ଜାତୀୟ

‘ନାଗ’ ମିଶାଇଲର ସଫଳ ପରୀକ୍ଷଣ

ନୂଆଦିଲ୍ଲୀ,୨୨ ।୧୦: ଭାରତ-ଚାଇନା ସୀମା ବିବାଦ ମଧ୍ୟରେ ମିଶାଇଲ ପରୀକ୍ଷଣରେ ଭାରତ ଆଉ ଏକ ପାଦ ଅଗାକୁ ଯାଇଛି । ଭାରତ ଗୁରୁବାର ୱାରହେଡ ସହ ‘ନାଗ’ ଆଣ୍ଟିଟେକ ଗାଇଡେଡ ମିଶାଇଲର ସଫଳ ପରୀକ୍ଷଣ କରିଛି । ଗୁରୁବାର ସକାଳ...

ସ୍କୁଲ ଖୋଲିବା ପରେ ୨୭ ଛାତ୍ର କରୋନା ପଜିଟିଭ

କୁର୍ନୁଲ, ୨୧।୧୦: ଆନ୍ଧ୍ର ପ୍ରଦେଶ କୁର୍ନୁଲ ଜିଲାର ୪ଟି ଘରୋଇ ବିଦ୍ୟାଳୟର ୨୭ ଜଣ ଛାତ୍ର କରୋନାରେ ଆକ୍ରାନ୍ତ ହୋଇଛନ୍ତି। ଏହି ଘଟଣା ସେତେବେଳେ ସାମ୍ନାକୁ ଆସିଥିଲା, ଯେତେବେଳେ ସ୍ବାସ୍ଥ୍ୟ ଅଧିକାରୀମାନେ ଶ୍ରୀସାଇଲାମ ମଣ୍ଡଳରେ ୧୬୯ ଛାତ୍ରୀଛାତ୍ରଙ୍କ କରୋନା ଟେଷ୍ଟ...

ଜୟପୁରର ଅଟୋମୋବାଇଲ କମ୍ପାନୀର ଗୋଦାମରେ ଭୟଙ୍କର ଅଗ୍ନିକାଣ୍ଡ

ଜୟପୁର, ୨୧।୧୦- ରାଜସ୍ଥାନର ରାଜଧାନୀ ଜୟପୁରର ଅମ୍ବରର କୁକସରେ ଅବସ୍ଥିତ ଏକ ଅଟୋମୋବାଇଲ କମ୍ପାନୀରେ ଭୟାଭହ ଅଗ୍ନିକାଣ୍ଡ ଘଟିଛି। ଖବରପାଇ ୨୨ଟି ଦମକଳ ବାହିନୀ ଘଟଣାସ୍ଥଳରେ ପହଞ୍ଚି ନିଆଁ ଲିଭା କାର୍ଯ୍ୟରେ ନିୟୋଜିତ ଅଛନ୍ତି। ଖବରଲେଖା ସୁଦ୍ଧା କ୍ଷୟକ୍ଷତି ସମ୍ପର୍କରେ...

୧୬ ବାଘ ଦାନ୍ତ ସହ ୪ ଗିରଫ

ଦିସପୁର, ୨୧।୧୦: ଆସାମର କର୍ବି ଆଙ୍ଗ୍ଲୋଙ୍ଗ ଜିଲାରୁ ପୋଲିସ ବୁଧବାର ୧୬ଟି ବାଘ ଦାନ୍ତ ଜବତ କରିଛି। ବାଘ ଦାନ୍ତ ଚୋରା ଚାଲାଣ ମାମଲାରେ ପୋଲିସ ୪ ଜଣଙ୍କୁ ଗିରଫ କରିଛି। ଗୁପ୍ତ ସୂଚନାକୁ ଆଧାର କରି ମଞ୍ଜା ପୋଲିସ...

ତେଲ ଭରିବା ସମୟରେ କାର୍‌ରେ ଲାଗିଲା ନିଆଁ, ହିରୋ ସାଜି ଲୋକଙ୍କ ଜୀବନ ବଞ୍ଚାଇଲେ ଏହି ଯୁବକ; ଛୁଟୁଛି ପ୍ରଶଂସାର ସୁଅ

ଭୋପାଳ,୨୧ା୧୦: ମଧ୍ୟପ୍ରଦେଶର ବାଲାଘାଟରେ ଜଣେ ଯୁବକଙ୍କ ଦୁଃସାହସିକ ସାହସ ଯୋଗୁ ଏକ ବଡ଼ ଧରଣର ବିପଦ ଟଳି ଯାଇଛି। ବାଲାଘାଟ ଅଞ୍ଚଳରେ ଥିବା ପେଟ୍ରୋଲ ପମ୍ପରେ ତେଲ ଭରୁଥିବା ସମୟରେ ଏକ କାର୍‌ରେ ନିଆଁ ଲାଗି ଯାଇଥିଲା। ନିଆଁ ଲାଗିବା...

କେନ୍ଦ୍ର ସରକାରୀ କର୍ମଚାରୀଙ୍କ ପାଇଁ ଖୁସି ଖବର, ମିଳିବ ଦୀପାବଳି ବୋନସ୍‌

ନୂଆଦିଲ୍ଲୀ,୨୧।୧୦: କେନ୍ଦ୍ର ସରକାରୀ କର୍ମଚାରୀଙ୍କୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ବଡ ଉପହାର। ଦେଶର ୩୦ ଲକ୍ଷ କର୍ମଚାରୀଙ୍କୁ ଦୀପାବଳି ବୋନସ୍‌ ଦିଆଯିବ ବୋଲି ଘୋଷଣା କରାଯାଇଛି। ଏଥିପାଇଁ ୩୭୧୪ କୋଟି ଟଙ୍କା ଖର୍ଚ୍ଚ କରାଯିବ। ମୋଦିଙ୍କ ଅଧ୍ୟକ୍ଷତାରେ ବସିଥିବା କ୍ୟାବିନେଟ...

ଦଶହରାରେ ଚାଇନା ସୀମାରେ ଅସ୍ତ୍ରଶସ୍ତ୍ର ପୂଜା କରିବେ ପ୍ରତିରକ୍ଷା ମନ୍ତ୍ରୀ

ନୂଆଦିଲ୍ଲୀ,୨୧।୧୦: ଚାଇନା ସୀମାରେ ନିୟୋଜିତ ଯବାନଙ୍କ ମନୋବଳ ବଢାଇବା ପାଇଁ ଏଥର ଦଶହରାରେ ବାସ୍ତବିକ ନିୟନ୍ତ୍ରଣ ରେଖ(ଏଲ୍‌ଏସି) ଗସ୍ତ କରିବେ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ। ରାଜନାଥ ୨୩-୨୪ ଅକ୍ଟୋବରରେ ସିକ୍କିମ୍‌ ସେକ୍ଟରରେ ଏଲ୍‌ଏସି ଗସ୍ତ କରିବେ ଏବଂ ସେଠାରେ...

ପିତାଙ୍କ ମୃତ୍ୟୁ ଖବର ସହିପାରିଲେନି ଝିଅ, ନେଲେ ଏମିତି ପଦକ୍ଷେପ

ଭୋପାଳ,୨୧ା୧୦: ପିତା ଏବଂ କନ୍ୟାଙ୍କ ସମ୍ପର୍କ ଦୁନିଆରେ ସବୁଠାରୁ ଅନନ୍ୟ ବୋଲି ବିବେଚନା କରାଯାଏ। ଗୋଟିଏ ଝିଅ ଜୀବନଠାରୁ ଅଧିକ ଭଲ ପାଏ ତା’ ପିତାଙ୍କୁ। ବୋଧହୁଏ ଏହି କାରଣରୁ ମଧ୍ୟପ୍ରଦେଶର ରାଜଧାନୀ ଭୋପାଳର ଜଣେ ଝିଅ ପିତାଙ୍କ ଦେହାନ୍ତ...

ବାୟୁ ପ୍ରଦୂଷଣ: ଭାରତରେ ୧୬ ଲକ୍ଷରୁ ଅଧିକ ଲୋକଙ୍କର ମୃତ୍ୟୁ ଘଟିଛି

ନୂଆଦିଲ୍ଲୀ, ୨୧।୧୦: ବାୟୁ ପ୍ରଦୂଷଣ ଯୋଗୁ ପୃଥିବୀରେ ସଙ୍କଟ ଧୀରେଧୀରେ ଘନେଇ ଆସୁଛି। ପୃଥିବୀରେ ୨୦୧୯ରେ ୬୭ ଲକ୍ଷରୁ ଅଧିକ ଲୋକଙ୍କର ମୃତ୍ୟୁ ଘଟିଛି। ଏହି ସମୟ ମଧ୍ୟରେ ଭାରତରେ ୧୬ ଲକ୍ଷ ୭୦ ହଜାରରୁ ଅଧିକ ଲୋକଙ୍କର ଜୀବନ...

ଅଧାରୁ ଅଧିକ ଚାଷୀଙ୍କୁ ଜଣା ନାହିଁ କୃଷି ଆଇନ: ତେବେ ବି ଚାଲିଛିି ବିରୋଧ-ସମର୍ଥନ

ନୂଆଦିଲ୍ଲୀ, ୨୧।୧୦: କେନ୍ଦ୍ର ସରକାରଙ୍କ କୃଷି ଆଇନ ନେଇ ଦେଶବ୍ୟାପି ଚାଷୀ ଆନ୍ଦୋଳନ ଜାରି ରହିଛି। ତେବେ ଏକ ସର୍ଭେ ରିପୋର୍ଟ ଅନୁସାରେ ଦେଶର ଅଧାରୁ ଅଧିକ ଚାଷୀଙ୍କୁ କୃଷି ଆଇନ୍‌ ସମ୍ପର୍କରେ କିଛି ବି ଜଣା ନାହିଁ। ମାତ୍ର...

କୋଲକାତାରେ ହେବ ରାବଣ ପୋଡ଼ି

କୋଲକାତା,୨୧ା୧୦: ଚଳିତବର୍ଷ କରୋନା ମହାମାରୀ ଯୋଗୁ ଦଶହରା ମହୋତ୍ସବ ଫିକା ପଡ଼ିବ। ମାତ୍ର ସମସ୍ତ ରୀତି ନୀତି ଅନୁଯାୟୀ ପୂଜା ପାଇବେ ମା’। ଏହି ପରିପ୍ରେକ୍ଷୀରେ ରାବଣ ପୋଡ଼ି କୋଲକାତାରେ ସିଧା ପ୍ରସାରଣ ହେବ ବୋଲି ଆୟୋଜକ କମିଟିର ସଦସ୍ୟ...

ମହାରାଷ୍ଟ୍ରରେ ଭାଜପାକୁ ଝଟ୍‌କା: ଅସନ୍ତୁଷ୍ଟ ଏକନାଥ ଖଡ଼ସେ ଦେଲେ ଇସ୍ତଫା

ମୁମ୍ବାଇ, ୨୧।୧୦: ମହାରାଷ୍ଟ୍ରରେ ଭାଜପାକୁ ବଡ଼ ଝଟ୍‌କା ଲାଗିଛି। ରାଜ୍ୟର ଦଳୀୟ ନେତୃତ୍ୱଉପରେ ଦୀର୍ଘଦିନ ଧରି ଅସନ୍ତୁଷ୍ଟ ଥିବା ବରିଷ୍ଠ ନେତା ଏକନାଥ ଖଡ଼ସେ ବୁଧବାର ଇସ୍ତଫା ଦେଇଛନ୍ତି। ଏ ସମ୍ପର୍କରେ ସେ ସନ୍ଧ୍ୟାରେ ଗଣମାଧ୍ୟମ ପ୍ରତିନିଧିଙ୍କୁ ସୂଚନା ଦେବେ।...

Advertisement
Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri