ଜାତୀୟ

ନୀତିଶଙ୍କ ଉପରକୁ ପିଆଜ ମାଡ ଘଟଣାକୁ ନିନ୍ଦା କଲେ ତେଜସ୍ବୀ

ପାଟନା,୪।୧୧: ବିହାର ବିଧାନସଭା ନିର୍ବାଚନ ପାଇଁ ଦ୍ୱିତୀୟ ପର୍ଯ୍ୟାୟ ଭୋଟ ଗ୍ରହଣ ଶେଷ ହୋଇଛି। ଏବେ ତୃତୀୟ ପର୍ଯ୍ୟାୟ ଭୋଟ ପାଇଁ ପ୍ରଚାର ଚାଲିଛି। ମଙ୍ଗଳବାର ବିହାର ମୁଖ୍ୟମନ୍ତ୍ରୀ ନୀତିଶ କୁମାର ମଧୁବନୀର ହରଲାଖୀ ବିଧାନସଭା ନିିର୍ବାଚନମଣ୍ଡଳୀରେ ପହଞ୍ଚିଥିଲେ। ସେଠାରେ...

ସଙ୍କଟରେ ମୁମ୍ବାଇ: ୨୬ ଡିସେମ୍ବରରେ ହୋଇପାରେ ଆତଙ୍କବାଦୀ ଆକ୍ରମଣ !

ମୁମ୍ବାଇ,୪।୧୧: ମୁମ୍ବାଇ ପାଇଁ ସଙ୍କଟ ଦେଖାଦେଇଛି। ୨୬ ଡିସେମ୍ବରରେ ଏଠାରେ ଆତଙ୍କବାଦୀ ଆକ୍ରମଣ ହେବାର ଆଶଙ୍କା ରହିଥିବା ଭାରତୀୟ ଗୋଇନ୍ଦା ବିଭାଗ ପକ୍ଷରୁ ସତର୍କ ସୂଚନା ଜାରି କରାଯାଇଛି। ଏହାକୁ ଦୃଷ୍ଟିରେ ରଖି ମୁମ୍ବାଇକୁ ହାଇ ଆଲର୍ଟରେ ରଖାଯାଇଛି। ଆତଙ୍କବାଦୀମାନେ...

ନିଯୁକ୍ତି ପାଇଁ ଅଧିକ ଯୋଗ୍ୟତା ଗ୍ରହଣୀୟ ନୁହେଁ

ନୂଆଦିଲ୍ଲୀ, ୪।୧୧: ନିଯୁକ୍ତି କ୍ଷେତ୍ରରେ ଅତ୍ୟଧିକ ଯୋଗ୍ୟତା ଗ୍ରହଣୀୟ ନୁହେଁ। ଅତ୍ୟଧିକ ଯୋଗ୍ୟତାସମ୍ପନ୍ନ ଜଣେ ବ୍ୟାଙ୍କ ପିଅନଙ୍କୁ ବରଖାସ୍ତ କରାଯାଇଥିଲା। ଓଡ଼ିଶା ହାଇକୋର୍ଟ ତାଙ୍କ ନିଯୁକ୍ତିକୁ କାଏମ ରଖିଥିଲେ। ତେବେ ସୁପ୍ରିମକୋର୍ଟ ତାଙ୍କ ଯୁକ୍ତିକୁ ଗ୍ରହଣ ନ କରି ପଞ୍ଜାବ...

ନୀତୀଶଙ୍କ ଉପରକୁ ପିଆଜ ମାଡ଼

ପାଟନା,୪।୧୧: ବିହାର ବିଧାନସଭାର ଦ୍ୱିତୀୟ ପର୍ଯ୍ୟାୟ ନିର୍ବାଚନ ପାଇଁ ମଙ୍ଗଳବାର ମତଦାନ ଶେଷ ହୋଇଥିବା ବେଳେ ମୁଖ୍ୟମନ୍ତ୍ରୀ ନୀତୀଶ କୁମାରଙ୍କ ଉପରକୁ ପିଆଜ ମାଡ଼ କରାଯାଇଛି। ମଧୁବଣିର ହରଲାଖିରେ ଏକ ନିର୍ବାଚନୀ ସଭାରେ ନୀତୀଶ ରାଜ୍ୟର ଯୁବକଙ୍କ ପାଇଁ ନିଯୁକ୍ତି...

