଜାନୁୟାରୀ ୨୩ ପର୍ଯ୍ୟନ୍ତ କେବଳ ଦିଲ୍ଲୀ, ମୁମ୍ବାଇ, ବେଙ୍ଗାଲୁରୁ ଏବଂ ହାଇଦ୍ରାବାଦକୁ ଦୁଇ…

୨ ବର୍ଷ ପରେ ମିଳିଲା ଚୋରି ହୋଇଥିବା କାର୍‌, ବ୍ୟବହାର କରୁଥିଲେ ପୋଲିସ ଅଫିସର

ଲକ୍ଷ୍ନୌ,୧।୧- ଦୁଇ ବର୍ଷ ତଳେ ଚୋରି ହୋଇଥିବା କାର୍‌ ମାଲିକଙ୍କୁ ହଠାତ୍‌ ଏକ ଅଟୋ ସର୍ଭିସିଂ ସେଣ୍ଟରରୁ କଲ୍‌ ଆସିଥିଲା। ଫିଡ୍‌ବ୍ୟାକ୍‌ ପାଇଁ କରାଯାଇଥିବା ଫୋନକଲରେ ସର୍ଭିସିଂ ପରେ କାରକୁ ବିଥୁର ପୋଲିସ ଷ୍ଟେଶନର ଅଫିସର କୌଶଳେନ୍ଦ୍ର ପ୍ରତାପ ସିଂଙ୍କ ନିକଟକୁ…

ନୂଆ ବର୍ଷରେ ମିଳିଲା ଖୁସି ଖବର: ଅକ୍ସଫୋର୍ଡ ଭ୍ୟାକ୍‌ସିନକୁ ଜରୁରୀକାଳିନ ମଞ୍ଜୁରୀ

ନୂଆଦିଲ୍ଲୀ,୧।୧- ନୂଆ ବର୍ଷରେ ଦେଶବାସୀଙ୍କୁ ମିଳିଛି ଖୁସି ଖବର। ଅକ୍ସଫୋର୍ଡ-ଆଷ୍ଟ୍ରାଜେନିକା ଦ୍ବାରା ପ୍ରସ୍ତୁତ ଭ୍ୟାକ୍‌ସିନ କୋଭିସିଲ୍ଡକୁ ମିଳିଛି ଜରୁରୀକାଳୀନ ବ୍ୟବହାର ଅନୁମତି। ସରକାରଙ୍କ ପକ୍ଷରୁ ନିଯୁକ୍ତ ବିଶେଷଜ୍ଞଙ୍କ ପ୍ୟାନେଲ ଶୁକ୍ରବାର ଏହି ଭ୍ୟାକ୍‌ସିନକୁ ଜରୁରୀକାଳିନ ଅନୁମତି ଦେଇଥିବାବେଳେ ଡ୍ରଗ୍ସ କଣ୍ଟ୍ରୋଲର ଜେନେରାଲ…

କରୋନା ନୂଆ ଷ୍ଟ୍ରେନ୍‌ରେ ଆଉ ୪ ସଂକ୍ରମିତ ହେବା ପରେ ସଂଖ୍ୟା ଛୁଇଁଲା ୨୯: ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ

ନୂଆଦିଲ୍ଲୀ,୧ ।୧: ଦେଶରେ କରୋନାର ନୂଆ ଷ୍ଟ୍ରେନ୍‌ରେ ସଂକ୍ରମିତଙ୍କ ସଂଖ୍ୟା ଦ୍ରୁତ ଗତିରେ ବୃଦ୍ଧି ପାଇବାରେ ଲାଗିଛି । କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରଣାଳୟର ସୂଚନା ଅନୁଯାୟୀ, ଶୁକ୍ରବାର କରୋନାର ନୂଆ ଷ୍ଟ୍ରେନରେ ଆଉ ୪ ଜଣ ସଂକ୍ରମିତଙ୍କୁ ଚିହ୍ନଟ କରାଯାଇଛି ।…

୧୫୦୦୦ ଫୁଟ ଉଚ୍ଚରେ ୨୦ ଡିଗ୍ରୀ ତାପମାତ୍ରାରେ ଦେଶର ସୀମା ଜଗିଛନ୍ତି ସୈନିକ

ଇଟାନଗର,୧।୧ : ଅରୁଣାଚଳର ତାଓ୍ବାଙ୍ଗ ସୀମାରେ ଦେଶର ସାହସୀ ସୈନିକମାନେ ୨୦ ଡିଗ୍ରୀ ତାପମାତ୍ରାରେ ୧୫୦୦୦ ଫୁଟ ତାପମାତ୍ରାରେ ଠିଆ ହୋଇଛନ୍ତି। ଚାଇନା ସୈନିକମାନେ ଯେପରି ପ୍ରବେଶ ନ କରନ୍ତି ସେଥିପାଇଁ ଦେଶର ସୁରକ୍ଷା କ୍ଷେତ୍ରରେ ଆଇଟିବିପି କର୍ମଚାରୀ ନିୟୋଜିତ ହୋଇଛନ୍ତି।…

ଜାନୁୟାରୀ ପ୍ରଥମ ସପ୍ତାହରେ ହୋଇପାରେ ଶିବରାଜଙ୍କ କ୍ୟାବିନେଟର ସମ୍ପ୍ରସାରଣ

ଭୋପାଳ,୧ ।୧: ମଧ୍ୟପ୍ରଦେଶର ଶିବରାଜ ସିଂ ଚୌହାନ ସରକାରଙ୍କର ଖୁବ୍ ଶୀଘ୍ର ସମ୍ପ୍ରସାରଣ ହୋଇପାରେ । ଜାନୁୟାରୀ ୩ରେ ରାଜଭବନ ପରିସରରେ କେତେଜଣ ମନ୍ତ୍ରୀ ପଦ ଓ ଗୋପନୀୟତାର ଶପଥ ଗ୍ରହଣ କରିପାରନ୍ତି । କୁହାଯାଉଛି କି ରାଜ୍ୟ ସଭା ଏମ୍‌ପି…

କୃଷକଙ୍କ ଆନ୍ଦୋଳନ ସ୍ଥଳରେ ହେଲା ନଗର କୀର୍ତ୍ତନ

ନୂଆଦିଲ୍ଲୀ,୧ ।୧: କେନ୍ଦ୍ର ସରକାରଙ୍କ ନୂଆ କୃଷି ଆଇନକୁ ବିରୋଧ କରି ପାଖାପାଖି ୩୭ ଦିନ ହେବ ସିନ୍ଧୁ ସୀମା ସମେତ ଦିଲ୍ଲୀର ଆଉ କିଛି ସ୍ଥାନରେ ଆନ୍ଦୋଳନରେ ବସିଛନ୍ତି ବିଭିନ୍ନ ରାଜ୍ୟର କୃଷକ । ସରକାରଙ୍କ ସହ ପ୍ରାୟ ୭…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri