ଦ୍ୱିତୀୟଥର କେରଳର ମୁଖ୍ୟମନ୍ତ୍ରୀ ହେଲେ ପିନାରାଇ ବିଜୟନ
ଥିରୁଭାନନ୍ତପୁରମ୍,୨୦।୫: ଦ୍ୱିତୀୟଥର କେରଳର ମୁଖ୍ୟମନ୍ତ୍ରୀ ଭାବରେ ପିନାରାଇ ବିଜୟନ ଗୁରୁବାର ଶପଥ ଗ୍ରହଣ କରିଛନ୍ତି। ଥିରୁଭାନନ୍ତପୁରମ୍ରେ ଆୟୋଜିତ ଏକ କାର୍ଯ୍ୟକ୍ରମରେ କେରଳ ରାଜ୍ୟପାଳ ଆରିଫ ମହମ୍ମଦ ଖାନ ତାଙ୍କୁ ଶପଥ ପାଠ କରାଇଥିଲେ। ୭୫ ବର୍ଷୀୟ ପିନାରାଇଙ୍କ ସହ ୨୧ ଜଣ…
ମୁଖ୍ୟମନ୍ତ୍ରୀଙ୍କ ବଡ଼ ଘୋଷଣା: କରୋନାରେ ମୃତ କର୍ମଚାରୀଙ୍କ ପରିବାର ସଦସ୍ୟଙ୍କୁ ମିଳିବ ଚାକିରି
ଲକ୍ଷ୍ନୌ,୨୦।୫: ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ଏକ ବଡ ଘୋଷଣା କରିଛନ୍ତି। ଡ୍ୟୁଟିରେ ଥିବାବେଳେ କୋଭିଡ ସଂକ୍ରମଣ ଯୋଗୁ ମୃତ୍ୟୁବରଣ କରିଥିବା ରାଜ୍ୟ ସରକାରୀ କର୍ମଚାରୀଙ୍କ ପରିବାରକୁ ସମ୍ପୂର୍ଣ୍ଣ ସହାୟତା କରାଯିବ। ସମ୍ପୃକ୍ତ ପରିବାର ପ୍ରତି ସମ୍ପୂର୍ଣ୍ଣ ସମ୍ବେଦନଶୀଳତା ଏବଂ ସହାନୁଭୂତି…
ସାମରିକ ଶାସକଙ୍କୁ ଭୟ: ଭାରତରେ ଅନୁପ୍ରବେଶ କଲେ ୬୦୦୦ ଶରଣାର୍ଥୀ…
ନୂଆଦିଲ୍ଲୀ,୨୦।୫: ଦେଶରେ କରୋନା ମହାମାରୀ ସଂକ୍ରମଣ ଯୋଗୁ ସ୍ଥିତି ଅଣାୟତ୍ତ ହେବାରେ ଲାଗିଛି। ଏପରିସ୍ଥଳେ ପଡ଼ୋଶୀ ଦେଶ ମ୍ୟାନମାର୍ରେ ଜାରି ରହିଥିବା ସାମରିକ ଶାସକଙ୍କ ଅତ୍ୟାଚରରେ ଅତିଷ୍ଠ ହୋଇ ୬୦୦୦ ମ୍ୟାନମାର୍ବାସୀ ଭିଟା ଛାଡ଼ି ଭାରତରେ ଶରଣ ନେଇଛନ୍ତି। ସେମାନେ ମିଜୋରାମରେ…
ଆଉ ରକ୍ଷା ନାହିଁ, କାଶିଲେ-ଛିଙ୍କିଲେ ୧୦ ମିଟର ପର୍ଯ୍ୟନ୍ତ ବ୍ୟାପିବ କରୋନା ଭୂତାଣୁ…
ନୂଆଦିଲ୍ଲୀ,୨୦।୫: ଦେଶରେ କରୋନା ମହାମାରୀ ସଂକ୍ରମଣ ଯୋଗୁ ସ୍ଥିତି ଅଣାୟତ୍ତ ହେବାରେ ଲାଗିଛି। ଏପରିସ୍ଥଳେ ସରକାରଙ୍କ ପକ୍ଷରୁ କରୋନା ଭୂତାଣୁ ସଂକ୍ରମଣ ନେଇ ନୂଆ ସତର୍କ ସୂଚନା ଜାରି କରାଯାଇଛି। କାଶିଲେ ଅବା ଛିଙ୍କିଲେ କରୋନା ଭୂତାଣୁ ଆକ୍ରାନ୍ତ ବ୍ୟକ୍ତିଙ୍କଠାରୁ ୧୦…
