୧୪ ମାସ ପରେ ମୁକ୍ତହେଲେ ପୂର୍ବତନ ମୁଖ୍ୟମନ୍ତ୍ରୀ ମେହବୁବା
ନୂଆଦିଲ୍ଲୀ, ୧୩।୧୦: ଜମ୍ମୁ କଶ୍ମୀରର ପୂର୍ବତନ ମୁଖ୍ୟମନ୍ତ୍ରୀ ମେହବୁବା ମୁଫ୍ତିଙ୍କୁ ମୁକ୍ତ କରାଯାଇଛି। ଗତବର୍ଷ ଜମ୍ମୁ କଶ୍ମୀରରେ ୩୭୦ ଧାରା ଉଚ୍ଛେଦ କରାଯିବା ପରେ ତାଙ୍କୁ ଗିରଫ କରାଯାଇଥିଲା। ଏବେ ତାଙ୍କୁ ମୁକ୍ତ କରାଯାଇଛି। ଉଲ୍ଲେଖଯୋଗ୍ୟ, ମେହବୁବା ମୁଫ୍ତିଙ୍କ ମୁକ୍ତି...
ଦେଶରେ କରୋନା ଦ୍ୱାରା ପୁନଃସଂକ୍ରମିତ ହୋଇଛନ୍ତି ୩ ଜଣ
ନୂଆଦିଲ୍ଲୀ, ୧୩।୧୦: ଭାରତରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା କ୍ରମାଗତ ଭାବେ ବଢ଼ି ଚାଲିବାରେ ଲାଗିଛି। ଦେଶରେ ବର୍ତ୍ତମାନ ସୁଦ୍ଧା ୭୧ ଲକ୍ଷରୁ ଊର୍ଦ୍ଧ୍ୱ ଲୋକ କରୋନାରେ ଆକ୍ରାନ୍ତ ହୋଇସାରିଛନ୍ତି। ତେବେ ଖୁସିର ଖବର ହେଉଛି ଯେ, ସେମାନଙ୍କ ମଧ୍ୟରୁ ୬୨...
ହାଥରସ ଗଣବଳାତ୍କାର ମାମଲା: ପୀଡିତାଙ୍କ ଗ୍ରାମରେ ପହଞ୍ଚିଲା ସିବିଆଇ
ଲକ୍ଷ୍ନୌ,୧୩।୧୨-ବହୁଚର୍ଚ୍ଚିତ ଉତ୍ତରପ୍ରଦେଶ ହାଥରସ ଗଣବଳାତ୍କାର ମାମଲାର ତଦନ୍ତ ସିବିଆଇ କରୁଛି। ସିବିଆଇର ଏକ ଟିମ୍ ମଙ୍ଗଳବାର ପୀଡିତାଙ୍କ ଗ୍ରାମରେ ପହଞ୍ଚି ବିଭିନ୍ନ ଅଞ୍ଚଳକୁ ଯାଇ ଯାଞ୍ଚ କରିଛନ୍ତି। ସେହିପରି ଯୁବତୀଙ୍କୁ ବଳାତ୍କାର କରାଯାଇଥିବା ସ୍ଥାନରେ ସିବିଆଇ ଟିମ ପହଞ୍ଚି ଦୀର୍ଘ...
ଫାରୁକଙ୍କୁ ପୋଷ୍ୟ ଭାବେ ଗ୍ରହଣ କରୁ ଚାଇନା: ଦୂତାବାସ ବାହାରେ ଲାଗିଲା ପୋଷ୍ଟର
ନୂଆଦିଲ୍ଲୀ,୧୩ ।୧୦: କଶ୍ମୀରରୁ ଅନୁଚ୍ଛେଦ ୩୭୦ ହଟିବାକୁ ନେଇ ସାଂସଦ ତଥା ଜମ୍ମୁ-କଶ୍ମୀରର ପୂର୍ବତନ ମୁଖ୍ୟମନ୍ତୀ ଫାରୁକ ଅବଦୁଲା ଯେଉଁ ବୟାନ ଦେଇଥିଲେ ଏବେ ତାହା ତାଙ୍କୁ ଅଡୁଆରେ ପକାଇ ଦେଇଛି । ଏକ ସାକ୍ଷାତ୍କାରରେ ଫାରୁକ କହିଥିଲେ ଚାଇନା...