ଅର୍ଣ୍ଣବଙ୍କୁ ଉଠାଇ ନେଲା ମୁମ୍ବାଇ ପୋଲିସ

ମୁମ୍ବାଇ, ୪।୧୧: ରିପବ୍ଲିକ ଟିଭି ମୁଖ୍ୟ ଅର୍ଣ୍ଣବ ଗୋସ୍ବାମୀଙ୍କୁ ବୁଧବାର ସକାଳେ ଜୋରଜବରଦସ୍ତ ମୁମ୍ବାଇ ପୋଲିସ ଉଠାଇ ନେଇଛି। ଅର୍ଣ୍ଣବଙ୍କ ମୁମ୍ବାଇସ୍ଥିତ ବାସଭବନରେ ପଶି ପୋଲିସ ତାଙ୍କୁ ଉଠାଇ ନେଇଥିବା ଜଣାପଡ଼ଛି। ଏଥିସହ ପୋଲିସ ତାଙ୍କୁ ମାଡ଼ ମାରିଥିବା ଅଭିଯୋଗ...

ଅମିତାଭ ବଚ୍ଚନଙ୍କ ନାଁରେ ଥାନାରେ ମାମଲା

ମୁମ୍ବାଇ,୩।୧୧- ବିବାଦରେ ଫସିଛି ଲୋକପ୍ରିୟ ଟେଲିଭିଜନ ଶୋ’ କୌନ ବନେଗା କରୋଡ ପତି ସିଜନ ୧୨। ଅକ୍ଟୋବର ୩୦ରେ ଶୋ’ର କରମବୀର ଏପିସୋଡରେ ଅଭିନେତା ଅମିତାଭ ବଚ୍ଚନ ମନୁସ୍ମୃତି ସମ୍ପର୍କିତ ଏକ ପ୍ରଶ ଜଣେ ସମାଜସେବୀଙ୍କୁ ପଚାରିଥିଲେ। ତେବେ ଏହି...

କେଦାରନାଥରେ ପ୍ରଥମ ତୁଷାରପାତ

ଡେରାଡୁନ,୩।୧୧: ଜଗତ ଜନନୀ ମା’ଙ୍କ ବିଦାୟ ପରେ ପରେ ଦେଶରେ ଶୀତର ପ୍ରକୋପ ଆରମ୍ଭ ହୋଇଗଲାଣି। ଗତ କିଛି ଦିନ ତଳେ ଦେଶର ରାଜଧାନୀ ଦିଲ୍ଲୀରେ ଥଣ୍ଡାର ପ୍ରକୋପ ଅନୁଭୂତ ହୋଇଥିଲା। ସେହିପରି ଏହାର ପ୍ରଭାବ ଉତ୍ତରାଖଣ୍ଡରେ ମଧ୍ୟ ଦେଖିବାକୁ...

୨ ଶ୍ରମିକ ପାଲଟିଲେ ଲକ୍ଷପତି: ମାଟି ଗଦାରୁ ମିଳିଲା ହୀରା

ପାନ୍ନା,୩।୧୧: ମଧ୍ୟପ୍ରଦେଶରେ ୨ ଜଣ ଶ୍ରମିକଙ୍କ ଭାଗ୍ୟ ଖୋଲିଯାଇଛି। ମାଟି ଗଦାରୁ ସେମାନଙ୍କୁ ହୀରା ମିଳିଛି। ପାନ୍ନା ଜିଲାରେ ଏହି ଘଟଣା ଘଟିଛି। ଜରୁଆପୁରର ଦିଲ୍ଲୀପ ମିଶ୍ରଙ୍କୁ ୭.୪୪ କ୍ୟାରେଟ୍‌ ଓଜନର ହୀରା ମିଳିଛି। ସେହିପରି କ୍ରିଷ୍ଣ କଲ୍ୟାଣପୁରର ଲଖନ...

