ଏବେ ହଟିବନି ଝୁମ୍ପୁଡ଼ି: ସୁପ୍ରିମ୍କୋର୍ଟରେ ଜବାବ ଦେଲେ କେନ୍ଦ୍ର ସରକାର
ନୂଆଦିଲ୍ଲୀ, ୧୪।୯: ରାଜଧାନୀ ଦିଲ୍ଲୀର ରେଳ ଲାଇନ କଡ଼ରେ ଥିବା ୪୮ ହଜାରରୁ ଅଧିକ ଝୁମ୍ପୁଡ଼ି ଘର ହଟାଇବା ନେଇ ସୁପ୍ରିମ୍କୋର୍ଟଙ୍କ ପକ୍ଷରୁ ନିର୍ଦ୍ଦେଶ ଜାରି ହୋଇଥିଲା। ରେଲଓ୍ବେ ସୁରକ୍ଷା ଜୋନ୍ରେ ବେଆଇନ ଦଖଲ କରିଥିବା ଝୁମ୍ପୁଡ଼ିକୁ ହଟାଯିବ ବୋଲି...
ପ୍ରସିଦ୍ଧ ଛଉ ନୃତ୍ୟଶିଳ୍ପୀ ଧନଞ୍ଜୟ ମହାତୋଙ୍କ ପରଲୋକ
କୋଲକାତା,୧୪।୯: ପ୍ରସିଦ୍ଧ ଛଉ ନୃତ୍ୟଶିଳ୍ପୀ ଧନଞ୍ଜୟ ମହାତୋଙ୍କର ହୃଦ୍ଘାତରେ ପରଲୋକ ଘଟିଛି। ମୃତ୍ୟୁ ବେଳକୁ ତାଙ୍କ ୮୫ ବର୍ଷ ହୋଇଥିଲା। ପଶ୍ଚିମବଙ୍ଗର ପୁରୁଲିଆ ଜିଲାର ଏହି ପୁରୁଣା ଲୋକ ନୃତ୍ୟକୁ ସାରା ବିଶ୍ୱରେ ପରଚିତ ହାସଲ କରାଇବାରେ ଧନଞ୍ଜୟଙ୍କ ବଡ...
ସଂସଦରେ ପ୍ରଥମ ଥର ପାଇଁ ଘଟିଲା ୫ ନୂଆ ଘଟଣା !
ନୂଆଦିଲ୍ଲୀ, ୧୪।୯: ସଂସଦର ମୌସୁମୀ ଅଧିବେଶନ ସୋମବାରଠାରୁ ଆରମ୍ଭ ହୋଇଛି। ପ୍ରଥମ ଥର ପାଇଁ ସଂସଦରେ ୫ଟି ନୂଆ ଘଟଣା ଘଟିଛି। ସଂସଦ ଆରମ୍ଭ ହେବା ସମୟରେ ସଦସ୍ୟମାନେ ମୋବାଇଲ୍ ଆପ୍ ଦ୍ୱାରା ଉପସ୍ଥାନ ଦେଇଥିଲେ। ସେହିପରି ଲୋକ ସଭାର...
ଟଙ୍କାଏ ଜରିମାନା ଦେଲେ ପ୍ରଶାନ୍ତ ଭୁଷଣ
ନୂଆଦିଲ୍ଲୀ, ୧୪।୯: ନ୍ୟାୟପାଳିକାର ଅବମାନନା କରିଥିବା ଅଭିଯୋଗରେ ଦୋଷୀ ସାବ୍ୟସ୍ତ ହୋଇଥିବା ବରିଷ୍ଠ ଆଇନଜୀବୀ ପ୍ରଶାନ୍ତ ଭୁଷଣ ସୋମବାର କୋର୍ଟରେ ଟଙ୍କାଏ ଜରିମାନା ଦାଖଲ କରିଛନ୍ତି। ଏକ ଟଙ୍କାର ଟ୍ରାଫ୍ଟ କରି ସେ ଏହାକୁ ସୁପ୍ରିମ୍କୋର୍ଟଙ୍କ ନିର୍ଦ୍ଦେଶ ଅନୁସାରେ ଜମା...
