ଏଲ୍ଏସିରେ ଯବାନଙ୍କ ପାଇଁ ଉଷୁମ ଘର
ଲେହ,୧୮।୧୧: ପୂର୍ବ ଲଦାଖର ଏଲ୍ଏସିରେ ଭାରତୀୟ ଯବାନଙ୍କ ପାଇଁ ଉଷୁମ ଘର ନିର୍ମାଣ କରାଯାଇଛି। ଏଠାରେ ନଭେମ୍ବର ପରେ ପରେ ୪୦ ଫୁଟ ପର୍ଯ୍ୟନ୍ତ ତୁଷାରପାତ ହୋଇଥାଏ। ଫଳରେ ସମୁଦ୍ର ପତ୍ତନଠାରୁ ୧୬ ହଜାର ଫୁଟ ଉପରେ ଥିବା ଏସବୁ...
ବ୍ୟାଙ୍କ ବୁଡିଗଲେ ଆପଣ ଟଙ୍କା ଫେରସ୍ତ ପାଇବେ କି, ଜାଣନ୍ତୁ କ’ଣ ଅଛି ନିୟମ
ନୂଆଦିଲ୍ଲୀ,୧୮।୧୧: ଡିସେମ୍ବର ୧୬ ଯାଏ ଆରବିଆଇ ଦି ଲକ୍ଷ୍ମୀ ବିଲାସ ବ୍ୟାଙ୍କ ଉପରେ କଟକଣା ଲଗାଇଛି। କ୍ରମାଗତ ୩ ବର୍ଷ ଧରି ଲକ୍ଷ୍ମୀ ବିଲାସ ବ୍ୟାଙ୍କର ଆର୍ଥିକ କାରବାର ହ୍ରାସ ପାଉଥିବାରୁ ଆରବିଆଇ ଏହାର ଟଙ୍କା ଉଠାଣ ସୀମା ଉପରେ...
ସାର୍ବଜନୀକ ଛଠ୍ ପୂଜା ପାଇଁ ଅନୁମତି ମନା, ପାର୍ବଣ ତୁଳନାରେ ବଞ୍ଚିରହିବା ଗୁରୁତ୍ୱପୂର୍ଣ୍ଣ: ଦିଲ୍ଲୀ ହାଇକୋର୍ଟ
ନୂଆଦିଲ୍ଲୀ,୧୮।୧୧: ସାର୍ବଜନୀକ ଛଠ୍ ପୂଜା ପାଇଁ ଅନୁମତି ଦେବାକୁ ଦିଲ୍ଲୀ ହାଇକୋର୍ଟ ମନା କରିଛନ୍ତି। କୋର୍ଟ କହିଛନ୍ତି ଯେ, ପାର୍ବଣ ତୁଳନାରେ ବଞ୍ଚିରହିବା ଗୁରୁତ୍ୱପୂର୍ଣ୍ଣ। ବଞ୍ଚି ରହିଲେ ହିଁ ପର୍ବ ପାଳନ କରାଯାଇ ପାରିବ। ସାମ୍ପ୍ରତିକ କରୋନା ମହାମାରୀ ସ୍ଥିତିକୁ...
କୁପଓ୍ବାରାରେ ହିମସ୍ଖଳନ: ଜଣେ ଯବାନ ଶହୀଦ୍
ଶ୍ରୀନଗର,୧୮।୧୧: ଜମ୍ମୁ-କଶ୍ମୀରର କୁପଓ୍ବାରା ଜିଲାରେ ହିମସ୍ଖଳନରେ ଜଣେ ଯବାନ ଶହୀଦ୍ ହୋଇଛନ୍ତି। ଏହି ଘଟଣାରେ ଅନ୍ୟ ଦୁଇଜଣ ଯବାନ ଆହତ ହୋଇଛନ୍ତି। ଆହତଙ୍କୁ ଉଦ୍ଧାର କରି ଚିକିତ୍ସା ପାଇଁ ବେସ୍ ହସ୍ପିଟାଲରେ ଭର୍ତ୍ତି କରାଯାଇଛି ବୋଲି ରାଜ୍ୟ ପ୍ରାକୃତିକ ବିପର୍ଯ୍ୟୟ...
ବୋହୂ ମାଛ ତରକାରୀ ପ୍ରସ୍ତୁତ ନ କରିପାରିବାରୁ ଶାଶୁଘର ଲୋକେ ନେଲେ ଏମିତି ନିଷ୍ପତ୍ତି
ପାଟନା,୧୮।୧୧: ବିହାରର ସୁପୌଲରେ ଏକ ଅଭାବନୀୟ ଘଟଣା ଘଟିଛି। ବୋହୂ ମାଛ ପ୍ରସ୍ତୁତ କରି ନ ପାରିବାରୁ ଶାଶୁଘର ଲୋକେ ତାଙ୍କୁ ହତ୍ୟା କରିଛନ୍ତି। ଏହି ହତ୍ୟାକାଣ୍ଡ ପରେ ମହିଳାଙ୍କ ମୃତଦେହକୁ ଅଖା ଭିତରେ ସିଲ କରି ଗାଁ ନିକଟ...
ଶିକ୍ଷାମିତ୍ର ପାଇଁ କଟ୍ ଅଫ୍ ମାର୍କ ୬୦ରୁ ୬୫ ପ୍ରତିଶତ ମଧ୍ୟରେ ରହିବ: ସୁପ୍ରିମ୍କୋର୍ଟ
ନୂଆଦିଲ୍ଲୀ,୧୮।୧୧: ଉତ୍ତରପ୍ରଦେଶରେ ଶିକ୍ଷାମିତ୍ର ନିଯୁକ୍ତି ମାମଲାରେ ସୁପ୍ରିମ୍କୋର୍ଟ ଗୁରୁତ୍ୱପୂର୍ଣ୍ଣ ରାୟ ଦେଇଛନ୍ତି। ଆହ୍ଲାବାଦ୍ ହାଇକୋର୍ଟଙ୍କ ରାୟକୁ କାଏମ୍ ରଖି ସୁପ୍ରିମ୍କୋର୍ଟ କହିଛନ୍ତି ଯେ, ଶିକ୍ଷାମିତ୍ର ନିଯୁକ୍ତି କ୍ଷେତ୍ରରେ କଟ୍ ଅଫ୍ ମାର୍କ ୬୦ରୁ ୬୫ ମଧ୍ୟରେ ରହିବ। ସେଥିମଧ୍ୟରୁ ସଂରକ୍ଷିତ...
ଆଉ ହେବନି ଲକ୍ଡାଉନ୍: ଆବଶ୍ୟକ ପଡ଼ିଲେ ବଜାର ରହିବ ବନ୍ଦ
ନୂଆଦିଲ୍ଲୀ,୧୮।୧୧: ଦିଲ୍ଲୀରେ କରୋନା ମହାମାରୀ ସଂକ୍ରମଣର ତୃତୀୟ ପର୍ଯ୍ୟାୟ ଜାରି ରହିଛି। ଏପରିସ୍ଥଳେ ଲକ୍ ଡାଉନ୍ ଜାରି ହେବ କି ନାହିଁ ସେନେଇ ନାନା କଳ୍ପନା ଜଳ୍ପନା ଜାରି ରହିଥିଲା। ତେବେ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜରିଓ୍ବାଲଙ୍କ କ୍ୟାବିନେଟ୍ର ସ୍ବାସ୍ଥ୍ୟମନ୍ତ୍ରୀ ସତ୍ୟେନ୍ଦ୍ର...
ରାତାରାତି ମାଲାମାଲ୍ ହୋଇଗଲେ ଗ୍ରାମବାସୀ, ଜାଣନ୍ତୁ କିପରି…
ସୁନାକୁ ନେଇ ପ୍ରାୟ ସମସ୍ତଙ୍କ ମନରେ ଦୁର୍ବଳତା ରହିଛି। ମାତ୍ର ବଜାରରେ ସୂନାର ମୂଲ୍ୟ ଯାହା ହେଲାଣି ତାହାକୁ କିଣିବା ସାଧାରଣ ଲୋକଙ୍କ ପକ୍ଷେ କଷ୍ଟକର ହୋଇ ଯାଉଛି। ଅନେକ ଥର ମନକୁ ଆସିଥାଏ ସୁନା ମାଗଣାରେ ମିଳିଯାନ୍ତାନି। ଏବେ...
କଂଗ୍ରେସରେ ଘର କଳି ବଢ଼ିଲା: ଅସନ୍ତୁଷ୍ଟଙ୍କୁ ଦଳରୁ ବାହାରି ଯିବାକୁ ପରାମର୍ଶ !