ଖୋଲିଲା ମନ୍ଦିର: ଠାକୁରଙ୍କୁ ଲାଗି ହେଲା ୩ ହଜାର କିଲୋ ସେଓ
ଅହମଦାବାଦ, ୧୩।୧୦: ଲକ୍ଡାଉନ୍ ପରେ ଗୁଜରାଟର ଅହମଦାବାଦରେ ସ୍ବାମୀ ନାରାୟଣ ମନ୍ଦିର ମଙ୍ଗଳବାର ଖୋଲିଛି। ମନ୍ଦିର ଖୋଲିବାର ପ୍ରଥମ ଦିନରେ ଠାକୁରଙ୍କୁ ୩ ହଜାର କିଲୋ ସେଓ ଲାଗି ହୋଇଛି। ଠାକୁରଙ୍କୁ ସେଓରେ ସଜାଇ ଦିଆଯାଇଛି। ଏବେ ଏହା ସୋସିଆଲ୍...
ଶିବରାଜଙ୍କ ୧୪ ମନ୍ତ୍ରୀଙ୍କ ବିରୋଧରେ ନିର୍ବାଚନ ଆଚରଣ ବିଧି ଉଲ୍ଲଂଘନ ଅଭିଯୋଗ ଆଣିଲା କଂଗ୍ରେସ
ଭୋପାଳ, ୧୩।୧୦: ମଧ୍ୟପ୍ରଦେଶରେ ମୁଖ୍ୟମନ୍ତ୍ରୀ ଶିବରାଜ ସିଂ ଚୌହ୍ବାନଙ୍କ ପାଇଁ କଂଗ୍ରେସ ସଙ୍କଟ ସୃଷ୍ଟି କରିଛି। ଶିବରାଜଙ୍କ ୧୪ ଜଣ ମନ୍ତ୍ରୀଙ୍କ ବିରୋଧରେ ରାଜ୍ୟ କଂଗ୍ରେସ ପକ୍ଷରୁ ନିର୍ବାଚନ ଆଚରଣ ବିଧି ଉଲ୍ଲଂଘନ ଅଭିଯୋଗ ହୋଇଛି। ଏନେଇ କଂଗ୍ରେସ ନିର୍ବାଚନ...
ହାତୀ ଉପରେ ଯୋଗ କରୁଥିବା ବେଳେ ଖସି ପଡ଼ିଲେ ରାମଦେବ
ମଥୁରା, ୧୩।୧୦: ଯୋଗଗୁରୁ ରାମଦେବଙ୍କ ଏକ ଭିଡ଼ିଓ ଏବେ ସୋସିଆଲ୍ ମିଡ଼ିଆରେ ଭାଇରାଲ ହେବାରେ ଲାଗିଛି। ଭିଡ଼ିଓରେ ରାମଦେବ ହାତୀ ଉପରେ ବସି ଯୋଗ କରୁଥିବାବେଳେ ଖସି ପଡୁଥିବା ଦେଖିବାକୁ ମିଳୁଛି। ଏହି ଭିଡ଼ିଓଟି ମଥୁରାର ରମଣରେତି ଆଶ୍ରମର ବୋଲି...
୧୧ ରାଜ୍ୟ ସଭା ଆସନ ପାଇଁ ନଭେମ୍ବର ୯ରେ ନିର୍ବାଚନ
ନୂଆଦିଲ୍ଲୀ, ୧୩।୧୦: ନଭେମ୍ବର ୯ରେ ୧୧ ରାଜ୍ୟ ସଭା ଆସନ ପାଇଁ ନିର୍ବାଚନ ଅନୁଷ୍ଠିତ ହେବ। ସେଥିମଧ୍ୟରେ ଉତ୍ତରପ୍ରଦେଶର ୧୦ଟି ଏବଂ ଉତ୍ତରାଖଣ୍ଡର ଗୋଟିଏ ଆସନ ରହିଛି। ନିର୍ବାଚନ ପାଇଁ ଅକ୍ଟୋବର ୨୦ରୁ ୨୭ ମଧ୍ୟରେ ନାମାଙ୍କନ ପତ୍ର ଦାଖଲ...
ଡିଟିଏଚ୍ ଉପରେ ମାଙ୍କଡ଼: କ୍ୟାପଶନ ବିଜେତାଙ୍କ ନାଁ ଘୋଷଣା କଲେ ଆନନ୍ଦ ମହିନ୍ଦ୍ରା
ନୂଆଦିଲ୍ଲୀ,୧୩ ।୧୦: ମହିନ୍ଦ୍ରା ଆଣ୍ଡ ମହିନ୍ଦ୍ରା କମ୍ପାନୀର ଅଧ୍ୟକ୍ଷ ଆନନ୍ଦ ମହିନ୍ଦ୍ରା ସୋସିଆଲ ମିଡିଆରେ ସବୁବେଳେ ରହିଥାଆନ୍ତି ଆକ୍ଟିଭ । ସମୟ ସମୟରେ ଲୋକଙ୍କ ମନୋବଳ ବୃଦ୍ଧି କରିବାକୁ କିଛି ଭିଡିଓ ମଧ୍ୟ ଶେୟାର କରିଥାଆନ୍ତି । ନିକଟରେ ଆନନ୍ଦ...
ସମସ୍ତ ସରକାରୀ ସ୍କୁଲ ହେଲା ଡିଜିଟାଲ
ଥିରୁଭାନନ୍ତପୁରମ୍, ୧୩।୧୦: ପାଠପଢ଼ାରେ ଏକ ନମ୍ବର ରାଜ୍ୟ ପାଲଟି ଥିବା କେରଳରେ ଏବେ ଏକ ନୂଆ ଯୋଜନାରେ ରେକର୍ଡ କରିଛି। ରାଜ୍ୟ ସରକାର ସମସ୍ତ ସରକାରୀ ସ୍କୁଲକୁ ଡିଜିଟାଲ କରିିଛନ୍ତି। ରାଜ୍ୟର ୧୬ ହଜାର ସେକେଣ୍ଡାରୀ ଏବଂ ପ୍ରାଇମେରୀ ସ୍କୁଲରେ...
ଶୋଇଥିବା ଅବସ୍ଥାରେ ତିନି ଭଉଣୀଙ୍କ ଉପରେ ଏସିଡ୍ ମାଡ: ଜଣେ ଗୁରୁତର
ଗୌଂଡା ,୧୩ ।୧୦: ଉତ୍ତର ପ୍ରଦେଶର ଆଇନ ବ୍ୟବସ୍ଥାକୁ ନେଇ ବାରମ୍ବାର ବିରୋଧି ଓ ଶାସକ ମଧ୍ୟରେ କଥା କଟାକଟି ଚାଲିଥିବା ବେଳେ ଏଠାରେ କିନ୍ତୁ ଅପରାଧ ଯେମିତି କମିବାର ନାଁ ନେଉନି । ସୋମବାର ଶୋଇଥିବା ଅବସ୍ଥାରେ ୩...
ପୋଙ୍ଗୋଙ୍ଗରେ ଡ୍ରାଗନର ନଜର: ବ୍ୟବହାର କରୁଛି ହାଇସ୍ପିଡ୍ ପାଟ୍ରୋଲିଂ କ୍ରାଫ୍ଟ୍
ଲେହ, ୧୩।୧୦: ପୂର୍ବ ଲଦାଖର ଏଲ୍ଏସିରେ ଚାଇନା ଲଗାତାର ଉତ୍ତେଜନା ସୃଷ୍ଟି କରିବାରେ ଲାଗିଛି। ଭାରତୀୟ ସେନାର କଡ଼ା ଆଭିମୁଖ୍ୟକୁ ଦୃଷ୍ଟିରେ ରଖି ଚାଇନା ଏବେ ପୋଙ୍ଗୋଙ୍ଗ ହ୍ରଦରେ ଅଣ୍ଡର ଓ୍ବାଟର ଗତିବିଧିକୁ ଜୋରଦାର କରିଛି। ଚାଇନା ଏଠାରେ ହାଇସ୍ପିଡ୍...
Archives


