Posted inଜାତୀୟ

‘ନାଗ’ ମିଶାଇଲର ସଫଳ ପରୀକ୍ଷଣ

ନୂଆଦିଲ୍ଲୀ,୨୨ ।୧୦: ଭାରତ-ଚାଇନା ସୀମା ବିବାଦ ମଧ୍ୟରେ ମିଶାଇଲ ପରୀକ୍ଷଣରେ ଭାରତ ଆଉ ଏକ ପାଦ ଅଗାକୁ ଯାଇଛି । ଭାରତ ଗୁରୁବାର ୱାରହେଡ ସହ ‘ନାଗ’ ଆଣ୍ଟିଟେକ ଗାଇଡେଡ ମିଶାଇଲର ସଫଳ ପରୀକ୍ଷଣ କରିଛି । ଗୁରୁବାର ସକାଳ ୬ଟା ୪୫ରେ ରାଜସ୍ଥାନର ପୋଖରାନ ଫିଲ୍ଡ ପାୟରିଂ ରେଞ୍ଜରୁ ଏହି ପରୀକ୍ଷଣ କରାଯାଇଛି । ଡିଆର୍‌ଡିଓ ଦ୍ୱାରା ଏହା ବିକଶିତ କରାଯାଇଛି । ଏହା ଡିଆର୍‌ଡିଓର ସ୍ୱଦେଶୀ ୱାରହେଡରେ ସାମିଲ ହୋଇଛି । ସୂଚନାଯୋଗ୍ୟ, ଗତ ଦେଢ ମାସ ମଧ୍ୟରେ ଡିଆର୍‌ଡିଓ ପାଖାପାଖି ୧୨ଟି ମିଶାଇଲର ପରୀକ୍ଷଣ ବା ସିଷ୍ଟମ ପରୀକ୍ଷଣ କରି ସାରିଲାଣି । ଏହା ଆଗକୁ ଭାରତୀୟ ସେନାର ଶକ୍ତି ବୃଦ୍ଧି କରିବ ।


Enter your email to get our daily news in your inbox.

All Right Reserved By Dharitri.Com

ଲୋକଙ୍କ ସାମ୍ନାକୁ ବେଶି ଆସନ୍ତି ନାହିଁ ଅମିତ ଶାହାଙ୍କ ସ୍ତ୍ରୀ: ଦୀପାବଳିରେ ଜଳାଇଲେ ଯବାନଙ୍କ ପାଇଁ ଦୀପ; ବିବାହ ବେଳେ ଦିଶୁଥିଲେ…

ନୂଆଦିଲ୍ଲୀ,୧୫।୧୧: ଗୃହମନ୍ତ୍ରୀ ତଥା ଭାଜପାର ବରିଷ୍ଠ ନେତା ଅମିତ ଶାହାଙ୍କ ସ୍ତ୍ରୀ ହେଲେ ସୋନଲ ଶାହ। ସାର୍ବଜନିକ ଭାବେ ଲୋକଲୋଚନକୁ ଆସିବାକୁ ସେ ଚାହୁଁ ନ...

ଜ୍ଞାନବାପି ମାମଲାର ମସଜିଦ୍‌ ପକ୍ଷକାର ଆଇନଜୀବୀ ଅଭୟ ନାଥଙ୍କ ପରଲୋକ …

ଲକ୍ଷ୍ନୌ,୧।୮ : ଜ୍ଞାନବାପି ଶୃଙ୍ଗାର ଗୌରୀ ମାମଲାରେ ଅଞ୍ଜୁମାନ ଇନ୍ତଜାମିଆ ମସଜିଦ କମିଟି ପକ୍ଷକାରଙ୍କ ମୁଖ୍ୟ ଆଇନଜୀବୀ ଅଭୟ ନାଥ ଯାଦବଙ୍କର ହୃଦଘାତରେ ମୃତ୍ୟୁ ଘଟିଛି।...

ଉଦ୍ଧବ ସରକାରଙ୍କ ଅଗ୍ନିପରୀକ୍ଷା ପୂର୍ବରୁ ଭାଜପା ସହ କଥା ହେଲେ ଅଜିତ

ମୁମ୍ବାଇ,୩୦।୧୧: ଶିବସେନା ନେତା ଉଦ୍ଧବ ଠାକରେଙ୍କ ନେତୃତ୍ୱରେ ମହାରାଷ୍ଟ୍ରରେ ସରକାର ଗଠନ ହୋଇଛି। ମେଣ୍ଟ କରି ଶିବସେନା ସରକାର ଗଠନ କରିଥିବାରୁ ତା’ମନରେ ସବୁବେଳେ ଦ୍ୱନ୍ଦ୍ୱ...

ଗାଁରେ ଅନୁଷ୍ଠିତ ହେବ ମହିଳା ଅଦାଲତ…

ନୂଆଦିଲ୍ଲୀ,୧୭।୭ : ମହିଳା ସୁରକ୍ଷା ଏବଂ ଅଧିକାର ସହ ଜଡିତ ସମସ୍ୟାର ସମାଧାନ ପାଇଁ ଗ୍ରାମ ପଞ୍ଚାୟତରେ ମହିଳା ଅଦାଲତ ଅନୁଷ୍ଠିତ ହେବ। ସାତରୁ ୧୧...

ଜି୨୦ ସମ୍ମିଳନୀରେ ରୁଷିଆ ବହିର୍ବ୍ୟାପାର ମନ୍ତ୍ରୀ ଯୋଗଦେବେ

ନୂଆଦିଲ୍ଲୀ,୨୯ା୮: ରୁଷିଆ ରାଷ୍ଟ୍ରପତି ଭ୍ଲାଡିମିର୍‌ ପୁଟିନ୍‌ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଫୋନ୍‌ କରି ଦିଲ୍ଲୀରେ ଆସନ୍ତା ସପ୍ତାହରେ ହେବାକୁ ଥିବା ଜି୨୦ ସମ୍ମିଳନୀରେ ଯୋଗଦେବାକୁ ଅସମର୍ଥ ବୋଲି...

ନ ଛୁଇଁଲେ ବି ବାଜିବ ମନ୍ଦିରର ଘଣ୍ଟି

ମନ୍ଦସୌର,୧୩।୬: କରୋନା ସଂକ୍ରମଣକୁ ନେଇ ଲାଗୁ କରାଯାଇଥିବା ଲକ୍‌ଡାଉନ ହଟିବା ପରେ ଏବେ ଧାର୍ମିକସ୍ଥଳ ଖୋଲିବାକୁ ଅନୁମତି ପ୍ରଦାନ କରାଯାଇଛି। ହେଲେ ସେଠାରେ ସାମାଜିକ ଦୂରତା...

ସୁସ୍ଥତା ହାର ୯୮.୮୦ ପ୍ରତିଶତ, ସକ୍ରିୟ ମାମଲା ୦.୦୧ ପ୍ରତିଶତ…

ନୂଆଦିଲ୍ଲୀ, ୮।୧: ଦେଶରେ କରୋନା ମହାମାରୀ ସଂକ୍ରମଣ ନେଇ ପୁଣି ଆତଙ୍କ ଘନେଇବାରେ ଲାଗିଛି। ସଂକ୍ରମଣ ଦିନେ କମିଲେ ପୁଣି ବଢ଼ିବାରେ ଲାଗିଛି। ଭାରତୀୟ ସ୍ବାସ୍ଥ୍ୟ...

କରିମଙ୍କ ତୃତୀୟ ରିପୋର୍ଟ କରୋନା ପଜିଟିଭ୍‌: ଚିନ୍ତାରେ ପରିବାରଲୋକେ

ମୁମ୍ବାଇ,୧୪।୪: ସାରା ଦେଶରେ କରୋନା ଭାଇରସ୍‌ କାୟା ବିସ୍ତାର କରିଚାଲିଛି। ଦିନକୁ ଦିନ ଆକ୍ରାନ୍ତ ଓ ମୃତ୍ୟୁ ସଂଖ୍ୟା ବଢ଼ିବାରେ ଲାଗିଛି। କରୋନା ସଂକ୍ରମଣକୁ ରୋକିବା...

Advertisement
Archives

Model This Week