ଦ୍ୱନ୍ଦ୍ୱକୁ ଦୂର କରିବା ପାଇଁ ବିରୋଧୀଦଳ ନେତା ଟିକାନେବା ଉଚିତ
ନୂଆଦିଲ୍ଲୀ,୧।୩: କୋଭିଡ୍-୧୯କୁ ହରାଇବା ପାଇଁ ମାର୍ଚ୍ଚ ୧ତାରିଖରୁ ଆରମ୍ଭ ହୋଇଛି ଦ୍ୱିତୀୟ ପର୍ଯ୍ୟାୟ ଟିକାକରଣ ଅଭିଯାନ। ଦ୍ୱିତୀୟ ପର୍ଯ୍ୟାୟର ପ୍ରଥମ ଦିନରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଟିକା ନେଇଛନ୍ତି। ଟିକା ନିରାପଦ ବୋଲି ସେ ଦେଶବାସୀଙ୍କୁ ଉଦାହରଣ ଦେଇଥିବା କେନ୍ଦ୍ର ସ୍ବାସ୍ଥ୍ୟମନ୍ତ୍ରୀ…
୯ ସେକେଣ୍ଡରେ ନନ୍ଷ୍ଟପ୍ ୧୩ ପୁସ୍ଅପ୍ ମାରିଲେ ରାହୁଲ
ଚେନ୍ନାଇ,୧ ।୩: କଂଗ୍ରେସର ପୂର୍ବତନ ଅଧ୍ୟକ୍ଷ ରାହୁଲ ଗାନ୍ଧୀ ଏବେ ତାମିଲନାଡୁ ଗସ୍ତରେ ଅଛନ୍ତି । ସୋମବାର ସେ କନ୍ୟାକୁମାରୀରେ ଏକ ରୋଡ ଶୋ’ରେ ଯୋଗ ଦେଇଥିଲେ । ସେଠାରେ ଯେ ଯୁବ ଛାତ୍ରୀଛାତ୍ରଙ୍କ ସହ କଥା ହୋଇଥିଲେ । କେବଳ…
ପୂର୍ବରୁ କାହିଁକି ଟିକା ନେଲେ ନାହିଁ ପ୍ରଧାନମନ୍ତ୍ରୀ: ଅଧୀର ରଞ୍ଜନ
ନୂଆଦିଲ୍ଲୀ,୧।୩: ମାର୍ଚ୍ଚ ୧ ତାରିଖରୁ ଦେଶରେ କରୋନା ଟିକାକରଣର ଦ୍ୱିତୀୟ ପର୍ଯ୍ୟାୟ ଆରମ୍ଭ ହୋଇଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ନିଜେ କରୋନା ଟିକା ନେଇ ଏହାର ଶୁଭାରମ୍ଭ କରିଥିଲେ। ଏହାକୁ ନେଇ ରାଜନୀତି ଆରମ୍ଭ ହୋଇଛି। କଂଗ୍ରେସ ନେତା ତଥା ଲୋକ…
ବଳାତ୍କାର ପୀଡ଼ିତାଙ୍କୁ ବିବାହ କଲେ ଯୋଗାଇ ଦିଆଯିବ ସହାୟତା: ସୁପ୍ରିମ୍କୋର୍ଟ
ନୂଆଦିଲ୍ଲୀ,୧।୩: ବଳାତ୍କାର ପୀଡ଼ିତାଙ୍କୁ ବିବାହ କଲେ ଅଭିଯୁକ୍ତଙ୍କୁ ଆବଶ୍ୟକ ସହାୟତା ଯୋଗାଇ ଦିଆଯିବା ପାଇଁ ସୁପ୍ରିମ୍କୋର୍ଟଙ୍କ ପକ୍ଷରୁ ପରାମର୍ଶ ଦିଆଯାଇଛି। ଏକ ବଳାତ୍କାର ମାମଲାରେ ଜାମିନ ବିଚାର ସମୟରେ ପ୍ରଧାନ ବିଚାରପତି ଶରଦ ଅରବିନ୍ଦ ବୋବ୍ଡେଙ୍କ ନେତୃତ୍ୱରେ ଗଠିତ ଖଣ୍ଡପୀଠ ଅଭିଯୁକ୍ତଙ୍କୁ…
ମହାରାଷ୍ଟ୍ରରେ ବଢି ଚାଲିଛି କରୋନା ସଂକ୍ରମଣ: ବିଦର୍ଭରେ ଫେବୃୟାରୀରେ ସଂକ୍ରମିତଙ୍କ ସଂଖ୍ୟା ୪୬ ହଜାରରୁ ଅଧିକ
ମୁମ୍ବାଇ,୧ ।୩: ମହାରାଷ୍ଟ୍ରରେ ପୁଣିଥରେ କରୋନା ସଂକ୍ରମଣ ବଢିବାରେ ଲାଗିଛି । କିଛିଦିନ ତଳେ ସାରା ଦେଶରେ ସଂକ୍ରମଣ ସଂଖ୍ୟା କମ୍ ହୋଇଥିବା ବେଳେ ହଠାତ୍ ଏହା ବୃଦ୍ଧି ପାଇବା ସମସ୍ତଙ୍କୁ ଚିନ୍ତାରେ ପକାଇ ଦେଇଛି । ପୂର୍ବଭଳି ଏଥର ମଧ୍ୟ…
ପ୍ରଧାନମନ୍ତ୍ରୀଙ୍କ ପରେ ମୁଖ୍ୟମନ୍ତ୍ରୀମାନେ ନେଲେ କରୋନା ଟିକା: ଭାଜପାର ଏମ୍ପି, ବିଧାୟକ ଟଙ୍କା ଦେଇ ନେବେ ଟିକା
ନୂଆଦିଲ୍ଲୀ,୧ ।୩: କରୋନା ମାହାମାରୀକୁ ଦୂରେଇବା ପାଇଁ ଦେଶରେ ମାର୍ଚ୍ଚ ୧ ଅର୍ଥାତ୍ ସୋମବାରଠାରୁ ଦ୍ୱିତୀୟ ପର୍ଯ୍ୟାୟ ଟିକାକରଣ ଆରମ୍ଭ ହୋଇଛି । ଏଥିରେ ୬୦ ବର୍ଷରୁ ଅଧିକ ଓ ଜଟିଳ ରୋଗରେ ପୀଡ଼ିତ ବ୍ୟକ୍ତିଙ୍କୁ ଟିକା ଦିଆଯିବାକୁ ସ୍ଥିର କରାଯାଇଛି…
ପୋଲିସ ହେପାଜତରେ ଚନ୍ଦ୍ରାବାବୁ ନାଇଡୁ
ତିରୁପତି,୧।୩: ଆନ୍ଧ୍ରପ୍ରଦେଶର ପୂର୍ବତନ ମୁଖ୍ୟମନ୍ତ୍ରୀ ଚନ୍ଦ୍ରାବାବୁ ନାଇଡୁ ପୋଲିସ ହେପାଜତରେ ରହିଛନ୍ତି। ସେ ସୋମବାର ଚିତ୍ତୋର ଜିଲାରେ ଏକ ନିର୍ବାଚନୀ ସଭାରେ ଯୋଗଦେବାକୁ ଯାଉଥିଲେ। ତାଙ୍କୁ ତିରୁପତି ବିମାନ ବନ୍ଦରରେ ସ୍ଥାନୀୟ ରେନିଗୁଣ୍ଟା ପୋଲିସ ପକ୍ଷରୁ ଅଟକ ରଖାଯାଇଥିଲା। ଏହାର ପ୍ରତିବାଦ…
କଥା ରଖିଲେ ନୀତୀଶ
ପାଟନା,୧ ।୩: ବିହାର ବିଧାନସଭା ନିର୍ବାଚନ ସମୟରେ ମୁଖ୍ୟମନ୍ତ୍ରୀ ନୀତୀଶ କୁମାର ରାଜ୍ୟବାସୀଙ୍କୁ କଥା ଦେଇଥିଲେ ଯେ କରୋନା ଟିକା ମାଗଣାରେ ଦେବେ । ଏବେ ଏହା କାର୍ଯ୍ୟକାରୀ ହେବାକୁ ଯାଉଛି । ବିହାର ସରକାର ସ୍ଥିର କରିଛନ୍ତି ଯେ ମାର୍ଚ୍ଚ…
କଣ୍ଟ୍ରାକ୍ଟ ଫାର୍ମିଂ କେବଳ ବ୍ୟବସାୟରେ ସୀମିତ ନ ରହୁ: ମୋଦି
ନୂଆଦିଲ୍ଲୀ,୧।୩: ଦେଶରେ କୃଷି କ୍ଷେତ୍ର ତଥା କୃଷକଙ୍କ ବିକାଶ ପାଇଁ କେନ୍ଦ୍ର ସରକାରଙ୍କ ପକ୍ଷରୁ ଉଦ୍ୟମ ଅବ୍ୟାହତ ରହିଛି। କୃଷି ଉତ୍ପାଦନର ବୃଦ୍ଧି ସହିତ ଏସବୁର ପ୍ରକ୍ରିୟାକରଣ ଏବଂ ମୂଲ୍ୟଯୁକ୍ତ ଉତ୍ପାଦ ପ୍ରସ୍ତୁତି ଉପରେ ଗୁରୁତ୍ୱ ଦେବାର ସମୟ ଆସିଛି। ଏକବିଂଶ…
ବଙ୍ଗାଳି ବେଶଭୂଷା, ଆସାମୀ ଗାମୁଛା ପକାଇ ପୁଡୁଚେରୀ ନର୍ସଙ୍କ ହାତରୁ ଟିକା ନେଲେ ମୋଦି
ନୂଆଦିଲ୍ଲୀ,୧।୩: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସୋମବାର ଦିଲ୍ଲୀ ଏମ୍ସ୍ରେ କରୋନା ଟିକା ନେଇଛନ୍ତି। ସେ କୋଭାକ୍ସିନ୍ର ପ୍ରଥମ ଡୋଜ୍ ନେଇଥିଲେ। ସେ ଟିକା ନେଇ ବିଭିନ୍ନ ରାଜ୍ୟରେ ହେବାକୁ ଥିବା ନିର୍ବାଚନ ପାଇଁ ବାର୍ତ୍ତା ଦେବାକୁ ଚେଷ୍ଟା କରିଛନ୍ତି। ମୋଦି ସୋମବାର…
୧୧ ମାସ ପରେ ସ୍କୁଲ ଆସିଥିବା ପିଲାଙ୍କୁ ପୁଷ୍ପ ବୃଷ୍ଟି କରି କରାଗଲା ସ୍ୱାଗତ
ଲକ୍ଷ୍ନୌ,୧ ।୩: କରୋନା ମାହାମାରୀ କାରଣରୁ ପାଖାପାଖି ୧୧ ମାସ ହେବ ଅଧିକାଂଶ ରାଜ୍ୟରେ ଶିକ୍ଷାନୁଷ୍ଠାନ ବନ୍ଦ ରହିଥିଲା । ଦୀର୍ଘଦିନ ପରେ ସ୍କୁଲ ଆସିଥିବା ପିଲାମାନେ ନିଜ ସହପାଠୀଙ୍କୁ ଦେଖି ଆତ୍ମ ବିଭୋର ହୋଇ ପଡିଥିଲେ । ଏହାସହ ପିଲାଙ୍କୁ…
ଆଇପିଏସ୍ ଅଧିକାରୀଙ୍କ ଡେପୁଟେଶନକୁ ବିରୋଧ: ମାମଲା ସୁପ୍ରିମ୍କୋର୍ଟରେ ଖାରଜ
ନୂଆଦିଲ୍ଲୀ,୧।୩: ପଶ୍ଚିମବଙ୍ଗରେ ଭାଜପା ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେ.ପି. ନଡ୍ଡାଙ୍କ ଗସ୍ତ ସମୟରେ ହୋଇଥିବା ଆକ୍ରମଣ ଘଟଣାରେ କେନ୍ଦ୍ର ସରକାର ରାଜ୍ୟ କ୍ୟାଡରର ୩ ଆଇପିଏସ୍ ଅଧିକାରୀଙ୍କୁ ଡେପୁଟେଶନରେ ପଠାଇବାର ଯୋଜନା କରିଥିଲେ। ଏନେଇ କେନ୍ଦ୍ରୀୟ ସ୍ବରାଷ୍ଟ୍ର ମନ୍ତ୍ରଣାଳୟ ପକ୍ଷରୁ ନିର୍ଦ୍ଦେଶ ଜାରି…
Archives


