ଜୁନ ୮ପର୍ଯ୍ୟନ୍ତ ରାଜ୍ୟରେ ବଢ଼ିଲା ଲକ୍‌ଡାଉନ: ଜାଣନ୍ତୁ କ’ଣ ଖୋଲା କ’ଣ ବନ୍ଦ

ପାଟନା,୩୧।୫: କରୋନା ସଙ୍କଟକୁ ଦୃଷ୍ଟିରେ ରଖି ବିହାରରେ ପୁଣିଥରେ ଲକ୍‌ଡାଉନ ବୃଦ୍ଧି କରାଯାଇଛି। ଏଣିକି ଜୁନ ୮ପର୍ଯ୍ୟନ୍ତ ରାଜ୍ୟରେ ପୂର୍ବଭଳି ରହିବ ଲକ୍‌ଡାଉନ କଟକଣା। ଏନେଇ ମୁଖ୍ୟମନ୍ତ୍ରୀ ନୀତିଶ କୁମାର ଟୁଇଟ କରି ଘୋଷଣା କରିଛନ୍ତି। ସୋମବାର କ୍ରାଇସିସ୍‌ ମ୍ୟାନେଜମେଣ୍ଟ ଗ୍ରୁପ୍‌ ସହ ହୋଇଥିବା ବୈଠକ ପରେ ସରକାର ଏହି ନିଷ୍ପତ୍ତି ନେଇଛନ୍ତି। ଏଥିସହ ସରକାର ଏକ ନୂଆ ଗାଇଡ୍‌ଲାଇନ ଜାରି କରି କେତେକ କଟକଣା କୋହଳ କରିଛନ୍ତି। ତେବେ ନୂଆ ଗାଇଡ୍‌ଲାଇନ ଅନୁସାରେ ଦୋକାନ ଖୋଲିବା ନେଇ ନୂଆ ମାର୍ଗଦର୍ଶିକା ଜାରି କରାଯାଇଛି। ଗୋଟିଏ ଦିନର ଅନ୍ତରରେ ସମସ୍ତ ଆବଶ୍ୟକୀୟ ଦୋକାନ ଯଥା ଫଳ, ପନିବରିବା, ବିହନ ଓ ଚାଷ ଉପକରଣ ଦୋକାନ ସବୁ ସକାଳ ୬ଟାରୁ ଦ୍ୱିପ୍ରହର ୨ଟା ପର୍ଯ୍ୟନ୍ତ ଖୋଲା ରହିବ। ତେବେ ଏହି ସମୟରେ ଲୋକମାନେ କିପରି ସାମାଜିକ ଦୂରତ୍ୱ ରକ୍ଷା କରିବେ ଓ ମାସ୍କ ପିନ୍ଧିବେ ସେନେଇ ଜିଲାପାଳ ତଦାରଖ କରିବେ। ଏଥିସହ ଘରୋଇ କାର୍ଯ୍ୟାଳୟ, ସ୍କୁଲ କଲେଜ ଆଦି ବନ୍ଦ ରହିଥିବା ବେଳେ ସରକାରୀ କାର୍ଯ୍ୟାଳୟରେ ମାତ୍ର ୨୫ ପ୍ରତିଶତ କର୍ମଚାରୀଙ୍କୁ ନେଇ କାର୍ଯ୍ୟ କରାଯିବ ବୋଲି ସରକାର ନିର୍ଦ୍ଦେଶ ଦେଇଛନ୍ତି। ସେହିପରି ରେଳ ଓ ବିମାନ ସେବା ସମେତ କେବଳର ଦୁର ଦୂରାନ୍ତକୁ ଯାତ୍ରା କରୁଥିବା ଲୋକଙ୍କୁ ପବ୍ଲିକ ଟ୍ରାନ୍ସପୋର୍ଟ ବ୍ୟବହାର ପାଇଁ ଅନୁମତି ଦିଆଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ରାହୁଲଙ୍କ ବିକଳ୍ପ: କାର୍ଯ୍ୟକାରୀ ଅଧ୍ୟକ୍ଷ ପାଇଁ ଦୌଡ଼ରେ ୪ ସଦସ୍ୟ

ନୂଆଦିଲ୍ଲୀ,୧୨।୬: କଂଗ୍ରେସ ରାଷ୍ଟ୍ରୀୟ ଅଧ୍ୟକ୍ଷ ରାହୁଲ ଗାନ୍ଧୀ ପଦରୁ ଇସ୍ତଫା ଦେବା ନେଇ ଅଡ଼ି ବସିଛନ୍ତି। ତେବେ ରାହୁଲଙ୍କ ବିକଳ୍ପ ଭାବେ କାହାକୁ ଚୟନ କରାଯିବ...

କଂଗ୍ରେସ ଛାଡ଼ିଲେ କରଣ ସିଂଙ୍କ ପୁଅ

ନୂଆଦିଲ୍ଲୀ,୨୩ା୩: ଜମ୍ମୁ-କଶ୍ମୀରର ପ୍ରଥମ ରାଜ୍ୟପାଳ ତଥା ପୂର୍ବତନ କେନ୍ଦ୍ରମନ୍ତ୍ରୀ କରଣ ସିଂଙ୍କ ପୁଅ ବିକ୍ରମାଦିତ୍ୟ ସିଂ ମଙ୍ଗଳବାର କଂଗ୍ରେସରୁ ଇସ୍ତଫା ଦେଇଛନ୍ତି। ବର୍ତ୍ତମାନ କଂଗ୍ରେସ ତୃଣମୂଳ...

ଆଜି ରାଜ୍ୟରୁ ୬୦୯ କରୋନା ଆକ୍ରାନ୍ତ ଚିହ୍ନଟ, ଏମାନଙ୍କ ମଧ୍ୟରେ ଅଛନ୍ତି ୧୨୨ ପିଲା

ଭୁବନେଶ୍ୱର,୬।୯(ବ୍ୟୁରୋ): ସୋମବାର ରାଜ୍ୟରୁ ୬୦୯ ପଜିଟିଭ୍‌ ଚିହ୍ନଟ ହୋଇଛନ୍ତି। ଏହାକୁ ମିଶାଇ ରାଜ୍ୟରେ ବର୍ତ୍ତମାନ ମୋଟ୍‌ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୧୦,୧୨,୧୬୭ରେ ପହଞ୍ଚିଥିବା ରାଜ୍ୟ ସୂଚନା...

ହସ୍ପିଟାଲରେ ଲାଗିଲା ଭୟଙ୍କର ନିଆଁ

ଉଜ୍ଜୈନ,୪।୪: ମଧ୍ୟପ୍ରଦେଶର ଉଜ୍ଜୈନରେ ଏକ ହସ୍ପିଟାଲରେ ନିଆଁ ଲାଗିଯାଇଛି। ରବିବାର ସକାଳ ୧୧.୩୦ ସମୟରେ ପାଟିଦାର ଫ୍ରିଗଞ୍ଜର ପାଟିଦାର ହସ୍ପିଟାଲରେ ନିଆଁ ଲାଗିଯାଇଥିଲା। ଏହି ଘଟଣା...

‘ତୁମେ ମୋ ଜୀବନ ବଦଳାଇ ଦେଲ’

ନୂଆଦିଲ୍ଲୀ,୨ା୧୨: କେନ୍ଦ୍ରମନ୍ତ୍ରୀ ପୀୟୂଷ ଗୋଏଲ ବୁଧବାର ୩୦ ତମ ବିବାହ ବାର୍ଷିକୀ ପାଳନ କରିଛନ୍ତି। ଏହି ଅବସରରେ ସେ ଟୁଇଟ୍‌ର ପେଜ୍‌ରେ ତାଙ୍କର କିଛି ପୁରୁଣା...

ନାବାଳିକାଙ୍କୁ ଗଣବଳାତ୍କାର ପରେ ହତ୍ୟା

ତେଜ୍‌ପୁର,୩ା୩: ଆସାମର ବିଶ୍ୱନାଥ ଜିଲା ଅନ୍ତର୍ଗତ ଚକ୍‌ଲା ଗ୍ରାମରେ ଜଣେ ନାବାଳିକା(୧୨)ଙ୍କୁ ଗଣବଳାତ୍କାର କରାଯିବା ପରେ ମାରି ଗଛରେ ଟଙ୍ଗାଇ ଦିଆଯାଇଛି। ପୋଲିସ ଘଟଣାର ଛାନ୍‌ଭିନ୍‌...

ଶ୍ମଶାନ ଆଗରେ ଲମ୍ବା ଲାଇନ୍‌

ବେଙ୍ଗାଲୁରୁ, ୧୯।୭: କରୋନା ମହାମାରୀ ଯୋଗୁ କର୍ନାଟକରେ ସ୍ଥିତି ଅସମ୍ଭାଳ ହେବାରେ ଲାଗିଛି। ପ୍ରତିଦିନ ମୃତକଙ୍କ ସଂଖ୍ୟା ବଢୁଥିବାରୁ ଅନ୍ତିମ ସଂସ୍କାର ପାଇଁ ଶ୍ମଶାନ ଆଗରେ...

୧୨୨ ବର୍ଷ ମଧ୍ୟରେ ୨୦୨୨ ଡିସେମ୍ବରରେ ସର୍ବାଧିକ ତାତି…

ନୂଆଦିଲ୍ଲୀ,୫।୧ : ଗତ ୨୦୨୨ ଡିସେମ୍ବର ୧୨୨ ବର୍ଷ ମଧ୍ୟରେ ଭାରତରେ ସବୁଠାରୁ ଉତ୍ତପ୍ତ ଥିଲା । ଡିସେମ୍ବରରେ ଦେଶର ତିନୋଟି ସର୍ବୋଚ୍ଚ ତାପମାତ୍ରା, ସର୍ବନିମ୍ନ...

Advertisement
Archives

Model This Week