Posted inଜାତୀୟ

ପ୍ରବାସୀଙ୍କୁ ହାତ ଯୋଡ଼ିଲେ କେଜରିଓ୍ବାଲ

ନୂଆଦିଲ୍ଲୀ,୧୯।୪ : ଦିଲ୍ଲୀରେ ୬ ଦିନିଆ ଲକ୍‌ଡାଉନ ଘୋଷଣା ହେବା ପରେ ହଜାର ହଜାର ସଂଖ୍ୟାରେ ପ୍ରବାସୀ ଶ୍ରମିକମାନେ ଘରକୁ ଫେରିବା ପାଇଁ ଆନନ୍ଦ ବିହାର ଆଇଏସ୍‌ବିଟିଠାରେ ଏକତ୍ରିତ ହୋଇଛନ୍ତି। ସେମାନଙ୍କୁ ଦିଲ୍ଲୀ ନ ଛାଡ଼ିବା ପାଇଁ ହାତ ଯୋଡ଼ି ଅନୁରୋଧ କରିଛନ୍ତି ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜରିଓ୍ବାଲ। ପ୍ରବାସୀଙ୍କୁ ଆଶ୍ୱାସନା ଦେବା ପାଇଁ ‘ମେ ହୁଁ ନା’ (ତୁମମାନଙ୍କ ପାଇଁ ମୁଁ ଅଛି) କହିଛନ୍ତି ମୁଖ୍ୟମନ୍ତ୍ରୀ।

ପୋଲିସ ଅଧିକାରୀଙ୍କ ଅନୁଯାୟୀ, ରେଲଓ୍ବେ ଷ୍ଟେଶନ, ଆଇଏସ୍‌ବିଟି ସମେତ ଆନନ୍ଦ ବିହାରରେ ୫ ହଜାରରୁ ଅଧିକ ପ୍ରବାସୀ ଏକତ୍ରିତ ହୋଇଛନ୍ତି। ସଂଖ୍ୟା ଧିରେ ଧିରେ ବଢ଼ୁଛି। ସେମାନଙ୍କ ପାଇଁ ଟ୍ରାନ୍ସପୋର୍ଟ କିମ୍ବା ଅସ୍ଥାୟୀ ରହିବା ବ୍ୟବସ୍ଥା କରିବାକୁ ସ୍ଥାନୀୟ ପ୍ରଶାସନ ସହ ଆଲୋଚନା କରୁଛି ପୋଲିସ।

ମୁଁ ଆଶ୍ୱାସନା ଦେଉଛି। ତୁମମାନଙ୍କ ସମ୍ପୂର୍ଣ୍ଣ ଯତ୍ନ ସରକାର ନେବ। ମୁଁ ଅଛି, ମୋ ଉପରେ ଭରସା ରଖନ୍ତୁ। ମୁଁ ସେମାନଙ୍କୁ ହାତଯୋଡ଼ି କହିବାକୁ ଚାହୁଁଛି, ଏହା ୬ ଦିନିଆ ଛୋଟିଆ ଲକ୍‌ଡାଉନ। ଦୟାକରି ଦିଲ୍ଲୀ ଛାଡ଼ି ଯାଅ ନାହିଁ। ଯିବା ଆସିବାରେ ତୁମର ବହୁ ମୂଲ୍ୟବାନ ସମୟ ଓ ଟଙ୍କା ଖର୍ଚ୍ଚ ହେବ। ଦିଲ୍ଲୀରେ ରୁହ ବୋଲି କେଜରିଓ୍ବାଲ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଶେଷ ମୁହାଁ ତୃତୀୟ ଲହର…

ନୂଆଦିଲ୍ଲୀ, ୧୦।୩ : ଦେଶରେ କରୋନା ମହାମାରୀ ସଂକ୍ରମଣ କମିବାରେ ଲାଗିଛି। ଗତ ୨୪ ଘଣ୍ଟାରେ ଦୈନିକ ସଂକ୍ରମଣ ସହିତ ମୃତ୍ୟୁ ସଂଖ୍ୟାରେ ବ୍ରେକ୍‌ ଲାଗିଛି।...

ଏମିତି ଶିବଲିଙ୍ଗ ଯାହାର ଚାରିପଟେ ଥରେ ବୁଲିଆସିବାକୁ ଲାଗେ ୧୫ ଦିନ…

ଏପରି ଏକ ଶିବମନ୍ଦିର ଯାହା ମନ୍ଦିର ପାଇଁ ନୁହେଁ ବରଂ ଶିବଲିଙ୍ଗ ଲାଗି ପ୍ରସିଦ୍ଧ ଲାଭ କରିଛି। ଲୋକମାନଙ୍କୁ ଏହି ଶିବଲିଙ୍ଗ ଚାରିପଟେ ପରିକ୍ରମା କରିବାକୁ...

