ସାର୍ବଜନୀକ ଛଠ୍‌ ପୂଜା ପାଇଁ ଅନୁମତି ମନା, ପାର୍ବଣ ତୁଳନାରେ ବଞ୍ଚିରହିବା ଗୁରୁତ୍ୱପୂର୍ଣ୍ଣ: ଦିଲ୍ଲୀ ହାଇକୋର୍ଟ

ନୂଆଦିଲ୍ଲୀ,୧୮।୧୧: ସାର୍ବଜନୀକ ଛଠ୍‌ ପୂଜା ପାଇଁ ଅନୁମତି ଦେବାକୁ ଦିଲ୍ଲୀ ହାଇକୋର୍ଟ ମନା କରିଛନ୍ତି। କୋର୍ଟ କହିଛନ୍ତି ଯେ, ପାର୍ବଣ ତୁଳନାରେ ବଞ୍ଚିରହିବା ଗୁରୁତ୍ୱପୂର୍ଣ୍ଣ। ବଞ୍ଚି ରହିଲେ ହିଁ ପର୍ବ ପାଳନ କରାଯାଇ ପାରିବ। ସାମ୍ପ୍ରତିକ କରୋନା ମହାମାରୀ ସ୍ଥିତିକୁ ଦୃଷ୍ଟିରେ ରଖି କୋର୍ଟ ଏଭଳି ରାୟ ଦେଇଛନ୍ତି। ଦିଲ୍ଲୀ ସରକାର ସୁରକ୍ଷା ଦୃଷ୍ଟିରୁ ସାର୍ବଜନୀକ ଛଠ୍‌ ପୂଜା ନ କରିବାକୁ ନିର୍ଦ୍ଦେଶ ଜାରି କରିଛନ୍ତି। ତେବେ ଏହାକୁ ନେଇ ରାଜନୈତିକ ଦଳଗୁଡ଼ିକ ମଧ୍ୟରେ ଟଣାଓଟରା ଲାଗି ରହିଛି। ଭାଜପା ପକ୍ଷରୁ ଏନେଇ ଶାସକ ଆମ୍‌ ଆଦ୍‌ମୀ ପାର୍ଟିକୁ ପ୍ରଶ୍ନ କରାଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ଓମିକ୍ରନ୍‌ ତାଣ୍ଡବ ଆରମ୍ଭ, ଆକ୍ରାନ୍ତଙ୍କ ସଂଖ୍ୟା ୨,୧୩୫…

ନୂଆଦିଲ୍ଲୀ, ୫।୧: ଦେଶରେ କରୋନା ମହାମାରୀର ନୂଆ ଭାରିଆଣ୍ଟ ଓମିକ୍ରନ୍‌ ଯୋଗୁ ଆତଙ୍କ ସୃଷ୍ଟି ହୋଇଛି। ଓମିକ୍ରନ୍‌ ସଂକ୍ରମଣ ଗ୍ରାଫ୍‌ ଉପର ମୁହାଁ ହେବାରେ ହୋଇଛି।...

ଇଡିରେ ହାଜର ହେବେ ସୋନିଆ

ନୂଆଦିଲ୍ଲୀ,୧୧।୬: କରୋନାରୁ ସୁସ୍ଥ ହେବା ପରେ ନ୍ୟାସନାଲ ହେରାଲ୍ଡ ସହ ଜଡ଼ିତ ମନି ଲଣ୍ଡରିଂ ମାମଲାରେ ଜୁନ ୨୩ରେ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ(ଇଡି)ରେ ହାଜର ହେବେ କଂଗ୍ରେସ...

ଭଦ୍ରକରେ ଆକ୍ରାନ୍ତଙ୍କ ସଂଖ୍ୟା ୯୮ ଛୁଇଁଲା

ଭଦ୍ରକ ଅଫିସ,୨୨ା୫: ଜିଲାରେ ଶୁକ୍ରବାର ୩ କରୋନା ଆକ୍ରାନ୍ତ ଚି଼ହ୍ନଟ ହୋଇଥିବା ପ୍ରଶାସନ ପକ୍ଷରୁ ଟୁଇଟର୍‌ ମାଧ୍ୟମରେ ସୂଚନା ଦିଆଯାଇଛି। ଏହାକୁ ମିଶାଇ ଜିଲାରେ ଆକ୍ରାନ୍ତଙ୍କ...

ଗାଙ୍ଗୁଲୀଙ୍କୁ ହସ୍ପିଟାଲରୁ ମିଳିବ ଛୁଟି

କୋଲକାତା, ୩୦।୧: ବିସିସିଆଇ ଅଧ୍ୟକ୍ଷ କ୍ରିକେଟର କ୍ରିକେଟର ସୌରଭ ଗାଙ୍ଗୁଲୀଙ୍କୁ ଖୁବ୍‌ ଶୀଘ୍ର ଆପୋଲ ହସ୍ପିଟାଲରୁ ଛୁଟି ମିଳିବ। ଶନିବାର ଅବା ରବିବାର ଅପରାହ୍ନରେ ସେ...

ରାଜ୍ୟରେ ସୁସ୍ଥ ହେଲେ ଆଉ ୨୧୮ କରୋନା ଆକ୍ରାନ୍ତ

ଭୁବନେଶ୍ୱର,୭।୭(ବ୍ୟୁରୋ): ରାଜ୍ୟରେ ଗତ ୨୪ ଘଣ୍ଟାରେ ଆଉ ୨୧୮ ଜଣ ସୁସ୍ଥ ହୋଇଛନ୍ତି। ଏଯାବତ୍‌ ଏହାକୁ ମିଶାଇ ୧୨ଲକ୍ଷ ୮୦ହଜାର ୭୫୦ ଜଣ ସୁସ୍ଥ ହୋଇଛନ୍ତି।...

ଭାରତ ବିରୋଧରେ ଷଡ଼ଯନ୍ତ୍ର, ନେପାଳର ୭ ଜିଲାରେ ଚାଇନାର ବେଆଇନ କାର୍ଯ୍ୟକଳାପ ବୃଦ୍ଧି…

ନୂଆଦିଲ୍ଲୀ,୧୬।୧୦ : ଚାଇନ ବର୍ତ୍ତମାନ ନେପାଳକୁ ଭାରତ ବିରୁଦ୍ଧରେ ବଳିର ଛେଳି କରିଛି। ଭାରତ ସହ ଜଡିତ ଅଞ୍ଚଳରେଚାଇନାର କାର୍ଯ୍ୟକଳାପ ବୃଦ୍ଧି ପାଉଛି। ତେବେ ବର୍ତ୍ତମାନ...

ମାଇନସ୍‌ ୩୦ ଡିଗ୍ରୀରେ ୬୫ ପୁଶ୍‌ ଅପ୍‌ ମାରିଲେ ୫୫ବର୍ଷୀୟ ଆଇଟିବିପି ଅଧିକାରୀ

ଲେହ,୨୩।୨: ଦେଶର ସୁରକ୍ଷାରେ ମୁତୟନ ହୋଇଥିବା ଯବାନଙ୍କ ପାଇଁ ବୟସ ଓ ପରିସ୍ଥିତି କର୍ତ୍ତବ୍ୟ ଆଗରେ ହାର ମାନିଥାଏ। ଯେକୌଣସି ପରିସ୍ଥିତି ହେଉ ନା କାହିଁକି...

ରାଜ୍ୟପାଳଙ୍କୁ ବିମାନ ଦେଲେନି ଉଦ୍ଧବ ସରକାର

ମୁମ୍ବାଇ, ୧୨ା୨: ମହାରାଷ୍ଟ୍ର ସରକାର ଓ ରାଜ୍ୟପାଳଙ୍କ ମଧ୍ୟରେ ପୁଣି ସୃଷ୍ଟି ହୋଇଛି ବିବାଦ। ଗୁରୁବାର ସକାଳେ ଉତ୍ତରାଖଣ୍ଡ ଯିବାକୁ ବାହାରିଥିବା ରାଜ୍ୟପାଳ ଭଗତ ସିଂ...

Advertisement
Archives

Model This Week