Posted inଜାତୀୟ

ମେ ୧ରୁ ୧୮ ବର୍ଷରୁ ଊର୍ଦ୍ଧ୍ୱଙ୍କୁ ଟିକା

ନୂଆଦିଲ୍ଲୀ୧୯।୪: କେନ୍ଦ୍ର ସରକାର ମେ ୧ରୁ ୧୮ ବର୍ଷରୁ ଊର୍ଦ୍ଧ୍ୱଙ୍କୁ ଟିକା ଦେବା ନେଇ ଘୋଷଣା କରିଛନ୍ତି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଫାର୍ମା କମ୍ପାନୀଙ୍କ ସହ ବୈଠକ ପରେ ସୋମବାର ଏହି ନିଷ୍ପତ୍ତି ନେଇଛନ୍ତି। ଟିକାକରଣ ନେଇ ୩ଟି ରଣନୀତି ପ୍ରସ୍ତୁତ କରିଛନ୍ତି ସରକାର। ପ୍ରଥମ ପର୍ଯ୍ୟାୟରେ ଟିକା ଉତ୍ପାଦନକାରୀ କମ୍ପାନୀ ପ୍ରତି ମାସରେ ଯେତିକି ଟିକା ଉତ୍ପାଦନ କରିବେ ଏହାର ୫୦ ପ୍ରତିଶତ ସେଣ୍ଟ୍ରାଲ ଡ୍ରଗ ଲାବୋରେଟୋରୀକୁ ପ୍ରଦାନ କରାଯିବ। ବାକି ଟିକା ରାଜ୍ୟ ସରକାର ଏବଂ ଖୋଲା ବଜାରରକୁ ଯୋଗାଇ ପାରିବେ କମ୍ପାନୀ।


Enter your email to get our daily news in your inbox.

All Right Reserved By Dharitri.Com

ଭାରତୀୟ ପ୍ରତିରକ୍ଷା ବ୍ୟବସ୍ଥାକୁ ତାରିଫ୍‌ କଲେ ନରାଓ୍ବଣେ: ହେବନି ଇରାନ ଭଳି ଭୁଲ

ନୂଆଦିଲ୍ଲୀ,୧୨।୧: ଭାରତୀୟ ସେନାଧ୍ୟକ୍ଷ ଜେନେରାଲ ମନୋଜ ମୁକୁନ୍ଦ ନରାଓ୍ବଣେ ରବିବାର ଭାରତୀୟ ପ୍ରତିରକ୍ଷା ବ୍ୟବସ୍ଥାକୁ ତାରିଫ୍‌ କରିଛନ୍ତି। ନରାଓ୍ବଣେ କହିଛନ୍ତି ଇରାନ ଭୁଲରେ ୟୁକ୍ରେନ ଯାତ୍ରୀବାହୀ...

ବିବାହ କଲେ ପ୍ରଥମ ଟ୍ରାନ୍ସଜେଣ୍ଡର ଖବରଦାତା

ଥିରୁଭାନନ୍ଥପୁରମ,୨୬।୧: କେରଳର ପ୍ରଥମ ଟ୍ରାନ୍ସଜେଣ୍ଡର ଖବରଦାତା ହେଇଦି ସାଦିୟା ବିବାହ କରିଛନ୍ତି। ଏର୍ନାକୁଲମରେ ଅଥର୍ବ ମୋହନଙ୍କୁ ସେ ରବିବାର ବିବାହ କରିଥିବା ଜଣାପଡିଛି। ସ୍ପେଶାଲ ମ୍ୟାରେଜ୍‌...

କମଲନାଥଙ୍କୁ ଦଳବଦଳ ଭୟ

ଭୋପାଳ,୨୯ା୫: ଲୋକ ସଭା ନିର୍ବାଚନରେ କଂଗ୍ରେସର ପରାଜୟ କେବଳ କେନ୍ଦ୍ରୀୟ ନେତୃତ୍ୱ ପ୍ରତି ଚ୍ୟାଲେଞ୍ଜ ସୃଷ୍ଟି କରିନାହିଁ, ବରଂ ଏହାର ପ୍ରଭାବ ରାଜ୍ୟ ସ୍ତରରେ ମଧ୍ୟ...

