Posted inଜାତୀୟ

କେରଳ ଛୁଇଁଲା ମୌସୁମୀ

ଥିରୁଭାନନ୍ତପୁରମ୍‌,୩।୬: ଦେଶରେ ଅନେକ ରାଜ୍ୟରେ ତାପମାତ୍ରା ବଢୁଥିବାବେଳେ ଗୁରୁବାର କେରଳ ଛୁଇଁଛି ମୌସୁମୀ। ଆଇଏମ୍‌ଡି ଡିଜି ମୃତ୍ୟୁଞ୍ଜୟ ମହାପାତ୍ର ଏନେଇ ସୂଚନା ଦେଇଛନ୍ତି। ସେ କହିଛନ୍ତି, ଦକ୍ଷିଣ-ପଶ୍ଚିମ ମୌସୁମୀ ବାୟୁ କେରଳରେ ପହଞ୍ଚିଛି। ଦକ୍ଷିଣ-ପଶ୍ଚିମ ମୌସୁମୀ ଆସନ୍ତା ୨ ଦିନ ମଧ୍ୟରେ ଦକ୍ଷିଣ ଏବଂ ମଧ୍ୟ ଆରବ ସାଗରର ଅବଶିଷ୍ଟ ଅଂଶରେ ପହଞ୍ଚିବ। ଏହା ବ୍ୟତୀତ ମୌସୁମୀ ତାମିଲନାଡୁ ଏବଂ ପୁଡୁଚେରୀର କିଛି ଅଂଶ ସହିତ ଦକ୍ଷିଣ ଆଭ୍ୟନ୍ତରୀଣ କର୍ନାଟକର କିଛି ଅଂଶରେ ପହଞ୍ଚିବ। ପାଣିପାଗ ବିଭାଗ ଅନୁଯାୟୀ, ରୟାଲସୀମା ଏବଂ ଦକ୍ଷିଣ କେନ୍ଦ୍ରୀୟ ବଙ୍ଗୋପସାଗରର କିଛି ଅଂଶରେ ମୌସୁମୀ ଆଗକୁ ବଢିବାର ସମ୍ଭାବନା ରହିଛି। ସୂଚନାଯୋଗ୍ୟ, ଏଥର ସାଧାରଣ ସମୟ ଅପେକ୍ଷା ବିଳମ୍ବରେ କେରଳରେ ମୌସୁମୀ ପହଞ୍ଚିଛି।


Enter your email to get our daily news in your inbox.

All Right Reserved By Dharitri.Com

ଭୂତାଣୁ ପୁଣି ଉପରମୁହଁ।

ନୂଆଦିଲ୍ଲୀ/ ମୁମ୍ବାଇ/ ଅମୃତସର,୨୦।୩: ନୂଆ ଧାରାରେ ଭିନ୍ନ ଅବତାର ନେଇ ଫେରିଛି କରୋନାର ଆଉ ଏକ ପ୍ରବାହ । ମହାମାରୀର ଲେଉଟାଣିକୁ ରୋକିବା ପାଇଁ ପୂର୍ବଭଳି...

୫ ଥର ଝିଅ ଦେଖିବା ପରେ ଯୁବକ କଲେ ନାପସନ୍ଦ, ନିର୍ଧୂମ ଖାଇଲେ ଛେଚା, ଭିଡିଓ ଭାଇରାଲ

ମୁମ୍ବାଇ,୨୫।୪: ଜଣେ ଯୁବକ ୫ ଥର ଝିଅ ଦେଖିବା ପରେ ନାପସନ୍ଦ କରିବାରୁ ଝିଅ ଘର ଲୋକେ ସଂପୃକ୍ତ ଯୁବକଙ୍କୁ ଏକ ବନ୍ଦ କୋଠରିରେ ପ୍ରବଳ...

ଫ୍ରାନ୍ସ୍‌-ସୌଦି-ବାହାରିନ୍‌ ଗସ୍ତରେ ମୋଦି: ଜି-୭ ଶିଖର ସମ୍ମିଳନୀରେ ଯୋଗ ଦେବେ

ନୂଆଦିଲ୍ଲୀ,୨୨।୮: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଗୁରୁବାର ଫ୍ରାନ୍ସ୍‌-ସୌଦି-ବାହାରିନ୍‌ ଗସ୍ତରେ ଯାଇଛନ୍ତି। ସେ ପ୍ରଥମେ ଫ୍ରାନ୍ସ ଗସ୍ତ କରିବେ। ଏହା ପରେ ସୌଦି ଏବଂ ବାହାରିନ୍‌ ଗସ୍ତରେ...

ତେଜ ପ୍ରତାପ ଖୋଲିବେ ‘ଲାଲୁ ପାଠଶାଳା’

ପାଟନା,୧୮ ।୫: ଆର୍‌ଜେଡି ସୁପ୍ରିମୋ ଲାଲୁ ପ୍ରସାଦ ଯାଦବଙ୍କ ବଡ ପୁଅ ତଥା ବିଧାୟକ ତେଜ ପ୍ରତାପ ଯାଦବ ‘ଲାଲୁ ପାଠଶାଳା’ ଖୋଲିବାକୁ ଯାଉଛନ୍ତି ।...

କାଉଡିଆଙ୍କ ଉପରେ ଫୁଲ ବର୍ଷା କଲେ ପୋଲିସ କର୍ମୀ

ମୁଜାଫରପୁର,୨୭।୭: ଶ୍ରାବଣ ମାସରେ ଶିବଭକ୍ତମାନେ ଶିବଙ୍କୁ ଜଳଲାଗି କରିବାକୁ କାଉଡି ଯାତ୍ରାରେ ବାହାରିଥାଆନ୍ତି। ଚଳିତ ବର୍ଷ ମଧ୍ୟ ଗତବର୍ଷ ପରି ଏହି କାଉଡିଆଙ୍କ ପାଇଁ ସ୍ବତନ୍ତ୍ର...

୨୦୨୦ରେ ଚନ୍ଦ୍ରୟାନ-୩

ବେଙ୍ଗାଲୁରୁ,୧୫-୧୧:ଚନ୍ଦ୍ରୟାନ-୨ର ଲ୍ୟାଣ୍ଡର ବିକ୍ରମକୁ ଚନ୍ଦ୍ର ପୃଷ୍ଠରେ ମୃଦୁ ଅବତରଣ କରାଇବାରେ ବିଫଳ ହୋଇଥିବା ଭାରତୀୟ ମହାକାଶ ଗବେଷଣା ପ୍ରତିଷ୍ଠାନ (ଇସ୍ରୋ) ଆସନ୍ତାବର୍ଷ ନଭେମ୍ବର ସୁଦ୍ଧା ଏହାର...

୭୨ ହଜାର ଟପିଲା ନୂଆ ଆକ୍ରାନ୍ତଙ୍କ ସଂଖ୍ୟା

ନୂଆଦିଲ୍ଲୀ,୧।୪: ଦେଶରେ କରୋନାର ସଂକ୍ରମଣର ଦ୍ୱିତୀୟ ଲହର ଜାରି ରହିଛି। ପ୍ରତିଦିନ ନୂଆ ଆକ୍ରାନ୍ତଙ୍କ ବଢ଼ିବାରେ ଲାଗିଛି। ଦେଶରେ ଲଗାତାର ଗତ ୬ ଦିନ ନୂଆ...

ଅଙ୍ଗନଓ୍ବାଡି କର୍ମୀଙ୍କୁ ଗଣବଳାତ୍କାର ପରେ ହତ୍ୟା

ଲକ୍ଷ୍ନୌ, ୭।୧(ପି.ଟି.): ଉତ୍ତରପ୍ରଦେଶର ବୁଦାଉଁ ଜିଲାରେ ଜଣେ ୫୦ ବର୍ଷୀୟ ଅଙ୍ଗନଓ୍ବାଡ଼ି କର୍ମୀଙ୍କୁ ଗଣବଳାତ୍କାର କରାଯିବା ସହ ବୀଭତ୍ସ ଭାବେ ହତ୍ୟା କରାଯାଇଛି। ଏହି ଘଟଣାରେ...

Advertisement
Archives

Model This Week