ଜାତୀୟ

ମୁଙ୍ଗେର ଜିଲାପାଳ, ଏସ୍‌ପି ବିଦା

ପାଟନା, ୩୦ା୧୦:ବିହାରର ମୁଙ୍ଗେରରେ ମା’ ଦୁର୍ଗାଙ୍କ ମୂର୍ତ୍ତି ବିସର୍ଜନ ବେଳେ ସୋମବାର ହିଂସାକାଣ୍ଡ ଘଟି ଢେଲା ଓ ଗୁଳିମାଡ଼ରେ ଜଣଙ୍କ ମୃତ୍ୟୁ ହୋଇଥିବାବେଳେ ସୁରକ୍ଷାକର୍ମୀଙ୍କ ସମେତ ୧୪ ଜଣ ଆହତ ହୋଇଥିଲେ। ଏହି ଘଟଣାରେ ଗୁରୁବାର ନିର୍ବାଚନ ଆୟୋଗ ଜିଲାପାଳ...

ଲେହ ମାନଚିତ୍ର ବିବାଦ: ଗୃହ କମିଟିରେ କ୍ଷମା ମାଗିଲା ଟୁଇଟର

ନୂଆଦିଲ୍ଲୀ,୩୦ା୧୦: ଲେହକୁ ଚାଇନାର ଅଞ୍ଚଳ ଭାବେ ଦର୍ଶାଇଥିବା ମାଇକ୍ରୋ-ବ୍ଲଗିଙ୍ଗ୍‌ ସାଇଟ ଟୁଇଟର ଗୁରୁବାର ଏଥିପାଇଁ ଯୁଗ୍ମ ସଂସଦୀୟ କମିଟି ନିକଟରେ କ୍ଷମାପ୍ରାର୍ଥନା କରିଛି। ଏନେଇ ସ୍ପଷ୍ଟୀକରଣ ଦେବା ସହ ଭାରତୀୟ ଆଇନକୁ ଅନୁପାଳନ କରିବା ଲାଗି ସତ୍ୟପାଠ ଦାଖଲ କରିବାକୁ...

ମୁଙ୍ଗେର ହିଂସା: ହଟିଲେ ଡିଏମ୍‌-ଏସ୍‌ପି

ପାଟନା, ୨୯।୧୦: ଦଶହରାରେ ଦୁର୍ଗା ମୂର୍ତ୍ତି ବିସର୍ଜନ ସମୟରେ ବିହାରର ମୁଙ୍ଗେରରେ ହୋଇଥିବା ହିଂସା ନେଇ ରାଜ୍ୟ ସରକାରଙ୍କ ପକ୍ଷରୁ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି। ଡିଏମ୍‌ ଏବଂ ଏସ୍‌ପି ଲିପି ସିଂଙ୍କ ହଟାଇ ଦିଆଯାଇଛି। ଲିପି ସିଂ ଲୋକଙ୍କ...

ପଶ୍ଚିମବଙ୍ଗରେ ଗଣତନ୍ତ୍ର ଲୋପ ପାଇଛି: ରାଜ୍ୟପାଳଙ୍କ ଅଭିଯୋଗ

ନୂଆଦିଲ୍ଲୀ, ୨୯।୧୦: ପଶ୍ଚିମବଙ୍ଗରେ ଗଣତନ୍ତ୍ର ଲୋପ ପାଇଛି। ରାଜ୍ୟରେ ଜଙ୍ଗଲ ଆଇନ ଚାଲିଛି ବୋଲି ରାଜ୍ୟପାଳ ଜଗଦୀପ୍‌ ଧନକର ସ୍ବରାଷ୍ଟ୍ରମନ୍ତ୍ରୀ ଅମିତ ଶାହାଙ୍କୁ ସାକ୍ଷାତ କରି ଏଭଳି କହିଛନ୍ତି। ସେ ଶାହାଙ୍କୁ ତାଙ୍କ ବାସଭବନରେ ଭେଟି ରାଜ୍ୟର ଆଇନ ଶୃଙ୍ଖଳା...

