ଦେବୀ ସୀତାଙ୍କ ଉପରେ ଅପମାନଜନକ ଟିପ୍ପଣି ଦେଇ ଅଡୁଆରେ ଟିଏମ୍ସି ଏମ୍ପି
କୋଲକାତା,୧୧ ।୧: ପଶ୍ଚିମବଙ୍ଗରେ ଦେବୀ ସୀତାଙ୍କୁ ନେଇ ତ୍ରୁଣମୂଳ କଂଗ୍ରେସର ଏମ୍ପି କଲ୍ୟାଣ ବାନାର୍ଜୀ ଏକ ଅପମାନ ଜନକ ଟିପ୍ପଣି ଦେଇଛନ୍ତି । ଏହାପରେ ଏବେ ସେଠାରେ ରାଜନୀତି ହୋଇଛି ସରଗରମ । ଏହାକୁ ନେଇ ଭାରତୀୟ ଜନତା ପାର୍ଟି(ଭାଜପା) କଲ୍ୟାଣ…
ସମର୍ଥକଙ୍କୁ ରଜନୀକାନ୍ତଙ୍କ ଅନୁରୋଧ
ଚେନ୍ନାଇ,୧୧ ।୧: ସାଉଥ୍ ସୁପରଷ୍ଟାର ରଜନୀକାନ୍ତ କିଛିଦିନ ତଳେ ରାଜନୀତିରୁ ଦୂରେଇ ଯିବା କଥା କହିଥିଲେ । ଏହାପରେ କିନ୍ତୁ ତାଙ୍କ ପ୍ରଶଂସକ ତଥା ସମର୍ଥକଙ୍କ ମନ ମାନି ନ ଥିଲା । ଗୋଟିଏ ଦିନ ପୂର୍ବରୁ ତାଙ୍କ ସମର୍ଥକମାନେ ଅନୁରୋଧ…
ଇତିହାସ ରଚିଲେ ୪ ମହିଳା ପାଇଲଟ
ବେଙ୍ଗାଲୁରୁ,୧୧।୧: ଏୟାର ଇଣ୍ଡିଆର ୪ ମହିଳା ପାଇଲଟ ଇତିହାସ ରଚିଛନ୍ତି। ସେମାନେ ସାନ୍ ଫ୍ରାନ୍ସିସ୍ସ୍କୋରୁ ବେଙ୍ଗାଲୁରୁ ପର୍ଯ୍ୟନ୍ତ ପ୍ରାୟ ୧୬ ହଜାର କିଲୋମିଟର ବିମାନ ଉଡ଼ାଣ କରିଛନ୍ତି। ଉତ୍ତର ମେରୁ ଦେଇ ସେମାନେ ଏହି ଉଡ଼ାଣ କରିଛନ୍ତି। ସୋମବାର ଭୋର୍ ୩ଟା…
ଚାଇନା ସେନାଙ୍କୁ ଫେରାଇ ଦେଲା ଭାରତ
ନୂଆଦିଲ୍ଲୀ,୧୧ ।୧: ଭାରତୀୟ ସେନା ପୂର୍ବ ଲଦ୍ଦାଖରେ ଶୁକ୍ରବାର ଧରାପଡିଥିବା ‘ପିପଲ୍ସ ଲିବରେଶନ ଆର୍ମି’(ପିଏଲ୍ଏ) ସେନାଙ୍କୁ ସୋମବାର ଚାଇନାକୁ ଫେରାଇ ଦେଇଛି । ସେନା ଅଧିକାରୀଙ୍କ ପକ୍ଷରୁ ଏହି ସୂଚନା ଦିଆଯାଇଛି । ଚାଇନା ସେନା ୮ ଜାନୁୟାରୀରେ ପ୍ରକୃତ ନିୟନ୍ତ୍ରଣ…
ଦେଶପ୍ରେମର କାହାଣୀ ଶୁଣିବେ ଲୋକେ