ନୂଆଦିଲ୍ଲୀ,୧୮।୧୧: କଂଗ୍ରେସରେ ଘର କଳି ବଢ଼ିବାରେ ଲାଗିଛି। ଏବେ ଏହାକୁ ନେଇ ଦଳର ବରିଷ୍ଠ ନେତା ଅଧୀର ରଞ୍ଜନ ଚୌଧୁରୀ କହିଛନ୍ତି ଯେ, ଅସନ୍ତୁଷ୍ଟମାନେ ବାହାରି ଯାଇ ଅନ୍ୟ ରାଜନୈତିକ ଦଳରେ ଯୋଗ ଦିଅନ୍ତୁ ଅଥିବା ନିଜର ପାର୍ଟି ଗଠନ...
ଦିଲ୍ଲୀରେ କରୋନା ଆତଙ୍କ: ନୋଏଡ଼ା ସୀମାରେ ର଼୍ୟାଣ୍ଡମ୍ ଟେଷ୍ଟିଂ ଆରମ୍ଭ
ନୂଆଦିଲ୍ଲୀ,୧୮।୧୧: ଦିଲ୍ଲୀରେ କରୋନାର ତୃତୀୟ ପର୍ଯ୍ୟାୟ ସଂକ୍ରମଣ ଜାରି ରହିଛି। ଏହାକୁ ଦୃଷ୍ଟିରେ ରଖି ନୋଏଡ଼ା ପ୍ରଶାସନ ପକ୍ଷରୁ ସତର୍କତାମୂଳକ ପଦକ୍ଷେପ ଗ୍ରହଣ କରାଯାଇଛି। ନୋଏଡ଼ା ସୀମାରେ ର଼୍ୟାଣ୍ଡମ୍ ଟେଷ୍ଟିଂ ଆରମ୍ଭ ହୋଇଛି। ପ୍ରତିଦିନ ଦିଲ୍ଲୀ-ନୋଏଡ଼ା ମଧ୍ୟରେ ବହୁ ଲୋକ...
ଉଗ୍ରବାଦୀଙ୍କ ହାତରେ ଚାଇନା ବନ୍ଧୁକ
ନୂଆଦିଲ୍ଲୀ,୧୮।୧୧: ଏଲ୍ଏସିରେ ଚାଇନା ଜାଣିଶୁଣି ଉତ୍ତେଜନା ସୃଷ୍ଟି କରୁଛି। ଏବେ ଉତ୍ତରପୂର୍ବ ରାଜ୍ୟଗୁଡ଼ିକରେ ବିଭିନ୍ନ ଉଗ୍ରବାଦୀ ସଂଗଠନଙ୍କୁ ଚାଇନା ଆଧୁନିକ ଅସ୍ତ୍ରଶସ୍ତ୍ର ଯୋଗାଇବାରେ ଲାଗିଛି। ଭାରତରେ ଅଶାନ୍ତି ସୃଷ୍ଟି କରିବା ଲାଗି ଚାଇନା ଏଭଳି ଷଡ଼ଯନ୍ତ୍ର ରଚିଛି। ଏନେଇ ଭାରତୀୟ...
୮ ସ୍କୁଲର ୮୦ ଛାତ୍ରୀଛାତ୍ର କରୋନା ପଜିଟିଭ୍: ସରକାରଙ୍କ ଅକଲ ଗୁଡୁମ୍
ରେଓ୍ବାଡ଼ି,୧୮।୧୧: ଦେଶରେ କରୋନା ମହାମାରୀ ଆତଙ୍କ ଜାରି ରହିଛି। ଦେଶର କେତେକ ରାଜ୍ୟରେ ସ୍କୁଲ ଖୋଲା ଯାଇଛି। ତେବେ ହରିୟାଣାରେ ରେଓ୍ବାଡ଼ିରେ ଖୋଲା ଯାଇଥିବା ୮ଟି ସ୍କୁଲରେ ୮୦ ଜଣ ଛାତ୍ରୀଛାତ୍ରଙ୍କ ନମୁନା ପରୀକ୍ଷା ରିପୋର୍ଟ କରୋନା ପଜିଟିଭ୍ ଆସିଛି।...
Archives


