ଦେଶବାସୀଙ୍କୁ ମୃତ୍ୟୁମୁଖକୁ ଠେଲି ଦେଇଛନ୍ତି ମୋଦି: ସୋନିଆ…

ନୂଆଦିଲ୍ଲୀ,୧୦।୫: ଦେଶରେ କରୋନା ମହାମାରୀ ସଂକ୍ରମଣ ଯୋଗୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସରକାରଙ୍କୁ ବିରୋଧୀ ଘେରିବାରେ ଲାଗିଛନ୍ତିି। ପୂର୍ବରୁ ଜାରି ହୋଇଥିତ୍ବା ସତର୍କ ସୂଚନାକୁ ଅଣଦେଖା କରି ମୋଦି ଜାଣିଶୁଣି ଦେଶବାସୀଙ୍କୁ ମୃତ୍ୟୁମୁଖକୁୂ ଠେଲି ଦେଇଥିବା କଂଗ୍ରେସ ଅଧ୍ୟକ୍ଷା ସୋନିଆ ଗାନ୍ଧୀ ସୋମବାର ପ୍ରକାଶ କରିଛନ୍ତି। ସମ୍ପ୍ରତି ପ୍ରକାଶ ପାଇଥିବା ନିର୍ବାଚନ ଫଳାଫଳ ନେଇ କଂଗ୍ରେସ ପକ୍ଷରୁ ଅନୁଷ୍ଠିତ ହୋଇଥିବା ବୈଠକରେ ସୋନିଆ ଏଭଳି କହିଛନ୍ତି। କରୋନା ଲଢ଼େଇ ସମୟରେ ମୋଦି ସରକାର ନିଜର ନିଜର ଦାୟିତ୍ୱବୋଧ ଭୁଲି ଯାଇଛନ୍ତି। ସେ ଟିକାକରଣ କାର୍ଯ୍ୟ ରାଜ୍ୟ ସରକାରଙ୍କ ଉପରେ ଲଦି ଦେଇଛନ୍ତି। ଦେଶର ସମସ୍ତ ଲୋକଙ୍କୁ କେନ୍ଦ୍ରସରକାର ମାଗଣାରେ ଟିକାଦାନ କରିବା ଉପରେ ସେ ଗୁରୁତ୍ୱାରୋପ କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ୟୁପିଏ ହାତ ଧରିବ କି ଶିବସେନା ? କଳ୍ପନା ଜଳ୍ପନା ଜାରି…

ମୁମ୍ବାଇ,୯।୧୨: ପଶ୍ଚିମବଙ୍ଗର ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ୟୁପିଏକୁ ଦୁର୍ବଳ ବୋଲି କହିବା ପରେ ଶିବସେନା କଂଗ୍ରେସର କ୍ଷତକୁ ଭଲ କରିବା ପାଇଁ କାର୍ଯ୍ୟ କରୁଛି। କାରଣ...

ଭିଏସ୍‌ଏସ୍‌ ନଗର ମାର୍କେଟ, ଏକାମ୍ରକାନନ ପାର୍କ ସିଲ୍‌

ଭୁବନେଶ୍ୱର, ୩ା୭(ବ୍ୟୁରୋ): ଲକ୍‌ଡାଉନ୍‌ କଟକଣା କୋହଳ ହେବା ପରେ ଦିନକୁ ଦିନ ବେପରୁଆ ହୋଇ ପଡୁଛନ୍ତି ରାଜଧାନୀବାସୀ। ହାଟ, ବଜାରରେ ଭିଡ଼ କରୁଛନ୍ତି। ଶୁକ୍ରବାର ଭୁବନେଶ୍ୱର...

କୃଷକଙ୍କ ଆଖିରୁ ରକ୍ତର ଲୁହ ବୁହାଉଛନ୍ତି ମୋଦି ସରକାର: ସୋନିଆ

ନୂଆଦିଲ୍ଲୀ,୨।୧୦: ଶୁକ୍ରବାର ଗାନ୍ଧୀ ଜୟନ୍ତୀ ଅବସରରେ କୃଷକମାନେ ସାରା ଦେଶରେ ବିକ୍ଷୋଭ ପ୍ରଦର୍ଶନ କରୁଛନ୍ତି। ସେପଟେ କଂଗ୍ରେସ ସଭାପତି ସୋନିଆ ଗାନ୍ଧୀ ଏକ ଭିଡିଓ ବାର୍ତ୍ତା...

ବନ୍ୟା ପାଣିରେ ଫଶିଗଲେ ରିକ୍ସା ଚାଳକ, ଭୋ ଭୋ ହୋଇ କାନ୍ଦି ଜୀବନ ବଦଳରେ ବଞ୍ଚାଉଛନ୍ତି ରିକ୍ସା

ପାଟନା, ୨୯।୯: ବିହାରରେ ଗତ ଦୁଇଦିନ ହେବ ପ୍ରବଳ ବର୍ଷା ଯୋଗୁ ବିଭିନ୍ନ ନଦୀରେ ବନ୍ୟା ଆସିଛି। ବନ୍ୟା ଯୋଗୁ ଲୋକେ ନାହିଁ ନ ଥିବା...

୭୧ଲକ୍ଷ ଟପିଲା କରୋନା ଆକ୍ରାନ୍ତଙ୍କ ସଂଖ୍ୟା: ଗତ ୨୪ ଘଣ୍ଟାରେ ୬୬ହଜାରରୁ ଊର୍ଦ୍ଧ୍ୱ ପଜିଟିଭ ଚିହ୍ନଟ

ନୂଆଦିଲ୍ଲୀ,୧୨।୧୦: ଭାରତରେ କରୋନା ସଂକ୍ରମଣ ଦିନକୁ ଦିନ ବଢ଼ିବାରେ ଲାଗିଛି। ସୋମବାର ଦେଶରେ ଗତ ୨୪ଘଣ୍ଟାରେ ୬୬,୭୩୨ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ୮୧୬ଜଣଙ୍କ...

ବୈଜ୍ଞାନିକମାନେ ଦେଲେ ଆତ୍ମନିର୍ଭର ଭାରତର ପରିଚୟ: ମୋଦି

ନୂଆଦିଲ୍ଲୀ,୩।୧: ଭାରତରେ କରୋନା ମହାମାରୀ ବିରୋଧରେ ଜାରି ରହିଥିବା ଲଢ଼େଇର ଅନ୍ତିମ ପର୍ଯ୍ୟାୟ ଆସି ପହଞ୍ଚିଛି। କୋଭିଶିଲ୍ଡ ଏବଂ କୋଭାକ୍ସିନ୍‌ ଭଳି ଦୁଇଟି ଟିକାକୁ ଡ୍ରଗ୍‌...

ସୀମା ବିବାଦ: ସମାଧାନ ପାଇଁ ରାଜି ହେଲେ ଭାରତ-ଚାଇନା

ନୂଆଦିଲ୍ଲୀ, ୭।୬: ଭାରତ ଏବଂ ଚାଇନା ମଧ୍ୟରେ ଜାରି ରହିଥିବା ସୀମା ବିବାଦର ସମାଧାନ ପାଇଁ ଉଭୟ ପକ୍ଷ ରାଜି ହୋଇଛନ୍ତି। ଶନିବାର ପୂର୍ବ ଲଦାଖରେ...

ଲାଲ୍‌ଚୌକରେ ସିଆର୍‌ପିଏଫ୍‌ ଯବାନଙ୍କ ଉପରେ ଆତଙ୍କବାଦୀଙ୍କ ଗ୍ରେନେଡ୍‌ ମାଡ଼

ଶ୍ରୀନଗର,୨।୨: ଆତଙ୍କବାଦୀମାନେ ଜମ୍ମୁ-କଶ୍ମୀରରେ ପୁଣିଥରେ ଗ୍ରେନେଡ୍‌ ମାଡ଼ କରିଛନ୍ତି। ରବିବାର ଶ୍ରୀନଗର ଲାଲ୍‌ଚୌକଠାରେ ମୁତୟନ ଥିବା ସିଆର୍‌ପିଏଫ୍‌ ସି-୧୭୧ ବାଟାଲିୟନ୍‌ ଯବାନଙ୍କ ଉପରେ ଗ୍ରେନେଡ୍‌ ମାଡ଼...

Advertisement
Archives

Model This Week