Posted inଜାତୀୟ

ଏଲ୍‌ଏସିରେ ଯବାନଙ୍କ ପାଇଁ ଉଷୁମ ଘର

ଲେହ,୧୮।୧୧: ପୂର୍ବ ଲଦାଖର ଏଲ୍‌ଏସିରେ ଭାରତୀୟ ଯବାନଙ୍କ ପାଇଁ ଉଷୁମ ଘର ନିର୍ମାଣ କରାଯାଇଛି। ଏଠାରେ ନଭେମ୍ବର ପରେ ପରେ ୪୦ ଫୁଟ ପର୍ଯ୍ୟନ୍ତ ତୁଷାରପାତ ହୋଇଥାଏ। ଫଳରେ ସମୁଦ୍ର ପତ୍ତନଠାରୁ ୧୬ ହଜାର ଫୁଟ ଉପରେ ଥିବା ଏସବୁ ସ୍ଥାନରେ ତାପମାତ୍ରା ମାଇନସ୍‌ ୩୦ରୁ ୪୦ ଡିଗ୍ରୀରେ ମଧ୍ୟରେ ପହଞ୍ଚିଯାଇଥାଏ। ଏଠାରେ କଷ୍ଟକର ସ୍ଥିତିରେ ରହିବାକୁ ଭାରତୀୟ ଯବାନଙ୍କୁ ପୂର୍ବରୁ ପଡୁଥିଲା। ତେବେ ଏବେ ସେମାନଙ୍କ ଲାଗି ଥଣ୍ଡାରେ ବି ଉଷୁମ ରହୁଥିବା ଘର ନିର୍ମାଣ କରାଯାଇଛି। ଏଠାରେ ରହିବା ଯବାନଙ୍କ ପାଇଁ ସହଜ ଜନକ ହେବ। ଯବାନଙ୍କୁ ଗରମ ପାଣି ଯୋଗାଇ ଦିଆଯିବା ସହିତ ବିଦ୍ୟୁତ୍‌ ହିଟର ସୁବିଧା ଉପଲବ୍ଧ କରାଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

୨ ଖଲିସ୍ତାନୀ ଆତଙ୍କବାଦୀ ଗିରଫ

ନୂଆଦିଲ୍ଳୀ,୨୯।୧: ଦେଶର ରାଜଧାନୀ ଦିଲ୍ଲୀରୁ ଦୁଇ ଖଲିସ୍ତାନୀ ଆତଙ୍କବାଦୀଙ୍କୁ ଦିଲ୍ଲୀ ପୋଲିସ ଗିରଫ କରିଛି। ଉଭୟ ଖାଲିସ୍ତାନୀ ଆତଙ୍କବାଦୀ ସଂଗଠନ ଶିଖ ଫର ଜଷ୍ଟିସ (ଏସ୍‌ଏଫ୍‌ଜେ)ର...

ସିଦ୍ଦାରାମାୟା ମୁଖ୍ୟମନ୍ତ୍ରୀ, ଶିବକୁମାର ଉପମୁଖ୍ୟମନ୍ତ୍ରୀ ଭାବେ ଆଜି ନେବେ ଶପଥ

ବେଙ୍ଗାଲୁରୁ,୨୦।୫: କର୍ନାଟକ ବିଧାନସଭା ନିର୍ବାଚନରେ ସ୍ପଷ୍ଟ ସଂଖ୍ୟାଗରିଷ୍ଠତା ହାସଲ କରିବା ପରେ କଂଗ୍ରେସ ଶନିବାର ସରକାର ଗଠନ କରିବାକୁ ଯାଉଛି। କିଛି ଘଣ୍ଟା ମଧ୍ୟରେ ସିଦ୍ଦାରାମାୟା...

୪୮୦ ଅଫିସରଙ୍କ ବଦଳି ବାତିଲ କଲେ ବିହାର ମୁଖ୍ୟମନ୍ତ୍ରୀ, ଆଭିମୁଖ୍ୟକୁ ନେଇ ବଢ଼ୁଛି ଚର୍ଚ୍ଚା

ପାଟନା,୨୬।୭: ବିହାର ମୁଖ୍ୟମନ୍ତ୍ରୀ ନୀତୀଶ କୁମାର ପୁଣି ଥରେ ରାଜ୍ୟ ଶାସନ ପ୍ରସଙ୍ଗରେ କଠୋର ଆଭିମୁଖ୍ୟ ଗ୍ରହଣ କରିଛନ୍ତି। ସେ ରାଜ୍ୟସ୍ବ ଏବଂ ଜମି ସଂସ୍କାର...

୫୦୦ ମିଟର ତଳକୁ ଖସିଲା ବସ୍‌: ୩୨ ମୃତ

ଡେରାଡୁନ,୫।୧୦: ଉତ୍ତରାଖଣ୍ଡର କୋଟଦ୍ୱାର ଜିଲାରେ ମର୍ମନ୍ତୁଦ ଦୁର୍ଘଟଣା। ମଙ୍ଗଳବାର ରାତିରେ ଏକ ଯାତ୍ରୀବାହୀ ବସ୍‌ ୫୦୦ ମିଟର ଗଭୀର ଘାଟରେ ଖସିପଡିଛି। ଏଥିରେ ୩୨ ଜଣଙ୍କର...

ସୀମା ସୁରକ୍ଷା ପାଇଁ ଭାରତୀୟ ସେନା ସମ୍ପୂର୍ଣ୍ଣ ସକ୍ଷମ…

ନୂଆଦିଲ୍ଲୀ, ୨୭।୮ : ଅରୁଣାଚଳ ପ୍ରଦେଶରେ ଭାରତ ସୀମାରେ ଭାରତୀୟ ସେନା ପ୍ରସ୍ତୁତ ଅଛନ୍ତି। ଭାରତୀୟ ସେନା ଅନ୍ତର୍ଜାତୀୟ ସୀମା ସହିତ ଭିତ୍ତିଭୂମି ଏବଂ ସୁରକ୍ଷା...

ମାଷ୍ଟରଷ୍ଟ୍ରୋକ୍‌ ନା ପରାଜୟ ଭୟ

ନୂଆଦିଲ୍ଲୀ,୨୦।୧୧: ଗୁରୁନାନକ ଦେବଙ୍କ ୫୫୨ତମ ଜୟନ୍ତୀ ଅବସରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଅପ୍ରତ୍ୟାଶିତ ଘୋଷଣା ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଛି। ଯେଉଁ କୃଷି ଆଇନକୁ ନେଇ ଏତେ...

ଦେଶରେ ଅକ୍ସିଜେନ ଅଭାବରୁ ୧୫୦ ଲୋକଙ୍କ ମୃତ୍ୟୁ

ନୂଆଦିଲ୍ଲୀ,୧୩।୫: ଦେଶରେ କରୋନା ଭାଇରସ୍‌ ସଂକ୍ରମଣର ଦ୍ୱିତୀୟ ଲହର ଜାରି ରହିଛି। କରୋନାର ଏହି ନୂଆ ଷ୍ଟ୍ରେନ୍‌ ସାଂଘାତିକ ହୋଇଥିବା ବେଳେ ଇତିମଧ୍ୟରେ ଦେଶରେ ଅକ୍ସିଜେନର...

ଭାରତରେ ଷ୍ଟେଜ ୨ରେ କରୋନା ଭାଇରସ

ନୂଆଦିଲ୍ଲୀ,୧୪।୩: ଚାଇନାରୁ ଆରମ୍ଭ ହୋଇଥିବା କରୋନା ଭାଇରସ ଏବେ ସାରା ବିଶ୍ୱରେ ତା’ର ଉପସ୍ଥିତି ଜାହିର କରି ସାରିଲାଣି। ହାତ ଗଣତି କିଛି ଦେଶକୁ ଛାଡିଦେଲେ...

Advertisement
Archives

Model This Week