Posted inଜାତୀୟ

ସୁଧୁରିବାର ନାଁ ଧରୁନି ଚାଇନା: ପୁଣି ସୀମାରେ କଲା ଗୁଳିମାଡ

ନୂଆଦିଲ୍ଲୀ,୮।୯: ଭାରତ-ଚାଇନା ସୀମାରେ ପୁଣି ଥରେ ଉତ୍ତେଜନା ଦେଖାଦେଇଛି। ସୋମବାର ବିଳମ୍ବିତ ରାତିରେ ଲାଇନ ଅଫ ଆକ୍ଚୁଆଲ କଣ୍ଟ୍ରୋଲ (ଏଲଏସି)ରେ ଭାରତ-ଚାଇନା ସେନା ମଧ୍ୟରେ ଗୁଳି ବିନିମୟ ଘଟିଥିବା ସୂଚନା ମିଳିଛି। ଲାଇନ ଅଫ ଆକ୍ଚୁଆଲ କଣ୍ଟ୍ରୋଲ (ଏଲଏସି)ରେ ଭାରତ-ଚାଇନା ସେନା ମଧ୍ୟରେ ଗୁଳି ବିନିମୟ ଘଟିଥିବା ସୂଚନା ମିଳିଛି। ବର୍ତ୍ତମାନ ସ୍ଥିତି ନିୟମନ୍ତ୍ରଣାଧିନ ଥିବା ଜଣାପଡିଛି। ଚାଇନା ପ୍ରଥମେ ତା’ ଆଡୁ ଭାରତୀୟ ପୋଷ୍ଟ୍‌ରେ ଗୁଳି ଚାଳନା କରିବା ପରେ ଭାରତୀୟ ସେନା ତାହାର ଜବାବରେ ପାଲଟା ଗୁଳି ଚାଳନା କରିଥିଲା। ଚାଇନା ଏହି ଘଟଣା ପାଇଁ ଭାରତକୁ ଦାୟୀ କରିଛି। ସୂଚନାଯୋଗ୍ୟ, ଆସନ୍ତା ୧୦ ତାରିଖରେ ଦୁଇ ଦେଶର ବୈଦେଶିକମନ୍ତ୍ରୀସ୍ତରୀୟ ବୈଠକ ହେବାକୁ ଯାଉଛି। ଏହାପୂର୍ବରୁ ସୀମାରେ ଉତ୍ତେଜନା ପ୍ରକାଶ ପାଇଛି।


Enter your email to get our daily news in your inbox.

All Right Reserved By Dharitri.Com

EVM ବଟନ ଉପରେ ଲାଗିଛି ଟେପ୍‌: ମମତାଙ୍କ ଭଣଜାଙ୍କ ଆସନରେ ହେରଫେର, ଭାଜପାର ଚାଞ୍ଚଲ୍ୟକର ଅଭିଯୋଗ

କୋଲକାତା,୨୯।୪: ପଶ୍ଚିମବଙ୍ଗରେ ଦ୍ୱିତୀୟ ପର୍ଯ୍ୟାୟ ନିର୍ବାଚନ ପାଇଁ ଭୋଟିଂ ଚାଲିଛି। ଚାଲିଥିବା ଭୋଟିଂ ମଧ୍ୟରେ ପରସ୍ପର ବିରୋଧରେ ନିର୍ବାଚନୀ ଜାଲିଆତିର ଅଭିଯୋଗ ଲଗାଯାଉଛନ୍ତି ଟିଏମ୍‌ସି-ଭାଜପା। ମୁଖ୍ୟମନ୍ତ୍ରୀ ମମତା…

ରାଜପାଲଙ୍କୁ ବଡ଼ ବ୍ରେକ୍‌ ଦେଲେ ସଲମାନ

ବଲିଉଡ ସୁପରଷ୍ଟାର ସଲମାନ ଖାନଙ୍କ ନୂଆ ଫିଲ୍ମର ଶୁଟିଂ ମୁମ୍ବାଇରେ ଆରମ୍ଭ ହୋଇଛି। ବରିଷ୍ଠ ହାସ୍ୟ ଅଭିନେତା ରାଜପାଲ ଯାଦବ ମଧ୍ୟ ଏହି ପ୍ରୋଜେକ୍ଟରେ ଯୋଗ ଦେଇଛନ୍ତି।…

ଆଜି ସନ୍ଧ୍ୟାରେ ଆସିବ ଏକଜିଟ ପୋଲ: କେରଳ, ବଙ୍ଗଳା, ଆସାମ, ତାମିଲନାଡୁ ଏବଂ ପୁଡୁଚେରୀରେ କିଏ କରିବ ସରକାର?

ନୂଆଦିଲ୍ଲୀ,୨୯।୪: ପଶ୍ଚିମବଙ୍ଗ ବିଧାନସଭାର ୧୪୨ ଆସନ ପାଇଁ ବୁଧବାର ଦ୍ୱିତୀୟ ତଥା ଅନ୍ତିମ ପର୍ଯ୍ୟାୟ ମତଦାନ ଚାଲିଛି। ଏହି ପର୍ଯ୍ୟାୟରେ ମୋଟ ୧,୪୪୮ ପ୍ରାର୍ଥୀ ପ୍ରତିଦ୍ୱନ୍ଦ୍ୱିତାରେ ଅବତୀର୍ଣ୍ଣ…

ଉତ୍ତର ପ୍ରଦେଶରୁ ମୋଦିଙ୍କ ବଡ଼ ବୟାନ, ପଶ୍ଚିମବଙ୍ଗ ଭୋଟିଂ ଭିତରେ ଚହଳ!

କୋଲକାତା,୨୯।୪: ଉତ୍ତର ପ୍ରଦେଶର ହରଦୋଇ ଜିଲାରେ ଗଙ୍ଗା ଏକ୍ସପ୍ରେସୱେର ଉଦଘାଟନ କରିବା ସମୟରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ପଶ୍ଚିମବଙ୍ଗରେ ଚାଲିଥିବା ଦ୍ୱିତୀୟ ପର୍ଯ୍ୟାୟ ମତଦାନ ଉପରେ ମତ…

୫ହଜାର ନୁହେଁ ମାସକୁ ୯ହଜାର ଦେବେ ସରକାର, ଛାତ୍ରୀଛାତ୍ର ଏମିତି କରନ୍ତୁ ଆପ୍ଲାଏ…

ନୂଆଦିଲ୍ଲୀ,୨୯।୪: କେନ୍ଦ୍ର ସରକାର ପ୍ରଧାନମନ୍ତ୍ରୀ ଇଣ୍ଟର୍ନସିପ୍ ଯୋଜନା ଆରମ୍ଭ କରିଛନ୍ତି । ଏହି ଯୋଜନା ମାଧ୍ୟମରେ ଯୁବବର୍ଗମାନେ ଶିକ୍ଷା ଏବଂ କାର୍ଯ୍ୟ ଅଭିଜ୍ଞତା ଉଭୟ ପାଇପାରିବେ ଯାହା…

ଜିତୁ ମୁଣ୍ଡାଙ୍କୁ ମିଳୁ ନ୍ୟାୟ: ବିଚାର ବିଭାଗୀୟ ତଦନ୍ତ ଦାବି କଲା ବିଜେଡିି

ପାଟଣା,୨୯।୪(ବୀର କିଶୋର ଦାଶ): କେନ୍ଦୁଝର ଜିଲା ପାଟଣା ବ୍ଲକ ଏରେଣ୍ଡେଇ ପଞ୍ଚାୟତ ଡିଆନାଳି ଗ୍ରାମ ଚତୁରୀ ସାହିର ଜିତୁ ମୁଣ୍ଡା ଗତ ସୋମବାର ମୃତ ଭଉଣୀ କାଲାରା…

କଙ୍କାଳ ନେଇ ବ୍ୟାଙ୍କ ଆଗରେ ରଖିବା ଘଟଣା: ରିପୋର୍ଟ ମାଗିଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର, ୨୯।୪(ସୁନିତ୍‌ ମିଶ୍ର):କେନ୍ଦୁଝର ପାଟଣା ବ୍ୟାଙ୍କକୁ ଜଣେ ଭାଇ ତାଙ୍କ ଭଉଣୀଙ୍କ ଶବ ନେବା ଘଟଣାକୁ ନେଇ ସବୁଆଡ଼େ ଚର୍ଚ୍ଚା ହୋଇଛି। ଏହି ଘଟଣାରେ ମୁଖ୍ୟମନ୍ତ୍ରୀ ମୋହନ…

ଦିଦିଙ୍କୁ ଘାରିଲାଣି ‘ଭାଜପା’ ଭୟ: ବୁଲି ବୁଲି ଜଗୁଛନ୍ତି ବୁଥ୍‌, ଆଣିଲେ ସାଂଘାତିକ ଅଭିଯୋଗ

କୋଲକାତା,୨୯।୪: ପଶ୍ଚିମବଙ୍ଗରେ ଦ୍ୱିତୀୟ ତଥା ଅନ୍ତିମ ପର୍ଯ୍ୟାୟ ପାଇଁ ବୁଧବାର ଭୋଟିଂ ଚାଲିଛି। ୨୯୪ ବିଧାନସଭା ଆସନ ମଧ୍ୟରୁ ୧୪୨ଟିରେ ସକାଳ ୭ଟାରେ ମତଦାନ ଆରମ୍ଭ ହୋଇଛି।…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri