ନିଆଯାଇଥିବା ଅଧିକ ଅର୍ଥ ଫେରାଯାଉ
ନୂଆଦିଲ୍ଲୀ, ୬।୧୨: କୋଭିଡ୍ ଚିହ୍ନଟ ଲାଗି ହୋଇଥିବା ଆର୍ଟି-ପିସିଆର୍ ପରୀକ୍ଷାରେ ଘରୋଇ ଲାବ୍ ଓ ହସ୍ପ୍ିଟାଲଗୁଡ଼ିକ ଅତ୍ୟଧିକ ଦେୟ ନେଇଛନ୍ତି। ଏବେ ସେମାନେ ଉକ୍ତ ଅତିରିକ୍ତ ଅର୍ଥ ଫେରାଇବା ଆବଶ୍ୟକ। ଏଥିପାଇଁ କେନ୍ଦ୍ର ସରକାର ପଦକ୍ଷେପ ନେବା ଲାଗି ନିର୍ଦ୍ଦେଶ...
ମୁକୁଲ ରାୟଙ୍କ ନଁ।ରେ ଚାର୍ଜଶିଟ୍
କୋଲକାତା, ୬।୧୨: କ୍ରିଷ୍ଣଗଞ୍ଜର ତୃଣମୂଳ କଂଗ୍ରେସ (ଟିଏମ୍ସି) ବିଧାୟକ ସତ୍ୟଜିତ ବିଶ୍ୱାସ ହତ୍ୟା ମାମଲାରେ ସମ୍ପୃକ୍ତି ନେଇ ଭାଜପା ରାଷ୍ଟ୍ରୀୟ ଉପାଧ୍ୟକ୍ଷ ମୁକୁଲ ରାୟଙ୍କ ବିରୋଧରେ ପଶ୍ଚିମବଙ୍ଗ ସିଆଇଡି ଅତିରିକ୍ତ ଚାର୍ଜଶିଟ୍ ଦାଖଲ କରିଛି। ଶନିବାର ଅପରାହ୍ଣରେ ନଦିଆ ଜିଲାର...
ଅଧିକ ସମୟ ମାଗିଲା କେନ୍ଦ୍ର
ନୂଆଦିଲ୍ଲୀ, ୬।୧୨(ପି.ଟି.): କେନ୍ଦ୍ର ସରକାରଙ୍କ ବିବାଦୀୟ କୃଷି ଆଇନକୁ ବିରୋଧ କରି ବିଭିନ୍ନ କୃଷକ ସଂଗଠନ ପକ୍ଷରୁ ଦିଲ୍ଲୀ ସୀମାରେ ଆନ୍ଦୋଳନ ଜାରି ରହିଥିବାବେଳେ ଶନିବାର କେନ୍ଦ୍ର ସରକାରଙ୍କ ସହ ପଞ୍ଚମ ପର୍ଯ୍ୟାୟ ଆଲୋଚନା ବିନା ନିଷ୍କର୍ଷରେ ଶେଷ ହୋଇଛି।...
ଆନ୍ଦୋଳନ ରତ କୃଷକଙ୍କ ଗରମ ପୋଷାକ ପାଇଁ ଦିଲଜିତ ଦାନ କରିଛନ୍ତି ଏକ କୋଟି ଟଙ୍କା !
ନୂଆଦିଲ୍ଲୀ,୬ ।୧୨: କେନ୍ଦ୍ରର କୃଷି ଆଇନକୁ ବିରୋଧ କରି ଦିଲ୍ଲୀ ସୀମାରେ ଆନ୍ଦୋଳନ ରତ କୃଷକଙ୍କୁ ଶନିବାର ଅଭିନେତା ତଥା ଗାୟକ ଦିଲଜିତ ଦୋସାଞ୍ଝ ଭେଟିଥିଲେ । ଏହାସହ ସରକାର ସେମାନଙ୍କ ଦାବି ମାନି ନିଅନ୍ତୁ ବୋଲି ମଧ୍ୟ ଅନୁରୋଧ...
କରୋନାରେ ଗୁଜରାଟ ବିଚାରପତିଙ୍କ ଦେହାନ୍ତ
ଅହମ୍ମଦାବାଦ, ୬ା୧୨: କରୋନାରେ ସଂକ୍ରମିତ ହୋଇ ଚିକିତ୍ସାଧୀନ ଥିବା ଗୁଜରାଟ ହାଇକୋର୍ଟ ବିଚାରପତି ଜଷ୍ଟିସ୍ ଜି. ଆର୍ ଉଦ୍ଓ୍ବାନି(୫୯)ଙ୍କର ଶନିବାର ଦେହାନ୍ତ ହୋଇଛି। ଗତ ନଭେମ୍ବର ୧୯ରେ ସେ କରୋନା ପଜିଟିଭ୍ ଚିହ୍ନଟ ହୋଇଥିଲେ। ୨୨ରେ ଗୁରୁତର ଅବସ୍ଥାରେ ତାଙ୍କୁ...
ସିନ୍ଧୁ ସୀମାରେ ତିନି ଶହରୁ ଅଧିକ କୃଷକ ଅସୁସ୍ଥ, କରୋନା ପରୀକ୍ଷା ପାଇଁ ଅରାଜି!
ନୂଆଦିଲ୍ଲୀ,୬ ।୧୨: ରାଜଧାନୀ ଦିଲ୍ଲୀରେ ପୁଣିଥରେ କରୋନା ସଂକ୍ରମଣ ବୃଦ୍ଧି ଆଶଙ୍କା କରାଯାଉଛି । ସିନ୍ଧୁ ସୀମାରେ ଧାରଣାରତ ୩ଶହରୁ ଅଧିକ କୃଷକ ଏବେ ଅସୁସ୍ଥ ହୋଇ ପଡିଥିବା କୁହ।।ଯାଉଛି । ଏମାନେ ଥଣ୍ଡା, ସର୍ଦ୍ଦି , ଜ୍ୱର ଓ...
ଆମ କୃଷକଙ୍କ ଦାବି ପୂରଣ କର : ଦିଲଜୀତ
ନୂଆଦିଲ୍ଲୀ,୫।୧୨: କୃଷି ଆଇନକୁ ବିରୋଧ କରୁଥିବା କୃଷକଙ୍କ ସପକ୍ଷରେ ବାହାରିଛନ୍ତି ପଞ୍ଜାବୀ ସିଙ୍ଗର ଓ ଆକ୍ଟର ଦିଲଜୀତ ଦୋସାଞ୍ଜ। ସେ ଶନିବାର ଦିଲ୍ଲୀ-ହରିୟାଣା ସୀମା (ସିଙ୍ଘୁ ସୀମା)ଠାରେ ଆନ୍ଦୋଳନରତ କୃଷକଙ୍କୁ ଭେଟିଥିଲେ। କୃଷକଙ୍କୁ ସମ୍ବୋଧନ କରି ଦିଲଜୀତ କହିଛନ୍ତି, ସମସ୍ତ...
ବାତ୍ୟା ବୁରେଭିରେ ଚାଲିଗଲା ୭ ଜୀବନ: ବ୍ୟାପକ କ୍ଷୟକ୍ଷତି
ଚେନ୍ନାଇ, ୫।୧୨-ତାମିଲନାଡୁରେ ତାଣ୍ଡବ ମଚାଇଥିବା ସାମୁଦ୍ରିକ ବାତ୍ୟା ବୁରେଭିରେ ୭ ଜଣ ଲୋକ ପ୍ରାଣ ହରାଇଛନ୍ତି। ସେହିପରି ପ୍ରବଳ ବର୍ଷା ଯୋଗୁ ମାଟି ଘର ନଷ୍ଟ ହୋଇଥିବାବେଳେ ଅନେକ ବିଦ୍ୟୁତ୍ ଖୁଣ୍ଟ ଉପୁଡି ପଡିଛି। ମୃତକଙ୍କ ପରିବାରକୁ ମୁଖ୍ୟମନ୍ତ୍ରୀ ଇ.କେ....
ସରକାରଙ୍କ ସହ ବୈଠକକୁ ପୁଣି ଥରେ ଖାଦ୍ୟ, ପାଣି ନେଇକି ଆସିଲେ କୃଷକମାନେ
ନୂଆଦିଲ୍ଲୀ,୫।୧୨: କୃଷି ଆଇନକୁ ବିରୋଧ କରୁଥିବା କୃଷକମାନଙ୍କ ସହ ଶନିବାର ପଞ୍ଚମ ଥର ପାଇଁ ସରକାର ବୈଠକ କରିଥିଲେ। ପ୍ରାୟ ୩ ଘଣ୍ଟା ଧରି ଚାଲିଥିବା ବୈଠକରେ କୌଣସି ସମାଧାନର ବାଟ ବାହାରି ପାରି ନାହିଁ। ପୂର୍ବ ଭଳି ଏଥର...
ଆଡଭାନୀଙ୍କ ସମସ୍ୟା ବଢ଼ାଇ ଦେଇଥିଲେ ରାଜେଶ ଖାନ୍ନା
ବଲିଉଡ୍ର ପ୍ରଥମ ସୁପରଷ୍ଟାର ଥିଲେ ରାଜେଶ ଖାନ୍ନା। ୬୦ ଓ ୭୦ ଦଶକର ଏହି ସୁପରଷ୍ଟାରଙ୍କ ଲୋକପ୍ରିୟତା ପ୍ରାୟତଃ ଶେଷ କରି ଦେଇଥିଲା ଭାରତୀୟ ଜନତା ପାର୍ଟି (ଭାଜପା)ର ଉପ ପ୍ରତିଷ୍ଠାତା ଏଲ. କେ. ଆଡଭାନୀଙ୍କ ରାଜନୈତିକ କ୍ୟାରିୟରକୁ ।...
ପୁଣି ଫେଲ୍ ମାରିଲା ଚାଷୀ-ସରକାରଙ୍କ ଆଲୋଚନା
ନୂଆଦିଲ୍ଲୀ,୫ା୧୨: ଶନିବାର କୃଷି ଆଇନକୁ ବିରୋଧ କରି କୃଷକ ଏବଂ ସରକାରଙ୍କ ମଧ୍ୟରେ ଚାଲିଥିବା ବୈଠକ ପୁଣି ଥରେ ବିଫଳ ହୋଇଛି। ପ୍ରାୟ ୩ ଘଣ୍ଟା ଧରି ଚାଲିଥିବା ବୈଠକରୁ କୌଣସି ସମାଧାନର ବାଟ ବାହାରିପାରିନାହିଁ। କୃଷକମାନେ ସେମାନଙ୍କ ଜିଦ୍ରେ...
୨ ଦିନରେ ଦିଲଜୀତଙ୍କ ଫଲୋୟର୍ସ ସଂଖ୍ୟା ୪ ଲକ୍ଷ ବଢ଼ିଲା
ନୂଆଦିଲ୍ଲୀ, ୫।୧୨- ପଞ୍ଜାବୀ ଆକ୍ଟର ତଥା ସିଙ୍ଗର ଦିଲଜୀତ ଦୋସାଞ୍ଜ ଓ ବଲିଉଡ ଅଭିନେତ୍ରୀ କଙ୍ଗନା ରାନାଓ୍ବତଙ୍କ ମଧ୍ୟରେ ଚାଲିଥିବା ଟୁଇଟର ଯୁଦ୍ଧ ଶେଷ ହୋଇନାହିଁ। ହେଲେ ଏହାର ପୂରା ଫାଇଦା ପାଇଛନ୍ତି ଦିଲଜୀତ। ମାଇକ୍ରୋ ବ୍ଲଗିଂ ପ୍ଲାଟଫର୍ମରେ ପଞ୍ଜାବୀ...
Archives