ନଭେମ୍ବର ୧୬ରୁ ଏହି ରାଜ୍ୟରେ ଖୋଲିବ ବିଶ୍ୱବିଦ୍ୟାଳୟ

ଚଣ୍ଡିଗଡ଼,୩।୧୧: ମହାମାରୀ କରୋନା ଭାଇରସ୍‌ ଯୋଗୁ ସାରା ଦେଶରେ ଗତ କିଛି ମାସରୁ ସ୍କୁଲ, କଲେଜ ବନ୍ଦ ରହିଛି। ବର୍ତ୍ତମାନ ଦେଶରେ ଅନ୍‌ଲକ୍‌-୬.୦ ଜାରି ରହିଥିବା ବେଳେ କେନ୍ଦ୍ର ସରକାର କରୋନା କାଳରେ ପିଲାଙ୍କ ଭବ୍ୟଷ୍ୟତକୁ ଦୃଷ୍ଟିରେ ରଖି କଲେଜ...

ନୀତିଶଙ୍କ ଉପରକୁ ପଥର ମାଡ଼

ପାଟନା,୩।୧୧: ବିହାର ବିଧାନସଭାର ଦ୍ୱିତୀୟ ପର୍ଯ୍ୟାୟ ନିର୍ବାଚନ ପାଇଁ ମଙ୍ଗଳବାର ମତଦାନ ଜାରି ରହିଥିବା ବେଳେ ମୁଖ୍ୟମନ୍ତ୍ରୀ ନୀତିଶ କୁମାରଙ୍କ ଉପରକୁ ପଥର ମାଡ଼ କରାଯାଇଛି। ମଧୁବନୀର ହରଲାଖିରେ ଏକ ନିର୍ବାଚନୀ ସଭାରେ ନୀତିଶ ରାଜ୍ୟର ଯୁବକଙ୍କ ପାଇଁ ନିଯୁକ୍ତି...

ଦିଲ୍ଲୀସ୍ଥିତ ଦୂତାବାସକୁ ୧୧ ନଭେମ୍ବର ପର୍ଯ୍ୟନ୍ତ ବନ୍ଦ କଲା ଅଷ୍ଟ୍ରିଆ

ନୂଆଦିଲ୍ଲୀ/ଭିଏନା,୩।୧୧: ଅଷ୍ଟ୍ରିଆର ଭିଏନାରେ ଏକାଧିକ ସ୍ଥାନରେ ଆତଙ୍କବାଦୀ ଆକ୍ରମଣ ହୋଇଛି। ଏହାପରେ ସୁରକ୍ଷା ଦୃଷ୍ଟିରୁ ଅଷ୍ଟ୍ରିଆ ସରକାର ଦିଲ୍ଲୀରେ ଥିବା ଦୂତାବାସକୁ ନଭେମ୍ବର ୧୧ ପର୍ଯ୍ୟନ୍ତ ବନ୍ଦ କରି ଦେଇଛନ୍ତି। ଆତଙ୍କବାଦୀମାନେ ୬ ଭିନ୍ନ ଭିନ୍ନ ସ୍ଥାନରେ ଲୋକଙ୍କ ଉପରେ...

ବିବାହ କରାଇବା ପଡ଼ିଲା ମହଙ୍ଗା: ପଣ୍ଡିତଙ୍କ ବିରୋଧରେ ମାମଲା ଦାଏର

ଚଣ୍ଡିଗଡ଼,୩।୧୧: ହରିୟାଣାରେ ନାବାଳକଙ୍କ ବିବାହ କରାଇଥିବା ଜଣେ ପଣ୍ଡିତଙ୍କୁ ମହଙ୍ଗା ପଡ଼ିଛି। ତାଙ୍କ ବିରୋଧରେ ବାଳ ବିବାହ ନିରୋଧୀ ଆଇନ ଅନ୍ତର୍ଗତ ମାମଲା ଦାଏର କରାଯାଇଛି। ହିସାରରେ ପଣ୍ଡିତ ଜଣକ ୨୦ ବର୍ଷ ନାବାଳକଙ୍କ ସହିତ ଜଣେ ୧୮ ବର୍ଷ...

Advertisement
Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri