ଆସନ୍ତା ୧୦ବର୍ଷରେ ନାମଲେଖା ୨ଗୁଣ ହେବ
ନୂଆଦିଲ୍ଲୀ,୬।୯(ପି.ଟି.): ୨୦୨୦ ଜାତୀୟ ଶିକ୍ଷା ନୀତି ଏକବିଂଶ ଶତାବ୍ଦୀରେ ଏକ ବୈପ୍ଳବିକ ସଂସ୍କାର ଆଣିପାରିଛି। ଏହି ଶିକ୍ଷା ନୀତି ଦ୍ୱାରା ଆସନ୍ତା ୧୦ବର୍ଷ ମଧ୍ୟରେ ନାମଲେଖା ଅନୁପାତ ୨ଗୁଣ ହେବାର ଆଶା କରାଯାଉଛି ବୋଲି ଶନିବାର କେନ୍ଦ୍ର ସୂଚନା ଓ...
୪୭ଜଣଙ୍କୁ ଜାତୀୟ ଶିକ୍ଷକ ପୁରସ୍କାର
ନୂଆଦିଲ୍ଲୀ,୬।୯(ପି.ଟି.): ଶିକ୍ଷା କ୍ଷେତ୍ରରେ ସଂସ୍କାର ଆଣିବା ସହ ଗଣିତ ଜ୍ଞାନକୁ ସହଜ ଓ ବୋଧଗମ୍ୟ ଉପାୟରେ ପିଲାମାନଙ୍କୁ ଜ୍ଞାନ ପ୍ରଦାନ କରିଥିବା ଦେଶର ବିଭିନ୍ନ ପ୍ରନ୍ତର ୪୭ଜଣ ଶିକ୍ଷକଙ୍କୁ ରାଷ୍ଟ୍ରପତି ରାମନାଥ କୋବିନ୍ଦ ଶନିବାର ଗୁରୁ ଦିବସ ଅବସରରେ ଜାତୀୟ...
ଗଞ୍ଜାମରୁ ସୁରତ ଯାଉଥିବା ବସ୍ ଦୁର୍ଘଟଣା; ୮ ଶ୍ରମିକ ମୃତ
ରାୟପୁର, ୫।୯: ଛତିଶଗଡ଼ର ରାଜଧାନୀ ରାୟପୁରରେ ଶନିବାର ସକାଳେ ଏକ ମର୍ମନ୍ତୁଦ ଦୁର୍ଘଟଣା ଘଟିଛି। ଗଞ୍ଜାମରୁ ଶ୍ରମିକଙ୍କୁ ନେଇ ଗୁଜରାଟର ସୁରତ ଯାଉଥିବା ଏକ ବସ ରାଇପୁରର ଚେରି ଖେଡି ନିକଟରେ ଗୋଟିଏ ଟ୍ରକ୍ ସହିତ ମୁହାଁମୁହିଁ ଧକ୍କା ହେବା...
ଗୁରୁ ଦିବସରେ ଥାଳି ବଜାଅ ଅଭିଯାନ: ସୋସିଆଲ୍ ମିଡ଼ିଆରେ ଭାଇରାଲ
ନୂଆଦିଲ୍ଲୀ, ୫।୯: ଗୁରୁ ଦିବସରେ ଚାକିରି ପାଇଁ ପ୍ରବେଶିକା ପରୀକ୍ଷା ଦେଉଥିବା ଆଶାୟୀ ପ୍ରାର୍ଥୀମାନେ ଥାଳି ବଜାଅ ଅଭିଯାନ ପାଇଁ ଆହ୍ବାନ ଦେଇଛନ୍ତି। ଆର୍ଆର୍ବି ପରୀକ୍ଷା ପାଇଁ ତାରିଖ ଘୋଷଣା ହେଉ ନ ଥିବାରୁ ଆଶାୟୀ ପ୍ରାର୍ଥୀମାନେ ଏଭଳି କରିଛନ୍ତି।...
କରୋନା ବାହାନାରେ ସରକାରୀ କାର୍ଯ୍ୟାଳୟରେ କର୍ମଚାରୀଙ୍କ ସଂଖ୍ୟା କମାଉଛନ୍ତି ସରକାର: ରାହୁଲ
ନୂଆଦିଲ୍ଲୀ, ୫।୯: କେନ୍ଦ୍ର ସରକାରଙ୍କ ଉପରେ ପୁଣିଥରେ ବର୍ଷିଛନ୍ତି ରାହୁଲ ଗାନ୍ଧୀ। ଶନିବାର ରାହୁଲ ଟୁଇଟ୍ କରି କହିଛନ୍ତି ଯେ, କରୋନା ବାହାନାରେ କେନ୍ଦ୍ର ସରକାରଙ୍କ ପକ୍ଷରୁ ସରକାରୀ କାର୍ଯ୍ୟାଳୟରେ କର୍ମଚାରୀଙ୍କ ସଂଖ୍ୟା କମାଇବା ଲାଗି ଯୋଜନା ପ୍ରସ୍ତୁତ କରାଯାଇଛି।...
ରାଗିଲେ ଅମୃତା ଫଡନବିଶ
ମୁମ୍ବାଇ,୫।୯: ବଲିଉଡ୍ ଅଭିନେତା ସୁଶାନ୍ତ ସିଂ ରାଜପୁତଙ୍କ ମୃତ୍ୟୁ ମାମଲାକୁ ନେଇ ବଲିଉଡ୍ ଅଭିନେତ୍ରୀ କଙ୍ଗନା ରାନାଓ୍ବତ ବିଭିନ୍ନ ସମୟରେ ଆସୁଛନ୍ତି ଚର୍ଚ୍ଚାକୁ। ଏହି ମାମଲାକୁ ନେଇ କଙ୍ଗନା କେତେବେଳେ ବଲିଉଡ୍ର ବଡ ବଡ ଅଭିନେତା, ନିର୍ଦ୍ଦେଶକ, ପ୍ରଯୋଜକ, ମହାରାଷ୍ଟ୍ର...
ଚୋର ମୁହଁ ଟାଣ: ସୀମା ଉତ୍ତେଜନା ପାଇଁ ଭାରତକୁ ଦାୟୀ କଲା ଚାଇନା
ମସ୍କୋ/ନୂଆଦିଲ୍ଲୀ, ୫।୯: କଥାରେ ଅଛି ଚୋର ମୁହଁ ଟାଣ। ଏହା ଚାଇନା ପାଇଁ ଏବେ ପ୍ରଯୁଜ୍ୟ ହୋଇଛି। ରୁଷ୍ରେ ଭାରତୀୟ ପ୍ରତିରକ୍ଷାମନ୍ତ୍ରୀ ରାଜନାଥ ସିଂଙ୍କ ସହିତ ଚାଇନା ପ୍ରତିପକ୍ଷ ଓ୍ବେଇ ଫେଙ୍ଗହିଙ୍କର ଅଢ଼େଇ ଘଣ୍ଟା ଆଲୋଚନା ହୋଇଛି। ସୀମା ବିବାଦ...
ଚାରିଦିନ ପାଇଁ ଏନ୍ସିବି ହେପାଜତକୁ ଗଲେ ରିଆଙ୍କ ଭାଇ
ମୁମ୍ବାଇ,୫।୯: ବଲିଉଡ୍ ଅଭିନେତା ସୁଶାନ୍ତ ସିଂ ରାଜପୁତଙ୍କ ମୃତ୍ୟୁ ମାମଲା ବେଳକୁ ବେଳ ଭିନ୍ନ ମୋଡ ନେଉଛି। ଏହାକୁ ନେଇ ପ୍ରତିଦିନ ନୂଆ ନୂଆ ତଥ୍ୟ ସାମ୍ନାକୁ ଆସୁଛି। ନିକଟରେ ସୁଶାନ୍ତଙ୍କ ମୃତ୍ୟୁ ମାମଲାର ମୁଖ୍ୟଅଭିଯୁକ୍ତ କୁହାଯାଉଥିବା ଅଭିନେତ୍ରୀ ରିଆ...
କରୋନା ମହାମାରୀ ପରେ ୭ ସୂତ୍ରୀ ଯୋଜନା ଉପରେ କେନ୍ଦ୍ର ସରକାରଙ୍କ ଗୁରୁତ୍ୱ
ନୂଆଦିଲ୍ଲୀ, ୫।୯: ଦେଶରେ କରୋନା ମହାମାରୀ ସଙ୍କଟ ଜାରି ରହିଛି। ସଂକ୍ରମଣରୁ ଦୂରେଇ ରହିବା ପାଇଁ ଜାରି ହୋଇଥିବା ଲକ୍ଡାଉନ୍ ଯୋଗୁ ଦେଶର ଆର୍ଥିକ ସ୍ଥିତି ବିଗିଡ଼ି ଯାଇଛି। ଏପରିସ୍ଥଳେ ଅର୍ଥନୀତିକୁ ସ୍ବାଭାବିକ ଅବସ୍ଥାକୁ ଆଣିବା ପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର...
ସତ ହେଲା ଭବିଷ୍ୟବାଣୀ, ଭାରତକୁ ମିଳିଲା ନାହିଁ ଲକ୍ଡାଉନର ଲାଭ: ଚିଦାମ୍ବରମ
ନୂଆଦିଲ୍ଲୀ,୫।୯: କଂଗ୍ରେସର ବରିଷ୍ଠ ନେତା ପି ଚିଦାମ୍ବରମ କରୋନା ଭାଇରସ ସଂକ୍ରମଣକୁ ନେଇ ସରକାରଙ୍କୁ ଟାର୍ଗେଟ କରିଛନ୍ତି। ସେ କହିଛନ୍ତି କରୋନା ଭାଇରସ ସଂକ୍ରମଣ ସମୟରେ ଭାରତ ଏକମାତ୍ର ଦେଶ ଯିଏ ଲକ୍ଡାଉନ ରଣନୀତିର ଲାଭ ଉଠାଇ ପାରିଲା ନାହିଁ।...
ଗର୍ଭବତୀ ସ୍ତ୍ରୀଙ୍କୁ ସ୍କୁଟିରେ ବସାଇ ୧୨୦୦ କିମି ପରୀକ୍ଷା କେନ୍ଦ୍ରକୁ ନେଲେ ସ୍ବାମୀ
ରାଞ୍ଚି,୫ା୯: କରୋନା ମହାମାରୀ ଯୋଗୁ ସମଗ୍ର ଦେଶରେ ଗାଡ଼ିମୋଟର ଚଳାଚଳ ବର୍ତ୍ତମାନ ସୁଦ୍ଧା ସ୍ବାଭାବିକ ହୋଇନାହିଁ। ଯେତିକି ଗାଡ଼ି ଚାଲୁଛି ସେଥିରେ ଲୋକେ ମଧ୍ୟ ଯିବାକୁ ଭୟ କରୁଛନ୍ତି। ଏପରି ସ୍ଥିତିରେ ଝାଡ଼ଖଣ୍ଡର ଜଣେ ଯୁବକ ତାଙ୍କ ଗର୍ଭବତୀ ସ୍ତ୍ରୀଙ୍କୁ...
ଶିକ୍ଷାଦାନରେ ଲିଙ୍ଗଗତ ତାରତମ୍ୟ: ପ୍ରାଇମେରୀରେ ମହିଳା ଆଗୁଆ-କଲେଜରେ ପଛୁଆ
ନୂଆଦିଲ୍ଲୀ, ୫।୯: ଦେଶରେ ଶିକ୍ଷାଦାନ କ୍ଷେତ୍ରରେ ଲିଙ୍ଗଗତ ତାରତମ୍ୟ ପରିଲକ୍ଷିତ ହେଉଛି। ପ୍ରାଇମେରୀ ଶିକ୍ଷାଦାନ କ୍ଷେତ୍ରରେ ୧୦୦ ଜଣ ପୁରୁଷଙ୍କ ତୁଳନାରେ ମହିଳାଙ୍କ ସଂଖ୍ୟା ୧୮୩ ରହିଛି। ପ୍ରାଇମେରୀରେ ମହିଳା ଆଗୁଆ ଥିବାବେଳେ ପରବର୍ତ୍ତୀ ଉଚ୍ଚଶିକ୍ଷା କ୍ଷେତ୍ରରେ ମହିଳାଙ୍କ ସଂଖ୍ୟା...
Archives