ଲକ୍ଡାଉନ ସମୟରେ କେତେ ପ୍ରବାସୀ ଶ୍ରମିକଙ୍କ ମୃତ୍ୟୁ ହୋଇଛି ଜାଣି ନାହାନ୍ତି ସରକାର
ନୂଆଦିଲ୍ଲୀ,୧୪ ।୯: ପାର୍ଲାମେଣ୍ଟର ମୌସୁମୀ ଅଧିବେଶନ ସୋମବାର ଆରମ୍ଭ ହୋଇଛି । ଏଥିରେ ବିରୋଧି ଲିଖିତ ଭାବେ ପ୍ରଶ୍ନ ପଚାରୁଛନ୍ତି । କରୋନା ସଙ୍କଟ ଓ ଲକ୍ଡାଉନ ସମୟରେ ପ୍ରବାସୀ ଶ୍ରମିକ ବହୁ ଅସୁବିଧାର ସମ୍ମୁଖୀନ ହୋଇଛନ୍ତି । ଏହାକୁ...
ଭାରତ ନିର୍ମାଣ କରିଛି ବିଶ୍ୱର ସର୍ବୋଚ୍ଚ ରାସ୍ତା: ଏଠାରୁ ଚାଇନା ଉପରେ ରଖାଯିବ କଡ଼ା ନଜର
ନୂଆଦିଲ୍ଲୀ,୧୪ା୯: ଭାରତ ଏପରି ଏକ ରାସ୍ତା ନିର୍ମାଣ କରିଛି, ଯାହା ବିର୍ଶ୍ୱର ସବୁଠୁ ଉଚ୍ଚ ରାସ୍ତା। ଏହି ରାସ୍ତାର ବିଶେଷ କଥା ହେଉଛି,ଏଠାରୁ ଚାଇନାର ପ୍ରତ୍ୟେକ କାର୍ଯ୍ୟକଳାପ ବା ଚାଲ୍ ପ୍ରତି କଡ଼ା ନଜର ରଖାଯାଇପାରିବ। ଏତଦ୍ବ୍ୟତୀତ ସୀମାନ୍ତରେ ନିଯୁକ୍ତ...
ଏସ୍ଏସ୍ଏଫ୍: ବିନା ଓ୍ବାରେଣ୍ଟ୍ରେ କରିବ ତଲାସୀ
ଲକ୍ଷ୍ନୌ, ୧୪।୯: ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ରାଜ୍ୟରେ ସୁରକ୍ଷା ବ୍ୟବସ୍ଥାକୁ କଡ଼ାକଡ଼ି କରିବା ଲାଗି ସ୍ପେଶାଲ ସିକ୍ୟୁରିଟି ଫୋର୍ସ(ଏସ୍ଏସ୍ଏଫ୍) ଗଠନ କରିଛନ୍ତି। ବିନା ଓ୍ବାରେଣ୍ଟରେ ଯେକୌଣସି ସ୍ଥାନରେ ତଲାସୀ ନେବା ସହିତ ଅପରାଧୀଙ୍କୁ ଗିରଫ କରିବା ଅଧିକାର ଏସ୍ଏସ୍ଏଫ୍ର...
ସୌଦି ଜେଲର ଗୋଟିଏ ଘରେ ୨୫୦ ଭାରତୀୟ: ଜୀବନ ବଞ୍ଚାଇବା ଲାଗି ମୋଦିଙ୍କୁ କଲେ ଗୁହାରି
ନୂଆଦିଲ୍ଲୀ, ୧୪।୯: ସୌଦିରେ କରୋନା ସଂକ୍ରମଣକୁ ଦୃଷ୍ଟିରେ ରଖି ଲକ୍ଡାଉନ୍ ଜାରି ହୋଇଥିଲା। ଲକ୍ଡାଉନ୍ ଆଇନର ଉଲ୍ଲଂଘନ କରିଥିବା ଅଭିଯୋଗରେ ୨୫୦ ଜଣ ଭାରତୀୟଙ୍କୁ ସ୍ଥାନୀୟ ପୋଲିସ ଗିରଫ କରିଛି। ଗିରଫ ହୋଇଥିବା ଭାରତୀୟଙ୍କୁ ଜେଲ୍ର ଗୋଟିଏ ଘରେ ରଖାଯାଇଛି।...
ଭାରାକ୍ରାନ୍ତ ମନ ନେଇ ମନାଲି ଫେରିଲେ କଙ୍ଗନା
ମୁମ୍ବାଇ,୧୪ ।୯: ବଲିଉଡ୍ର ଚର୍ଚ୍ଚିତ ନାୟିକା କଙ୍ଗନା ରାନାୱତ ସୋମବାର ନିଜ ହୋମ ଟାଉନ ମନାଲି ଫେରିଛନ୍ତି । ସେପ୍ଟେମ୍ବର ୯ରେ ସେ ମୁମ୍ବାଇ ଗସ୍ତ କରିଥିବା ବେଳେ ପାଖାପାଖି ଏକ ସପ୍ତାହ ସେଠାରେ ରହି କିଛି ତିକ୍ତ ଅନୁଭୁତି...
ପାକିସ୍ତାନ-ଚାଇନାରୁ ଭାରତକୁ ଆସୁଛି ଡ୍ରଗ୍ସ୍
ନୂଆଦିଲ୍ଲୀ, ୧୪।୯: ଦେଶରେ ଡ୍ରଗ୍ସ୍ କାରବାର ଯୋଗୁ ଯୁବପିଢ଼ିଙ୍କ ଉପରେ ନକରାତ୍ମକ ପ୍ରଭାବ ପଡୁଛି। ପାକିସ୍ତାନ ଏବଂ ଚାଇନାରୁ ଭାରତକୁ ଚୋରାରେ ଡ୍ରଗ୍ସ୍ ଆସୁଛି। ଏନେଇ ଭାଜପା ଏମ୍ପି ରବି କିଶନ୍ ସୋମବାର ଲୋକ ସଭାରେ ସୂଚନା ଦେଇଛନ୍ତି। ନେପାଳ...
ସ୍ତ୍ରୀଙ୍କ ପେଟକୁ ଗୋଇଠା ମାରିଲେ ସ୍ବାମୀ, ଆଉ ତା’ପରେ
ପାଟନା,୧୪।୯: ବିହାରର ଜମୁଇରେ ଏକ ଅଭାବନୀୟ ଘଟଣା ଘଟିଛି। ଜଣେ ମହିଳାଙ୍କୁ ଶାଶୁଘର ଲୋକେ ପିଟିବାରୁ ତାଙ୍କ ପେଟରେ ବଢୁଥିବା ଶିଶୁଟିର ମୃତ୍ୟୁ ଘଟିଛି। ଜମୁଇର ତାନା ଇକେରିୟା ଗ୍ରାମରେ ଏହି ଘଟଣା ଘଟିଛି। ଏହି ମାମଲାରେ ପୀଡିତା ପ୍ରିୟଙ୍କା...
ଆସନ୍ତା ବର୍ଷ ଆସିବ କରୋନା ଟିକା: ହର୍ଷବର୍ଦ୍ଧନ
ନୂଆଦିଲ୍ଲୀ, ୧୪।୯: ଦେଶରେ କରୋନା ମହାମାରୀ ସଂକ୍ରମଣ ଆତଙ୍କ ସୃଷ୍ଟି କରିଛି। ତେବେ କରୋନା ଟିକା ଆସିବାରେ ବିଳମ୍ବ ହେବ ବୋଲି କେନ୍ଦ୍ରୀୟ ସ୍ବାସ୍ଥ୍ୟ ମନ୍ତ୍ରୀ ଡ. ହର୍ଷ ବର୍ଦ୍ଧନ ସୋମବାର ଲୋକ ସଭାରେ ସୂଚନା ଦେଇଛନ୍ତି। ଟିକାର ପରୀକ୍ଷଣ...
Archives


