ଜାତୀୟ

ଅଦୃଶ୍ୟ ଯୁଦ୍ଧରେ ୧୭୭ ଆଗଧାଡିର ଯୋଦ୍ଧାଙ୍କ ଜୀବନ ନେଲାଣି କରୋନା

ମୁମ୍ବାଇ,୮।୯: ମହାରାଷ୍ଟ୍ରରେ କରୋନା ସଂକ୍ରମଣ ବେଳକୁ ବେଳ ସାଂଘାତିକ ସ୍ଥିତିରେ ପହଞ୍ଚିଥିବା ବେଳେ ଏଥିରୁ ବାଦ୍‌ ପଡି ନାହାନ୍ତି ଆଗ ଧାଡିର କରୋନା ଯୋଦ୍ଧା କୁହାଯାଉଥିବା ପୋଲିସ କର୍ମୀ। ମହାରାଷ୍ଟ୍ରରେ କରୋନା ସଂକମ୍ରଣରେ ଏପର୍ଯ୍ୟନ୍ତ ୧୭୭ ଜଣ ପୋଲିସଙ୍କ ଜୀବନ...

ସରକାରୀ କମ୍ପାନୀକୁ ବିକିବା ଯୋଜନା କରୁଛନ୍ତି ମୋଦି

ନୂଆଦିଲ୍ଲୀ, ୮।୯: ଦେଶର ଅର୍ଥନୈତିକ ସ୍ଥିତିକୁ ନେଇ ବିରୋଧୀ ଦଳ ପକ୍ଷରୁ ଲଗାତାର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସରକାରଙ୍କୁ ଘେରିବା ଉଦ୍ୟମ ଜାରି ରହିଛି। ଏନେଇ କଂଗ୍ରେସ ପକ୍ଷରୁ ରାହୁଲ ଗାନ୍ଧୀ ମୋଦିଙ୍କୁ ଟାର୍ଗେଟ୍‌ କରି ନୂଆ ଟୁଇଟ୍‌ କରିଛନ୍ତି।...

୪୫ ବର୍ଷ ପରେ ଏଲ୍‌ଏସିରେ ସମାନ ସ୍ଥିତି: ୮ ଦିନରେ ୨ ଥର ଗୁଳି ଚାଳନା

ଲେହ, ୮।୯: ଦେଶରେ କରୋନା ମହାମାରୀ ସଂକ୍ରମଣ ଜାରି ରହିଥିବାବେଳେ ଏବେ ବିପଦ ଉପରେ ବିପଦ ଆସିବାରେ ଲାଗିଛି। ଏଲ୍‌ଏସିରେ ଭାରତ ଚାଇନା ମଧ୍ୟରେ ଉତ୍ତେଜନା ବଢ଼ିବାରେ ଲାଗିଛି। ୪୫ ବର୍ଷ ପରେ ପୁଣି ଥରେ ଏଠାରେ ସମାନ ସ୍ଥିତି...

ଅନ୍‌ଲାଇନ୍‌ ଗେମ୍‌ରେ ଝିଅଠାରୁ ବାରମ୍ବାର ହାରି ଯାଉଥିବାରୁ ପୁଅ ନେଲେ ଏମିତି ପଦକ୍ଷେପ

ଇନ୍ଦୋର,୮।୯: ମଧ୍ୟପ୍ରଦେଶର ଇନ୍ଦୋରରେ ଏକ ଅଭାବନୀୟ ଘଟଣା ଘଟିଛି। ଅନ୍‌ଲାଇନ ଗେମରେ ହାରିଯିବାରୁ ଜଣେ ୧୧ ବର୍ଷର ବାଳକ ୧୦ ବର୍ଷର ବାଳିକାକୁ ହତ୍ୟା କରିଦେଇଛନ୍ତି। ଏନେଇ ବାଳିକାଙ୍କ ମାତାପିତା ଅଭିଯୋଗ କରିଛନ୍ତି। ଏହି ଘଟଣା ଇନ୍ଦୋରର ଲାସୁଡିଆ ଅଞ୍ଚଳର।...

ଏଲ୍‌ଏସିରେ ପରିସ୍ଥିତି ଅତ୍ୟନ୍ତ ଜଟିଳ: ବୈଦେଶିକ ମନ୍ତ୍ରୀ

ନୂଆଦିଲ୍ଲୀ,୮।୯: ଭାରତ-ଚାଇନା ସୀମାରେ ପୁଣି ଥରେ ଉତ୍ତେଜନା ଦେଖାଦେଇଛି। ସୋମବାର ବିଳମ୍ବିତ ରାତିରେ ଲାଇନ ଅଫ ଆକ୍ଚୁଆଲ କଣ୍ଟ୍ରୋଲ (ଏଲଏସି)ରେ ଭାରତ-ଚାଇନା ସେନା ମଧ୍ୟରେ ଗୁଳି ବିନିମୟ ଘଟିଥିବା ସୂଚନା ମିଳିଛି। ଜୁନ ୧୫ରେ ଗଲଓ୍ବାନ ଘାଟିରେ ହୋଇଥିବା ହିଂସାତ୍ମକ...

୭ ଦିନରେ ୭ ହଜାରରୁ ଅଧିକ କରୋନା ଆକ୍ରାନ୍ତଙ୍କ ମୃତ୍ୟୁ

ନୂଆଦିଲ୍ଲୀ, ୮।୯: ଦେଶରେ କରୋନା ମହାମାରୀ ସଂକ୍ରମଣ ଥମିବାର ନାଁ ଧରୁନି। ଗତ ୭ ଦିନରେ ଦେଶରେ ୭ ହଜାରରୁ ଅଧିକ କରୋନା ଆକ୍ରାନ୍ତଙ୍କ ମୃତ୍ୟୁ ଘଟିଛି। ଏହି ସମୟ ମଧ୍ୟରେ ପ୍ରତି ଦିନ ମୃତ୍ୟୁ ସଂଖ୍ୟା ହଜାରେରୁ ଅଧିକ...

ଚୋର ହେବ ତ ଏମିତି, ୪୫ ହଜାର ଟଙ୍କିଆ ଫୋନ୍‌ ବ୍ୟବହାର କରିପାରିଲେନି ବୋଲି…

କୋଲକାତା,୮।୯: ପଶ୍ଚିମବଙ୍ଗରୁ ଏକ ରୋଚକ ଚୋରି ଘଟଣା ସାମ୍ନାକୁ ଆସିଛି। ଜଣେ ଚୋର ୪୫ ହଜାର ଟଙ୍କା ମୂଲ୍ୟର ମୋବାଇଲ ଚୋରି କରିଥିଲେ। ଏହି ଫୋନକୁ ସେ ଚଲାଇ ନ ପାରିବାରୁ ଶେଷରେ ମାଲିକଙ୍କୁ ଫେରାଇ ଦେଇଛନ୍ତି। ପଶ୍ଚିମବଙ୍ଗର ବଦ୍ଧମାନ...

ଆତ୍ମନିର୍ଭର ଭାରତ ଆଡ଼କୁ ଏକ ପାଦ

ନୂଆଦିଲ୍ଲୀ,୮।୯(ପି.ଟି.): ଜାତୀୟ ଶିକ୍ଷା ନୀତି(ଏନ୍‌ଇପି)-୨୦୨୦ ଆତ୍ମନିର୍ଭର ଭାରତ ନିର୍ମାଣ କରିବା ଦିଗରେ କାର୍ଯ୍ୟ କରୁଛି। ଏହା ଆତ୍ମନିର୍ଭର ଭାରତର ଲକ୍ଷ୍ୟ ପୂରଣ କରିବାରେ ବେଶ୍‌ ସହାୟକ ହୋଇପାରିବ ବୋଲି ଶିକ୍ଷା ନୀତି ଉପରେ ସୋମବାର ଆୟୋଜିତ ରାଜ୍ୟପାଳ ସମ୍ମିଳନୀ ଉଦ୍‌ଘାଟନ...

ସୁଧୁରିବାର ନାଁ ଧରୁନି ଚାଇନା: ପୁଣି ସୀମାରେ କଲା ଗୁଳିମାଡ

ନୂଆଦିଲ୍ଲୀ,୮।୯: ଭାରତ-ଚାଇନା ସୀମାରେ ପୁଣି ଥରେ ଉତ୍ତେଜନା ଦେଖାଦେଇଛି। ସୋମବାର ବିଳମ୍ବିତ ରାତିରେ ଲାଇନ ଅଫ ଆକ୍ଚୁଆଲ କଣ୍ଟ୍ରୋଲ (ଏଲଏସି)ରେ ଭାରତ-ଚାଇନା ସେନା ମଧ୍ୟରେ ଗୁଳି ବିନିମୟ ଘଟିଥିବା ସୂଚନା ମିଳିଛି। ଲାଇନ ଅଫ ଆକ୍ଚୁଆଲ କଣ୍ଟ୍ରୋଲ (ଏଲଏସି)ରେ ଭାରତ-ଚାଇନା...

ପ୍ରେମ ବିବାହ କରିବାରୁ ମିଳିଲା ଏମିତି ଦଣ୍ଡ

ଡେରାଡୁନ୍‌,୮।୯: ଉତ୍ତରାଖଣ୍ଡର ଉଧମ ସିଂ ନଗରରେ ଏକ ଅଭାବନୀୟ ଘଟଣା ଘଟିଛି। ଏଠାରେ ଏକ ନବ ବିବାହିତ ଦମ୍ପତିଙ୍କୁ ଗୁଳି କରି ହତ୍ୟା କରାଯାଇଛି। କିଛି ଦିନ ପୂର୍ବରୁ ପୁଅ ଏବଂ ଝିଅ ଘରୁ ପଳାଇ ପ୍ରେମ ବିବାହ କରିଥିଲେ।...

ପରୀକ୍ଷା ପାଇଁ ସ୍କୁଟିରେ ୧୨୦୦ କିମି ଯାଇଥିବା ଦମ୍ପତ୍ତିଙ୍କୁ ମିଳିଲା ବିମାନ ଟିକେଟ୍‌

ଇନ୍ଦୋର, ୭।୯: ନିକଟରେ ଝାଡ଼ଖଣ୍ଡର ଜଣେ ବ୍ୟକ୍ତି ନିଜ ଗର୍ଭବତୀ ସ୍ତ୍ରୀର ପରୀକ୍ଷା ପାଇଁ ସ୍କୁଟିରେ ୧୨୦୦ କିମି ଯାତ୍ରା କରି ସାରା ଦେଶରେ ଖବରର ଶିରୋନାମାରେ ରହିଥିଲେ। ଏହି ବ୍ୟକ୍ତିଜଣଙ୍କ ହେଲେ ଝାଡ଼ଖଣ୍ଡ ଗୋଡା ଜିଲାର ବାସିନ୍ଦା ଧନଞ୍ଜୟ।...

ଆଗ୍ରା ରାସାୟନିକ କାରଖାନାରେ ଭୟାବହ ଅଗ୍ନିକାଣ୍ଡ

ଆଗ୍ରା,୭।୯-ଉତ୍ତରପ୍ରଦେଶ ଆଗ୍ରାସ୍ଥିତ ସିକନ୍ଦରା ଅଞ୍ଚଳରେ ଥିବା ଏକ ରାସାୟନିକ କାରଖାନାରେ ସୋମବାର ଭୟାବହ ଅଗ୍ନିକାଣ୍ଡ ଘଟିଛି। ଫଳରେ ସ୍ଥାନୀୟ ଅଞ୍ଚଳରେ ଆତଙ୍କ ଖେଳିଯାଇଛି। କେମିକାଲ ଫ୍ୟାକ୍ଟ୍ରିରେ ଭୀଷଣ ନିଆଁ ଲାଗିବା ଯୋଗୁ ଆଖପାଖ ଅଞ୍ଚଳ ଧୂଆଁମୟ ହୋଇଯାଇଛି। ଖବରପାଇ ସ୍ଥାନୀୟ...

Advertisement
Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri