Posted inଜାତୀୟ

ୟୁପିର ୫ ସହରରେ ହାଇକୋର୍ଟଙ୍କ ଲକ୍‌ଡାଉନ ନିର୍ଦ୍ଦେଶ ; ମାନିବାକୁ ମନା କଲେ ରାଜ୍ୟ ସରକାର

ଲକ୍ଷ୍ନୌ,୧୯।୪ : ଦୈନିକ ସଂକ୍ରମଣକୁ ଦୃଷ୍ଟିରେ ରଖି ଉତ୍ତର ପ୍ରଦେଶର ୫ଟି ସହରରେ ସୋମବାର ରାତିରୁ ୨୬ ତାରିଖ ପର୍ଯ୍ୟନ୍ତ ଲକ୍‌ଡାଉନ ଜାରି କରିବାକୁ ନିର୍ଦ୍ଦେଶ ଦେଇଥିଲେ ଆଲାହାବାଦ୍‌ ହାଇକୋର୍ଟ। ରାଜଧାନୀ ଲକ୍ଷ୍ନୌ ସମେତ ପ୍ରୟାଗରାଜ, ବାରଣାସୀ, କାନପୁର ଓ ଗୋରଖପୁର ଏହି ତାଲିକାରେ ରହିଛି। କିନ୍ତୁ ଏହାକୁ ମାନିବାକୁ ମନା କରି ଦେଇଛନ୍ତି ଯୋଗୀ ଆଦିତ୍ୟନାଥଙ୍କ ନେତୃତ୍ୱାଧୀନ ସରକାର।

ଗତ ୨୪ ଘଣ୍ଟାରେ ରାଜ୍ୟରେ ୩୦ ହଜାରରୁ ଅଧିକ ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ରାଜ୍ୟ ସରକାର ମହାମାରୀକୁ ଯେଉଁଭଳି ନିୟନ୍ତ୍ରଣ କରୁଛନ୍ତି, ତାହାକୁ ନାପସନ୍ଦ କରିଛନ୍ତି ହାଇକୋର୍ଟ। ଏଥି ସହିତ ସମସ୍ତ ପ୍ରକାର ଶିକ୍ଷାନୁଷ୍ଠାନ, ଶପିଂ ମଲ, ସରକାରୀ ଓ ବେସରକାରୀ ଅଫିସ, ଧାର୍ମିକ କାର୍ଯ୍ୟାକଳାପ ଉପରେ ହାଇକୋର୍ଟ ରହିତାଦେଶ ଜାରି କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

‘କୃଷ୍ଣ, ହନୁମାନ ସବୁଠୁ ମହାନ୍‌ କୂଟନୀତିଜ୍ଞ’

ନୂଆଦିଲ୍ଲୀ,୩୦ା୧: ଭଗବାନ୍‌ କୃଷ୍ଣ ଓ ହନୁମାନ ବିଶ୍ୱର ସବୁଠୁ ବଡ଼ କୂଟନୀତିଜ୍ଞ ଥିଲେ। କୂଟନୀତି ଦୃଷ୍ଟିରୁ ମହାଭାରତ ଓ ରାମାୟଣର ଗୁରୁତ୍ୱ ସର୍ବାଧିକ ବୋଲି ବହିର୍ବ୍ୟାପାର...

ଓଡ଼ିଶା ହାଇକୋର୍ଟରେ ୩ ନୂଆ ବିଚାରପତି

ନୂଆଦିଲ୍ଲୀ,୨୧।୯: ବଦଳିବେ ୧୭ ବିଚାରପତି। ବିଭିନ୍ନ ହାଇକୋର୍ଟର ୧୭ଜଣ ବିଚାରପତିଙ୍କ ବଦଳି ପାଇଁ ସୁପ୍ରିମକୋର୍ଟ କଲେଜିୟମ ସୁପାରିସ କରିଛନ୍ତି। ଓଡ଼ିଶା ହାଇକୋର୍ଟର ବିଚାରପତି ଜଷ୍ଟିସ ସଞ୍ଜୟ...

ଫାବ୍‌ଇଣ୍ଡିଆ ଦେଲା ସଫେଇ: ଜଶନ୍‌-ଇ-ରିଓ୍ବାଜ୍‌ ନୁହେଁ, ‘ଝିଲମିଲ୍‌ ସି ଦିୱାଲି’

ନୂଆଦିଲ୍ଲୀ,୧୯।୧୦: ଡ୍ରେସ୍‌ ବ୍ରାଣ୍ଡ ଫାବ୍‌ଇଣ୍ଡିଆ ଦ୍ୱାରା ଏକ ପ୍ରମୋଶନାଲ ପୋଷ୍ଟକୁ ନେଇ ବିବାଦ ସୃଷ୍ଟି ହେବା ପରେ କମ୍ପାନୀ ପକ୍ଷରୁ ମଙ୍ଗଳବାର ସଫେଇ ଦିଆଯାଇଛି। କମ୍ପାନୀ...

ପୂର୍ବତନ ମୁଖ୍ୟମନ୍ତ୍ରୀଙ୍କ ଘର ଆଗରେ ବିଷ ପିଇଲେ କୃଷକ

ମୁକ୍ତସର,୧୮।୯: ନରେନ୍ଦ୍ର ମୋଦି ସରକାର ପକ୍ଷରୁ ଆଗତ କରାଯାଇଥିବା କୃଷି ବିଲ ବିରୋଧରେ ଚାଷୀଙ୍କ ରାଗ ବଢିବାରେ ଲାଗିଛି। ହରିୟାଣା ଏବଂ ପଞ୍ଜାବର କୃଷକମାନେ ରାଜରାସ୍ତାକୁ...

ଡ୍ରଗ୍ସ୍‌ ଚୋରା ଚାଲାଣକୁ ରୋକିବ ସିମ୍ସ୍‌, ୨୬ ଦେଶ ସହିତ ବୁଝାମଣା…

ନୂଆଦିଲ୍ଲୀ,୪।୧୦: ଆଫଗାନିସ୍ତାନରେ ତାଲିବାନ୍‌ର କ୍ଷମତା ଦଖଲ ପରେ ଭାରତ ସରକାରଙ୍କ ପକ୍ଷରୁ ସୀମା ପାର୍‌ ଡ୍ରଗ୍ସ୍‌ ଚୋରା ଚାଲାଣ ପାଇଁ ସତର୍କତା ମୂଳକ ପଦକ୍ଷେପ ଗ୍ରହଣ...

ଆଫ୍ରିଦୀଙ୍କୁ କେନ୍ଦ୍ରମନ୍ତ୍ରୀଙ୍କ ପରାମର୍ଶ: କରୋନାରୁ ବଞ୍ଚିବାକୁ ହେଲେ ମୋଦିଙ୍କ ଆଶ୍ରୟ ନିଅ

ନୂଆଦିଲ୍ଲୀ,୧୩।୬- ପାକିସ୍ତାନର ପୂର୍ବତନ କ୍ରିକେଟର ଶାହିଦ ଆଫ୍ରିଦୀ କରୋନା ଆକ୍ରାନ୍ତ ହୋଇଛନ୍ତି। ଏ ନେଇ ସେ ଟୁଇଟ କରି ସୂଚନା ଦେଇଛନ୍ତି। ସେ ଟୁଇଟରେ ଉଲ୍ଲେଖ...

ଜଳ-ଜୀବନ-ସବୁଜିମା ସଚେତନତା: ତିଆରି ହେଲା ୧୬ ହଜାର ୪ଶହ ୪୩ କିମି ମାନବ ଶୃଙ୍ଖଳ

ପାଟନା,୧୯।୧: ବିହାରରେ ମୁଖ୍ୟମନ୍ତ୍ରୀ ନୀତୀଶ କୁମାର ସରକାରଙ୍କ ପକ୍ଷରୁ ରବିବାର ଏକ ନିଆରା କାର୍ଯ୍ୟକ୍ରମ ସମ୍ପନ୍ନ ହୋଇଛି। ଜଳ-ଜୀବନ-ସବୁଜିମା ସମ୍ପର୍କିତ ସଚେତନତା, ମଦ୍ୟପାନ ତଥା ବାଲ୍ୟ...

‘ବିବାହ ପରେ ଖୁସିଖବର ପାଇଁ ୧୫ ଦିନ ଛୁଟି ଦିଅନ୍ତୁ’

ଲକ୍ଷ୍ନୌ,୧।୮: କାର୍ଯ୍ୟ ଚାପ, ପରିବାରଠାରୁ ଦୂରତା କିମ୍ବା ଅନ୍ୟାନ୍ୟ କାରଣ ପାଇଁ ନିହାତି କାର୍ଯ୍ୟ କ୍ଷେତ୍ରରୁ ଛୁଟି ନେବା ଆବଶ୍ୟକ ପଡିଥାଏ। ଆଜିକାଲି ପୋଲିସ ବିଭାଗରେ...

Advertisement
Archives

Model This Week