ଗ୍ବାଲିଅର,୧୧।୧: ହିନ୍ଦୁ ମହାସଭାରେ ମହାତ୍ମା ଗାନ୍ଧୀଙ୍କୁ ହତ୍ୟା କରିଥିବା ନାଥୁରାମ ଗଡସେଙ୍କ ଉପରେ ଏକ ଅଧ୍ୟୟନ କେନ୍ଦ୍ର ଖୋଲିଛି। ହିନ୍ଦୁ ମହାସଭା ସୂଚନା ଅନୁସାରେ ଏହା ଏକ ଅଧ୍ୟୟନ କେନ୍ଦ୍ର ବା ଜ୍ଞାନ କେନ୍ଦ୍ର ଅଟେ। ଏହା ଗ୍ବାଲିଅରରେ ଖୋଲାଯାଇଛି। ଏହି…
ମଦ୍ୟପାନ ଅଭ୍ୟାସ: ମହିଳାଙ୍କ ମଧ୍ୟରେ ୨ ଗୁଣା ବଢ଼ିଛି, ପୁରୁଷଙ୍କ କ୍ଷେତ୍ରରେ ଅଧା କମିଛି
ଅହମଦାବାଦ,୧୧।୧: ଗୁଜରାଟରେ ଗତ ୫ ବର୍ଷ ମଧ୍ୟରେ ମହିଳାଙ୍କ ମଧ୍ୟରେ ମଦ୍ୟପାନ ଅଭ୍ୟାସ ଦୁଇଗୁଣା ବଢ଼ିଥିବାବେଳେ ପୁରୁଷଙ୍କ କ୍ଷେତ୍ରରେ ଏହା ଅଧା କମିଛି। ଜାତୀୟ ପରିବାର ସ୍ବାସ୍ଥ୍ୟ ସର୍ଭେ ରିପୋର୍ଟରେ ଏ ସମ୍ପର୍କରେ ଉଲ୍ଲେଖ କରାଯାଇଛି। ୨୦୨୦ରେ ରାଜ୍ୟର ୩୩,୩୪୩ ମହିଳା…
ଜମ୍ମୁ-କଶ୍ମୀରରେ କମିଛି ଆତଙ୍କବାଦୀ କାର୍ଯ୍ୟକଳାପ
ନୂଆଦିଲ୍ଲୀ,୧୧।୧: ଜମ୍ମୁ-କଶ୍ମୀରରେ ୨୦୨୦ରେ ଆତଙ୍କବାଦୀ କାର୍ଯ୍ୟକଳାପ କମିଛି। ଏନେଇ ସ୍ବରାଷ୍ଟ୍ର ମନ୍ତ୍ରଣାଳୟ ପକ୍ଷରୁ ଏକ ରିପୋର୍ଟ ପ୍ରକାଶ ପାଇଛି। ରାଜ୍ୟରେ ଆତଙ୍କବାଦୀ କାର୍ଯ୍ୟ ୬୩.୯୩ ପ୍ରତିଶତ କମିଥିବା ରିପୋର୍ଟରେ ଉଲ୍ଲେଖ କରାଯାଇଛି। ୨୦୨୦ ନଭେମ୍ବର ୧୫ ସୁଦ୍ଧା ଘଟିଥିବା ଘଟଣା ଆଧାରରେ…
ଆଜି ସବୁ ରାଜ୍ୟର ମୁଖ୍ୟମନ୍ତ୍ରୀଙ୍କ ସହ କଥା ହେବେ ମୋଦି
ନୂଆଦିଲ୍ଲୀ,୧୧।୧: ସବୁ ରାଜ୍ୟର ମୁଖ୍ୟମନ୍ତ୍ରୀଙ୍କ ସହ ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆଲୋଚନା କରିବେ। ଆସନ୍ତା ୧୬ ତାରିଖରେ ହେବାକୁ ଥିବା ଟିକାକରଣକୁ ନେଇ ଭିଡିଓ କନଫରେନ୍ସିଂ ଜରିଆରେ ଏହି ଭର୍ଚୁଆଲ ବୈଠକ ଅନୁଷ୍ଠିତ ହେବ। ଅପରାହ୍ନ ୪ଟାରେ ଏହି ଆଲୋଚନା…
ଅର୍ଜୁନ ରାମପାଲଙ୍କ ଭଉଣୀ କୋମଲଙ୍କୁ ଏନ୍ସିବିର ସମନ
ମୁମ୍ବାଇ,୧୧ ।୧: ବଲିଉଡ୍ ଅଭିନେତା ଅର୍ଜୁନ ରାମପାଲଙ୍କ ଭଉଣୀ କୋମଲ ରାମପାଲଙ୍କୁ ନାରକୋଟିକ୍ସ କଣ୍ଟ୍ରୋଲ ବ୍ୟୁରୋ(ଏନ୍ସିବି) ସମନ ଜାରି କରିଛି । ବଲିଉଡ୍ ଡ୍ରଗ୍ସ ମାମଲାରେ ତାଙ୍କୁ ପଚରା ଉଚରା ପାଇଁ ଏହି ସମନ ଜାରି କରାଯାଇଛି । ଏହା ପୂର୍ବରୁ…
ଦିଲ୍ଲୀରେ କମିଲା ଚିକେନ ଦାମ୍
ନୂଆଦିଲ୍ଲୀ,୧୧।୧: ରାଜଧାନୀ ଦିଲ୍ଲୀରେ କରୋନା ମହାମାରୀ ସଂକ୍ରମଣ ଥମି ନ ଥିବାବେଳେ ଏବେ ବାର୍ଡ ଫ୍ଲୁ ଆତଙ୍କ ଦେଖାଦେଇଛି। ଏଠାରେ ୧୫ ପାର୍କରେ ୯୧ କାଉ ଏବଂ ୨୭ ବତକଙ୍କର ମୃତ୍ୟୁ ଘଟିଥିଲା। ୮ମୃତ ପକ୍ଷୀଙ୍କ ଠାରେ ବାର୍ଡ ଫ୍ଲୁ ଭୂତାଣୁ…
ମହାରାଷ୍ଟ୍ରରେ ସର୍ବାଧିକ କରୋନା ବର୍ଜ୍ୟ
ନୂଆଦିଲ୍ଲୀ,୧୧।୧: ଦେଶର ଗତ ୭ ମାସ ମଧ୍ୟରେ ୩୨ ହଜାର ୯୯୪ ଟନ୍ କରୋନା ବର୍ଜ୍ୟ ଜମା ହୋଇଛି। ସେଥିମଧ୍ୟରେ ପିପିଇ କିଟ୍, ମାସ୍କ୍, ଜୋତା କଭର, ଗ୍ଲୋଭସ୍, ପରୀକ୍ଷା କରାଯାଇଥିବା ରକ୍ତ ଏବଂ ଶରୀରର ଅନ୍ୟ ବର୍ଜ୍ୟ ପଦାର୍ଥ ରହିଛି।…
ଭାରତକୁ ସହାୟତା ମାଗିଲେ ୧୦ ଦେଶ
ନୂଆଦିଲ୍ଲୀ,୧୧।୧: କରୋନା ମହାମାରୀ ଲଢ଼େଇରେ ପୃଥିବୀରେ ଭାରତ ଆଗୁଆ ରହିଛି। ସାର୍ବଜନୀକ ଭାବେ ଦେଶରେ କୋଭିଶିଲ୍ଡ୍ ଏବଂ କୋଭାକ୍ସିନ୍ କରୋନା ଟିକା ଦେବାଲାଗି ପ୍ରସ୍ତୁତି ଚୂଡ଼ାନ୍ତ ପର୍ଯ୍ୟାୟରେ ପହଞ୍ଚିଛି। ଏପରିସ୍ଥଳେ ଭାରତକୁ ୧୦ ଟି ଦେଶ ସହାୟତା ମାଗିଛନ୍ତି। ବ୍ରାଜିଲ୍, ମରକ୍କୋ,…
Archives