ମନ୍ଦିର ଦୁର୍ଘଟଣାରେ ମୃତକଙ୍କ ପରିବାରଙ୍କୁ ସହାୟତା ରାଶି ଘୋଷଣା କଲେ ପ୍ରଧାନମନ୍ତ୍ରୀ

ଚେନ୍ନାଇ,୨୭।୪: ତାମିଲନାଡୁରେ ବୁଧବାର ସକାଳେ ଏକ ବଡ଼ ଅଘଟଣ ଘଟିଛି। ତଞ୍ଜାଭୁର ଜିଲାର କାଲିମେଡୁ ନିକଟସ୍ଥ ଅପ୍ପର ମନ୍ଦିରରେ ୯୪ତମ ଗୁରୁପୂଜା ଉତ୍ସବ କାର୍ଯ୍ୟକ୍ରମ ଅନୁଷ୍ଠିତ...

ବିତିଲାଣି ଅଢ଼େଇ ବର୍ଷ, ଲୋକ ସଭାରେ ଏବେ ବି ଖାଲି ଉପବାଚସ୍ପତି ପଦବୀ…

ନୂଆଦିଲ୍ଲୀ,୬।୧୦: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସରକାରଙ୍କ ଦ୍ୱିତୀୟ ଇନିଂସ୍‌କୁ ଇତିମଧ୍ୟରେ ଅଢ଼େଇ ବର୍ଷ ପୂରଣ ହେଲାଣି। ତେବେ ବର୍ତ୍ତମାନ ସୁଦ୍ଧା ଲୋକ ସଭାର ଉପବାଚସ୍ପତି ପଦବୀ...

ଅମ୍ବାଲା ଏୟାରବେସ୍‌ରେ ରାଫାଲକୁ ଦିଆଗଲା ଓ୍ବାଟର ସାଲ୍ୟୁଟ

ଅମ୍ବାଲା,୨୯।୭: ବହୁ ପ୍ରତିକ୍ଷୀତ ରାଫାଲ ଯୁଦ୍ଧ ବିମାନ ଶେଷରେ ବୁଧବାର ଭାରତରେ ପହଞ୍ଚିଛି। ରାଫାଲ ଆସିବା ପରେ ଭାରତୀୟ ବାୟୁସେନାର ଶକ୍ତି ଆହୁରି ଦ୍ୱିଗୁଣିତ ହୋଇଯାଇଛି।...

ବିଶ୍ୱର ଶହେ ପ୍ରଭାବଶାଳୀ ବ୍ୟକ୍ତିଙ୍କ ମଧ୍ୟରେ ମୋଦି,ମମତା, ପୁନାୱାଲା

ନୂଆଦିଲ୍ଲୀ,୧୬ ।୯: ଟାଇମ୍ ମାଗାଜିନର ୨୦୨୧ ବର୍ଷ ପାଇଁ ପ୍ରକାଶ ପାଇଥିବା ବିଶ୍ୱର ୧୦୦ ପ୍ରଭାବଶାଳୀ ବ୍ୟକ୍ତିଙ୍କ ମଧ୍ୟରେ ପ୍ରଧାନମନ୍ତ୍ରୀ ନରେନ୍ଦ ମୋଦି, ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ...

ହସ୍ପିଟାଲ ନୁହେଁ ଅକ୍ସିଜେନ ବ୍ୟବସ୍ଥା କରୁଛନ୍ତି ସମ୍ପର୍କୀୟ

ନୂଆଦିଲ୍ଲୀ, ୨୫।୪: ଅସୁସ୍ଥ ବାପାଙ୍କ ଜୀବନ ବଞ୍ଚାଇବା ପାଇଁ ପୁଅ ରଜତ ଆଲଓ୍ବାଲିଆ ଏକ କିଲୋମିଟର ଲମ୍ବା ଧାଡ଼ିରେ ଛିଡ଼ା ହୋଇ ଯୋଗାଡ଼ କରିଛନ୍ତି ୧୦...

Advertisement
Archives

Model This Week