ଉଦ୍ଧବ ସରକାରଙ୍କ ୪୦୦ ସରକାରୀ ନିର୍ଦ୍ଦେଶର ହେବ ସମୀକ୍ଷା, କହିଲେ ଫଡ଼ନଭିସ…

ମୁମ୍ବାଇ, ୨୬।୭ : ମହାରାଷ୍ଟ୍ର ଉପମୁଖ୍ୟମନ୍ତ୍ରୀ ଦେବେନ୍ଦ୍ର ଫଡନାଭିସ ମଙ୍ଗଳବାର କହିଛନ୍ତି ଯେ କାର୍ଯ୍ୟକାଳର ଶେଷ ଦିନରେ ଉଦ୍ଧବ ଠାକରେଙ୍କ ନେତୃତ୍ୱାଧୀନ ସରକାର ୪୦୦ଟି ସରକାରୀ...

ଏପ୍ରିଲ ୨୧ରେ ତାତିରୁ ମିଳିପାରେ ଆଶ୍ୱସ୍ତି

ନୂଆଦିଲ୍ଲୀ,୧୮।୪: ଦିଲ୍ଲୀରେ ଏପ୍ରିଲ ୨୧ରେ ହାଲୁକା ବର୍ଷା ସହ ବଜ୍ରପାତ ହେବାର ସମ୍ଭାବନା ରହିଛି। ଏନେଇ ଭାରତ ପାଣିପାଗ ବିଭାଗ (ଆଇଏମଡି) ପକ୍ଷରୁ ସୂଚନା ଦିଆଯାଇଛି।...

ଉତ୍ତେଜନା ସୃଷ୍ଟିକାରୀ ଭାଷଣ ପାଇଁ ଓଓ୍ବାଇସି-ସ୍ବାମୀ ନରସିଂହାନନ୍ଦଙ୍କ ବିରୋଧରେ ମାମଲା ରୁଜୁ…

ନୂଆଦିଲ୍ଲୀ, ୯।୬ : ସୋସିଆଲ ମିଡ଼ିଆରେ ଘୃଣା ସୃଷ୍ଟି କରିବା ଏବଂ ଉତ୍ତେଜନା ସୃଷ୍ଟିକାରୀ ଭାଷଣ ଦେବା ଅଭିଯୋଗରେ ଅସଦୁଦ୍ଦିନ ଓଓ୍ବାଇସି ଏବଂ ସ୍ବାମୀ ନରସିଂହାନନ୍ଦଙ୍କ...

୧୩ ଇସ୍ତଫା ପତ୍ର ମଧ୍ୟରୁ ୮ଟିକୁ ପ୍ରତ୍ୟାଖ୍ୟାନ କଲେ ବାଚସ୍ପତି

ବେଙ୍ଗାଲୁରୁ,୯।୭: କର୍ନାଟକ ସରକାର ଏବେ ସଙ୍କଟରେ ଥିବା ବେଳେ ବିଧାୟକମାନଙ୍କ ଇସ୍ତଫା ଦେବା କାର୍ଯ୍ୟକ୍ରମ ଯେମିତି ଏକ ପ୍ରକାର ଜାରି ରହିଛି। ଏବେ ୧୩ କଂଗ୍ରେସ...

ଭର୍ଚୁଆଲ କୋର୍ଟ ମ୍ୟାରେଜ୍‌କୁ ହାଇକୋର୍ଟଙ୍କ ଅନୁମତି…

କୋଚି, ୨୩।୧୨: ଦେଶରେ କରୋନା ମହାମାରୀର ନୂଆ ଭାରିଆଣ୍ଟର ଆତଙ୍କକୁ ଦୃଷ୍ଟିରେ ରଖି କେରଳ ହାଇକୋର୍ଟ ଏକ ଭର୍ଚୁଆଲ କୋର୍ଟ ମ୍ୟାରେଜ୍‌କୁ ଅନୁମତି ପ୍ରଦାନ କରିଛନ୍ତି।...

ଭାଜପା ସରକାର ରାବଣ, ରାହୁଲ ରାମ, କଂଗ୍ରେସ ପକ୍ଷରୁ ପ୍ରଦର୍ଶନ …

ନୂଆଦିଲ୍ଲୀ, ୧୩।୬ : ମନି ଲଣ୍ଡରିଂ ମାମଲାରେ ରାହୁଲ ଗାନ୍ଧୀ ସୋମବାର ଏନଫୋର୍ସମେଣ୍ଟ ଡାଇରେକ୍ଟୋରେଟ (ଇଡି) ରେ ହାଜର ହେବାକୁ ଯିବାର କାର୍ଯ୍ୟକ୍ରମ କରିଛନ୍ତି। ଏହାପୂର୍ବରୁ...

Advertisement
Archives

Model This Week