ଭୋଟ ମାଗିବାକୁ ଗାଁ ଆସିଲେ ମିଳିବ ଠେଙ୍ଗାମାଡ଼: ଭାଜପା ବିଧାୟକଙ୍କୁ ଗ୍ରାମବାସୀଙ୍କ ଜବାବ…
ଡେରାଡୁନ୍,୨୦।୫: ଉତ୍ତରାଖଣ୍ଡରେ କରୋନା ମହାମାରୀ ଯୋଗୁ ସଙ୍କଟ ସୃଷ୍ଟି ହୋଇଛି। ଏପରିସ୍ଥଳେ ଭାଜପା ବିଧାୟକ ଦେଶରାଜ କର୍ନଓ୍ବାଲଙ୍କୁ ଝବରେଡ଼ା ଗାଁର ଲୋକେ ଛାଟ ଦେଖାଇଛନ୍ତି। ଦେଶରାଜ ଝବରେଡା ଗାଁକୁ ଉପେକ୍ଷା କରିଥିବା ଅଭିଯୋଗ କରି ଗ୍ରାମବାସୀମାନେ କହିଛନ୍ତି ଯେ, ଆଗାମୀ ନିର୍ବାଚନରେ…
ମୋଦିଙ୍କୁ ଘେରିଲେ ଦିଦି: ଭାକ୍ସିନ୍-ଔଷଧ-ଯୋଜନା କିଛି ନାହିଁ, କଥା ବି କହିବାକୁ ଦେଉ ନାହାନ୍ତି ପ୍ରଧାନମନ୍ତ୍ରୀ…
ନୂଆଦିଲ୍ଲୀ,୨୦।୫: ଦେଶରେ ଜାରି ରହିଥିବା କରୋନା ମହାମାରୀ ସଙ୍କଟର ସ୍ଥିତି ସମୀକ୍ଷା ପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ୧୦ ରାଜ୍ୟର ଜିଲାପାଳଙ୍କ ସହିତ ଗୁରୁବାର ଭିଡ଼ିଓ କନଫେରେନ୍ସିଂରେ ଏକ ବୈଠକରେ ଯୋଗଦେଇଥିଲେ। ଏଥିରେ ସମ୍ପୃକ୍ତ ରାଜ୍ୟର ମୁଖ୍ୟମନ୍ତ୍ରୀମାନେ ମଧ୍ୟ ଉପସ୍ଥିତ ଥିଲେ।…
ଭାରତ ଆରମ୍ଭ କରିବ ଅନ୍ତର୍ଜାତୀୟ ଟିଭି ଚ୍ୟାନେଲ୍ …
ନୂଆଦିଲ୍ଲୀ,୨୦।୫: ଭାରତ ସରକାର ବିବିସି ଭଳି ଅନ୍ତର୍ଜାତୀୟ ଟିଭି ଚ୍ୟାନେଲ ଆରମ୍ଭ କରିବାକୁ ଯାଉଛନ୍ତି। ଗତ ସପ୍ତାହରେ ପ୍ରସାର ଭାରତୀ ପକ୍ଷରୁ ଏନେଇ ଟେଣ୍ଡର ଜାରି କରାଯାଇଛି। ଜମ୍ମୁ-କଶ୍ମୀରରେ ଅନୁଚ୍ଛେଦ ୩୭୦ ଉଚ୍ଛେଦ ଏବଂ ସିଏଏ-ଏନ୍ଆର୍ସି ଭଳି ଆଭ୍ୟନ୍ତରୀଣ ପ୍ରସଙ୍ଗରେ ଭାରତ…
କରୋନା ମଧ୍ୟରେ ବ୍ଲାକ୍ ଫଙ୍ଗସ୍ ଆତଙ୍କ: ରାଜସ୍ଥାନରେ ଚିହ୍ନଟ ହେଲେ ୭ଶହରୁ ଊର୍ଦ୍ଧ୍ୱ ଆକ୍ରାନ୍ତ
ଜୟପୁର,୨୦।୫: କରୋନା ସଙ୍କଟ ମଧ୍ୟରେ ବ୍ଲାକ୍ ଫଙ୍ଗସ୍ ସଂକ୍ରମଣ ଏବେ ଚିନ୍ତା ବଢ଼ାଇଦେଇଛି। ଦେଶର ଅନେକ ରାଜ୍ୟରେ ଏହି ରୋଗୀଙ୍କ ସଂଖ୍ୟା ବୃଦ୍ଧି ପାଇବାରେ ଲାଗିଛି। କେବଳ ରାଜସ୍ଥାନରେ ୭୦୦ବ୍ଲାକ୍ ଫଙ୍ଗସ୍ ରୋଗୀ ଚିହ୍ନଟ ହୋଇଥିବା ବେଳେ ସରକାର ଏବେ ଆକ୍ସନମୁଡରେ…
କୃଷକଙ୍କ ଚେତାବନୀ: ଆମ ଧୈର୍ଯ୍ୟର ଆଉ ପରୀକ୍ଷା ନ ନିଅନ୍ତୁ ସରକାର
ନୂଆଦିଲ୍ଲୀ,୨୦।୫: ଦିଲ୍ଲୀ ସୀମାରେ ଆନ୍ଦୋଳନ କରୁଥିବା କୃଷକ ପୁଣି ସରକାରଙ୍କୁ ଚେତାବନୀ ଦେଇଛନ୍ତି। ସଂଯୁକ୍ତ କୃଷକ ମୋର୍ଚ୍ଚା ପକ୍ଷରୁ କୁହାଯାଇଛି ଯେ, ସରକାର ଆମ କଥା ଶୁଣନ୍ତୁ ଏବଂ ଆମ ଧୈର୍ଯ୍ୟର ଆଉ ପରୀକ୍ଷା ନ ନିଅନ୍ତୁ। ଏହାସହ ପୁଣିଥରେ ୩…
୪ ଘଣ୍ଟାରେ ଚନ୍ଦ୍ରର ୫୦ ହଜାର ଫଟୋ ଉଠାଇ ଚର୍ଚ୍ଚାରେ ୧୬ ବର୍ଷର ବାଳକ
ପୁନେ,୨୦।୫: ନାସା ଏବଂ ଇସ୍ରୋ ପରି ସ୍ପେସ ଏଜେନ୍ସିଗୁଡ଼ିକ ଚନ୍ଦ୍ରର ଅନେକ ଫଟୋ ଶେୟାର କରନ୍ତି। କିନ୍ତୁ ପୁନେର ଜଣେ ୧୬ ବର୍ଷର ବାଳକ ଚନ୍ଦ୍ରର ଫଟୋ ଉଠାଇ ଏବେ ଚର୍ଚ୍ଚାକୁ ଆସିଛନ୍ତି। ତାଙ୍କ ଫଟୋ ଦେଖିବା ପରେ ସମସ୍ତେ ତାଙ୍କୁ…
ଏବେ ବାଇକ୍-କାର୍ ପାଇଁ କରିହେବ ନୋମିନି…
ନୂଆଦିଲ୍ଲୀ,୨୦।୫: ବ୍ୟାଙ୍କରେ ଖାତା ଖୋଲିବା ସମୟରେ ନୋମିନିର ଆବଶ୍ୟକତା ପଡ଼ିଥାଏ। ଏଭଳି ନିୟମ ଏବେ ବାଇକ୍ ଅବା କାର୍ ପାଇଁ ମଧ୍ୟ କରାଯାଇପାରିବ। କେନ୍ଦ୍ରୀୟ ମୋଟର ଭେହିକିଲ ଆଇନରେ କେତେକ ପରିବର୍ତ୍ତନ କରାଯାଇ ଥିବାରୁ ଏଭଳି ସୁବିଧା ଏବେ ଗାନି ମାଲିକଙ୍କୁ…
ଆପତ୍ତି ଜନକ ସିନ୍ ପାଇଁ ଏହି ହଲିଉଡ୍ ଫିଲ୍ମ ଭାରତରେ ବ୍ୟାନ୍: ରାହୁଲଙ୍କ ବିରୋଧରେ ଗୁଜବ…
ନୂଆଦିଲ୍ଲୀ,୨୦।୫: କେତେକ ଆପତ୍ତି ଜନକ ଦୃଶ୍ୟ ଥିବାରୁ ୨୦୧୫ରେ ହଲିଉଡ୍ ଫିଲ୍ମ ଫିଫ୍ଟି ଶେଡସ୍ ଅଫ୍ ଗ୍ରେକୁ ଭାରତୀୟ ସେନସର ବୋର୍ଡ ପକ୍ଷରୁ ରିଲିଜ୍ ପାଇଁ ଅନୁମତି ମିଳି ନ ଥିଲା। ଫିଲ୍ମରେ ଆପତ୍ତିଜନକ ଦୃଶ୍ୟ ସହିତ ଅଶ୍ଳୀଳ ଦ୍ୱି ଅର୍ଥ…
Archives