ହେଲିକପ୍ଟର ଦୁର୍ଘଟଣାରୁ ଅଳ୍ପକେ ବର୍ତ୍ତିଲେ ମନୋଜ ତିୱାରୀ

ପାଟନା,୨୯ ।୧୦: ବିହାର ବିଧାନସଭା ନିର୍ବାଚନ ଲାଗି ପ୍ରଚାର ଚାଲିଥିବା ବେଳେ ଏକ ବଡ ଧରଣର ଦୁର୍ଘଟଣାକୁ ଏଡାଇ ଦିଆଯାଇ ପାରିଛି । ଭାରତୀୟ ଜନତା ପାର୍ଟି(ଭାଜପା) ଏମ୍‌ପି ତଥା ଭୋଜପୁରୀ ଷ୍ଟାର ମନୋଜ ତିୱାରୀ ଏକ ହେଲିକପ୍ଟରରେ ଯିବା...

ରାଜଧାନୀରେ କରୋନାର ତୃତୀୟ ପର୍ଯ୍ୟାୟ ସଂକ୍ରମଣ ଆରମ୍ଭ !

ନୂଆଦିଲ୍ଲୀ, ୨୯।୧୦: ପାର୍ବଣରେ ରାଜଧାନୀ ଦିଲ୍ଲୀରେ କରୋନା ମହାମାରୀ ସଂକ୍ରମଣ ବଢ଼ିବା ଆରମ୍ଭ କରିଛି। ଏଠାରେ କରୋନାର ତୃତୀୟ ପର୍ଯ୍ୟାୟ ସଂକ୍ରମଣ ଆରମ୍ଭ ହୋଇଥିବାର ଅନୁମାନ କରାଯାଉଥିବା ସ୍ବାସ୍ଥ୍ୟମନ୍ତ୍ରୀ ସତ୍ୟେନ୍ଦ୍ର ଜୈନ କହିଛନ୍ତି। ତେବେ ତୃତୀୟ ପର୍ଯ୍ୟାୟ ସଂକ୍ରମଣ ଆରମ୍ଭ...

ନିର୍ବାଚନ ଫଳାଫଳ ପରେ ମୁଖ୍ୟମନ୍ତ୍ରୀ ଆସନରେ ବସି ପାରିବେନି ନୀତୀଶ: ଚିରାଗ

ପାଟନା,୨୯ ।୧୦: ବିହାରରେ ୩ଟି ପର୍ଯ୍ୟାୟରେ ହେବାକୁ ଯାଉଥିବା ବିଧାନସଭା ନିର୍ବାଚନ ଲାଗି ବୁଧବାର ପ୍ରଥମ ପର୍ଯ୍ୟାୟ ନିର୍ବାଚନ କଡା ସୁରକ୍ଷା ମଧ୍ୟରେ ଓ କରୋନା କଟକଣା ସହ ଶେଷ ହୋଇଛି । ପ୍ରଥମ ପର୍ଯ୍ୟାୟରେ ୭୧ ବିଧାନସଭା ଆସନ...

ବିବାହ ବନ୍ଧନରେ ବାନ୍ଧିହେଲେ ହରିଶ ସାଲ୍‌ଭେ

ଲଣ୍ଡନ,୨୯ା୧୦: ଜଣାଶୁଣା ଓକିଲ ତଥା ଭାରତର ପୂର୍ବତନ ସଲିସିଟର ଜେନେରାଲ ହରିଶ ସାଲଭେ ବୁଧବାର ତାଙ୍କ ବନ୍ଧୁ କାରୋଲିନ୍‌ ବ୍ରୋସାର୍ଡଙ୍କ ସହ ଲଣ୍ଡନର ଏକ ଚର୍ଚ୍ଚରେ ବିବାହ ବନ୍ଧନରେ ବାନ୍ଧି ହୋଇଛନ୍ତି। କରୋନା ଗାଇଡ ଲାଇନ ଅନୁସରଣ କରି ଉଭୟେ...

ସେନା-ସରକାରଙ୍କ ଉପରେ ରାହୁଲଙ୍କର ନାହିଁ ଭରସା: ନଡ୍ଡା

ନୂଆଦିଲ୍ଲୀ, ୨୯।୧୦: ଭାଜପା ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେ.ପି. ନଡ୍ଡା କଂଗ୍ରେସକୁ ଟାର୍ଗେଟ୍‌ କରିବା ଆରମ୍ଭ କରିଛନ୍ତି। ସେ ରାହୁଲ ଗାନ୍ଧୀଙ୍କୁ କଟାକ୍ଷ କରି କହିଛନ୍ତି ଯେ, ରାଜକୁମାରଙ୍କର ସେନା ଏବଂ ସରକାରଙ୍କ ଉପରେ ଭରସା ନାହିଁ। ବାୟୁସେନା ଓ୍ବିଙ୍ଗ୍‌ କମାଣ୍ଡର...

ପ୍ରଦୂଷଣ ରୋକିବାକୁ କେଜରିୱାଲଙ୍କ ନୂଆ ଆପ୍ ‘ଗ୍ରୀନ୍ ଦିଲ୍ଲୀ’

ନୂଆଦିଲ୍ଲୀ,୨୯ ।୧୦: ରାଜଧାନୀ ଦିଲ୍ଲୀରେ ବଢି ଚାଲିଛି ପ୍ରଦୂଷଣ । ଏହାକୁ ରୋକିବାକୁ ଏବେ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜରିୱାଲ ଆଉ ଏକ ନୂଆ ପଦକ୍ଷେପ ନେଇଛନ୍ତି । ଗୁରୁବାର କେଜରିୱାଲ ‘ଗ୍ରୀନ୍ ଦିଲ୍ଲୀ’ ଆପ୍ ଲଞ୍ଚ କରିଛନ୍ତି ।...

ଜଳ ସଂରକ୍ଷଣ ପାଇଁ ଦେଓଘର ସତ୍‌ସଙ୍ଗ ଆଶ୍ରମକୁ ‘ରାଷ୍ଟ୍ରୀୟ ଜଳ ପୁରସ୍କାର’

ଦେଓଘର, ୨୯।୧୦: ଜଳ ସଂରକ୍ଷଣ କ୍ଷେତ୍ରରେ ଉଲ୍ଲେଖନୀୟ କାର୍ଯ୍ୟ ପାଇଁ ଝାଡ଼ଖଣ୍ଡର ଦେଓଘର ସତ୍‌ସଙ୍ଗ ଆଶ୍ରମକୁ ‘ରାଷ୍ଟ୍ରୀୟ ଜଳ ପୁରସ୍କାର-୨୦୧୯’ ପ୍ରଦାନ କରାଯିବ। ଭାରତ ସରକାରଙ୍କ ଜଳ ସମ୍ପଦ ମନ୍ତ୍ରଣାଳୟ ପକ୍ଷରୁ ଏହି ପୁରସ୍କାର ଲାଗି ଦେଓଘର ସତ୍‌ସଙ୍ଗ ଆଶ୍ରମକୁ...

ଗୁଜରାଟର ପୂର୍ବତନ ମୁଖ୍ୟମନ୍ତ୍ରୀ କେଶୁଭାଇ ପଟେଲଙ୍କ ପରଲୋକ

ଅହମଦାବାଦ୍‌,୨୯।୧୦:ଗୁଜରାଟର ପୂର୍ବତନ ମୁଖ୍ୟମନ୍ତ୍ରୀ କେଶୁଭାଇ ପଟେଲଙ୍କ ପରଲୋକ ଘଟିଛି। ମୃତ୍ୟୁବେଳକୁ ତାଙ୍କ ୯୨ ବର୍ଷ ହୋଇଥିଲା। ନିଃଶ୍ୱସାପ୍ରଶ୍ୱାସ ନେବାରେ ଅସୁବିଧା ଅନୁଭବ କରିବାରୁ ଗୁରୁବାର ସକାଳେ ତାଙ୍କୁ ଅହମଦାବାଦର ଏକ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା। କେଶୁଭାଇ ୧୯୯୫ ଏବଂ ୧୯୯୮ରୁ...

Advertisement
Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri