ଜାତୀୟ

ଏନ୍‌କାଉଣ୍ଟରରେ ୩ ଆତଙ୍କବାଦୀ ନିହତ

ଶ୍ରୀନଗର,୧୯।୨: ଜମ୍ମୁ କଶ୍ମୀରର ଶୋପିଆନରେ ସୁରକ୍ଷା ବାହିନୀ ଏବଂ ଆତଙ୍କବାଦୀଙ୍କ ମଧ୍ୟରେ ଏନକାଉଣ୍ଟର ଚାଲିଛି। ଏହି ଏନ୍‌କାଉଣ୍ଟରରେ ୩ ଆତଙ୍କବାଦୀ ନିହତ ହୋଇଥିବାବେଳେ ଜଣେ ଏସପିଓ ଶହୀଦ ହୋଇଛନ୍ତି। ଜଣେ ଯବାନ ଆହତ ହୋଇଛନ୍ତି। ଘଟଣାସ୍ଥଳରୁ ବିପୁଳ ଅସ୍ତ୍ରଶସ୍ତ୍ର ଓ ବିସ୍ଫୋରକ…

୨୨ରେ ନାରାୟଣସ୍ବାମୀଙ୍କ ଶକ୍ତିପରୀକ୍ଷା

ପୁଡୁଚେରୀ,୧୯ା୨(ପି.ଟି.)::ତେଲଙ୍ଗାନା ରାଜ୍ୟପାଳ ତାମିଲିସାଇ ସୌନ୍ଦରରାଜନ ତେଲଙ୍ଗାନା ଗୁରୁବାର ଉପରାଜ୍ୟପାଳ ଭାବେ ଶପଥ ନେଇଛନ୍ତି। ଏହି ଅତିରିକ୍ତ ଦାୟିତ୍ୱ ଗ୍ରହଣ କରିବା ପରେ ପୁଡୁଚେରୀ ମୁଖ୍ୟମନ୍ତ୍ରୀ ଭି. ନାରାୟଣସ୍ବାମୀଙ୍କୁ ଆସନ୍ତା ୨୨ ତାରିଖରେ ବିଧାନସଭାରେ ଆସ୍ଥାଭୋଟର ସମ୍ମୁଖୀନ ହେବାକୁ ସେ ନିର୍ଦ୍ଦେଶ ଦେଇଛନ୍ତି।…

ଖୋଜାଚାଲିଛି ଦଳିତ ନାବାଳିକାଙ୍କ ମୃତ୍ୟୁର କାରଣ

ଉନ୍ନାଓ, ୧୮।୨ : ଉତ୍ତର ପ୍ରଦେଶର ଉନ୍ନାଓ ଜିଲାର କ୍ଷେତରେ ବୁଧବାର ସନ୍ଧ୍ୟାରେ ସନ୍ଦେହଜନକ ଅବସ୍ଥାରେ ମିଳିଥିବା ଦୁଇ ଦଳିତ ନାବାଳିକାଙ୍କ ମୃତ୍ୟୁ ପଛର କାରଣ ଖୋଜୁଛି ପୋଲିସ। ମୃତ୍ୟୁର କାରଣ ଏପର୍ଯ୍ୟନ୍ତ ସ୍ପଷ୍ଟ ହୋଇ ନ ଥିଲେ ମଧ୍ୟ ସେମାନଙ୍କ…

୨୨ରେ ପୁଡୁଚେରୀ ସରକାରଙ୍କ ଶକ୍ତି ପରୀକ୍ଷା

ନୂଆଦିଲ୍ଲୀ, ୧୮।୨ : ପୁଡୁଚେରୀରେ କଂଗ୍ରେସ ସରକାର ସୋମବାର ଶକ୍ତି ପରୀକ୍ଷାର ସମ୍ମୁଖୀନ ହେବେ। ଏ ନେଇ ଉପରାଜ୍ୟପାଳ ଟି. ସୁନ୍ଦରରାଜନ କହିଛନ୍ତି। ସରକାରୀ ଦଳ ନିକଟରେ ଏବେ ବହୁ ମତ ନ ଥିବା ବିରୋଧୀ ଭାଜପା ଉପରାଜ୍ୟପାଳଙ୍କ ନିକଟରେ ଦାବି…

