‘ଆତଙ୍କବାଦ ସବୁଠୁ ବଡ଼ ଆଞ୍ଚଳିକ ଚ୍ୟାଲେଞ୍ଜ’
ନୂଆଦିଲ୍ଲୀ, ୧।୧୨(ପି.ଟି.): ଆତଙ୍କବାଦ ସବୁଠୁ ଗୁରୁତ୍ୱପୂର୍ଣ୍ଣ ଆଞ୍ଚଳିକ ଚ୍ୟାଲେଞ୍ଜ ବୋଲି ସାଙ୍ଘାଇ ସହଯୋଗ ସଂଗଠନ (ଏସ୍ସିଓ)ରେ ଭାରତ କହିଛି। ଏହି ଭର୍ଚୁଆଲ ବୈଠକରେ ଭାଗନେଇ ଉପରାଷ୍ଟ୍ରପତି ଏମ୍. ଭେଙ୍କାୟା ନାଇଡୁ ମୁଖ୍ୟତଃ ସୀମାପାର ଆତଙ୍କବାଦ ପ୍ରସଙ୍ଗରେ କହିବା ସହ ଏହା...
ଉତ୍ପଳ କୁମାର ସିଂ ଲୋକ ସଭା ମହାସଚିବ
ନୂଆଦିଲ୍ଲୀ, ୧।୧୨: ଅବସରପ୍ରାପ୍ତ ଆଇଏଏସ୍ ଅଫିସର ଉତ୍ପଳ କୁମାର ସିଂ ସୋମବାର ବର୍ଷକ ଲାଗି ଲୋକ ସଭାର ନୂଆ ମହାସଚିବ ଭାବେ ନିଯୁକ୍ତି ପାଇଛନ୍ତି। ଲୋକ ସଭା ବାଚସ୍ପତି ଓମ୍ ବିର୍ଲା ଏହି ନିଯୁକ୍ତି ପ୍ରଦାନ କରିଛନ୍ତି। ଡିସେମ୍ବର ୧ରୁ...
‘ଚାଷୀଙ୍କୁ ବିଭ୍ରାନ୍ତ କରୁଛନ୍ତି ବିରୋଧୀ’
ନୂଆଦିଲ୍ଲୀ, ୧।୧୨: ନୂଆ କୃଷି ଆଇନକୁ ନେଇ ଚାଷୀମାନଙ୍କୁ ବିଭ୍ରାନ୍ତ କରାଯାଉଛି। ଏହା କୃଷକମାନଙ୍କ ସ୍ବାର୍ଥ ବିରୋଧୀ ଓ ଭବିଷ୍ୟତ ପ୍ରତି ବିପଦ ବୋଲି ବିରୋଧୀ ଦଳଗୁଡ଼ିକ ଭିତ୍ତିହୀନ ଗୁଜବ ସୃଷ୍ଟି କରୁଥିବା ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସୋମବାର କହିଛନ୍ତି।...
ବିବାହ ପାଇଁ ଆସାମରେ ଲାଗୁ ହେବ ନୂଆ ନିୟମ
ଗୁଆହାଟୀ,୧ ।୧୨: ବିବାହ ପାଇଁ ଆସାମ ସରକାର ନୂଆ ନିୟମ ଆଣିଛନ୍ତି । ଏଥିରେ କନ୍ୟା-ବର ନିଜ ନିଜର ଧର୍ମ ସହ ଆୟ, ବ୍ୟବସାୟ ଆଦି ସମ୍ପର୍କରେ ସୂଚନା ଦେବାକୁ ପଡିବ । ଲଭ-ଜେହାଦ ଭଳି ଘଟଣାଠାରୁ ଦୂରେଇବାକୁ କିଛି...
‘ମୋଦି ସରକାର ଏକଚ୍ଛତ୍ରବାଦୀ’
ନୂଆଦିଲ୍ଲୀ, ୧।୧୨: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ନେତୃତ୍ୱାଧୀନ କେନ୍ଦ୍ର ସରକାର ସାମ୍ପ୍ରଦାୟିକ, ଫାସିବାଦୀ ତଥା ଏକଚ୍ଛତ୍ରବାଦୀ ବୋଲି ସୋମବାର ଆନ୍ଦୋଳନରତ କୃଷକମାନେ ଅଭିଯୋଗ କରିଛନ୍ତି। ଏଥିସହିତ ବୁରାରିର ସନ୍ଥ ନିରଙ୍କରୀ ପଡ଼ିଆରେ ଆନ୍ଦୋଳନକାରୀମାନେ ଏକତ୍ର ହେବାକୁ ସରକାର ଦେଇଥିବା ପ୍ରସ୍ତାବକୁ...
କରୋନା ଭ୍ୟାକ୍ସିନ: ଜଣେ ବ୍ୟକ୍ତିଙ୍କ ପାଇଁ ସରକାର ଖର୍ଚ୍ଚ କରିବେ ଚାରିଶହ ଟଙ୍କା!
ନୂଆଦିଲ୍ଲୀ,୧ ।୧୨: କରୋନା ମହାମାରୀକୁ ଦୂରେଇବା ପାଇଁ ଏହାର ଭ୍ୟାକ୍ସିନ ପ୍ରସ୍ତୁତି କାର୍ଯ୍ୟ ପ୍ର୍ରାୟତଃ ଶେଷ ପର୍ଯ୍ୟାୟରେ ପହଞ୍ଚିଗଲାଣି । ଆଉ ଅଳ୍ପଦିନ ମଧ୍ୟରେ ଏହା ଉପଲବ୍ଧ ହେବ ବୋଲି କୁହାଯାଉଛି । ତେବେ ଏହାକୁ ନେଇ ସରକାର ଯୋଜନା...
ଲୋକତନ୍ତ୍ରକୁ ମଜଭୁତ କରିବାକୁ ଭୋଟ ଦିଅନ୍ତୁ: ଓୱାସି
ହାଇଦ୍ରାବାଦ,୧ ।୧୨: ବୃହତ ହାଇଦ୍ରାବାଦ ନଗର ନିଗମ(ଜିଏଚ୍ଏମ୍ସି) ନିର୍ବାଚନ ଏବେ ରାଷ୍ଟ୍ରୀୟ ରାଜନୀତିର କେନ୍ଦ୍ର ପାଲଟି ଯାଇଛି । ଏବେ ସମସ୍ତଙ୍କ ନଜର ଏହି ନିର୍ବାଚନ ଫଳାଫଳ ଉପରେ ରହିଛି । ମଙ୍ଗଳବାର ୧୫୦ ୱାର୍ଡ ପାଇଁ ମତଦାନ ଆରମ୍ଭ...
ବାବା ଆମ୍ତେଙ୍କ ନାତୁଣୀଙ୍କ ଆତ୍ମହତ୍ୟା
ଚନ୍ଦ୍ରପୁର(ମହାରାଷ୍ଟ୍ର), ୩୦।୧୧-ବାବା ଆମ୍ତେଙ୍କ ନାତୁଣୀ ତଥା ଜଣାଶୁଣା ସାମାଜିକ କର୍ମୀ ଡ. ଶୀତଲ ଆମ୍ତେ-କରାଜ୍ଗୀ ସୋମବାର ସକାଳେ ସ୍ଥାନୀୟ ଆନନ୍ଦବନ ଆଶ୍ରମରେ ଆତ୍ମହତ୍ୟା କରିଛନ୍ତି। ସେ କୌଣସି ଅଜଣା ପଦାର୍ଥ ଇଞ୍ଜେକ୍ଶନରେ ନେଇଥିବା ପୋଲିସ କହିଛି। ତାଙ୍କୁ ଓ୍ବାରୋରା ରୁରାଲ...
କରୋନାରେ ଆଖି ବୁଜିଲେ ଭାଜପା ବିଧାୟିକା କିରଣ ମାହେଶ୍ବରୀ
ଜୟପୁର,୩୦।୧୧-ମହାମାରୀ କରୋନାରେ ପ୍ରାଣ ହରାଇଛନ୍ତି ରାଜସ୍ଥାନ ରାଜସମାନ୍ଦର ଭାଜପା ବିଧାୟିକା କିରଣ ମାହେଶ୍ବରୀ। ରବିବାର ବିଳମ୍ବିତ ରାତିରେ ସେ ଗୁରୁଗ୍ରାମ ମେଦାନ୍ତ ହସ୍ପିଟାଲରେ ଶେଷ ନିଶ୍ୱାସ ତ୍ୟାଗ କରିଛନ୍ତି। ମୃତ୍ୟୁବେଳକୁ ତାଙ୍କୁ ୫୯ ବର୍ଷ ହୋଇଥିଲା। କିଛି ଦିନ ତଳେ...
୭ ଦିନ ପରେ ଇଟାଭାଟିରୁ ଉଦ୍ଧାର ହେଲା ମୃତଦେହ : ହତ୍ୟା ସନ୍ଦେହ
ଜୟପୁର, ୩୦।୧୧- ରାଜସ୍ଥାନ ବାରାନ ଜିଲା ସାମସପୁରରେ ଥିବା ଏକ ଇଟାଭାଟିରୁ ଜଣେ ଯୁବକଙ୍କ ମୃତହେହ ଉଦ୍ଧାର କରାଯାଇଛି। ମୃତକ ହେଲେ କେହେଲି ଭଣ୍ଡୋଲିଆ ଗ୍ରାମର ମହେନ୍ଦ୍ର ମୀନା। ନିଖୋଜ ହେବାର ୭ ଦିନ ପରେ ମହେନ୍ଦ୍ରଙ୍କ ମୃତଦେହକୁ ପୋଲିସ...
ଡିସେମ୍ବର ୩୦ ଯାଏ ବଢ଼ିଲା କୋଭିଡ-୧୯ କଟକଣା: ଡିସେମ୍ବର ୧୪ରୁ ଖୋଲିବ ମାରିନା ବିଚ୍
ଚେନ୍ନାଇ,୩୦।୧୧: କରୋନା ମହାମାରୀ ସଂକ୍ରମଣକୁ ଦୃଷ୍ଟିରେ ରଖି ବିଭିନ୍ନ ରାଜ୍ୟଗୁଡ଼ିକରେ ସରକାର କଡ଼ା ପଦକ୍ଷେପ ଗ୍ରହଣ କରୁଛନ୍ତି। ଇତିମଧ୍ୟରେ ତାମିଲନାଡୁର ସରକାର ଡିସେମ୍ବର ୩୧ ପର୍ଯ୍ୟନ୍ତ ଲକ୍ଡାଉନ ଅବଧିକୁ ବୃଦ୍ଧି କରିଛନ୍ତି। କିନ୍ତୁ ଡିସେମ୍ବର ୩୦ ଯାଏ କୋଭିଡ-୧୯ ସମ୍ବନ୍ଧୀୟ...
ଭାରତ ପକ୍ଷରୁ ସୟାନୀ ଗୁପ୍ତାଙ୍କ ‘ଶେମଲେସ୍’ ଓସ୍କାର ପାଇଁ ମନୋନୀତ
ମୁମ୍ବାଇ ୩୦।୧୧: ବଲିଉଡ୍ ଅଭିନେତ୍ରୀ ସୟାନି ଗୁପ୍ତା, ହୁସୈନ ଦଲାଲା ଓ ରିଷଭ କପୁରଙ୍କ ଭଳି ଷ୍ଟାରର ଫିଲ୍ମ ‘ଶେମଲେସ୍’କୁ ଓସ୍କାର ପାଇଁ ଚୟନ କରାଯାଇଛି। ଆସନ୍ତା ବର୍ଷ ୯୩ତମ ଓସ୍କାର ଆଓ୍ବାର୍ଡ ସମାରୋହ ଆୟାଜିତ ହେବ। ଏଥିପାଇଁ ଲାଇଭ...
Archives