ମହାରାଷ୍ଟ୍ରରେ ବିଗ ବି, ଅକ୍ଷୟଙ୍କ ଫିଲ୍ମ ସୁଟିଂକୁ ଦିଆଯିବନି ଅନୁମତି

ମୁମ୍ବାଇ,୧୮।୨: ପେଟ୍ରୋଲର ଲିଟର ପିଛା ୧୦୦ଟଙ୍କା ଡେଇଁବା ପରେ ରାଜନୀତି ବୟାନବାଜି ଆରମ୍ଭ ହୋଇଯାଇଛି। ପେଟ୍ରୋଲ ଦର ବୃଦ୍ଧି ଉପରେ କୌଣସି ମତ ରଖି ନ ଥିବାରୁ ବଲିଉଡ୍‌ ଅଭିନେତା ଅମିତାଭ ବଚ୍ଚନ ଏବଂ ଅକ୍ଷୟ କୁମାରଙ୍କ ସମେତ ନାମୀଦାମୀ ସେଲିବ୍ରିଟିଙ୍କୁ…

ଦୀର୍ଘବର୍ଷ ଧରି ଲିଭ୍‌-ଇନ୍‌ରେ ରହିବା ପରେ ବିବାହ ବନ୍ଧନରେ ବାନ୍ଧି ହେଲେ ୫୫ ଯୋଡ଼ି

ରାଞ୍ଚି,୧୮।୨: ଦୀର୍ଘବର୍ଷ ଧରି ଲିଭ୍‌-ଇନ୍‌-ରିଲେସନଶିପ୍‌ରେ ରହିବା ପରେ ଝାଡ଼ଖଣ୍ଡର ୫୫ ଯୋଡ଼ି ବସନ୍ତ ପଞ୍ଚମୀ ଦିନ ବିବାହ ବନ୍ଧନରେ ବାନ୍ଧି ହୋଇଛନ୍ତି। ଯାହାକି ଗରିବ ଏବଂ ଅନ୍ୟ ସାମାଜିକ ପରମ୍ପରା କାରଣ ଯୋଗୁ ଅଟକି ରହିଥିଲା। ଏହି ଯୋଡ଼ିମାନେ ଏକାଠି ରହୁଥିଲେ…

ମମତାଙ୍କ ଗଡରେ ଗର୍ଜିଲେ ଶାହା

କୋଲକାତା,୧୮ ।୨: ପଶ୍ଚିମବଙ୍ଗ ବିଧାନସଭା ନିର୍ବାଚନ ପୂର୍ବରୁ ସେଠାରେ ରାଜନୈତିକ ନାରା ବେଳକୁ ବେଲ ବଢି ବଢି ଚାଲିଛି । ଦୁଇ ଦିନିଆ ପଶ୍ଚିମବଙ୍ଗ ଗସ୍ତରେ ଯାଇଥିବା ସ୍ୱରାଷ୍ଟ୍ରମନ୍ତ୍ରୀ ଅମିତ ଶାହା ଗୁରୁବାର ନାମଖାନାରେ ଏକ ରାଲିକୁ ସମ୍ବୋଧନ କରିଛନ୍ତି ।…

ଶଶି ଥରୁର କହିଲେ ପେଟ୍ରୋଲ ୬ ଟଙ୍କା

ନୂଆଦିଲ୍ଲୀ,୧୮।୨: ଦେଶରେ ପେଟ୍ରୋଲ ଏବଂ ଡିଜେଲ ଦର ୧୦ ଦିନ ଧରି ଲଗାତର ବଢ଼ି ଚାଲିଛି। ଦେଶର କେତେକ ସ୍ଥାନରେ ପେଟ୍ରୋଲ ୧୦୦ ଟଙ୍କାରେ ବି ବିକ୍ରି ହେଉଛି। ଏହି ତୈଳଦର ବୃଦ୍ଧି ନେଇ ରାଜନେତାଙ୍କଠାରୁ ଆରମ୍ଭ କରି କ୍ରିକେଟର, ଅଭିନେତାମାନେ…

କାର୍‌ର ସନରୁଫ୍‌ ଖୋଲି ନାଚୁଥିଲେ କନ୍ୟା, ବରଯାତ୍ରୀଙ୍କ ଉପରେ ଚଢ଼ିଗଲା ଗାଡ଼ି; ଭିଡିଓ ଦେଖିଲେ..

ମୁଜାଫରନଗର: ଆଜିକାଲି ସମୟରେ ବିବାହରେ କନ୍ୟାମାନଙ୍କର ନାଚିବା ସାଧାରଣ କଥାରେ ପରିଣତ ହେଲାଣି। ହେଲେ ବେଳେବେଳେ ଖୁସିର ମୂହୁର୍ତ୍ତ ଯନ୍ତ୍ରଣାଦାୟକ ଦୁର୍ଘଟଣାର ସାକ୍ଷୀ ପାଲଟେ। ସେଭଳି ଏକ ଘଟଣା ମୁଜାଫରନଗରରେ ଏକ ବିବାହ ସମାରୋହରେ ଘଟିଛି। ଏକ ସୁସଜ୍ଜିତ କାର୍‌ରେ କନ୍ୟା…

ମିସ୍‌ ଇଣ୍ଡିଆ ରନର୍ସ ଅପ୍‌ ମୁକୁଟ ପିନ୍ଧି ଅଟୋଚାଳକ ପିତାଙ୍କ ନିକଟରେ ପହଞ୍ଚିଲେ ଝିଅ, ଆଖିରୁ ପୋଛିଲେ ଲୁହ

ବାରାଣସୀ,୧୮।୨: ଫେମିନା ମିସ୍‌ ଇଣ୍ଡିଆର ରନର୍ସ ଅପ୍‌ ଟାଇଟଲ ଜିତିଛନ୍ତି ବାରାଣସୀର ଝିଅ ମାନ୍ୟା ସିଂହ। ଏହାକୁ ନେଇ ସାରା ଦେଶରେ ଚର୍ଚ୍ଚା। କାରଣ ମାନ୍ୟା ଜଣେ ଅଟୋଚାଳକଙ୍କ ଝିଅ। ସେ ବିଏଲ୍‌ସିସି ମିସ୍‌ ଇଣ୍ଡିଆ ୨୦୨୦ରେ ରନର୍ସ ଅପ୍‌ ହୋଇ…

ରେଳ ରୋକ: ଟ୍ରାକ୍ ଉପରେ ବସିଲେ କୃଷକ, ଦିଲ୍ଲୀରୁ ବିହାର ପର୍ଯ୍ୟନ୍ତ ପଡିଲା ପ୍ରଭାବ

ନୂଆଦିଲ୍ଲୀ,୧୮ ।୨: କେନ୍ଦ୍ର ସରକାରଙ୍କ ନୂଆ କୃଷି ଆଇନକୁ ବିରୋଧ କରି ଗୁରୁବାର କୃଷକ ସଙ୍ଗଠନ ପକ୍ଷରୁ ଦିନ ୧୨ଟାରୁ ରେଳ ରୋକ ଆରମ୍ଭ କରାଯାଇଛି । ଏହା ଅପରାହ୍ନ ୪ଟା ପର୍ଯ୍ୟନ୍ତ ଚାଲିବ । ଗୋଟିଏ ପଟେ କେନ୍ଦ୍ର ସରକାରଙ୍କ…

ମେଟ୍ରୋ ମ୍ୟାନ୍‌ ଶ୍ରୀଧରନ୍‌ ଧରିବେ ପଦ୍ମ

ନୂଆଦିଲ୍ଲୀ,୧୮।୨: ଦିଲ୍ଲୀ ମେଟ୍ରୋ ସେବା କ୍ଷେତ୍ରରେ ଉଲ୍ଲେଖନୀୟ କାର୍ଯ୍ୟ କରିଥିବା ଇ.ଶ୍ରୀଧରନ୍‌ ରାଜନୈତିକ ଯାତ୍ରା ଆରମ୍ଭ କରିବାକୁ ଯାଉଛନ୍ତି। ମେଟ୍ରୋ ମ୍ୟାନ୍‌ ଭାବେ ପରିଚିତି ହାସଲ କରିଥିବା ଶ୍ରୀଧରନ୍‌ ଫେବୃୟାରୀ ୨୧ରେ ଭାଜପାରେ ଯୋଗଦେବାର କାର୍ଯ୍ୟକ୍ରମ ରହିଛି। କେରଳରୁ ରବିବାର ଆରମ୍ଭ…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri